ଆମ ଜିଲା ଖବର

ଅପରାହ୍ନ ୩ଟାରୁ ସୁନାବେଶରେ ଦର୍ଶନ ଦେବେ ବଳଦେବଜୀଉ

କେନ୍ଦୁଝର,୭ା୭(ସ୍ବ.ପ୍ର./ଡି.ଏନ୍‌.ଏ.): କେନ୍ଦୁଝରର ଆରାଧ୍ୟ ଦେବତା ଶ୍ରୀ ବଳଦେବଜୀଉଙ୍କ ପବିତ୍ର ରଥଯାତ୍ରା ଅବସରରେ ଆସନ୍ତା ଶନିବାର ବାହୁଡା ଯାତ୍ରା ଏବଂ ୧୦ ତାରିଖ ରବିବାର ଶ୍ରୀଜୀଉଙ୍କ ସୁନାବେଶ ପରିଚାଳନା ନିମନ୍ତେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଜିଲାପାଳ ଆଶିଷ ଠାକରେଙ୍କ ଅଧ୍ୟକ୍ଷତାରେ…

ଶୁକ୍ରବାର ମହାପ୍ରଭୁଙ୍କ ସନ୍ଧ୍ୟା ଦର୍ଶନ

ପୁରୀ ଅଫିସ,୭।୭: ଶୁକ୍ରବାର ମହାପ୍ରଭୁଙ୍କ ସନ୍ଧ୍ୟା ଦର୍ଶନ। ହେଲେ ସନ୍ଧ୍ୟା ଦର୍ଶନ ସନ୍ଧ୍ୟାରେ ନ ହୋଇ ଅପରାହ୍ନ ୪ଟା ସୁଦ୍ଧା ଶେଷ ହେବ ବୋଲି ପ୍ରଶାସନ ଘୋଷଣା ପକ୍ଷରୁ କରାଯାଇଛି। ତେଣୁ ଅପରାହ୍ନ ୪ଟାରୁ ଭକ୍ତ ଆଉ ମହାପ୍ରଭୁଙ୍କ ଦର୍ଶନ କରିପାରିବେ…

ସ୍ତ୍ରୀଙ୍କ ବେକକୁ କଟୁରିରେ ହାଣିଲେ ସ୍ବାମୀ

ବାଲିଗୁଡ଼ା,୭ା୭(ଡି.ଏନ୍‌.ଏ.): କନ୍ଧମାଳ ଜିଲା ବାଲିଗୁଡ଼ା ଉପଖଣ୍ଡ ଅନ୍ତର୍ଗତ କ.ନୂଆଗାଁ ଥାନା ଅନ୍ତର୍ଗତ ଲେତିଙ୍ଗିଆ ନିକଟସ୍ଥ ବୁହୁକିଆରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ସ୍ତ୍ରୀଙ୍କ ବେକକୁ କଟୁରିରେ ହାଣିଛନ୍ତି ସ୍ବାମୀ। ଗୁରୁବାର ସକାଳୁ ପାରିବାରିକ କହଳରୁ ଏହି କାଣ୍ଡ ଘଟିଛି। ଅଳ୍ପକେ…

ଉନ୍ନୟନମୂଳକ କାର୍ଯ୍ୟର ତଦାରଖ କଲେ ୨ ବ୍ଲକର ସମସ୍ତ ସରପଞ୍ଚ

ଗଞ୍ଜାମ,୭ା୭(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଶେରଗଡ଼ ଓ ହିଞ୍ଜିଳି ବ୍ଲକର ବିଭିନ୍ନ ପଞ୍ଚାୟତ ସରପଞ୍ଚ ଗୁରୁବାର ଗଞ୍ଜାମ ବ୍ଲକ ଗସ୍ତରେ ଆସି ପ୍ରଥମେ ପାଳିବନ୍ଧ ପଞ୍ଚାୟତ କଣ୍ଟିଆଗଡ଼ସ୍ଥିତ ପ୍ରସିଦ୍ଧ ବଟେଶ୍ୱର ଶୈବପୀଠ ପରିଦର୍ଶନ କରିଥିଲେ। ସେଠାରେ ଶିଶୁ ପାର୍କ, କଲ୍ୟାଣୀ ମଣ୍ଡପ, ଶୌଚାଳୟ…

ପାରୋଲରେ ଆସିଥିବା କଏଦୀଙ୍କୁ ଗୁଳି

ପରଜଙ୍ଗ, ୭ା୭(ଡି.ଏନ୍‌.ଏ.): ଏକ ହତ୍ୟା ଅଭିଯୋଗରେ ୧୦ବର୍ଷ ଜେଲ୍‌ରେ ସଜାକାଟି ପାରୋଲରେ ଆସିଥିବା ଜଣେ କଏଦୀଙ୍କୁ ହତ୍ୟା ଉଦ୍ୟମ କରାଯାଇଛି। ୪ଜଣ ବ୍ୟକ୍ତି ତାଙ୍କୁ ଘେରିଯାଇ ଆଖିବୁଜା ଗୁଳିଚାଳନା କରିଛନ୍ତି। କଏଦୀଙ୍କ ଶରୀରରେ ୩ଟି ଗୁଳି ବାଜିଛି। ଢେଙ୍କାନାଳ ଜିଲା ପରଜଙ୍ଗ…

ରାସ୍ତା ନିର୍ମାଣ କରି ରକ୍ଷଣାବେକ୍ଷଣ ଭୁଲିଯାଉଛି ବିଭାଗ

କୁନ୍ଦୁରା,୭।୭ (ଡି.ଏନ.ଏ.): କୋରାପୁଟ ଜିଲା କୁନ୍ଦୁରା ବ୍ଲକର ଡଙ୍ଗରପାଉଁଶିଠାରୁ ବେଢାପାଉଁଶି ଏବଂ ଡଙ୍ଗରପାଉଁଶି ଗ୍ରାମ୍ୟ ବ୍ୟାଙ୍କ ଛକଠାରୁ ଜିରାଗୁଡା ପର୍ଯ୍ୟନ୍ତ ନିର୍ମିତ ରାସ୍ତା ଶୋଚନୀୟ ହୋଇପଡିଛି। ଏନେଇ ବାରମ୍ବାର ଅଭିଯୋଗ କଲେ ମଧ୍ୟ ଏହାର ରକ୍ଷଣାବେକ୍ଷଣ କିମ୍ବା ମରାମତି ହେଉନାହିଁ। ଫଳରେ ଏହି…

ସରୁନି ପାଣିକୋଇଲି-ରିମୁଳି ରାସ୍ତା କାମ

ଠିକା ସଂସ୍ଥା ଗୁଡ଼ିକର ମନମୁଖୀ କାମ ଏବଂ ଉପଯୁକ୍ତ ତଦାରଖର ଅଭାବ ଯୋଗୁ ପାଣିକୋଇଲି-ରିମୁଳି ଜାତୀୟ ରାଜପଥ ୨୦ର କାମ ସରୁନାହିଁ ା ଫଳରେ ଯାତାୟାତରେ ସମସ୍ୟା ସୃଷ୍ଟି ହେଉଥିବାବେଳେ ଦୁର୍ଘଟଣା ଘଟୁଥିବାରୁ ଅସନ୍ତୋଷ ପ୍ରକାଶ ପାଉଛି ା ଏଣେ ରାସ୍ତା…

୧୩ ହୋଟେଲରେ ଚଢ଼ାଉ, ଜରିମାନା ଆଦାୟ

ତାଳଚେର,୭ା୭(ନି.ପ୍ର.): ତାଳଚେର ଅଞ୍ଚଳର ବିଭିନ୍ନ ହୋଟେଲରେ ବାସି ଖାଦ୍ୟ ଦିଆଯାଉଥିବା ନେଇ ଅଭିଯୋଗ ପରେ ବୁଧବାର ଖାଦ୍ୟ ନିରାପତ୍ତା ବିଭାଗ ପକ୍ଷରୁ ଚଢ଼ାଉ କରାଯାଇଛି। ସହରର ପ୍ରାୟ ୧୩ଟି ହୋଟେଲରେ ଖାଦ୍ୟର ମାନ ଯାଞ୍ଚ କରାଯିବା ସହିତ ଜରିମାନା ଆଦାୟ କରାଯାଇଛି। ସୂଚନା…

ଧାରଣା ପରେ ଶିକ୍ଷକଙ୍କ ବଦଳି ବାତିଲ

ପରଜଙ୍ଗ, ୭ା୭(ଡି.ଏନ୍‌.ଏ.): ଢେଙ୍କାନାଳ ଜିଲା କଙ୍କଡ଼ାହାଡ଼ ବ୍ଲକ ଘାଗରାମୁଣ୍ଡା ପଞ୍ଚାୟତ କଟୁମୁଣ୍ଡା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ବିଜ୍ଞାନ ଶିକ୍ଷକଙ୍କ ବଦଳି ପ୍ରତିବାଦରେ ଗ୍ରାମବାସୀ, ଛାତ୍ରୀଛାତ୍ର ଏବଂ ଅଭିଭାବକ ବୁଧବାର ଆନ୍ଦୋଳନକୁ ଓହ୍ଲାଇଛନ୍ତି। ସେମାନେ ସ୍କୁଲ ଫାଟକରେ ତାଲା ପକାଇ ଧାରଣା ଦେଇଥିଲେ।…

କାର୍ଯ୍ୟକ୍ଷମ ହେଉନି ମୋହନା କଲେଜ ଛାତ୍ରୀ ନିବାସ

ଆର.ଉଦୟଗିରି,୭ା୭(ଡି.ଏନ.ଏ.): ଗଜପତି ଜିଲା ମୋହନା ହିଲଟପ କଲେଜରେ ଆଦିବାସୀ ଛାତ୍ରୀଙ୍କ ପାଇଁ ନିର୍ମିତ ହଷ୍ଟେଲ କୋଠା କାର୍ଯ୍ୟକ୍ଷମ ହୋଇପାରିନି। ବିଭାଗୀୟ ଅଧିକାରୀଙ୍କ ଆନ୍ତରିକତା ଅଭାବ ଯୋଗୁ କୋଟିଏ ଟଙ୍କାର ଏହି କୋଠା ଦୀର୍ଘ ୪ ବର୍ଷ ହେଲା କାମରେ ଲାଗିନି। ଏଥିରେ ଏବେ…

୨୯ ବର୍ଷରେ ବେଲଜିୟମ୍‌ରୁ ଜନ୍ମମାଟିକୁ ଫେରିଲେ ମାମିନା

ଜି.ଉଦୟଗିରି,୭ା୭(ଡି.ଏନ.ଏ.): କନ୍ଧମାଳ ଜିଲା ରାଇକିଆ ବ୍ଲକ ଅନ୍ତର୍ଗତ ଗୁଜାପାଙ୍ଗା ଗ୍ରାମର କୃଷ୍ଣଚନ୍ଦ୍ର ରଣା ୧୯୯୩ରେ ନିଜ ସ୍ତ୍ରୀଙ୍କ ମୃତ୍ୟୁପରେ ୩ ମାସର ଶିଶୁକନ୍ୟାକୁ ଜି.ଉଦୟଗିରି ସୁଭଦ୍ରା ମହତାବ ଆଶ୍ରମଠାରେ ଛାଡ଼ିଥିଲେ। ସେହି ୩ ମାସର ଝିଅ ମାମିନା ଆଜି ୨୯ ବର୍ଷ…

ଟ୍ରାଫିକ୍‌ ସମସ୍ୟାରେ ନାକେଦମ୍‌

ବାସୁଦେବପୁର, ୭ା୭(ଡି.ଏନ.ଏ.): ଭଦ୍ରକ ଜିଲାର ବାସୁଦେବପୁର ସହର ଏକ ପୁରାତନ ବ୍ୟବସାୟିକ ପେଣ୍ଠସ୍ଥଳ। ଧାମରା ବନ୍ଦରକୁ ଏହି ବଜାର ଦେଇ ଜାମୁଝାଡ଼ି-ଧାମରା ରାସ୍ତା ଯାଇଛି। ଦିନକୁ ଦିନ ଧାମରା-ଜାମୁଝାଡ଼ି ରାସ୍ତା ଦେଇ ବନ୍ଦରକୁ ଶତାଧିକ ଟ୍ରକ୍‌ ଓ ଅନ୍ୟ ଯାନବାହନ ଚଳାଚଳ କରୁଥିବାରୁ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri