୨୮ ପାନ ଦୋକାନରୁ ଜରିମାନା ଆଦାୟ

ଛତ୍ରପୁର,୨୨ା୬(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଛତ୍ରପୁର ସହର ଓ ବାଇପାସ ଅଞ୍ଚଳରେ ଥିବା ସମସ୍ତ ପାନ ଦେକାନକୁ ଏକ ସ୍ପେଶାଲ ସ୍କ୍ବାଡ ଚଢ଼ାଉ କରି ଯାଞ୍ଚ କରିଛନ୍ତି । ସେଥିରୁ ୨୮ ପାନ ଦୋକାନରେ ଗୁଟ୍‌ଖା, ବିଡି, ସିଗାରେଟ, ଖଇନି ଆଦି ମାଦକ ଦ୍ରବ୍ୟ ବିକ୍ରି ହେଉଥିବା ଯାଞ୍ଚ ବେଳେ ସ୍କ୍ବାଡ ଦେଖିବାକୁ ପାଇଥିଲେ । ଉକ୍ତ ୨୮ ଦୋକାନୀଙ୍କ ଠାରୁ ୫ ହଜାର ୪୦୦ ଟଙ୍କା ଜରିମାନା ଆଦାୟ କରାଯାଇଛି। ବ୍ରହ୍ମପୁରସ୍ଥିତ ସିଡିଏମ୍‌ଓ ଅଫିସର ଖାଦ୍ୟ ସୁରକ୍ଷା ଅଧିକାରୀ ଚିନ୍ମୟ ପାଢ଼ୀଙ୍କ ନେତୃତ୍ୱରେ ଏକ ସ୍କ୍ବାଡ ଟିମ୍‌ ଏହି ଚଢ଼ାଉ କରି ପାନ ଦୋକାନଗୁଡ଼ିକୁ ଯାଞ୍ଚ କରିଥିଲେ। ଛତ୍ରପୁର ପୋଲିସ ଫୋର୍ସ ଏହି ଯାଞ୍ଚରେ ସହାୟତା କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ସରକାରୀ କ୍ୱାର୍ଟର୍ସରୁ ଖସିଲା ପ୍ଲାଷ୍ଟର: ରାଜସ୍ବ ନିରୀକ୍ଷକ ଗୁରୁତର

ମୋରଡା,୨୫।୮(ସ୍ମାରକ ମାଜୀ): ମୟୁରଭଞ୍ଜ ଜିଲା ମୋରଡା ବ୍ଲକ ଅଧୀନ ଗଡ଼ିଗାଁ ପଞ୍ଚାୟତରେ ଥିବା ସରକାରୀ କ୍ୱାର୍ଟର୍ସ ଛାତର ପ୍ଲାଷ୍ଟର ଖସି ଗଡିଗାଁ ରାଜସ୍ବ ନିରୀକ୍ଷକ ଗୁରତର...

ଦନ୍ତାହାତୀ ଆକ୍ରମଣରେ ମହିଳାଙ୍କ ଜୀବନଗଲା

କେନ୍ଦୁଝର,୯।୭(ସ୍ବ.ପ୍ର.): କେନ୍ଦୁଝର ଜିଲା ବଂଶପାଳ ବ୍ଲକ ଦଅଁଳା ମୁଣ୍ଡାସାହିରେ ଦନ୍ତାହାତୀ ଆକ୍ରମଣରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି । ସେ କଦମି ମୁଣ୍ଡା ବୋଲି ଜଣାପଡ଼ିଛି।...

ହୁମ୍ମର ଗାଁ ରାସ୍ତା ନିର୍ମାଣ ନିମ୍ନମାନର: ପୁନଃ ନିର୍ମାଣ ନିର୍ଦ୍ଦେଶ ଦେଲେ ବିଡିଓ

ଛତ୍ରପୁର,୨୫ା୭(ଡି.ଏନ.ଏ)-ଗୋପବନ୍ଧୁ ଗ୍ରାମୀଣ ଯୋଜନାରେ ଛତ୍ରପୁର ବ୍ଲକ ପୋଡାପଦର ପଞ୍ଚାୟତ ହୁମ୍ମର ଗାଁରେ ଅତି ନିମ୍ନମାନର କଂକ୍ରିଟ୍‌ ରାସ୍ତା ନିର୍ମାଣ ହେଉଥିବା ବ୍ଲକ ପ୍ରଶାସନ ନିକଟରେ ଅଭିଯୋଗ...

୩ ଝିଅଙ୍କୁ ହତ୍ୟା କରି ବାପାଙ୍କ ଆତ୍ମହତ୍ୟା

କେନ୍ଦୁଝର/ ଆନନ୍ଦପୁର,୧୫ା୬( ସ୍ବ.ପ୍ର.) :କେନ୍ଦୁଝର ଜିଲା ଆନନ୍ଦପୁର ଥାନାଠାରୁ ୪୦ କି.ମି. ଦୂର ଉଲିିବସା ଗ୍ରାମର ଏକ ଘରୁ ଶୁକ୍ରବାର ୩ରୁ ୯ ବର୍ଷ ବୟସର...

ଗାନ୍ଧୀ ବିଚାରର ପ୍ରାସଙ୍ଗିକତା ଯୁଗେ ଯୁଗେ ରହିବ

ବଲାଙ୍ଗୀର ଅଫିସ, ୧୩ା୯-ବଲାଙ୍ଗୀର ଜିଲା ପ୍ରଶାସନ ଓ ଜିଲା ସଂସ୍କୃତି ପରିଷଦ ପକ୍ଷରୁ ସ୍ଥାନୀୟ ମ୍ୟୁନିସିପାଲିଟି ଟାଉନ୍‌ ହଲଠାରେ ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ୧୫୦ତମ...

ତୃତୀୟ ବିବାହ କରି ଜେଲ ଗଲେ ସ୍ବାମୀ

ବୁଗୁଡ଼ା,୨୪ା୨(ଡି.ଏନ.ଏ.): ତୃତୀୟ ବିବାହ କରିବା ଅଭିଯୋଗରେ ବୁଗୁଡ଼ା ପୋଲିସ ଜଣଙ୍କୁ କୋର୍ଟଚାଲାଣ କରିଛି। ସେ ହେଲେ ବୁଗୁଡ଼ା ଥାନା ଜାମପଲ୍ଲୀ ଗାଁର ସନ୍ତୋଷ କୁମାର ସେନାପତି...

ସୁନ୍ଦରଗଡ଼ ଜିଲାରୁ ଦିନକରେ ସର୍ବାଧିକ ୧୧୦୦ କରୋନା ପଜିଟିଭ ଚିହ୍ନଟ: ଚିନ୍ତା ବଢ଼ାଉଛି ସୀମା

ସୁନ୍ଦରଗଡ଼,୧।୫(ଡି.ଏନ୍‌.ଏ.): ସୁନ୍ଦରଗଡ଼ ଜିଲାରେ ଗତ ୨୪ଘଣ୍ଟାରେ ସର୍ବାଧିକ ୧୧୦୦ କରୋନା ପଜିଟିଭ ଚିହ୍ନଟ ହୋଇଛି। ଛତିଶଗଡ଼ ଓ ଝାଡ଼ଖଣ୍ଡ ସୀମାରେ ଥିବା ଏହି ଜିଲାରେ କରୋନା...

ବର୍ଷା ନାହିଁ, ଚାଷଜମିରେ ଗୋରୁ ଛାଡ଼ିଲେ ଚାଷୀ

କୋକସରା,୩୦ା୮(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ବ୍ଲକରେ ନିଅଣ୍ଟିଆ ବର୍ଷା ଯୋଗୁ ଅନେକ ପଞ୍ଚାୟତରେ ସମ୍ଭାବ୍ୟ ମରୁଡ଼ି ପରିସ୍ଥିତି ଦେଖାଦେଇଛି। ନିଅଣ୍ଟିଆ ବର୍ଷା ଯୋଗୁ...

Advertisement
Archives

Model This Week