ଆମ ଜିଲା ଖବର

ଡିଜେ ପାଇଁ ମେଳାରେ ହଙ୍ଗାମା

ଭୋଗରାଇ,୨୨ା୫(ଡି.ଏନ.ଏ.): ବାଲେଶ୍ୱର ଜିଲା ଭୋଗରାଇ ବ୍ଲକ ଦେଉଳାହାଟ ସ୍ଥିତ ଅନନ୍ତପୁରୁଷତ୍ତୋମ ମହାଦେବଙ୍କ ଶୁକ୍ରବାର ପାଟ ଉତ୍ସବରେ ଡିଜେ ବଜାଇବାକୁ କେନ୍ଦ୍ର କରି ମେଳା କମିଟି ସହିତ ଡିଜେ ବଜାଇବା ସପକ୍ଷବାଦୀଙ୍କ ମଧ୍ୟରେ ବାଦାନୁବାଦ ସ୍ଥିତି ଜଟିଳ ହୋଇଥିଲା। ଆଖପାଖ ଗ୍ରାମର ଦଳବଦ୍ଧ…

ଟଙ୍କା ନ ଦେବାରୁ ମା’ଙ୍କୁ ଘରୁ ତଡ଼ିଦେଲେ

ବାଲେଶ୍ୱର ଅଫିସ,୨୨ା୫: ସାମାନ୍ୟ ଟଙ୍କା ପାଇଁ ଜନ୍ମଦାତ୍ରୀ ମା’ଙ୍କୁ ଦୁଇପୁଅ ଘରୁ ତଟିଦେବା ଚର୍ଚ୍ଚାର ବିଷୟ ହୋଇଛି। ବାଲେଶ୍ୱର ଜିଲା ବସ୍ତା ବ୍ଲକ ସିଂଲା ଥାନା ଅଧୀନ ଦକ୍ଷିଣପଡ଼ା ଗ୍ରାମରେ ଏହି ଘଟଣା ଘଟିଛି। ନ୍ୟାୟ ପାଇଁ ବୃଦ୍ଧା ଜଣକ ବାଲେଶ୍ୱର…

ଦେୱାନୀ ଅଦାଲତ କର୍ମଚାରୀଙ୍କୁ ବର୍ଷେ ଜେଲ

ଆନନ୍ଦପୁର,୨୨ା୫(ସ୍ବ.ପ୍ର.): କେନ୍ଦୁଝର ଜିଲା ଆନନ୍ଦପୁର ଏସଡିଜେଏମ କୋର୍ଟରେ ଏକ ମାମଲାର ବିଚାର ହୋଇ ରାୟ ପ୍ରକାଶ ପାଇଛି। ମାତ୍ର ଦୁଇ ମାସ ମଧ୍ୟରେ ବିଚାର ହୋଇ ରାୟ ପ୍ରକାଶ ପାଇବା ଘଟଣାକୁ ସବୁ ମହଲରେ ସ୍ବାଗତ କରାଯାଇଛି। ଆନନ୍ଦପୁର ଏସ୍‌ଡିଜେଏମ ରଶ୍ମୀରେଖା…

‘ମୋ ସ୍ବାମୀଙ୍କୁ ବଞ୍ଚାଇ ଦିଅ’

ଆରଡ଼ି,୨୨ା୫(ଡି.ଏନ.ଏ.): କରୋନା ମହାମାରୀ, ବନ୍ୟା, ବାତ୍ୟା ଆଦି ସମୟରେ ସେ ଗଁା ଗଁା ବୁଲି ଖାଦ୍ୟ ଯୋଗାଉଥିଲେ। ଲୋକଙ୍କ ସେବା କରୁଥିଲେ। ଏଥିସହ ସେ ବହୁ ଗରିବ ଲୋକଙ୍କୁ ଚିକିତ୍ସା ପାଇଁ ଆର୍ଥିକ ସହାୟତା କରିଛନ୍ତି। ଆଉ ଆଜି ତାଙ୍କ ଚିକିତ୍ସା…

ପାଇପ୍‌ ଲାଇନ ମଝିରେ ଫସିଲା ବାଳକଙ୍କ ଗୋଡ଼

ବାଲେଶ୍ୱର ଅଫିସ,୨୨ା୫: ବାଲେଶ୍ୱର ଜିଲା ମୁଖ୍ୟ ଚିକିତ୍ସାଳୟର ପ୍ରସ୍ଥାନ ମୁଖ୍ୟ ଗେଟ୍‌ରେ ଗୋରୁଗାଈଙ୍କ ପ୍ରବେଶ ରୋକିବା ଲାଗି ଲାଗିଥିବା ପାଇପ ଲାଇନ୍‌ ମଝିରେ ଜଣେ ୫ ବର୍ଷର ବାଳକ ଫଶି ରହିବା ଆଲୋଡ଼ନ ସୃଷ୍ଟି କରିଛି। ତାଙ୍କ ଗୋଡ଼ ପାଇପ୍‌ ଲାଇନ…

ଚର୍ଚ୍ଚ ପରିସରରେ ୧୪୪ ଜାରି

ଭଦ୍ରକ ଅଫିସ, ୨୨ା୫: ଅଧିକାଂଶ ସମୟରେ ଗୋଷ୍ଠୀ ବିବାଦ ଲାଗି ରହୁଥିବା ଭଦ୍ରକ ସଦର ବ୍ଲକର ଗେଲଟୁଆଠାରେ ଥିବା ଚର୍ଚ୍ଚ ପରିସରରେ ଶନିବାର ପୂର୍ବାହ୍ନରେ ୧୪୪ ଧାରା ଜାରି କରାଯାଇଛି। ଗୋଷ୍ଠୀ ବିବାଦ କାରଣରୁ ସମ୍ଭାବ୍ୟ ଆଇନଶୃଙ୍ଖଳା ବିପର୍ଯ୍ୟସ୍ତକୁ ଦୃଷ୍ଟିରେ ରଖି…

ହେଲ୍‌ମେଟ ଯାଞ୍ଚ ବେଳେ ବ୍ରାଉନସୁଗାର ଜବତ

ଭଦ୍ରକ ଅଫିସ, ୨୨ା୫: ଭଦ୍ରକରେ ଧଳାଜହର କାରବାର ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ଦୁଇଦିନ ତଳେ ଅନ୍ନପାଳ ଛକରେ ହେଲ୍‌ମେଟ ଯାଞ୍ଚ ବେଳେ ଗ୍ରାମାଞ୍ଚଳ ଥାନା ପୋଲିସ ବାଇକ୍‌ ଆରୋହୀଙ୍କଠାରୁ ୨୧ ଗ୍ରାମ୍‌ ବ୍ରାଉନସୁଗାର ଜବତ କରିଥିଲା। ଏଥିସହ ୩…

ବିଦ୍ୟାଳୟ ଅନୁଦାନ ପାଣ୍ଠି ହଡ଼ପ ଅଭିଯୋଗ: ତଦନ୍ତ କଲା ଶିକ୍ଷା ବିଭାଗ

ରୂପସା,୨୨ା୫(ଡି.ଏନ.ଏ.): ବାଲେଶ୍ୱର ଜିଲା ବସ୍ତା ବ୍ଲକ ଗଡ଼ପଡା ପଞ୍ଚାୟତ ଅନ୍ତର୍ଗତ ବାଖରବାଦ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ସରକାରୀ ଅନୁଦାନ ପାଣ୍ଠି ବିନିଯୋଗରେ ବ୍ୟାପକ ଅନିୟମିତତା ହୋଇଥିବା ଅଭିଯୋଗ ହୋଇଛି। ଅଭିଯୋଗକୁ ଭିତ୍ତିକରି ଶିକ୍ଷା ବିଭାଗ ପକ୍ଷରୁ ତଦନ୍ତ ଆରମ୍ଭ ହୋଇଛି। ସମୟରେ…

ନିଯୁକ୍ତିି ଦାବିରେ ଜମିହରାଙ୍କ ଆନ୍ଦୋଳନ

କେନ୍ଦୁଝର, ୨୨ା୫ (ସ୍ବ.ପ୍ର.): କେନ୍ଦୁଝର ସଦର ବ୍ଲକ ଅନ୍ତର୍ଗତ ପଳାଶପଙ୍ଗା ପଞ୍ଚାୟତର ମୁରୁସୁଆଁ ଗ୍ରାମରେ ୨୦୧୦ରୁ କାର୍ଯ୍ୟକ୍ଷମ ବ୍ରାଣ୍ଡ ଷ୍ଟିଲ ଆଣ୍ଡ ପାୱାର ପ୍ରାଇଭେଟ ଲିଃ କାରଖାନା ପାଇଁ ଜମି ହରାଇଥିବା ପରିବାର ପକ୍ଷରୁ ନିଯୁକ୍ତି ଦାବିରେ ଗୁରୁବାର ଠାରୁ କାରଖାନା…

୬୦ ଲକ୍ଷ ଖର୍ଚ୍ଚ ପରେ ବି ସୁଧୁରିଲାନି ଅବସ୍ଥା

ଖଇରା,୨୨ା୫(ଡି.ଏନ.ଏ.): ବାଲେଶ୍ୱର ଜିଲା ଅଧୀନ ଖଇରା ବ୍ଲକର ପ୍ରଥମ ୫-ଟି ରୂପାନ୍ତରଣ ସ୍କୁଲ ଭାବେ ଖଇରା ହାଇସ୍କୁଲ ଅନ୍ତର୍ଭୁକ୍ତ ହେବା ସହ ଏହା ଅଞ୍ଚଳ ପାଇଁ ଗର୍ବ ବୋଲି କୁହାଯାଉଛି। ହେଲେ ବାହାରକୁ ସ୍ମାର୍ଟ ଦେଖାଯାଉଥିବା ଏହି ସ୍କୁଲର ଭିତରକୁ ଚାହିଁଲେ…

ଆଜି ଭଉଁରୀ ଯାତ୍ରା

ପୁରୀ ଅଫିସ,୨୨।୫: ଆଜି ପବିତ୍ର ଭଉଁରୀ ଯାତ୍ରା। ରଥ ଖଳାରେ ତିନି ରଥର ଚକ ଅଖ ଡେରା ନୀତି ଅନୁଷ୍ଠିତ ହେବ । ପବିତ୍ର ଅକ୍ଷୟ ତୃତୀୟାରୁ ରଥ ନିର୍ମାଣ ଆରମ୍ଭ ହୋଇଛି । ପରମ୍ପରା ଅନୁଯାୟୀ ତିନୋଟି ରଥର ଦୁଇଟି…

ଜୁଆ ଆଡ୍ଡାରେ ଚଢ଼ାଉ ବେଳେ ପୋଲିସକୁ ପିଟିଲେ

ବାଲିପାଟଣା,୨୨।୫(ଡି.ଏନ୍‌.ଏ.): ରାଜଧାନୀ ଉପକଣ୍ଠ ବାଲିପାଟଣା ଥାନା ଅନ୍ତର୍ଗତ କୃଷ୍ଣପୁର ମେଳଣ ପଡ଼ିଆରେ ଚାଲିଥିବା ଜୁଆଆଡ୍ଡାରେ ପୋଲିସ ସ୍ପେଶାଲ ସ୍କ୍ବାଡ୍‌ ଟିମ୍‌ ଚଢ଼ାଉ ବେଳେ ଆକ୍ରମଣର ଶିକାର ହୋଇଛି। ଲୋକଙ୍କ ସଂଘବଦ୍ଧ ଆକ୍ରମଣରେ ଭୟଭୀତ ହୋଇ ପୋଲିସ କର୍ମଚାରୀ ଗାଡ଼ି ଛାଡି ପଳାଇଥିଲେ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?