ସିଂହାପୁର ଯାତ୍ରା ପାଇଁ ପ୍ରସ୍ତୁତି ଜୋରଦାର
ରସୁଲପୁର,୧୩।୪(ଡି.ଏନ.ଏ.): ରସୁଲପୁର ବ୍ଲକ ଅଞ୍ଚଳର ପ୍ରସିଦ୍ଧ ଐତିହାସିକ ସିଂହାପୁର ଯାତ୍ରା ୧୪ତାରିଖରୁ ଆରମ୍ଭ ହେବ। ଏହାକୁ ନେଇ ପ୍ରସ୍ତୁତି ଜୋରଦାର ହୋଇଛି। ମଧୁତୀର୍ଥ ପୁଷ୍କରିଣୀ ତଟସ୍ଥ ମଦନମୋହନ ମନ୍ଦିର, ପ୍ରଭୁ ନାରାୟଣ ଗୋସାଇଁଙ୍କ ସ୍ଥଳଦେଶର ସିଂହାସିନ ଓ ମନ୍ଦିର ନାନା ପ୍ରକାର…
ପ୍ରତି ସପ୍ତାହରେ ହେବ ନୃତ୍ୟ, ଗୀତ କାର୍ଯ୍ୟକ୍ରମ
ଯାଜପୁର ଅଫିସ,୧୩।୪: ଯାଜପୁର ଜିଲା ସଂସ୍କୃତି ପରିଷଦ ବୈଠକ ମଙ୍ଗଳବାର ଜିଲାପାଳଙ୍କ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଜିଲାପାଳ ତଥା ଜିଲା ସଂସ୍କୃତି ଭବନ ପରିଷଦ ଅଧ୍ୟକ୍ଷ ଚକ୍ରବର୍ତ୍ତୀ ସିଂହ ରାଠୋର ଅଧ୍ୟକ୍ଷତା କରି ସଂସ୍କୃତିର ବିକାଶ, ସାଂସ୍କୃତିକ ସ୍ଥଳର…
ସ୍ବଚ୍ଛ ଆକ୍ସନ ପ୍ଲାନରେ ଡିଷ୍ଟ୍ରିକ୍ଟ ଗ୍ରୀନ ଚାମ୍ପିୟନ
ଜଗତ୍ସିଂହପୁର ଅଫିସ, ୧୩।୪: ଭାରତ ସରକାରଙ୍କ ଶିକ୍ଷା ମନ୍ତ୍ରଣାଳୟ ତରଫରୁ ଜାତୀୟ ଗ୍ରାମୀଣ ଶିକ୍ଷା ପରିଷଦ ଦ୍ୱାରା କରାଯାଇଥିବା ସର୍ବେକ୍ଷଣରେ ବାଲିକୁଦା ମହିଳା ସ୍ନାତକ ମହାବିଦ୍ୟାଳୟକୁ ଡିଷ୍ଟ୍ରିକ୍ଟ ଗ୍ରୀନ ଚାମ୍ପିୟନ ହୋଇଛି। ୨୦୨୧-୨୨ ଶିକ୍ଷାବର୍ଷ ପାଇଁ ସ୍ବଚ୍ଛ ଆକ୍ସନ ପ୍ଲାନ୍ ଯଥା…
ଅକ୍ଷୟ ତୃତୀୟା,ଚନ୍ଦନ ଯାତ୍ରାରେ ସାମିଲ ହେବେ ଭକ୍ତ
ପୁରୀ ଅଫିସ,୧୩।୪: ଆସନ୍ତା ମେ’ ୩ରେ ଅନୁଷ୍ଠିତ ହେବାକୁ ଥିବା ଅକ୍ଷୟ ତୃତୀୟା ଓ ଚନ୍ଦନ ଯାତ୍ରାରେ ସାମିଲ ହେବେ ଭକ୍ତ। ଏବେ ସଂକ୍ରମଣ କମୁଥିବାରୁ ମହାପ୍ରଭୁଙ୍କ ସମସ୍ତ ଯାତ୍ରାରେ ଭକ୍ତଙ୍କୁ ସାମିଲ କରିବା ପାଇଁ ଛତିଶା ନିଯୋଗ ବୈଠକରେ ନିଷ୍ପତ୍ତି…
ସ୍କୁଲ ନ ଛାଡି ପିଲାଙ୍କୁ ପାଲ ତଳେ ପଢ଼ାଇଲେ ପାଠ
ରଘୁନାଥପୁର,୧୩।୪(ଡି.ଏନ.ଏ.): ରଘୁନାଥପୁର ବ୍ଲକ ଛପଡା ପଞ୍ଚାୟତ ରାହାଡ଼ିଙ୍ଗା ୧୧ ନଂ. ୱାର୍ଡରେ ସାମଲ ସାହି ଶ୍ମଶାନ ରାସ୍ତାକାର୍ଯ୍ୟ ବନ୍ଦ କରାଯାଇଛି। ରାସ୍ତାରେ ଗ୍ରାମବାସୀଙ୍କୁ ଯାତାୟାତ ପାଇଁ ବାରଣ ନେଇ ଜନ ଅସନ୍ତୋଷ ଦେଖାଦେଇଛି। ଫଳରେ ସ୍ଥାନୀୟ ସାମଲସାହିର ୨୫ ଦଳିତ ପରିବାର…
ରାସ୍ତା ପାଇଁ ଗଛ କଟାକୁ ଛାତ୍ରୀଛାତ୍ରଙ୍କ ବିରୋଧ
ଜଗତ୍ସିଂହପୁର ଅଫିସ, ୧୩।୪: ସ୍ବାମୀ ବିବେକାନନ୍ଦ ସ୍ମାରକୀ (ଏସ୍ଭିଏମ୍) ସ୍ବୟଂଶାସିତ ମହାବିଦ୍ୟାଳୟ ପାର୍ଶ୍ୱ ସରକାରୀ ଜମିରୁ ଗଛ କଟା ଚାଲିଛି। ଇଣ୍ଡୋର ଷ୍ଟାଡିୟମକୁ ସଂଯୋଗ କରିବାକୁ ଥିବା ନୂଆ ରାସ୍ତା ପାଇଁ ଗଛ କାଟିବା ଜରୁରୀ ଥିବାରୁ ପ୍ରଶାସନ ପକ୍ଷରୁ ଏଭଳି…
୨୦ରେ ଧାମନଗର ଏନ୍ଏସି ଉପାଧ୍ୟକ୍ଷ ନିର୍ବାଚନ
ଧାମନଗର, ୧୩ା୪: ଭଦ୍ରକ ଜିଲା ଧାମନଗର ଏନ୍ଏସି ଉପାଧ୍ୟକ୍ଷ ନିର୍ବାଚନ ପାଇଁ ରାଜ୍ୟ ନିର୍ବାଚନ କମିଶନଙ୍କ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ଆସନ୍ତା ୨୦ ତାରିଖରେ ଏହି ନିର୍ବାଚନ ଅନୁଷ୍ଠିତ ହେବ ବୋଲି ଧାମନଗର ଏନ୍ଏସିର ନିର୍ବାଚନ ଅଧିକାରୀ ସୂଚନା ଦେଇଛନ୍ତି।…
କୋକସରାରେ ମା’ ଠାକୁରାଣୀଙ୍କ ଘଟଯାତ୍ରା; ଅଞ୍ଚଳରେ ଭକ୍ତିମୟ ପରିବେଶ
କୋକସରା, ୧୨।୪(ଡି.ଏନ୍.ଏ.): ଚୈତ୍ର ମାସରେ କଳାହାଣ୍ଡି ଜିଲା କୋକସରାରେ ଅନୁଷ୍ଠିତ ହୋଇଥାଏ ମା’ ଠାକୁରାଣୀଙ୍କ ଘଟଯାତ୍ରା। ଏହାକୁ ନେଇ ଅଞ୍ଚଳରେ ଭକ୍ତିମୟ ପରିବେଶ ସୃଷ୍ଟି ହୋଇଥାଏ। ତେବେ ସୋମବାର ମା’ଙ୍କ ଘଟଯାତ୍ରା ଆରମ୍ଭ ହୋଇ ମଙ୍ଗଳବାର ସମାପନ ହୋଇଛି। ପୂର୍ବ ନିର୍ଦ୍ଧାରିତ…
ବାଇକ ମୁହାଁମୁହିଁ: ୨ ମୃତ, ୨ ଗୁରୁତର
ପାରଳାଖେମୁଣ୍ଡି,୧୨।୪(ଡି.ଏନ୍.ଏ.): ଗଜପତି ଜିଲା ଗୋସାଣି ବ୍ଲକର ଗାରବନ୍ଧ ଥାନା ଅନ୍ତର୍ଗତ ରାଉତପୁର ଗ୍ରାମରେ ମଙ୍ଗଳବାର ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି। ଦୁଇ ବାଇକ ମୁହାଁମୁହିଁ ଧକ୍କା ହେବା ଫଳରେ ୨ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୨ ଜଣ ଗୁରୁତର…
କେନ୍ଦୁଝର ଜିଲାପାଳଙ୍କ ନାଁରେ ଆରେଷ୍ଟ ଓ୍ବାରେଣ୍ଟ
କେନ୍ଦୁଝର,୧୨।୪(ସ୍ବ.ପ୍ର.): କେନ୍ଦୁଝର ଜିଲାପାଳ ଆଶିଷ ଠାକରେଙ୍କ ନାଁରେ ଆରେଷ୍ଟ ଓ୍ବାରେଣ୍ଟ ଜାରି ହୋଇଛି। ଜାତୀୟ ଅନୁସୂଚିତ ଜନଜାତି କମିଶନ ପକ୍ଷରୁ ଏହି ଓ୍ବାରେଣ୍ଟ ଅଫ ଆରେଷ୍ଟ ଜାରି କରାଯାଇଛି। ତେବେ ତାଙ୍କୁ ଗିରଫ କରି ନୂଆଦିଲ୍ଲୀ ସ୍ଥିତ କମିଶନଙ୍କ କାର୍ଯ୍ୟାଳୟରେ ହାଜର…
ବଡ଼ଭାଇଙ୍କ ପରିବାରର ୫ଜଣଙ୍କୁ ହତ୍ୟା
ନିଶ୍ଚିନ୍ତକୋଇଲି, ୧୨।୪ (ସ୍ବ.ପ୍ର.): କଟକ ଜିଲା ମାହାଙ୍ଗା ଥାନା ଅଧୀନ କୁସୁପୁରରେ ଛାତି ଥରାଇଦେବା ଭଳି ଏକ ଘଟଣା ଘଟିଛି। ବଡ଼ଭାଇଙ୍କ ସମେତ ପରିବାରର ୫ ସଦସ୍ୟଙ୍କୁ ହାଣି ହତ୍ୟା କରିଛନ୍ତି ସାନଭାଇ। ଜମିବାଡ଼ି ବିବାଦରୁ ଏହି ହତ୍ୟାକାଣ୍ଡ ଘଟିଥିବା ସୂଚନା…
ବିଧାୟକଙ୍କ ଡ୍ରାଇଭର, ପିଏସ୍ଓଙ୍କ ଉପରେ ଆକ୍ରମଣ
ଲୋଇସିଂହା,୧୨।୪(ଡି.ଏନ୍.ଏ.): ବଲାଙ୍ଗୀର ଜିଲା ଲୋଇସିଂହା ଥାନା ଅନ୍ତର୍ଗତ ବୁର୍ଡ଼ା ଛକରେ ୨ ଜଣ ଦୁର୍ବୃତ୍ତଙ୍କ ଆକ୍ରମଣରେ ମଙ୍ଗଳବାର ଲୋଇସିଂହା ବିଧାୟକଙ୍କ ଡ୍ରାଇଭର ଏବଂ ପିଏସ୍ଓ ଆହତ ହୋଇଛନ୍ତି। ଡ୍ରାଇଭର ଦେବରାଜ ନାଗ ଏବଂ ପିଏସ୍ଓ ଶଙ୍କର ବରିହାଙ୍କୁ ଆକ୍ରମଣ କରି ଦୁର୍ବୃତ୍ତ…

