ଆମ ଜିଲା ଖବର

ଜଳକଷ୍ଟ ଭୋଗୁଛନ୍ତି ସିଂଗୁଡା ଗ୍ରାମବାସୀ

ମାଥିଲି,୨୪ା୧୦(ଡି.ଏନ.ଏ.):ମାଲକାନଗିରି ଜିଲା ମାଥିଲି ବ୍ଲକ ଉଦୁଲିବେଡା ପଞ୍ଚାୟତ ସିଂଗୁଡା ଗ୍ରାମରେ ସରକାରଙ୍କ ପାନୀୟ ଜଳ ଯୋଗାଣ ଯୋଜନା ଫେଲ୍‌ ମାରିଛି। ଗ୍ରାମରେ ୪୫ରୁ ଉଦ୍ଧର୍‌ବ ପରିବାରର ୨୫୦ ଲୋକ ବସବାସ କରୁଛନ୍ତି। ରହିଥିବା ୩ଟ ନଳକୂପରୁ ଗୋଟିଏ ରେ ବହୁ ସମୟ…

ଲୋକାଦୃତ ହେଉଛି ଲୋକକଳା

ଢେଙ୍କାନାଳ ଅଫିସ, ୨୪।୧୦:ଓଡ଼ିଶାର ସମୃଦ୍ଧ ଲୋକକଳାକୁ ଲୋକାଭିମୁଖୀ କରାଇବା ଉଦ୍ଦେଶ୍ୟରେ ୨୦୧୧ରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆରମ୍ଭ କରିଥିଲେ ସ୍ବତନ୍ତ୍ର ଯୋଜନା। ଏହି ମହତ୍‌ ଅଭିଯାନର ନିଅଁ ପଡ଼ିଥିଲା ଢେଙ୍କାନାଳରୁ। ଏଥିରେ ପର୍ଯ୍ୟାୟକ୍ରମେ ଯୋଡ଼ି ହୋଇଥିଲା ଅନ୍ୟ ଜିଲା। କଳାକାରଙ୍କ ପଞ୍ଜୀକରଣ,…

ବିଳମ୍ବ ସତ୍ତ୍ୱେ ଜମୁଛି ବାଣ ବେପାର

ଅନୁଗୋଳ ଅଫିସ, ୨୪ା୧୦:ଦୀପାବଳିକୁ ନେଇ ଏଥର ବିପୁଳ ଉତ୍ସାହ। କରୋନା ପାଇଁ ଗତ ୨ ବର୍ଷ ଧରି କଟକଣା ମଧ୍ୟରେ ଏହି ଆଲୋକର ପର୍ବ ପାଳନ ହୋଇଥିବା ବେଳେ ଚଳିତବର୍ଷ ମହାମାରୀକୁ ନେଇ କୌଣସି ପ୍ରତିବନ୍ଧକ ନାହିଁ। ତେଣୁ ସୋମବାର ଲୋକେ…

ଭିଜିଲାନ୍ସ ଜାଲରେ କୋଟଗଡ଼ ଥାନା ଆଇଆଇସି, ଗାଡ଼ିରୁ ମିଳିଲା ବିଡାବିଡା ଟଙ୍କା

କୋଟଗଡ଼,୨୩।୧୦(ଡି.ଏନ,ଏ.): ଭିଜିଲାନ୍ସ ଜାଲରେ କନ୍ଧମାଳ ଜିଲା କୋଟଗଡ଼ ଥାନା ଆଇଆଇସି ଧୀରଜ ଲେଙ୍କା। କୌଣସି ସୂତ୍ରରୁ ଖବର ପାଇ ଭିଜିଲାନ୍ସ ଡିଏସ୍‌ପି ଅରୁଣ ନାୟକଙ୍କ ନେତୃତ୍ୱରେ ଫୁଲବାଣୀ ଭିଜିଲାନ୍ସର ସ୍ବତନ୍ତ୍ର ଟିମ୍‌ ଚଢାଉ କରି ବାଲିଗୁଡ଼ା ବଜାର ଜଗନ୍ନାଥ ମନ୍ଦିର ସମ୍ମୁଖରେ…

ବିପଦସଂକୁଳ ଘରେ ରହୁଛନ୍ତି ରେମ୍ପୀ ଗ୍ରାମବାସୀ

ରାୟଗଡ଼(ଗଜପତି),୨୪ା୧୦:ଗଜପତି ଜିଲା ରାୟଗଡ଼ ବ୍ଲକ ସାନତୁଣ୍ଡି ପଞ୍ଚାୟତର ରେମ୍ପୀ ଗ୍ରାମରେ ସ୍ବେଚ୍ଛାସେବୀ ଅନୁଷ୍ଠାନ ଗ୍ରାମ ବିକାଶ ପକ୍ଷରୁ ୧୯୯୮ରେ ଗ୍ରାମବାସୀଙ୍କ ଶ୍ରମଦାନରେ ପ୍ରାୟ ୩୦ଟି ପକ୍କାଘର ତିଆରି ହୋଇଥିଲା। ଉକ୍ତ ଗ୍ରାମରେ ୩୦ ପରିବାରର ପ୍ରାୟ ୨୦୮ ଜନସଂଖ୍ୟା ଥିବାବେଳେ ରହିବା…

ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବ ଇକୋ ରିଟ୍ରିଟ୍‌

ଦାରିଙ୍ଗବାଡି,୨୪ା୧୦(ଡି.ଏନ୍‌.ଏ.): ଓଡିଶାର କଶ୍ମୀର କୁହାଯାଉଥିବା ଦାରିଙ୍ଗବାଡିରେ ଏବେ ଦୁଇଦିନ ହେଲା ଶୀତ ଅନୁଭୂତ ହେଉଛି। ପାରଦ ତଳମୁହାଁ ହେଉଛି। ସେପଟେ ପ୍ରତିବର୍ଷ ଭଳି ଚଳିତବର୍ଷ ମଧ୍ୟ ଦାରିଙ୍ଗବାଡି଼କୁ ପର୍ଯ୍ୟଟକ ଆସିଲେଣି। ଅଞ୍ଚଳରେ ଥିବା ହୋଟେଲ ରେଷ୍ଟୁରାଣ୍ଟରେ ଭିଡ ଜମିଲାଣି। ଗତ ଦୁଇବର୍ଷ…

ଆଜି ଉଠିବ ମହାଦୀପ

ଆରଡ଼ି, ୨୪।୧୦ (ଡି.ଏନ.ଏ.): ଭଦ୍ରକ ଜିଲାର ଶୈବପୀଠ ଆରଡ଼ି ଆଖଣ୍ଡଳମଣି ମନ୍ଦିରରେ ଦୀପାବଳିରେ ମହାଦୀପ ଉଠିବା ପରମ୍ପରା ରହିଛି। ଚଳିତବର୍ଷ ସୋମବାର ମହାଦୀପ ମନ୍ଦିର ଚୂଡ଼ାକୁ ଉଠିବ। ଆସନ୍ତା ୨୫ ତାରିଖ ମଙ୍ଗଳବାର ସୂର୍ଯ୍ୟୋପରାଗ ଯୋଗୁ ମନ୍ଦିର ବନ୍ଦ ରହିବ ବୋଲି…

ଦୀପାବଳିରେ ମନେପଡ଼େ ଓଗାଳପୁର

ଭଦ୍ରକ ଅଫିସ,୨୪।୧୦:ଦୀପାବଳି ଆସିଲେ ମନେପଡ଼େ ଭଦ୍ରକ ଜିଲା ସଦର ବ୍ଲକର କୁମ୍ଭକାରଙ୍କ ଗଁା ଓଗାଳପୁର। ଗଁାରେ ବସବାସ କରୁଥିବା ସମସ୍ତେ କୁମ୍ଭକାର ପରିବାର। ମାଟିରେ ହାଣ୍ଡି, କଳସୀ ଦୀପ ସମେତ ବିଭିନ୍ନ କୁମ୍ଭ ପାତ୍ର ତିଆରି କରିବାରେ ଲାଗି ପଡ଼ିଥାନ୍ତି ପିଲାଛୁଆଙ୍କ…

ପାଗରେ ଅବନତି, ଦୁଇ ରାଜ୍ୟରେ ସତର୍କତା

ଭୋଗରାଇ,୨୪।୧୦(ଡି.ଏନ.ଏ.):ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଗଭୀର ଅବପାତ ହୋଇ ସାମୁଦ୍ରିକ ଝଡ଼ରେ ପରିଣତ ହେବା ପରେ ବାଂଲାଦେଶ କିମ୍ବା ପଶ୍ଚିମବଙ୍ଗ ସାଗରଦ୍ୱୀପ ମଧ୍ୟସ୍ଥଳରେ ସ୍ଥଳଭାଗ ଛୁଇଁବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛନ୍ତି। ଏଥିପାଇଁ ଓଡ଼ିଶା ଓ ପଶ୍ଚିମବଙ୍ଗ ସରକାର ସତର୍କତା ଜାରି…

ହିତାଧିକାରୀଙ୍କ ୨ ମାସର ଗହମ ଗାଏବ

ଚଣ୍ଡିଖୋଲ,୨୪ା୧୦(ଡି.ଏନ.ଏ.):କେନ୍ଦ୍ର ଓ ରାଜ୍ୟ ସରକାର ଖାଦ୍ୟ ସୁରକ୍ଷା ଯୋଜନାରେ ସାଧାରଣ ଗରିବ ଲୋକଙ୍କୁ ୧ ଟଙ୍କାରେ ଚାଉଳ ଓ ଗହମ ଯୋଗାଇ ଦେଉଛନ୍ତି। ତେବେ ଗତ କିଛି ମାସ ହେବ ଗହମର ସଙ୍କଟ ଦେଖା ଦେବାରୁ ଯେଉଁମାନଙ୍କ ରାଶନ କାର୍ଡ଼ରେ ଗହମ…

ଉପକୂଳ ପାଲଟିଛି ନକଲି ବ୍ୟବସାୟୀଙ୍କ ଚରାଭୂଇଁ

ମହାକାଳପଡ଼ା,୨୪ା୧୦ (ଡି.ଏନ.ଏ.): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଅଞ୍ଚଳରେ ବହୁସଂଖ୍ୟାରେ ନକଲି ବ୍ୟବସାୟୀ ବେଆଇନ କାର୍ଯ୍ୟରେ ଲିପ୍ତ ଥିବା ଅଭିଯୋଗ ହେଉଛି। ବ୍ଲକର ଉପାନ୍ତ ଅଞ୍ଚଳରେ ଖୁଲୁମଖୁଲା ଭାବେ ବାହାର ଦେଶ ଓ ବାହାର ରାଜ୍ୟର ବହୁ ବେଆଇନ ବେପାରୀ ବିଭିନ୍ନ…

ଆକାଶ ମେଘାଚ୍ଛନ୍ନ, ଡରାଉଛି ବାତ୍ୟା

କେନ୍ଦ୍ରାପଡ଼ା ଅଫିସ, ୨୪ା୧୦:କେନ୍ଦ୍ରାପଡ଼ା ଜିଲାରେ ରବିବାର ଅପରାହ୍ନରୁ ଆକାଶ ମେଘାଚ୍ଛନ୍ନ ରହିଛି। ସାମୁଦ୍ରିକ ଝଡକୁ ନେଇ ବିପଦ ନ ଥିବା ପାଣିପାଗ ବିଭାଗର ସୂଚନା ସତ୍ତ୍ୱେ କେନ୍ଦ୍ରାପଡ଼ା ତଟାଞ୍ଚଳବାସୀଙ୍କୁ ଜିଲା ପ୍ରଶାସନ ପକ୍ଷରୁ ବାତ୍ୟା ସମ୍ପର୍କରେ ସତର୍କତା ଅବଲମ୍ବନ ପାଇଁ ସଚେତନତା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?