ମାର୍କଫେଡ୍କୁ ଏଜି ଅଡିଟ୍ ଛାଟ
ଯାଜପୁର ଅଫିସ,୧୫।୧: ନୂତନ କୃଷି ଆଇନକୁ ନେଇ ସାରା ଭାରତ ବର୍ଷରେ ହଇଚଇ ସୃଷ୍ଟି ହୋଇଛି। ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଯେତେ ଯୋଜନା ପ୍ରଣୟନ କରିଥିଲେ ମଧ୍ୟ ତାହା ଚାଷୀମାନଙ୍କୁ ସନ୍ତୁଷ୍ଟ କରିପାରିନାହିଁ। ଏହି କ୍ରମରେ କୃଷି...
୮ ବର୍ଷ ହେଲା ଆସୁନି ବିଦ୍ୟୁତ୍
ବନ୍ତଳା,୧୫ା୧: ଜଙ୍ଗଲ ମଧ୍ୟରେ ଗାଁ। ଯୋଗାଯୋଗ ପାଇଁ ରାସ୍ତାଟିଏ ନାହିଁ। ତେଣୁ ମୌଳିକ ସୁବିଧା ପାଇବା ଏହି ଆଦିବାସୀ ମହ୍ଲାର ସମ୍ପ୍ରଦାୟଙ୍କ ପାଇଁ ସାତସପନ ହୋଇଛି। ତଥାପି ୨୦୦୯ରେ ରାଜୀବ ଗାନ୍ଧୀ ବିଦ୍ୟୁତୀକରଣ ଯୋଜନାରେ ୨୫ ପରିବାର ରହୁଥିବା ଅନୁଗୋଳ...
ସାହିତ୍ୟ ସଂସ୍କୃତିର ମକର ମିଳନ
ଟିଟିଲାଗଡ଼, ୧୫।୧ (ଡି.ଏନ.ଏ) ସାହିତ୍ୟ ସଂସ୍କୃତି ଟିଟିଲାଗଡ ପକ୍ଷରୁ ସ୍ଥାନୀୟ ପ୍ରଭାବତୀ ପବ୍ଲିିକ ସ୍କୁଲ ପରିସରରେ ସଭାପତି ଡ. ଛାୟାକାନ୍ତ ଷଡଙ୍ଗୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବ୍ୟାସକବି ଫକିର ମୋହନ ସେନାପତିଙ୍କ ଜୟନ୍ତୀ ଓ ମକର ମିଳନ ଅନୁଷ୍ଟିତ ହୋଇଯାଇଛି। କାର୍ଯ୍ୟକ୍ରମରେ...
‘ଦରଦ ଥିଲେ ମନ୍ତ୍ରୀ, ବିଧାୟକ ମଣ୍ଡିରେ ଶୁଅନ୍ତୁ’
ଭବାନୀପାଟଣା, ୧୪।୧: କଳାହାଣ୍ଡି ଜିଲା ପ୍ରତି ମୁଖ୍ୟମନ୍ତ୍ରୀଙ୍କ ଯଦି ପ୍ରକୃତରେ ଦରଦ ଅଛି ତେବେ କଳାହାଣ୍ଡି ଗସ୍ତରେ ଆସିଥିବା ୭୦ଜଣ ବିଧାୟକ ଓ ୧୨ଜଣ ମନ୍ତ୍ରୀଙ୍କୁ ଜିଲାର ସବୁ ମଣ୍ଡିକୁ ଜଗିବା ପାଇଁ ଦାୟିତ୍ୱ ଦିଅନ୍ତୁ। ଚାଷୀମାନେ ଧାନ ବିକ୍ରି...
କରଙ୍ଗାସାଗର ଜଙ୍ଗଲରେ ପଶିବାକୁ ମନା
ତରବୋଡ/ନୂଆପଡ଼ା ଅଫିସ,୧୪।୧: ନୂଆପଡ଼ା ଜିଲା କୋମନା ବନାଞ୍ଚଳ ସିଆଲଟି ପଞ୍ଚାୟତ ବାଗମୁଣ୍ଡା ଗାଁ ନିକଟସ୍ଥ କରଙ୍ଗାସାଗର ଜଙ୍ଗଲରେ ୨ଟି କଲରାପତରିଆ ବାଘ ଦେଖିବାକୁ ମିଳିଛି। ଗତ ସପ୍ତାହରେ କୋମନା ବନାଞ୍ଚଳ ଅଧୀନ ଭରୁଆମୁଣ୍ଡା ଗ୍ରାମରେ ବାଘ ଆତଙ୍କ ଦେଖାଦେଇଥିଲା। ଗୁରୁବାର...
ସ୍କୁଲ ଖୋଲିବାର ୫ ଦିନରେ ୫୪ ଛାତ୍ରୀଛାତ୍ର କରୋନା ପଜିଟିଭ୍
ଲଖନପୁର,୧୪ା୧: ମହାମାରୀ କରୋନ ସଂକ୍ରମଣକୁ ଦୃଷ୍ଟିରେ ରଖି ସରକାର ଗତ ମାର୍ଚ୍ଚ ମାସରୁ ସ୍କୁଲ୍ କଲେଜ ବନ୍ଦ କରିଥିଲେ। ସଂକ୍ରମଣ ନିୟନ୍ତ୍ରଣକୁ ଆସିବା ପରେ ଗତ ୮ତାରିଖରୁ ଶିକ୍ଷାନୁଷ୍ଠାନ ଖୋଲିବା ପାଇଁ ସରକାରୀ ଭାବେ ନିର୍ଦ୍ଦେଶ ଜାରି ହୋଇଛି। ଏଥିରେ...
ଡିଲ୍ ସମୟରେ ୨ ହାତୀ ଦାନ୍ତ ଜବତ
ସମ୍ବଲପୁର,୧୪ା୧(ବ୍ୟୁରୋ): ସମ୍ବଲପୁର ଜିଲା ଅଇଁଠାପାଲି ଥାନା ବରେଇପାଲି ଛକରୁ ବନ ବିଭାଗର ସ୍ବତନ୍ତ୍ର ଟାସ୍କ ଫୋର୍ସ ଟିମ୍(ଏସ୍ଟିଏଫ୍) ଗୁରୁବାର ଦୁଇଟି ହାତୀ ଦାନ୍ତ ଜବତ କରିଛି। ଘଟଣାରେ ସମ୍ପୃକ୍ତ ଥିବା ୨ଜଣଙ୍କୁ ଗିରଫ କରାଯାଇଛି। ସେମାନେ ହେଲେ ସୋନପୁର ଜିଲା...
ଗଜପତିରେ ପହଞ୍ଚିଲା କୋଭିଡ୍ ଭାକ୍ସିନ୍
ପାରଳାଖେମୁଣ୍ଡି,୧୪ା୧(ଡି.ଏନ୍.ଏ.)- କୋଭିଡ୍ ଭାସ୍କିନ୍ ବୁଧବାର ରାତିରେ ଭୁବନେଶ୍ୱରରୁ କଡା ସୁରକ୍ଷା ମଧ୍ୟରେ ଆସି ଗଜପତିରେ ପହଞ୍ଚତ୍ଛି। ପ୍ରଥମ ପର୍ଯ୍ୟାୟରେ ୪,୫୦୦ କୋଭିଶିଲ୍ଡ ଟିକା ଆସିଥିବା ଜଣାପଡିଛି। ପାରଳାଖେମୁଣ୍ଡି ସ୍ଥିତ ସିଡିଏମ୍ଓଙ୍କ କାର୍ଯ୍ୟାଳୟ ପରିସର ଟିକା ସଂରକ୍ଷଣ କେନ୍ଦ୍ରରେ କଡା ସୁରକ୍ଷା...
ମକର ବୁଡ଼ ବେଳେ ଯୁବତୀଙ୍କୁ ଗଣବଳାତ୍କାର
ବାରିପଦା ଅଫିସ,୧୪।୧: ମୟୂରଭଞ୍ଜ ଜିଲା ବାରିପଦା ଟାଉନ ଥାନା ଅଞ୍ଚଳରେ ବୁଧବାର ମକର ବୁଡ଼ ପକାଇବାକୁ ଯାଇଥିବା ଜଣେ ଯୁବତୀଙ୍କୁ ଗଣବଳାତ୍କାର କରାଯାଇଥିବା ଥାନାରେ ଅଭିଯୋଗ ହୋଇଛି। ଅଭିଯୋଗକୁ ଭିତ୍ତିକରି ପୋଲିସ ଏକ ମାମଲା (ନଂ.୫୭/୨୧) ରୁଜୁ କରି ଜଣଙ୍କୁ...
କୋରାପୁଟରେ ପହଞ୍ଚିଲା କରୋନା ଟିକା
କୋରାପୁଟ,୧୪।୧(ସ୍ବ.ପ୍ର.): କୋରାପୁଟରେ ଗୁରବାର ପହଞ୍ଚିଛି ୮୩୦୦ ଡୋଜ୍ କୋଭିଡ ସିଲ୍ଡ ଟିକା। ଏହାକୁ କୋରାପୁଟ ଆଞ୍ଚଳିକ ଟିକା କେନ୍ଦ୍ରଠାରେ ରଖାଯାଇଛି। ଏହି ଟିକା କୋରାପୁଟରେ ପହଞ୍ଚିବା ପରେ ଜିଲାପାଳ ମଧୁସୂଦନ ମିଶ୍ର ଆଞ୍ଚଳିକ ଟିକା କେନ୍ଦ୍ରରେ ପହଞ୍ଚି ଅନୁଧ୍ୟାନ କରିବା...
ଦର୍ଶନ କରି ନ ପାରି ଫେରିଲେ ଭକ୍ତ
ବଲାଙ୍ଗୀର ଅଫିସ,୧୪।୧: ବଲାଙ୍ଗୀର ଜିଲାରେ ମନ୍ଦିରଗୁଡ଼ିକ ଖୋଲାଯାଉ ନ ଥିବାରୁ ଭକ୍ତଙ୍କ ମଧ୍ୟରେ ଅସନ୍ତୋଷ ବୃଦ୍ଧି ପାଉଛି। ଗୁରୁବାର ପବିତ୍ର ମକର ସଂକ୍ରାନ୍ତିରେ ସକାଳୁ ସକାଳୁ ବିଭିନ୍ନ ମନ୍ଦିରରେ ଭକ୍ତଙ୍କ ଭିଡ଼ ପରିଲକ୍ଷିତ ହୋଇଥିଲା। ହେଲେ ଭକ୍ତମାନେ ଦୀର୍ଘ ଦିନ...
ଜୀବନ ପ୍ରଦୀପଙ୍କ ଘରବାହୁଡ଼ା
ଭୁବନେଶ୍ୱର,୧୪।୧: ବାଲେଶ୍ୱରର ପୂର୍ବ ବିଧାୟକ ଜୀବନ ପ୍ରଦୀପ ଦାସ ଗୁରୁବାର ଭାଜପାରେ ଯୋଗ ଦେଇଛନ୍ତି। କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀଙ୍କ ଉପସ୍ଥିତିରେ ସେ ଭାଜପାରେ ସାମିଲ ହୋଇଥିବା ସୂଚନା ମିଳିଛି। ପ୍ରକାଶ ଯେ, ପୂର୍ବରୁ ଭାଜପାରୁ ଆସି ବିଜେଡିରେ ଯୋଗ ଦେଇଥିଲେ...
Archives


