ଡାକ୍ତରଙ୍କୁ ପିଟିପିଟି ମାରିଦେଲେ ବଡ଼ ଭାଇ : କାଳ ସାଜିଲା…
ମହାକାଳପଡ଼ା,୧୫।୫(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ଥାନା ଅନ୍ତର୍ଗତ ସ୍ଥାନୀୟ ବାରଡାଙ୍ଗ ଗ୍ରାମରେ ଜମିବାଡ଼ି ଭାଗବଣ୍ଟାକୁ ନେଇ ତୁମୁଳକାଣ୍ଡ ଘଟିଛି। ଏଥିରେ ଜଣଙ୍କ ଜୀବନ ଯାଇଛି। ବଡ଼ ଭାଇ ପରିବାର ସହିତ ସାନ ଭାଇ ତଥା ହୋମିଓପାଥି ଡାକ୍ତର ଗୋଲେଖ…
କାର୍କୁ ଧକ୍କାଦେଲା ଚିପ୍ସ ବୋଝେଇ ହାଇଓ୍ବା, ୨ ଜଣଙ୍କ ଜୀବନ ଗଲା
ବାରଙ୍ଗ,୧୫ା୫(ଲିଙ୍ଗରାଜ ରାଉତ): ଭୁବନେଶ୍ୱର ଚନ୍ଦକା ରାସ୍ତା ଭୋଳାଛକଠାରେ ବିଳମ୍ବିତ ରାତିରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। କାର୍କୁ ଚିପ୍ସ ବୋଝେଇ ହାଇୱା ଧକା ଦେବାରୁ ଘଟଣାସ୍ଥଳରେ ୨ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୫ଜଣ ଗୁରୁତର ହୋଇଛନ୍ତି। କାହାର ଅଦ୍ୟାବଧି ପରିଚୟ…
ଆବାସ ଯୋଜନାରୁ ବଞ୍ଚିତ ଦୈମତିଙ୍କ ଦୁର୍ଦ୍ଦଶା ବଢ଼ାଇଲା କାଳବୈଶାଖୀ
ଲୋଇସିଂହା,୧୫।୫(ସୁଶାନ୍ତ ବାରିକ): ବଲାଙ୍ଗୀର ଜିଲା ଲୋଇସିଂହା ବ୍ଲକ ବୁଢୀପଦର ପଞ୍ଚାୟତ ନେଗିପାଲି ଗ୍ରାମର ଦୈମତି ମେସୁଆ (୬୬)। ସରକାରଙ୍କ ବିଭିନ୍ନ ଆବାସ ଯୋଜନା ଥିବା ସତ୍ତ୍ୱେ ସେ ଏ ପର୍ଯ୍ୟନ୍ତ ପକ୍କାଘର ପାଇବାରୁ ବଞ୍ଚତ୍ତ ରହିଛନ୍ତି ା ଏଭଳି ପରିସ୍ଥିତିରେ ବୁଧବାର…
ନଦୀରେ ବୁଲୁଛି କୁମ୍ଭୀର, ଜୀବିକା ପାଇଁ ବିପଦରେ ଜୀବନ
ମହାକାଳପଡ଼ା, ୧୫ା୫(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଉପକୂଳ ଅଞ୍ଚଳ ନଦୀନାଳରେ ମାଳମାଳ କୁମ୍ଭୀର ଖାଦ୍ୟ ଅନ୍ବେଷଣରେ ଘୂରି ବୁଲୁଛନ୍ତି। ଏହାରି ଭିତରେ ମହାନଦୀ, ଲୁଣା, ପାଇକା, ଗୋବରୀ ନଦୀ ସମେତ ବିଭିନ୍ନ ଶାଖା ଯୋର ଓ ନାଳ…
ଚାଲୁଥିଲା ଟ୍ରେନ୍, ହଠାତ୍ ପଶିଆସିଲା ଗଜରାଜ: ଆଉ ତା’ପରେ ଯାହା ଘଟିଲା…
କେନ୍ଦୁଝର,୧୫।୫(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା କେନ୍ଦୁଝର ବନଖଣ୍ଡ ଅନ୍ତର୍ଗତ ସିତାବିଞ୍ଜ ବସନ୍ତପୁର ରେଲଲାଇନରେ ଗୋଟିଏ ଦନ୍ତା ହାତୀ ରେଳ ଲାଇନ ଅତିକ୍ରମ କରୁଥିବାବେଳେ ଏକ ମାଲବାହୀ ଟ୍ରେନ ଜଖପୁରାରୁ କେନ୍ଦୁଝର ଅଭିମୁଖେ ଆସୁଥିଲା। କିଲୋମିଟର ନମ୍ବର ୮୦/୧୮-୧୬ ମଧ୍ୟରେ ଡାଉନ…
କଂଗ୍ରେସ ନେତାଙ୍କ ପରଲୋକ: ହସ୍ପିଟାଲ୍ ନେବା ବାଟରେ…
ଭଞ୍ଜନଗର,୧୫।୫(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ବେଲଗୁଣ୍ଠାର ଜଣାଶୁଣା କଂଗ୍ରେସ ନେତା ତଥା ଭଞ୍ଜନଗର ଦିବ୍ୟଶକ୍ତି ଇଂରାଜୀ ମିଡିୟମ ସ୍କୁଲର ଚେୟାରମ୍ୟାନ ସନ୍ତୋଷ କୁମାର ପଟ୍ଟନାୟକ ଶୁକ୍ରବାର ସକାଳେ ପରଲୋକ ଘଟିଛି। ସନ୍ତୋଷଙ୍କ ଆଜି ସକାଳେ ହଠାତ୍ ଛାତିରେ ଯନ୍ତ୍ରଣା ଅନୁଭବ କରିଥିଲେ।…
ଘରେ ଫାଶୀ ଲଗାଇ ଆତ୍ମହତ୍ୟା କଲେ ଯୁବକ, କାରଣ ଅସ୍ପଷ୍ଟ
କୋକସରା,୧୫।୫: (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ଥାନା ଟେମେରା ପଞ୍ଚାୟତ ସିର୍ଲିିଗୁଡା ଗ୍ରାମର ଜଣେ ଯୁବକ ବେକରେ ଫାଶୀ ଲଗାଇ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ମୃତ ଯୁବକ ଗ୍ରାମର ପରଦେଶୀ ପାଣିଗ୍ରାହୀଙ୍କ ପୁଅ ଘନଶ୍ୟାମ ପାଣିଗ୍ରାହୀ (୨୦)…
ଘରେ ପଶି ସଂଘବଦ୍ଧ ହତ୍ୟା ମାମଲା: ଅଭିଯୁକ୍ତ ଶିବଙ୍କୁ ଆଜୀବନ ଜେଲ୍
ଛତ୍ରପୁର,୧୫।୫(ଦିଲ୍ଲୀପ ସାମଲ):ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଥାନା କେ. ଏନ. ପୁର ଗ୍ରାମର ୨୦୧୩ର ଏକ ହତ୍ୟା ମାମଲାର ଚୂଡାନ୍ତ ରାୟ ଆଜି ପ୍ରକାଶ ପାଇଛି। ଛତ୍ରପୁର ଅତିରିକ୍ତ ଜିଲା ଦୌରାଜଜ୍ ପ୍ରଦୀପ କୁମାର ସାମଲ ଏହି ମାମଲାର ବିଚାର କରି ଜଣେ…
ଧରିତ୍ରୀ ପ୍ରଭାବ,ବଡ଼ ପଦକ୍ଷେପ ନେଲେ ବିଡିଓ: ଅଙ୍ଗନବାଡି କେନ୍ଦ୍ର ନିର୍ମାଣ ଆରମ୍ଭ
କେସିଙ୍ଗା,୧୫।୫(ତୁମେଶ୍ୱର ସାହୁ):କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ଅନ୍ତର୍ଗତ ବାଲସି ଗ୍ରାମ ପଞ୍ଚାୟତର କଛାରପଦର ଗ୍ରାମର ଅଙ୍ଗନବାଡି କେନ୍ଦ୍ର ଆଜିକୁ ଏକ ବର୍ଷ ୫ ବିତିଗଲାଣି ସମ୍ପୁର୍ଣ୍ଣ ହୋଇ ପାରୁ ନ ଥିବାରୁ କୋମଳମତି ଶିଶୁମାନେ ଶିକ୍ଷାଦାନ କ୍ଷେତ୍ରରେ ଘୋର ସମସ୍ୟା ଦେଖାଦେଉଥିଲା।…
ଅଟୋ-ବାଇକ ମୁହାଁମୁହିଁ ଧକ୍କାରେ ଜଣେ ମୃତ, କ୍ଷତିପୂରଣ ଦାବିରେ ରାସ୍ତା ଅବରୋଧ
ଗୁଣପୁର,୧୫ା୫(ସୁଜାତା ପାଢ଼ୀ): କୋରାପୁଟ-ରାୟଗଡ଼ା ସୀମାନ୍ତ ୩୨୬ ଜାତୀୟ ରାଜପଥରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ହୋଇଛି । ରାୟଗଡ଼ା ଜିଲାର କୁଟୁଲୀ ଅଞ୍ଚଳରେ ବାଇକ ଓ ଅଟୋ ମଧ୍ୟରେ ମୁହାଁମୁହିଁ ଧକ୍କାରେ ଜଣେ ଯୁବକଙ୍କ ମୃତ୍ୟୁ ହୋଇଛି । ଘଟଣା ପରେ…
ରୋଶଣି ନେଇ ବରଘରକୁ ଗଲେ କନିଆ: ପଛର କାରଣ ଜାଣିଲେ ହେବେ ଆଶ୍ଚର୍ଯ୍ୟ
କେନ୍ଦୁଝର,୧୫ା୫(ନରେଶ ଚନ୍ଦ୍ର ପଟ୍ଟନାୟକ):ସାଧାରଣତଃ ହିନ୍ଦୁ ବିବାହରେ ବର ରୋଶଣିକରି ବ୍ୟାଣ୍ଡ୍ ବାଜା ସହ ନାଚଗୀତକରି ଓ ବାଣ ଫୁଟାଇ କନ୍ୟାଘରକୁ ଯାଇଥାଏ। ସେଠାରେ ରୀତିନୀତିରେ ବାହାଘର ପରେ କନ୍ୟାକୁ ଧରି ବର ଘରକୁ ଫେରିଥାଆନ୍ତି। ମାତ୍ର କେନ୍ଦୁଝର ଜିଲା ତେଲକୋଇ ବ୍ଲକ୍…
ଏକାଠି ହେଲେ ଭାଜପା-ବିଜେଡି ଲୋକ ପ୍ରତିନିଧି: ୧୯ ଦିନରେ ପହଞ୍ଚିଲା ଭଞ୍ଜନଗର ଯାତ୍ରା
ଭଞ୍ଜନଗର,୧୫।୫(ବାବୁଲା ପ୍ରଧାନ):ଗଞ୍ଜାମ ଜିଲା ଭଞ୍ଜନଗର ଠାକୁରାଣୀ ଯାତ୍ରା ୧୯ ଦିନରେ ପହଞ୍ଚିଛି। ଆସନ୍ତା ୨୦ ତାରିଖରେ ଯାତ୍ରା ଉଦଯାପିତ ହେବ। ଭଞ୍ଜନଗର ଯାତ୍ରା ରାଜନୀତିରୁ ଉର୍ଦ୍ଧ୍ୱରେ ରହି ସମସ୍ତ କାର୍ଯ୍ୟକ୍ରମ ହେଉଛି । ତେଣୁ ସବୁ ଦଳର ଲୋକ ପ୍ରତିନିଧି, ବିଭିନ୍ନ…

