ମମିତା ମେହେର ହତ୍ୟାକାଣ୍ଡ ମାମଲା: କୋର୍ଟରେ ହାଜର ହେଲେ ଗୋବିନ୍ଦ-ରାଧେ

ବଲାଙ୍ଗୀର ଅଫିସ,୨୨ା୬: ବହୁ ଚର୍ଚ୍ଚିତ ଶିକ୍ଷୟିତ୍ରୀ ମମିତା ମେହେର ହତ୍ୟାକାଣ୍ଡ ମାମଲାର ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁ ଓ ସହଯୋଗୀ ରାଧେ ଶ୍ୟାମ ଚଣ୍ଡୀ ବୁଧବାର ବଲାଙ୍ଗୀର ଜିଲା କଣ୍ଟାବାଞ୍ଜି ଏ.ଡି.ଜେ କୋର୍ଟରେ ହାଜର ହୋଇଛନ୍ତି। ବଲାଙ୍ଗୀର ସ୍ବତନ୍ତ୍ର ପୋଲିସ ଫୋର୍ସ ଅଭିଯୁକ୍ତମାନଙ୍କୁ କଣ୍ଟାବାଞ୍ଜି ସବ୍‌ଜେଲ୍‌ରୁ ଆଣି ଏ.ଡି.ଜେ. କୋର୍ଟରେ ହାଜର କରିଥିଲେ। ଅଭିଯୁକ୍ତଙ୍କ ପକ୍ଷରୁ ଲଢୁଥିବା ଓକିଲ ପୋଲିସ ତଦନ୍ତର ସମସ୍ତ ଦସ୍ତାବିଜ୍‌ ପ୍ରଦାନ କରିବାକୁ ପିଟିଶନ ଦେଇଥିବାରୁ ଏହା ଉପରେ ସରକାରୀ ଓକିଲ ନିଜର ଯୁକ୍ତି ରଖିଥିଲେ। ଏହାକୁ ବିଚାର କରି କୋର୍ଟ ଆସନ୍ତା ୨୪ ତାରିଖକୁ ପରବର୍ତ୍ତୀ ଶୁଣାଣି ତାରିଖ ଧାର୍ଯ୍ୟ କରିଛନ୍ତି।

ଏଥିସହ ଏହି ହତ୍ୟାକାଣ୍ଡ ମାମଲାର ଅନ୍ୟ ଜଣେ ସହଯୋଗୀ ରାଧେ ଶ୍ୟାମ ଚଣ୍ଡୀଙ୍କ ଜାମିନ୍‌ ପିଟିଶନ ଉପରେ କୋର୍ଟରେ ବିଚାର ହୋଇଥିଲା। ଏହାର ଶୁଣାଣି ମଧ୍ୟ ଆସନ୍ତା ୨୪ ତାରିଖକୁ ଧାର୍ଯ୍ୟ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଜିଲାପାଳଙ୍କୁ ଭେଟିଲେ ମୁମ୍ବାଇର ଛାତ୍ରୀଛାତ୍ର

ଛତ୍ରପୁର,୨୭ା୭(ଡି.ଏନ.ଏ.)-ମୁମ୍ବାଇରେ ସିଭିଲ୍‌ ସର୍ଭିସ୍‌ କୋଚିଂ ନେଉଥିବା ସେଠାକାର କେତେଜଣ ଛାତ୍ରୀଛାତ୍ର ଶୁକ୍ରବାର ସ୍ଥାନୀୟ ଡିଆରଡିଏ କାର୍ଯ୍ୟାଳୟରେ ଗଞ୍ଜାମ ଜିଲାପାଳ ବିଜୟ ଅମୃତା କୁଲାଙ୍ଗେଙ୍କୁ ଭେଟିଛନ୍ତି। ନିଜ...

ମଦ ଦୋକାନ ଲାଇସେନ୍ସ ଫି’ ଛାଡହେବ

ଭୁବନେଶ୍ୱର,୨୧ା୫(ବ୍ୟୁରୋ): କୋଭିଡ୍‌-୧୯ ମହାମାରୀର ମୁକାବିଲା ପାଇଁ ୧୮ରୁ ୪୪ ବର୍ଷ ବର୍ଗର ବ୍ୟକ୍ତିଙ୍କୁ ମାଗଣାରେ ଟିକା ଯୋଗାଇ ଦିଆଯିବ। ଏହି ଲକ୍ଷ୍ୟ ହାସଲ କରିବାକୁ ରାଜ୍ୟ...

ମୋବାଇଲ ଏନଫୋର୍ସମେଣ୍ଟ ପକ୍ଷରୁ ବହୁ ପରିମାଣର କାଠ ଜବତ

କେନ୍ଦୁଝର,୧୬।୩(ସ୍ବ.ପ୍ର.): ବନ ବିଭାଗ ଡିଭିଜନ ମୋବାଇଲ ଏନଫୋର୍ସମେଣ୍ଟ ପକ୍ଷରୁ ଗୁରୁବାର ଚଢାଉ କରାଯାଇଛି। ଏହି ଚଢାଉରେ ଜୁଡିଆ ଘାଟିରୁ ବହୁ ପରିମାଣର ଜାଳ କାଠ ଜବତ...

ମାନ୍ୟତା ପାଇଁ ମୂଲ୍ୟାଙ୍କନ

ଢେଙ୍କାନାଳ ଅଫିସ, ୮।୨ – ବଦଳିବ କପିଳାସ ଜୁ’ର ମାଷ୍ଟର ପ୍ଲାନ। ଏଥିପାଇଁ ସ୍ବତନ୍ତ୍ର ଭାବେ ପ୍ରସ୍ତୁତ କରାଯିବ ଲେ-ଆଉଟ୍‌। ଥିମ୍‌ ଅନୁଯାୟୀ ରହିବେ ଜଙ୍ଗଲୀ...

ଦୁର୍ଘଟଣା ଅପରାଧ ପାଇଁ ନିଶା ଦାୟୀ

ଫୁଲବାଣୀ ଅଫିସ,୨୬ା୬-ଫୁଲବାଣୀ ଗାନ୍ଧୀ ସ୍ମୃତି ଭବନ ପରିସରରେ ଜିଲାସ୍ତରୀୟ ଆନ୍ତର୍ଜାତିକ ନିଶା ନିବାରଣ ଦିବସ ପାଳିତ ହୋଇଯାଇଛି। ଏଥିରେ ମୁଖ୍ୟଅତିଥି ଭାବେ ଅତିରିକ୍ତ ଜିଲାପାଳ ବସନ୍ତ...

ଖାଲି ଷ୍ଟାଡିୟମରେ ଖେଳାଯାଇପାରେ ଲକ୍ଷ୍ନୌ, କୋଲକାତା ଦିନିକିଆ ମ୍ୟାଚ୍‌

ନୂଆଦିଲ୍ଲୀ,୧୨।୩(ପି.ଟି.)- ଭାରତ ଓ ଦକ୍ଷିଣ ଦିନିକଆ ସିରିଜ୍‌ର ପ୍ରଥମ ମ୍ୟାଚ୍‌ ବର୍ଷା ଯୋଗୁ ବାତିଲ ହୋଇସାରିଥିବାବେଳେ ଦ୍ୱିତୀୟ ଓ ତୃତୀୟ ମ୍ୟାଚ୍‌ ଖାଲି ଷ୍ଟାଡିୟମରେ ଖେଳାଯାଇପାରେ।...

କୋଭିଡ୍‌ ଫଣ୍ଡକୁ ଋଷିକୁଲ୍ୟା ବଣିକ ସଂଘ ଦେଲା ଏକଲକ୍ଷ

ସୋରଡା,୧ା୫(ଡି.ଏନ୍‌.ଏ.)- ସୋରଡାର ଋଷିକୁଲ୍ୟା ବଣିକ ସଂଘ ତରଫରୁ ଶୁକ୍ରବାର ମୁଖ୍ୟମନ୍ତ୍ରୀଙ୍କ ରିଲିଫ ଫଣ୍ଡ (କୋଭିଡ୍‌)କୁ ଏକ ଲକ୍ଷ ଟଙ୍କା ସ୍ଥାନୀୟ ଥାନା ଅଧିକାରୀଙ୍କ ଜରିଆରେ ପ୍ରଦାନ...

ବିଏମ୍‌ସିର ଏନ୍‌ଓସି ପ୍ରସ୍ତାବକୁ ପୂଜା କମିଟିର ନା

ଭୁବନେଶ୍ୱର, ୧୦।୯(ବ୍ୟୁରୋ): ରାଜଧାନୀରେ ଦୁର୍ଗାପୂଜା ପାଇଁ ମଣ୍ଡପଗୁଡ଼ିକ ବିଭିନ୍ନ ବିଭାଗର ନୋ ଅବ୍‌ଜେକ୍ସନ ସାର୍ଟିଫିକେଟ (ଏନ୍‌ଓସି) ଆଣିଥାନ୍ତି। ପୋଲିସ, ଅଗ୍ନିଶମ, ପୂର୍ତ୍ତ, ବିଦ୍ୟୁତ୍‌, ସାଧାରଣ ପ୍ରଶାସନ...

Advertisement
Archives

Model This Week