ଆମ ଜିଲା ଖବର

ଅବହେଳାରୁ ବାଘ ମୃତ୍ୟୁ

ଢେଙ୍କାନାଳ ଅଫିସ୍‌, ୨୨।୫: ଢେଙ୍କାନାଳ ଜିଲା ହିନ୍ଦୋଳ ରେଞ୍ଜ୍‌ କୋଇ ସଂରକ୍ଷିତ ଜଙ୍ଗଲରୁ ଗତ ଶୁକ୍ରବାର ଏକ କଲରାପତରିଆ ବାଘର ଗଳିତ ମୃତଦେହ ଠାବ କରାଯିବା ପରେ ଏହାକୁ ନେଇ ବନ ବିଭାଗ ପକ୍ଷରୁ ଆରମ୍ଭ ହୋଇଛି ତନାଘନା। ୩-୪ ଦିନ…

ଡ୍ରାଇଭରଙ୍କୁ ଜଙ୍ଗଲରେ ବାନ୍ଧି ଟ୍ରକ୍‌ ଲୁଟ୍‌

କାମାକ୍ଷାନଗର/ଭୁବନ, ୨୨।୫(ଡି.ଏନ୍‌.ଏ.): ବୋଲେରୋ, ବାଇକ୍‌ରେ ଆସିଲେ। ରାସ୍ତାରେ ସୃଷ୍ଟି କଲେ ଆତଙ୍କରାଜ। କୋଇଲା ବୋଝେଇ ଟ୍ରକ୍‌କୁ ଅଟକାଇଲେ। ଡ୍ରାଇଭରଙ୍କୁ ଗାଡ଼ିରୁ ଟାଣି ନେଇ ଜଙ୍ଗଲରେ ବାନ୍ଧିଦେଲେ। ଆଉ ତା’ପରେ ଟ୍ରକ୍‌ ନେଇ ଚମ୍ପଟ ମାରିଲେ। ଢେଙ୍କାନାଳ ଜିଲା ଭୁବନ ଥାନା ଅଞ୍ଚଳରେ…

୩୧୫ ଗାଁକୁ ଏଯାଏ ହୋଇନି ବିଦ୍ୟୁତ୍‌ ସଂଯୋଗୀକରଣ

ନବରଙ୍ଗପୁର, ୨୨।୫(ବି.ପ୍ର.): ସ୍ବାଧୀନତାର ୭୩ ବର୍ଷ ପରେ ମଧ୍ୟ ନବରଙ୍ଗପୁର ଜିଲାର ୩୧୫ଟି ଗାଁକୁ ଏଯାଏ ବିଦ୍ୟୁତ୍‌ ସଂଯୋଗ ହୋଇପାରିନାହିଁ। ରାଜ୍ୟ ଓ କେନ୍ଦ୍ର ସରକାର ପ୍ରତ୍ୟେକ ଗାଁ ଓ ଘରକୁ ବିଦ୍ୟୁତ୍‌ ସଂଯୋଗ ପାଇଁ ବ୍ୟାପକ ଅନୁଦାନ ଖର୍ଚ୍ଚ କରୁଛନ୍ତି।…

କଂସବଧ ସହ ସରିଲା ଚନ୍ଦାହାଣ୍ଡି ଧନୁଯାତ୍ରା

ଚନ୍ଦାହାଣ୍ଡି, ୨୨।୫(ଡି.ଏନ୍‌.ଏ.) : ନବରଙ୍ଗପୁର ଜିଲା ଚନ୍ଦାହାଣ୍ଡି ବ୍ଲକ ସଦର ମହକୁମାରେ ୧୨ ଦିନ ଧରି ଚାଲିଥିବା ଧନୁଯାତ୍ରା ଶୁକ୍ରବାର ବିଳମ୍ବିତ ରାତିରେ ସରିଛି। ଅନ୍ତିମ ଦିବସରେ ମନ୍ତ୍ରୀ କୃଷ୍ଣ ବଳରାମଙ୍କୁ ନେଇ ମଥୁରା ରାଜଦରବାରରେ ପ୍ରବେଶ କରିଛନ୍ତି । ମଥୁରାବାସୀ…

ପାଣି ଆଣିବାକୁ ଅନ୍ୟ ସାହିକୁ ଯାଉଛନ୍ତି ଗ୍ରାମବାସୀ

ନାରାୟଣପାଟଣା ୨୨ା୫(ଡି.ଏନ୍‌.ଏ.): ଖରାର ପ୍ରକୋପ ଯେତିକି ବଢୁଛି ପାନୀୟ ଜଳ ନେଇ ସମସ୍ୟା ସେତିକି ଅଧିକ ହେଉଛି। ପାଣି ପାଇଁ ଲୋକେ ହନ୍ତସନ୍ତ ହେଉଛନ୍ତି। ସରକାର ଲକ୍ଷାଧିକ ଟଙ୍କା ଖର୍ଚ୍ଚକରି ପ୍ରକଳ୍ପ କରିଥିଲେ ମଧ୍ୟ ତାହା ଲୋକଙ୍କ କାମରେ ଆସୁ ନ…

ନଡ଼ିଆ ବୋଝେଇ ଟ୍ରକ୍‌ରୁ ୮ କୁଇଣ୍ଟାଲ ଗଞ୍ଜେଇ ଜବତ

କୋରାପୁଟ/ଜୟପୁର, ୨୨ା୫ (ସ୍ବ.ପ୍ର./ନି.ପ୍ର.): ବାହାର ରାଜ୍ୟକୁ ନଡ଼ିଆ ବୋଝେଇ ଟ୍ରକ୍‌ରେ ଗଞ୍ଜେଇ ଚାଲାଣ ହେଉଥିବା ଖବର ପାଇ ଜୟପୁର ଅବକାରୀ ବିଭାଗ ଏହା ଉପରେ ଚଢ଼ାଉ କରି ଧରିଛି। ଏଥିରେ ସମ୍ପୃକ୍ତ ଥିବା ଜଣଙ୍କୁ ଗିରଫ କରାଯାଇଛି ା ସେ ହେଲେ…

ସ୍ବାଭିମାନ ଅଞ୍ଚଳରେ ବଢୁଛି ବାଲ୍ୟବିବାହ

ଚିତ୍ରକୋଣ୍ଡା,୨୨ା୫(ଡି.ଏନ୍‌.ଏ.): ମାଲକାନଗିରି ଜିଲା ପ୍ରଶାସନ ଜିଲାରୁ ବାଲ୍ୟ ବିବାହ ରୋକିବାକୁ ଅନେକ ସଚେତନତା କାର୍ଯ୍ୟକ୍ରମ କରୁଛନ୍ତି। ମାତ୍ର ଚିତ୍ରକୋଣ୍ଡା ବ୍ଲକର ସ୍ବାଭିମାନ ଅଞ୍ଚଳରେ ଏହାର ପ୍ରଭାବ ବିଶେଷ ଭାବେ ପଡୁ ନ ଥିବା ଜଣାପଡିଛି।ଉକ୍ତ ଅଞ୍ଚଳର ରାଲେଗଡ଼ା଼ ପଞ୍ଚାୟତରେ ଅଧିକ ପରିମାଣରେ…

ଜାତୀୟ ପତାକାକୁ ଅସମ୍ମାନ ପ୍ରସଙ୍ଗ: ଦୋଷୀଙ୍କୁ ଦୋଷମୁକ୍ତ କଲେ ବିଇଓ

କୋରୁକୋଣ୍ଡା,୨୨ା୫(ଡି.ଏନ୍‌.ଏ.): ଗତ ଫେବୃୟାରୀ ୧୮ରେ କୋରୁକୋଣ୍ଡା ବ୍ଲକ ସଦର ପଞ୍ଚାୟତ ଶାରଦାଗୁଡ଼ା ଗ୍ରାମ ପ୍ରାଥମିକ ବିଦ୍ୟାଳୟରେ ତ୍ରିସ୍ତରୀୟ ନିର୍ବାଚନ ପାଇଁ ଭୋଟ ଗ୍ରହଣ କେନ୍ଦ୍ର କରାଯାଇଥିଲା। ସେହି ଗୃହର ଗୋଟିଏ ଝାରକାରେ ଆମ ଦେଶର ଗୌରବ ଜାତୀୟ ପତାକାକୁ ଅଲୋଡ଼ା ଭାବେ…

ଭକ୍ତଙ୍କ ଗହଣରେ ହେବ ରଥଯାତ୍ରା

ଜୟପୁର, ୨୨ା୫(ନି.ପ୍ର.): ଜୟପୁରର ଐତିହାସିକ ରଥଯାତ୍ରା ନେଇ ଶନିବାର ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଛି ା ସ୍ଥାନୀୟ ପୌର ପରିଷଦର ସଭା ଗୃହରେ ହୋଇଥିବା ଏହି ବୈଠକରେ ଉପ ଜିଲାପାଳ ବେଦବର ପ୍ରଧାନ ଅଧ୍ୟକ୍ଷତା କରିଥିଲେ। ଏଥିରେ ମୁଖ୍ୟଅତିଥି ଭାବେ ବିଧାୟକ…

ଅଂଶୁଘାତରେ ଜଣେ ମୃତ, ଜଣେ ଅସୁସ୍ଥ

ଅନୁଗୋଳ ଅଫିସ, ୨୨ା୫: ଅନୁଗୋଳ ଜିଲାରେ ତାପମାତ୍ରା ପୁଣି ଉପରମୁହଁା ହୋଇଛି। ଗତ ଦୁଇ ଦିନ ହେବ ଜିଲାରେ ୪୦ ଡିଗ୍ରୀ ଉପରେ ପାରଦ ରହୁଛି। ଫଳରେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ୁଛି। ଶନିବାର ଜିଲାର ତାପମାତ୍ର ୪୨.୧…

୧୫୭ ବର୍ଷର ସ୍କୁଲକୁ ଅବହେଳା

ବଅଁରପାଳ,୨୨ା୫ (ଡି.ଏନ.ଏ.): ସ୍କୁଲ ଶିକ୍ଷା ବ୍ୟବସ୍ଥାର ରୂପାନ୍ତରଣ ଚାଲିଛି। ଶିକ୍ଷାନୁଷ୍ଠାନ ଭିତ୍ତିଭୂମିକୁ ସ୍ମାର୍ଟ କରାଯାଉଛି। ହେଲେ ଏମିତି ବି ବିଦ୍ୟାଳୟ ଅଛି, ଯେଉଁଠି ଆବଶ୍ୟକ ଶ୍ରେଣୀଗୃହ ନ ଥିବାରୁ କୁନି କୁନି ପିଲାଙ୍କୁ ବାରଣ୍ଡାରେ ବସି ପାଠ ପଢ଼ିବାକୁ ପଡ଼ୁଛି। ଅନୁଗୋଳ…

ନାଚ, ଗୀତରେ କମ୍ପିଲା ପାପସରା

ବଇଣ୍ଡା,୨୨ା୫(ଡି.ଏନ.ଏ.): କିଶୋରନଗର ବ୍ଲକ ହଣ୍ଡପା ପଞ୍ଚାୟତ ପାପସରା ଗ୍ରାମରେ ଶୁକ୍ରବାର ଚନ୍ଦନ ଯାତ୍ରା ଉଦ୍‌ଘାଟିତ ହୋଇଛି। ପ୍ରଥମେ ପ୍ରଭୁ ରାଧାକୃଷ୍ଣଙ୍କୁ ଏକ ପଟୁଆରେ ପୂଜାମଣ୍ଡପକୁ ଅଣାଯାଇଥିଲା। ସେଠାରେ ରୀତିନୀତି ଅନୁସାରେ ପୂଜା କରାଯିବା ପରେ ଶୋଭାଯାତ୍ରା ମାଧ୍ୟମରେ ଗ୍ରାମ ପରିକ୍ରମା କରାଯାଇଥିଲା।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?