ଟ୍ରକ୍ ସହ ପିଟି ହେଲା ବସ୍: ଜଣେ ମୃତ, ୫ ଗୁରୁତର
ନବରଙ୍ଗପୁର,୧୫।୩(ବି.ପ୍ର.): ନବରଙ୍ଗପୁରଠାରୁ ଭୁବନେଶ୍ୱର ଅଭିମୁଖେ ଯାଉଥିବା ତ୍ରିପାଠୀ ବସ୍ ଆନ୍ଧ୍ରପ୍ରଦେଶ ବାରୁଆ ଥାନା ଅନ୍ତର୍ଗତ କୋରଲାମ ଭେସି ଛକ ନିକଟରେ ଦୁର୍ଘଟଣା ଘଟିଛି। ଏଥିରେ ବସ ହେଲ୍ପରର ମୃତ୍ୟୁ ହୋଥିବାବେଳେ ୫ ଜଣ ଗୁରୁତର ହୋଇଛନ୍ତି। ଗୁରୁତରଙ୍କୁ ବାରୁଆ ମେଡିକାଲରେ...
ଫଟୋ ଉଠାଇ ଚର୍ଚ୍ଚାରେ ଗଞ୍ଜାମ ଜିଲାପାଳ
ଗଞ୍ଜାମ,୧୫।(ଡି.ଏନ.ଏ): ଗଞ୍ଜାମ ସହରଠାରୁ କିଛି ଦୂରରେ ଥିବା ଐତିହାସିକ ପୋତାଗଡ଼ ଉନ୍ନତିକରଣ କାର୍ଯ୍ୟ ଜୋରସୋରରେ ଚାଲିଛି।ଏହାକୁ ତଦାରଖ କରୁଛନ୍ତି ଖୋଦ ଗଞ୍ଜାମ ଜିଲାପାଳ ବିଜୟ ଅମୃତ କୁଲାଙ୍ଗେ। ପୋତାଗଡ଼ ଗ୍ରସ୍ତରେ ଆସିଥିବା ଜିଲାପାଳ ଋଷିକୁଲ୍ୟା ବାଲୁକା ଶର୍ଯ୍ୟାରେ ବିରଳ ମଙ୍ଗୋଲିଆ...
ପ୍ରଶାସନର ସଚେତନତା ଅଭାବ: ସଂକ୍ରମଣ ବଢିବା ଆଶଙ୍କା
ଗଞ୍ଜାମ,୧୫।୩: (ଡି.ଏନ.ଏ.): ବ୍ରହ୍ମପୁର ମେଡିକାଲରେ ପୁଣି କରୋନା ସଂକ୍ରମଣ ଚି଼ହ୍ନଟ ହେବା ପରେ ଚିନ୍ତାରେ ପଡିଯାଇଛି ପ୍ରଶାସନl ଏଭଳି ସମୟରେ ଗଞ୍ଜାମ ସହରରେ ଅଧିକାଂଶ ଲୋକ ମାକ୍ସ ବ୍ୟବହାର କରୁନାହାନ୍ତି କିମ୍ବା ସାମାଜିକ ଦୂରତା ଅବଲମ୍ବନ କରୁନାହାନ୍ତି l ବଡ଼...
ପାସେଞ୍ଜର ହଲ୍ଟରେ ସେବା ଠପ୍
ଢେଙ୍କାନାଳ ଅଫିସ, ୧୫।୩: କରୋନାକୁ ପୂରିଲାଣି ବର୍ଷେ। ତଥାପି ଶତପ୍ରତିଶତ ସ୍ବାଭାବିକ ହୋଇପାରିନି ଟ୍ରେନ୍ ଚଳାଚଳ। ହାତଗଣତି ରେଳ ସେବା ଯୋଗାଉଥିବାବେଳେ ଟ୍ରାକ୍ରେ ଗଡ଼ିନି ପାସେଞ୍ଜର ଟ୍ରେନ୍। ଏବେ ଅଧିକ ଶକ୍ତିଶାଳୀ ହୋଇ କୋଭିଡ୍ ବାହୁଡ଼ିଥିବାବେଳେ ଶସ୍ତା ଏବଂ ଜରୁରୀ ସେବା...
ଡ୍ରୋନ୍ ଜଗିବ ଜଙ୍ଗଲ ନିଆଁ
ଢେଙ୍କାନାଳ ଅଫିସ, ୧୫।୩: ଶିମିଳିପାଳ ଅଭୟାରଣ୍ୟର ଜଙ୍ଗଲ ନିଆଁ ଢେଙ୍କାନାଳ ବନ ବିଭାଗ ପାଇଁ ସତର୍କ ଘଣ୍ଟି ବଜାଇଛି। ବନାଗ୍ନି କବଳରୁ ଜଙ୍ଗଲକୁ ସୁରକ୍ଷିତ ରଖିବାକୁ ବନ ବିଭାଗ ପକ୍ଷରୁ ନିଆଯାଇଛି ବୈଷୟିକ ଜ୍ଞାନ କୌଶଳର ସହାୟତା। କପିଳାସ ଅଭୟାରଣ୍ୟର ଫାୟାର...
ମୃଦଙ୍ଗ ତାନ ମୋହୁଛି ମନ
କାମାକ୍ଷାନଗର, ୧୫।୩(ଡି.ଏନ.ଏ.): ଦଙ୍ଗଟିଏ ପାଇଲେ ସେ ହୋଇଯାଆନ୍ତି ଆନମନା। ତାଙ୍କ ସୂକ୍ଷ୍ମ ହସ୍ତଚାଳନାରେ କଥା କୁହେ ଏହି ପାରମ୍ପରିକ ବାଦ୍ୟ। ହରେକୃଷ୍ଣ ହରେରାମ ହେଉ କି ଆଧୁନିକ ସଙ୍ଗୀତ, ଗୀତର ତାଳେ ତାଳେ ମୃଦଙ୍ଗ ବାଦନ କରି ଅଳ୍ପ ସମୟରେ...
ବାକି ପଡ଼ିଛି ୨.୫୦କୋଟିରୁ ଊର୍ଦ୍ଧ୍ୱ ଜଳକର
ବାଲେଶ୍ୱର ଅଫିସ,୧୫।୩-ବାଲେଶ୍ୱର ସହରବାସୀଙ୍କ ଉପରେ ବକେୟା ପଡିଛି ୨.୫୦କୋଟିରୁ ଊର୍ଦ୍ଧ୍ୱ ଜଳକର। ଠିକ୍ ସମୟରେ ସହରବାସୀ ଜଳକର ପୈଠ କରୁ ନ ଥିବା ବେଳେ ଆବଶ୍ୟକ କର୍ମଚାରୀ ନ ଥିବାରୁ ଜଳକର ଆଦାୟ କରିବା ସମ୍ଭବ ହେଉନାହଁି ବୋଲି ଜନସ୍ବାସ୍ଥ୍ୟ...
ଅନିନ୍ଦିତାଙ୍କୁ କବିତା ଦେଇଛି ସଫଳତା
ଜୟପୁର,୧୫ା୩ (ନି.ପ୍ର.):ଅନ୍ତର୍ଜାତୀୟ ସାହିତ୍ୟ ଦୁନିଆରେ ନିଜ ପାଇଁ ସ୍ଥାନ ତିଆରି କରୁଛନ୍ତି କୋରାପୁଟ ଜିଲା ଜୟପୁର ସହରର ଯୁବ ଲେଖିକା ଅନିନ୍ଦିତା ଜାହ୍ନବୀ ସୁଆର। ପାଠପଢା ସାଙ୍ଗକୁ କବିତା ଲେଖିବାରେ ରୁଚି ରଖୁଥିବା ଅନିନ୍ଦିତାଙ୍କ ତୃତୀୟ କବିତା ସଂକଳନ ୧୩ଟି...
କୋଣାର୍କ ଭାରତର ଅନ୍ୟତମ ସ୍ଥାବରତୀର୍ଥ
ପୂର୍ବରୁ ଆମେ ୧୯୭୧ ମସିହା ମଧ୍ୟରେ ରଚିତ କୋଣାର୍କ ମନ୍ଦିର ଇତିହାସ ସମ୍ବନ୍ଧରେ ମୋଟାମୋଟି ଏକ ତାଲିକା ଓ ସଂଖ୍ୟା ଦେଇଥିଲୁ। ୧୯୭୧ପରେ ଓଡ଼ିଆ, ବଙ୍ଗଳା, ଇଂଲିଶ ଓ ଅନ୍ୟାନ୍ୟ ଭାଷାରେ ୧୨ଟି ପୁସ୍ତକ ପାଇଛି। ସେଇ ୧୨ଟି ମଧ୍ୟରେ...
ନକଲି ଟିପ ଚିହ୍ନ ମାରି ୪ ମାସର ଭତ୍ତା ଲୁଟ୍
ମହାକାଳପଡା,୧୫ା୩(ଡି.ଏନ୍.ଏ.):କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକର ବରକନ୍ଧା ଗଁାର ବିଧବା ବୃଦ୍ଧା ସରସ୍ବତୀ ରାଉତ (୮୫) ଲଗ୍ ଡାଉନ୍ ୪ମାସର ଭତ୍ତା ଲୁଟ୍ କରଯାଇଥିବା ନେଇ ଅଭିଯୋଗ କରିଛନ୍ତି। ସୂଚନାଯୋଗ୍ୟ, ସରସ୍ବତୀଙ୍କ ଭତ୍ତା ଖାତା ନଂ. ୩୩/୯, ୨୦୨୦ସେପ୍ଟେମ୍ବର, ଅକ୍ଟୋବର, ନଭେମ୍ବର...
ଜୀବନଜୀବିକା, ଜଳ, ଜଳବାୟୁ ଆମର ହକ୍
କେନ୍ଦ୍ରାପଡା ଅଫିସ୍, ୧୫ା୩:ଖରସ୍ରୋତା ନଦୀରୁ ଭଦ୍ରକ ଜିଲାକୁ ପାଣି ଦେବା ବିବାଦ ବଢ଼ିବାରେ ଲାଗିଛି। କେନ୍ଦ୍ରାପଡ଼ା ଜିଲା ଜନ ଅଧିକାର ଅଭିଯାନ ଏହାକୁ ବିରୋଧ କରିବା ସହ ଆନ୍ଦୋଳନରେ ରାଜ୍ୟବାସୀ ସାମିଲ ହେବେ ବୋଲି ଆଶା ପ୍ରକଟ କରିଛିି। ଏହାକୁ...
ଜଳିଗଲା ଘାଗୁଡ଼ିିବନ୍ଧ ଜଙ୍ଗଲ
ଖୋର୍ଦ୍ଧା ଅଫିସ,୧୫ା୩:ଖୋର୍ଦ୍ଧା ଜିଲା ଜଟଣୀ ବ୍ଲକ ଅଧୀନ ହରିପୁର ପଞ୍ଚାୟତର ପୋଡ଼ପଡ଼ା ଗ୍ରାମ ନିକଟ ଘାଗୁଡ଼ିିବନ୍ଧ ସଂରକ୍ଷିତ ଜଙ୍ଗଲରେ ରବିବାର ଅଗ୍ନିକାଣ୍ଡ ଘଟିଛି। ପ୍ରାୟ ଏକ ଏକର ପରିମିତ ଅଞ୍ଚଳରେ ଥିବା ବହୁ ଗଛଲତା ପୋଡ଼ିଯାଇଛି। ନିମିଷକରେ ନିଆଁ କ୍ଷୀପ୍ର...
Archives


