ଆମ ଜିଲା ଖବର

ବିଭିନ୍ନ ଦାବି ନେଇ ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ, ଦାବିପତ୍ରରେ ଭୂମିହୀନଙ୍କୁ…

ଦାରିଙ୍ଗବାଡ଼ି,୧୫ା୫(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକରେ ଶୁକ୍ରବାର ଅଲ୍‌ ଇଣ୍ଡିଆ ମୂଳ ନିବାସୀ ସଂଘ ପକ୍ଷରୁ ବିଭିନ୍ନ ଦାବି ନେଇ ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ସଂଘର ସଭାପତି ପ୍ରଶାନ୍ତ ପ୍ରଧାନ ଏବଂ ସମ୍ପାଦକ ନୀରଜ ପ୍ରଧାନଙ୍କ…

କ୍ରିଷ୍ଣା ବିକାଶ ଗ୍ରୁପ୍‌ର ନୂଆ ରେକର୍ଡ: ସିବିିଏସ୍‌ଇ ଦ୍ୱାଦଶ ଶ୍ରେଣୀ ପରୀକ୍ଷାରେ ଆଦ୍ୟାଶା ସାହୁ ରାଜ୍ୟ ଟପ୍ପର

ବରଗଡ଼,୧୫ା୫(ପ୍ରେମାନନ୍ଦ ଖମାରୀ): ସଦ୍ୟ ପ୍ରକାଶିତ ସିବିଏସ୍‌ଇ ଦ୍ବାଦଶ ଶ୍ରେଣୀ ପରୀକ୍ଷାଫଳରେ କ୍ରିଷ୍ଣା ବିକାଶ ଗ୍ରୁପ୍‌ ଅଧୀନ ବିକାଶ ଆବାସିକ ବିଦ୍ୟାଳୟ, ବରଗଡ଼ ଉଲ୍ଲେଖନୀୟ ସଫଳତା ହାସଲ କରିଛି। ବିକାଶ ଆବାସିକ ବିଦ୍ୟାଳୟ, ଦୀର୍ଘ ୨୫ ବର୍ଷର ଯାତ୍ରାରେ ନୂଆ ରେକର୍ଡ ସୃଷ୍ଟି…

ଅଧାବାଟରେ ହଠାତ୍‌ ଆମ୍ବୁଲାନ୍ସରୁ ସରିଗଲା ତେଲ, ରୋଗୀ ମୃତ

କଟକ,୧୫।୫: କଟକ କାଠଯୋଡ଼ି ନିକଟରେ ବଡ଼ ଦୁର୍ଘଟଣା । ଆମ୍ବୁଲାନ୍ସରୁ ତେଲ ସରିଯିବାରୁ ରୋଗୀ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। କେନ୍ଦ୍ରାପଡ଼ାରୁ ଭୁବନେଶର ରୋଗୀ ନେଇକି ଯାଉଥିବା ବେଳେ କଟକ କାଠଯୋଡ଼ି ବ୍ରିଜ୍‌ ଉପରେ ଆମ୍ବୁଲାନ୍ସରୁ ତେଲ ସରିଗଲା। ଫଳରେ ଅକ୍ସିଜେନ…

୨ଘଣ୍ଟାରୁ ଅଧିକ ସମୟ ବିଦ୍ୟୁତ ସେବା ଠପ୍‌, ଅସନ୍ତୋଷ ପ୍ରକାଶ କଲେ ଲୋକେ, ଏସଡିଓ କହିଲେ…

ଧର୍ମଶାଳା,୧୫।୫(ଶିବ ପ୍ରସାଦ ମହାନ୍ତି ): ଯାଜପୁର ଜିଲା ଜାରକା ବିଦ୍ୟୁତ୍‌ ବିଭାଗ କର୍ମଚାରୀଙ୍କ ମନମୁଖୀ କାର୍ଯ୍ୟ ପାଇଁ ଗ୍ରାହକମାନଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି। ଖରା ଦିନ ଉଦୁଉଦିଆ ଖରାବେଳେ ୨ଘଣ୍ଟାରୁ ଅଧିକ ସମୟ ବିଦ୍ୟୁତ ସେବା ଠପ୍‌ ହୋଇଯାଇଥିବା ଦେଖିବାକୁ…

ଧରାପଡ଼ିଲେ କୁଖ୍ୟାତ ଗୋରୁ ମାଫିଆ

ନବରଙ୍ଗପୁର,୧୫।୫: ନବରଙ୍ଗପୁର ପୋଲିସ ଶୁକ୍ରବାର କୁଖ୍ୟାତ ଗୋରୁ ମାଫିଆ ସେକ୍‌ ଅଜିଜଙ୍କୁ ଧରିବାରେ ସଫଳ ହୋଇଛି। ସେକ୍‌ ଅଜିଜ ଘରେ ଥିବାବେଳେ ପୋଲିସ ତାଙ୍କୁ ଗିରଫ କରିଛି। ଅଜିଜଙ୍କ ନାଁରେ ନବରଙ୍ଗପୁର ଏବଂ କୋରାପୁଟ ଜିଲାର ବିଭିନ୍ନ ଥାନାରେ ୬ଟି ମାମଲା…

ବଜାରରେ ଫଳ ଦର ଆକାଶ ଛୁଆଁ: ପଣସ ଗୋଟା ରହିଛି…

ପଦ୍ମପୁର,୧୫ା୫ (ପ୍ରଦୀପ୍ତ ଦାଶ):ଆସନ୍ତା ୧୬ ତାରିଖରେ ପବିତ୍ର ସାବିତ୍ରୀ ଅମାବାସ୍ୟା। ଏଥିପାଇଁ ବଜାର ଚଳଚଞ୍ଚଳ ହୋଇଯାଇଛି। ସାବିତ୍ରୀ ପାଇଁ ପଦ୍ମପୁର ସହରର ଛୋଟରୁ ବଡ କପଡ଼ା ଦୋକାନରେ ନୂତନ ବସ୍ତ୍ର କିଣିବା ପାଇଁ ଭିଡ଼ ଜମୁଥିବା ଦେଖିବାକୁ ମିଳିଛି। ସେହିଭଳି ଦୈନିକ…

ବଢୁଛି ଖରା, ଜମୁଛି ତାଳସଜ ବେପାର

ପଦ୍ମପୁର,୧୫ା୫(ପ୍ରଦୀପ୍ତ ଦାଶ):ବର୍ତ୍ତମାନ ସାରା ରାଜ୍ୟରେ ଗ୍ରୀଷ୍ମପ୍ରବାହ ବୃଦ୍ଧି ପାଇଥିବା ବେଳେ ପଦ୍ମପୁର ଅଞ୍ଚଳରେ ତାପମାତ୍ରା ୪୦/୪୧ ଡିଗ୍ରୀ ଉପରେ ରହୁଛି। ତାପମାତ୍ରା ବଢ଼ୁଥିବା ବେଳେ ଲୋକଙ୍କୁ ଗୁଳୁଗୁଳି ବିଶେଷ କଷ୍ଟ ଦେଉଛି। ଗରମରୁ ରକ୍ଷା ପାଇବା ପାଇଁ ଲୋକେ ରାସ୍ତା କଡ଼ରେ…

ଫ୍ଲାଏଓଭର ବ୍ରିଜ୍‌ ନିର୍ମାଣ ହେବ, ଭିତ୍ତିପ୍ରସ୍ତର ସ୍ଥାପନ କରି ମନ୍ତ୍ରୀ କହିଲେ…

ଛତ୍ରପୁର,୧୫ା୫(ଦିଲ୍ଲୀପ ସାମଲ): ଛତ୍ରପୁରର ବହୁ ପ୍ରତୀକ୍ଷିତ ଫ୍ଲାଏଓଭର ବ୍ରିଜ ନିର୍ମାଣ କାର୍ଯ୍ୟ ପାଇଁ ଆଜି ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଛି। ଜିଲାର ସଦରମହକୁମା ଛତ୍ରପୁର ଜାତୀୟ ରାଜପଥରେ ଦୈନିକ ହଜାର ହଜାର ଯାନବାହନ ଚଳପ୍ରଚଳ ଯୋଗୁ ସ୍ଥାନୀୟ କଲେଜ ଛକ ଏବଂ ଡିଆରଡିଏ…

ସାନକୁଣ୍ଡ ଜଳପ୍ରପାତରେ ଫସି ରହିଛନ୍ତି ବୃଦ୍ଧା, ପଥରଖଣ୍ଡକୁ ଧରି ଝୁଲି ରହି…

ପାଟଣା,୧୫ା୫(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ତହସିଲ ଡୁମୁରିଆ ଆର୍‌ଆଇ ସର୍କଲ ଘାଟ ବାଲିଯୋଡ଼ି ସ୍ଥିତ ବୈତରଣୀ ନଦୀର ସାନକୁଣ୍ଡରେ ଶୁକ୍ରବାର ଜଣେ ବୃଦ୍ଧା ବିପଜ୍ଜନକ ଭାବେ ଭାବେ ଛାତିଏ ପାଣିରେ ଥିବା ବେଳେ ଏକ ପଥରଖଣ୍ଡ ଧରି ଝୁଲି ରହିଛନ୍ତି।…

ପେଟ୍ରୋଲ-ଡିଜେଲ ମହଙ୍ଗା ପରେ ରାହୁଲଙ୍କ ଟାର୍ଗେଟ: କହିଲେ ୩ ଟଙ୍କିଆ ଝଟ୍‌କା ପରେ ଆଗକୁ ଆସୁଛି …

ନୂଆଦିଲ୍ଲୀ,୧୫।୫: ଦେଶରେ ପେଟ୍ରୋଲ, ଡିଜେଲ ଏବଂ CNG ମୂଲ୍ୟ ବୃଦ୍ଧି ପରେ ରାଜନୈତିକ ବୟାନବାଜି ତୀବ୍ର ହୋଇଛି। ଆଜିଠାରୁ ଭାରତରେ ପେଟ୍ରୋଲ ଏବଂ ଡିଜେଲ ମୂଲ୍ୟ ବୃଦ୍ଧି ପାଇଛି। ସର୍ବଶେଷ ତଥ୍ୟ ଅନୁଯାୟୀ, ପେଟ୍ରୋଲର ମୂଲ୍ୟ ଲିଟର ପିଛା ୩.୧୪ ଏବଂ…

୨୫୦ ଫୁଟ ତଳକୁ ଖସିଲା ଡୋଜର, ପୋତି ହୋଇଗଲେ ଚାଳକ, କ୍ଷତିପୂରଣ ଦାବିରେ…

ବଣାଇଁ,୧୫ା୫(ପ୍ରଦୀପ ତ୍ରିପାଠୀ): ଗୁରୁବାର ରାତିରେ ଓଏମ୍‌ସି ଖଣ୍ଡାଧାର ଲୌହଖଣିରେ ଏକ ଅଘଟଣ ଘଟିଥିବାର ସୂଚନା ମିଳିଥିଲା। ସମ୍ପ୍ରତ୍ତି ଏହି ଖଣି ଆଦାନୀ କମ୍ପାନୀକୁ ମିଳିଥିବା ବେଳେ କମ୍ପାନୀ ପୁଣି ସବ୍‌ ଲିଜ୍‌ ଧାତ୍ରୀ ମାଇନ୍ସ ରିସୋସୋର୍ସ ଠିକାସଂସ୍ଥାକୁ ଦେଇଛି। ଡମ୍ପିଂୟାର୍ଡରେ ଠିକାସଂସ୍ଥା…

ପେଟ୍ରୋଲ ପମ୍ପଗୁଡ଼ିକରେ ନାହିଁ ତେଲ: ଲୋକେ ହନ୍ତସନ୍ତ

ପାଟଣା,୧୫।୫(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ମୁଖ୍ୟାଳୟରେ ଥିବା ଶିବ କୃପା ପେଟ୍ରୋଲ ପମ୍ପ ,ବିଶ୍ୱକର୍ମା ପେଟ୍ରୋଲ ପମ୍ପ ଓ ସାହାରପଡା ବ୍ଲକ ସଞ୍ଜୁ କ୍ରୀଷ୍ଣା ଫିଲିଙ୍ଗ ଷ୍ଟେଶନ ଓ ଇଣ୍ଡିଆନ ପେଟ୍ରୋଲ ପମ୍ପରେ ପେଟ୍ରୋଲ-ଡିଜେଲ ନଥିବା ଦେଖିବକୁ ମିଳିଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?