ଆମ ଜିଲା ଖବର

ନୂଆପଡ଼ା: ବିଭିନ୍ନ ଗାଁରେ ଭାଇଜିଉନ୍ତିିଆ ପର୍ବ ପାଳିତ

ନୂଆପଡ଼ା ଅଫିସ,୪।୧୦: ପଶ୍ଚିମ ଓଡିଶାରେ ଭାଦ୍ରବ ମାସ ଶୁକ୍ଲପକ୍ଷ ପଞ୍ଚମୀ ତିଥିରେ କୃଷିଭିତିକ ପର୍ବ ନୂଆଁଖାଇ ପରେ ଆଶ୍ୱିନ ମାସ ଶୁକ୍ଲପକ୍ଷଠାରୁ ଅନ୍ୟ ଏକ ପର୍ବ ପଡିଥାଏ ଭାଇ ଜିଉତିଆଁ ବା ଡାଲଖାଇ। ଭାଇଙ୍କ ମନସ୍କାମନା ପୂର୍ଣ୍ଣ କରିବା ସହ ଦୀର୍ଘାୟୁ…

ମା’ ବାପାଙ୍କ ମୃତ୍ୟୁ ପରେ ସାହାରା ଖୋଜୁଛନ୍ତି କବିତା

ଦେଓଗାଁ, ୪ା୧୦(ଡି.ଏନ.ଏ.): ପାଠପଢି ମଣିଷ ହେବି । ଏହିଭଳି ଉଚ୍ଚାଭିଳାଶ ରଖିଥିବା କବିତା ନାଗ ଏବେ ମା’, ବାପାଙ୍କୁ ହରାଇ ନିରାଶ୍ରୟ ହୋଇପଡିଛି । ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ବଲାଙ୍ଗୀର ଜିଲା ଦେଓଗାଁ ବ୍ଲକ ଦେଷଣ୍ଡ ପଞ୍ଚାୟତ ଅନ୍ତର୍ଗତ…

ଶ୍ବଶୁର ଘର ପଛ ପଟୁ ମିଳିଲା ଜ୍ୱାଇଁଙ୍କ ମୃତଦେହ

ପାଟଣା,୪।୧୦(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ଥାନା ଗଣ୍ଡବେଡାପଞ୍ଚାୟତ ଗଣ୍ଡବେଡା ବେହେରା ଗାଁର ଶ୍ବଶୁର ଘର ପଛ ପଟେ ଥିବା ବାଉଁଶ ଗଛରୁ ଜଣେ ୩୬ ବର୍ଷ ବ୍ୟକ୍ତିଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି। ମୃତକ ଜଣଙ୍କ ହେଲେ ଘଟଗାଁ ଥାନା ପାନ…

ଭିମ୍‌ସାର ପାଇଁ ଖୁବ୍‌ଶୀଘ୍ର ସ୍ବତନ୍ତ୍ର ପ୍ୟାକେଜ: ସ୍ବାସ୍ଥ୍ୟମନ୍ତ୍ରୀ

ସମ୍ବଲପୁର,୪ା୧୦(ବ୍ୟୁରୋ): ସମ୍ବଲପୁର ଜିଲା ବୁର୍ଲାସ୍ଥିତ ଭିସୁଟ୍‌ ଉନ୍ନତୀକରଣ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କିଛିଦିନ ପୂର୍ବରୁ ୨ହଜାର କୋଟି ଟଙ୍କାର ସ୍ବତନ୍ତ୍ର ପ୍ୟାକେଜ ଘୋଷଣା କରିଛନ୍ତି। ଅନୁରୂପ ଭାବେ ଭିମ୍‌ସାର ପାଇଁ ଖୁବ୍‌ଶୀଘ୍ର ସ୍ବତନ୍ତ୍ର ପ୍ୟାକେଜ ଘୋଷଣା କରିବେ। ଏଥିପାଇଁ ସମସ୍ତ…

ଗାଁରେ ପହଞ୍ଚିଲା ଶ୍ରମିକଙ୍କ ମୃତଦେହ

ମାଧପୁର,୪।୧୦: ଅନୁଗୋଳ ଜିଲା ଆଠମଲ୍ଲିକ ବ୍ଲକ କୁଦଗାଁ ପଞ୍ଚାୟତ ତେଣ୍ଠେଇପାଲି ଗ୍ରାମର ଶ୍ରମିକ ଦୁଆରୀ ନାଏକ(୫୦)ଙ୍କ ମୃତଦେହ ଗୁଜରାଟରୁ ଆସି ସୋମବାର ଭୋର୍‌ ପ୍ରାୟ ୩ଟା ୩୦ରେ ଗ୍ରାମରେ ପହଞ୍ଚିଛି। ଗତ ୧ ତାରିଖରେ ସେ ଗୁଜରାଟର ସୁରଟରେ ପ୍ରାଣ ହରାଇଥିଲେ।…

ଆଉ ଜଣେ ତୀର୍ଥଯାତ୍ରୀ ମୃତ

କଣିହାଁ ୪।୧୦(ଡି.ଏନ.ଏ.): ଝାଡ଼ଖଣ୍ଡ ହଜାରିବାଗଠାରେ ତୀର୍ଥଯାତ୍ରୀ ବସ୍‌ ଦୁର୍ଘଟଣାରେ ମୃତକଙ୍କ ସଂଖ୍ୟା ବୃଦ୍ଧି ପାଇଛି। ରବିବାର ଦୁର୍ଘଟଣାପରେ ୪ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ସୋମବାର ଚିକିତ୍ସାଧୀନ ଅବସ୍ଥାରେ ଆଉ ଜଣଙ୍କର ପ୍ରାଣ ଯାଇଛି। ଫଳରେ ମୋଟ୍‌ ମୃତକଙ୍କ ସଂଖ୍ୟା ୫ରେ…

ମୌଳିକ ସୁବିଧାରୁ ବଞ୍ଚିତ ଛଟିଗୁଡ଼ା ଗ୍ରାମବାସୀ

ଟିକିରି,୪ା୧୦(ଡି.ଏନ୍‌.ଏ.): ରାୟଗଡ଼ା ଜିଲା କାଶୀପୁର ବ୍ଲକର ଅନେକ ଗାଁକୁ ଏ ପର୍ଯ୍ୟନ୍ତ ମୌଳିକ ସୁବିଧା ପହଞ୍ଚି ପାରିନି। ଅଡାଜୋର ପଞ୍ଚାୟତ ଅନ୍ତର୍ଗତ ଛଟିଗୁଡ଼ା ଗ୍ରାମ ଏହାର ଏକ ଉଦାହରଣ। କାଶୀପୁର ବ୍ଲକ ଠାରୁ ପ୍ରାୟ ୩୦ କିଲୋମିଟର ଦୂର କଳାହାଣ୍ଡି ଜିଲା…

ଶୁଣିଲାନି ପ୍ରଶାସନ : ରାସ୍ତା ନିର୍ମାଣ କଲେ ଗ୍ରାମବାସୀ

ମାଲକାନଗିରି, ୪ା୧୦(ଡି.ଏନ.ଏ.):ଶୁଣିଲାନି ପ୍ରଶାସନ, ଶେଷରେ ବାଧ୍ୟ ହୋଇ ଗ୍ରାମବାସୀ ନିଜେ ରାସ୍ତା ନିର୍ମାଣ କଲେ। ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ମାଲକାନାଗିରି ଜିଲା ଖଇରପୁଟ ବ୍ଲକ କୁଡୁମୁଲୁଗୁମ୍ମା ପଞ୍ଚାୟତର ପଡ଼ା କୋଲାନୀ ଗ୍ରାମରେ। ପଞ୍ଚାୟତ ସଦର ମହକୁମାରଠାରୁ ମାତ୍ର ଏକ କିଲୋମିଟର…

ଜନ୍ମମାଟିରେ ହେବ ବିଧାୟକଙ୍କ ଶେଷକୃତ୍ୟ

ବରଗଡ ଅଫିସ,୪।୧୦: ବରଗଡ ଜିଲା ପଦ୍ମପୁରର ବିଜେଡି ବିଧାୟକ ବିଜୟ ରଞ୍ଜନ ସିଂ ବରିହାଙ୍କର ମଙ୍ଗଳବାର ଶେଷକୃତ୍ୟ ହେବ। ବିଧାୟକଙ୍କ ପାର୍ଥିବ ଶରୀରକୁ ପଦ୍ମପୁର ରାଜଘାଟକୁ ନିଆଯିବ। ସେଠାରେ ଅନ୍ତିମ ସଂସ୍କାର କରାଯିବ। ଆଜି ସକାଳେ ବିଜେଡିର ଅନେକ ବରିଷ୍ଠ ନେତା…

ଷ୍ଟ୍ରେଚରରେ ରୋଗୀଙ୍କୁ ବୋହିଲେ ୩ କି.ମି.

ନାରାୟଣପାଟଣା,୪।୧୦(ଡି.ଏନ୍‌.ଏ.): ଗାଁକୁ ଯିବାକୁ ହେଲେ ପାରି ହେବାକୁ ପଡେ ନଦୀ। ନଦୀରେ ପୋଲ ନ ଥିବାରୁ ୨ଜଣ ରୋଗୀଙ୍କୁ ଗ୍ରାମବାସୀ ଷ୍ଟେଚରରେ ବୋହି ଡାକ୍ତରଖାନା ନେଇଛନ୍ତି। ଏପରି ଦୃଶ୍ୟ କୋରାପୁଟ ଜିଲା ମାଓବାଦୀ ଅଧ୍ୟୁଷିତ ନାରାୟଣପାଟଣା ବ୍ଲକ ସଦର ମହକୁମା ଖାରିକୋନ…

ଯୌତୁକ ପାଇଁ ସ୍ତ୍ରୀଙ୍କୁ ହତ୍ୟା ଅଭିଯୋଗ

ଅନୁଗୋଳ ଅଫିସ,୪ା୧୦- ଅନୁଗୋଳ ଜିଲା ବନ୍ତଳା ଥାନା ବ୍ରହ୍ମପୁର ଅଞ୍ଚଳରେ ଯୌତୁକ ପାଇଁ ସ୍ତ୍ରୀଙ୍କୁ ସ୍ବାମୀ ହତ୍ୟା କରିଥିବା ଅଭିଯୋଗ ହୋଇଛି। ଏ ନେଇ ଥାନାରେ ଅଭିଯୋଗ ପରେ ପୋଲିସ ନଂ. ୪୧୪/୨୨ରେ ମାମଲା ରୁଜୁ କରି ମହିଳାଙ୍କ ସ୍ବାମୀ ସୁବ୍ରତ…

ଅନଶନରେ ବସିଲେ ହିତାଧିକାରୀ

ବଇଣ୍ଡା,୪।୧୦(ଡି.ଏନ.ଏ.): ଆଠମଲ୍ଲିକ ବ୍ଲକ ପେଡିପଥର ପଞ୍ଚାୟତରେ ସ୍ବଚ୍ଛ ଭାରତ ମିଶନରେ ପାଇଖାନା କାର୍ଯ୍ୟରେ ଦୁର୍ନୀତି ହୋଇଥିବା ଅଭିଯୋଗ କରି ଝିଲ୍ଲୀମୁଣ୍ଡା ଗ୍ରାମର ଧରଣୀଧର ନାୟକ ଓ କେତେଜଣ ହିତାଧିକାରୀ ରବିବାର ଆଠମଲ୍ଲିକ ଉପଜିଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଅନଶନ କରିଛନ୍ତି। ସେମାନେ ଅଭିଯୋଗ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?