Advertisement

ମୋହନା ଗସ୍ତରେ ମିଳିତ ଜାତି ସଂଘର ପ୍ରତିନିଧି ଦଳ

ଆର.ଉଦୟଗିରି,୪ା୧୧(ଡି.ଏନ.ଏ.): ମୋହନା ବ୍ଲକ ଜିରାଙ୍ଗ ବୌଦ୍ଧ ମନ୍ଦିରଠାରେ ଶିଶୁ ପାଇଁ ଦିନଟିଏ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏଥିରେ ୟୁରୋପ ଓ ନେଦରଲାଣ୍ଡ ଭଳି ଦେଶରୁ ଆସିଥିବା ବିଦେଶିନୀମାନେ ଯୋଗଦେଇଥିବା ବେଳେ ଗଜପତି ଜିଲାପାଳ ଲିଙ୍ଗରାଜ ପଣ୍ଡା, ଜିଲା ଶିଶୁ ସୁରକ୍ଷା ଅଧିକାରୀ ଅରୁଣ କୁମାର ତ୍ରିପାଠୀ ପ୍ରମୁଖ ଯୋଗ ଦେଇଥିଲେ। ବିଦେଶରୁ ଆସିଥିବା ବିଦେଶିନୀମାନଙ୍କୁ ପ୍ରଥମେ ଜିଲାପାଳ ଲିଙ୍ଗରାଜ ପଣ୍ଡା, ସ୍ଥାନୀୟ ସରପଞ୍ଚ, ସମିତିସଭ୍ୟ ଓ ପ୍ରଶାସନିକ ଅଧିକାରୀମାନେ ଭବ୍ୟ ସ୍ବାଗତ ଜଣାଇଥିଲେ। ଶିଶୁମାନଙ୍କ ସୁରକ୍ଷା, ବାଲ୍ୟବିବାହ ନିରୋଧ, କିଶୋରୀ ଶସକ୍ତିକରଣ ଦିଗରେ ବିଶେଷ ଭାବରେ ଗୁରୁତ୍ୱ ଦେଇଥିଲେ। ୟୁନିସେଫ୍‌ର ବିଦେଶିନୀ ପ୍ରତିନିଧିମାନେ ଶେଷରେ ତିବ୍ଦତ କୁନି କୁନି ପିଲାଙ୍କ ପାରମ୍ପରିକ ନୃତ୍ୟ ଦେଖିସାରିବା ପରେ ବିଭିନ୍ନ ଅଙ୍ଗନୱାଡି କେନ୍ଦ୍ର, ସ୍ବାସ୍ଥ୍ୟକେନ୍ଦ୍ର ଓ ବିଦ୍ୟାଳୟ ଆଦି ଗସ୍ତ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଘର ମିଳୁନାହିଁ, ଝାଟି ମାଟି ଘର ସାହା

କେନ୍ଦୁଝର, ୯ା୧୨(ସ୍ବ.ପ୍ର.)-ସରକାର ବିଭିନ୍ନ ଯୋଜନାରେ ଗରିବ ଲୋକଙ୍କୁ ବିଶେଷ କରି ଗୃହହୀନ ଆଦିବାସୀଙ୍କୁ ମାଗଣାରେ ଘର ଯୋଗାଇଦେଉଥିବା ବେଳେ ସଦର ବ୍ଲକ ଯୋଗୀମଠ ମୁଣ୍ଡା ସାହିରେ...

ଗଞ୍ଜାମ ଜିଲା ପ୍ରଶାସନକୁ ମୁଖ୍ୟମନ୍ତ୍ରୀଙ୍କ ପ୍ରଶଂସାପତ୍ର

ଛତ୍ରପୁର,୧୬ା୫(ଡି.ଏନ.ଏ)-ରାଜ୍ୟରେ ଫନୀ ବାତ୍ୟା ବିପନ୍ନଙ୍କୁ ବିଭିନ୍ନ ସହାୟତା ଯୋଗାଇଥିବାରୁ ଗଞ୍ଜାମ ଜିଲା ପ୍ରଶାସନକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କଠାରୁ ପ୍ରଂଶସାପତ୍ର ମିଳିଛି। ପୁରୀ ଜିଲାର ବାତ୍ୟା ବିପନ୍ନଙ୍କୁ...

ହୁଗୁଳା ହେଉଛି ସାତକୋଶିଆ ସୁରକ୍ଷା

ବନ୍ତଳା,୧ା୧୧: ମହାବଳ ବାଘ ମହାବୀରର ମୃତ୍ୟୁ ପରଠାରୁ ଅନୁଗୋଳ ଜିଲା ସାତକୋଶିଆ ବ୍ୟାଘ୍ର ପ୍ରକଳ୍ପର ଭବିଷ୍ୟତ ଅନ୍ଧକାରକୁ ଠେଲି ହୋଇଯାଇଛି। ଏଠାରେ ପ୍ରଥମ କରି ଆରମ୍ଭ...

ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ମରଣାନ୍ତକ ଆକ୍ରମଣ: ୬ କୋର୍ଟଚାଲାଣ

ଗୋପାଳପୁର,୩୧ା୫-ପୂର୍ବଶତ୍ରୁତାକୁ କେନ୍ଦ୍ରକରି ମରଣାନ୍ତକ ଆକ୍ରମଣ କରିବା ଅଭିଯୋଗରେ ଗୋପାଳପୁର ଥାନା ପୋଲିସ ରବିବାର ୬ ଜଣଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି। ଏହି ଥାନା ଅନ୍ତର୍ଗତ...

ବିଏମ୍‌ସି ବ୍ୟତୀତ ଆଜିଠୁ ଖୋର୍ଦ୍ଧା ଜିଲାର ଖୋଲିଲା ସମସ୍ତ ଧାର୍ମିକ ଅନୁଷ୍ଠାନ

ଖୋର୍ଦ୍ଧା ଅଫିସ,୮ା୮: ଦୀର୍ଘ ୩ମାସ ପରେ ସୋମବାରଠାରୁ ଖୋର୍ଦ୍ଧା ଜିଲାର ସମସ୍ତ ଧାର୍ମିକ ଅନୁଷ୍ଠାନ ଖୋଲିିଛି। କରୋନା ମହାମାରୀ ଯୋଗୁ ଭକ୍ତଙ୍କ ମନ୍ଦିର ପ୍ରବେଶ ଉପରେ...

ଆଜି ସ୍ନାନଯାତ୍ରା

ପୁରୀ ଅଫିସ, ୫ା୬:ଶୁକ୍ରବାର ଦେବସ୍ନାନ ପୂର୍ଣ୍ଣିମା। ଏହି ପବିତ୍ର ତିଥିରେ ରତ୍ନବେଦିରୁ ସ୍ନାନମଣ୍ଡପକୁ ଓହ୍ଲାଇ ଆସିବେ ବିଶ୍ୱନିୟନ୍ତା। ପ୍ରତିଦିନ ବିମ୍ବ (ଦର୍ପଣ) ସ୍ନାନ କରୁଥିବା ମହାପ୍ରଭୁ...

୧୩ ଶିକ୍ଷକଙ୍କୁ କାରଣ ଦର୍ଶାଅ ନୋଟିସ ଜାରି

ବୌଦ୍ଧ,୧୯।୯(ସ୍ବ.ପ୍ର): ବୌଦ୍ଧ ଜିଲା ଶିକ୍ଷା ବିଭାଗ ଏକ ପ୍ରକାର ଅବ୍ୟବସ୍ଥା ଘେରରେ ରହିଛି। ଜିଲାରେ ବହୁ ଶିକ୍ଷୟତ୍ରୀ ଶିକ୍ଷକ ନକଲି ପ୍ରମାଣପତ୍ର ଦେଇ ଚାକିରୀ କରୁଛନ୍ତି।...

ବରଗଡ଼ ଜିଲାରେ କୁଆପଥର ବର୍ଷା: ପରିବା ଫସଲ ନଷ୍ଟ

ବରଗ ଅଫିସ,୭।୪- ବରଗଧ ଜିଲାର ବିଭିନ୍ନ ସ୍ଥାନରେ ମଙ୍ଗଳବାର ସନ୍ଧ୍ୟା ପ୍ରାୟ ୫ଟାରୁ ସାଢେ ୫ଟା ମଧ୍ୟରେ ପ୍ରବଳ କୁଆପଥର ବୃଷ୍ଟି(କରାମାଡ) ହୋଇଛି। ଜିଲାର ଗ୍ରୀଣ୍ଡୋଲା,...

Advertisement
Archives

Model This Week