ବ୍ରାହ୍ମଣୀ ନଦୀରେ ବାରମ୍ବାର ଭୁଶୁଡୁଛି ସ୍ପର
ପଟ୍ଟାମୁଣ୍ଡାଇ, ୨୭ା୧୦(ସ୍ବ.ପ୍ର.): କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ଜଳ ସମ୍ପଦ ବିଭାଗ ପକ୍ଷରୁ ବ୍ରାହ୍ମଣୀ ନଦୀର ପାଳପାଟଣା, କଦମ୍ବଦାଣ୍ଡି ଓ ଉତିକୋଣ ଘେରି ବନ୍ଧ ହୋଇଥିବା ପଥର ପ୍ୟାକିଂ କାମ ନିମ୍ନମାନର ହୋଇଥିବା ଅଭିଯୋଗ ହେଉଛି। କେଉଁଠି କାମ ଅଧାପନ୍ତିରିଆ ହୋଇ ବିଲ୍…
ଏଟିଏମ୍ ଭାଙ୍ଗି ଲୁଟ୍ ମାମଲାର ପର୍ଦ୍ଦାଫାଶ: ୩ ଗିରଫ, ୪ ଫେରାର
ଢେଙ୍କାନାଳ ଅଫିସ,୨୭ା୧୦: ଢେଙ୍କାନାଳ ଜିଲା ଗଁଦିଆ ଥାନା ବରପଦା ଶ୍ରୀରାମଚନ୍ଦ୍ର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ସମ୍ମୁଖରେ ଥିବା ଷ୍ଟେଟ୍ବ୍ୟାଙ୍କ ଅଫ୍ ଇଣ୍ଡିଆର ଏକ ଏଟିଏମ୍କୁ ଗତ ୩ ତାରିଖ ରାତିରେ ତାଡ଼ି ୭ ଜଣ ଦୁର୍ବୃତ୍ତ ୨୨ ଲକ୍ଷ ୧୭ ହଜାର ୯୦୦…
ନାମକୁ ମାତ୍ର ନିଷିଦ୍ଧାଞ୍ଚଳ ଘୋଷଣା
କେନ୍ଦ୍ରାପଡ଼ା ଅଫିସ, ୨୭ା୧୦: ସମୁଦ୍ର ମଧ୍ୟରେ ମାଛ ହାଟ ହେଉଛି। ଟ୍ରଲର ମାଲିକମାନେ ସେଠାରୁ ମାଛ ନେଇ ଯାଉଛନ୍ତି । ଗହୀରମଥାରେ ମାଛ ମାରିବା କଟକଣା ସମୟରେ ସେଠାକୁ ଅବାଧ ପ୍ରବେଶ ଚାଲିଛି । ବନ କର୍ମଚାରୀ ଏଥିପାଇଁ ୮୦ ଲକ୍ଷ…
ସେତୁ ପାଲଟିଛି ମାଛ ମାର୍କେଟ
ଯାଜପୁର ଟାଉନ,୨୭ା୧୦(ଡି.ଏନ.ଏ.): ଏବେ ଯାଜପୁରଟାଉନର ସବୁଠାରୁ ବଡ଼ମାଛ ମାର୍କେଟ ହେଉଛି ଗାନ୍ଧୀଛକ ନିକଟସ୍ଥ କିଲ୍ଲାଘାଟ ସେତୁ। ଏ ସେତୁଟି ଉପରେ ଭଦ୍ରକ ଜିଲା ସମେତ ପଣସା ପଞ୍ଚାୟତବାସୀ ନିର୍ଭର କରିଥାନ୍ତି। ଏବେ ସହର ଏହି ଅଞ୍ଚଳକୁ ବ୍ୟାପ୍ତ ହେଉଛି। ବହୁ ସରକାରୀ…
ପ୍ରଥମେ ଲୁଟିଲେ, ପରେ ପୋତିଲେ
ଯାଜପୁର ଅଫିସ,୨୭ା୧୦: ଯାଜପୁର ଜିଲା ଧର୍ମଶାଳା ତହସିଲ ଅନ୍ତର୍ଗତ ବରଡ଼ା ପାହାଡ଼ର ୧ ନମ୍ବର କଳାପଥର ଖାଦାନରୁ ବେଆଇନ ଉତ୍ତୋଳନରୁ ବର୍ତ୍ତିବାକୁ ସମ୍ପୃକ୍ତ ଲିଜ୍ଧାରୀ ବର୍ତ୍ତମାନ ମାଟି ପୋତିବା ଆରମ୍ଭ କରିଛନ୍ତି। ଏଥିପାଇଁ ବ୍ୟବହୃତ ଶତାଧିକ ଟ୍ରିପ ମୋରମ ଓ ମାଟି…
ଉତ୍ପାଦନରେ ଏମ୍ସିଏଲ୍ର ନୂଆ ରେକର୍ଡ
ତାଳଚେର, ୨୭ା୧୦ (ନି.ପ୍ର.): କୋଇଲା ଉତ୍ପାଦନରେ ନୂଆ ରେକର୍ଡ ହାସଲ କରିଛି ଟିମ୍ ମହାନଦୀ କୋଲଫିଲ୍ଡସ ଲିମିଟେଡ(ଏମ୍ସିଏଲ୍)। ୨୦୨୨-୨୩ ଆର୍ଥିକ ବର୍ଷରେ ୧୦୦ ମିଲିୟନ ଟନ୍ କୋଇଲା ଉତ୍ପାଦନ ଲକ୍ଷ୍ୟକୁ ଏମ୍ସିଏଲ୍ ଅକ୍ଟୋବର ୨୫ ତାରିଖ ସୁଦ୍ଧା ହାସଲ କରିପାରିଛି। ଫଳରେ…
ଋଷିକୂଲ୍ୟାରେ ଭାସି ଯାଇଥିଲେ, ଦୁଇଦିନ ପରେ ମିଳିଲା ନାବାଳକଙ୍କ ମୃତଦେହ
ଛତ୍ରପୁର/ପୁରୁଷୋତ୍ତମପୁର,୨୭ା୧୦(ଡି.ଏନ୍.ଏ.): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ନିକଟ ଋଷିକୂଲ୍ୟା ନଦୀରେ ଗାଧୋଇବା ବେଳେ ଦୁଇ ଦିନ ତଳେ ଭାସି ଯାଇ ନିଖୋଜ ଥିବା ନାବାଳକ କୃଷ୍ଣ ମହାନ୍ତିଙ୍କ ମୃତଦେହ ଛତ୍ରପୁର ବ୍ଲକ ବଡ଼ମାଧପୁର ବାଲି ଘାଟ ନିକଟରେ ମିଳିଛି। ଛତ୍ରପୁର ଅଗ୍ନିଶମ ବିଭାଗ…
ରାଜାଙ୍କ ପ୍ରତିମୂର୍ତ୍ତିକୁ ଫେରିଲା ଖଣ୍ଡା
ଅନୁଗୋଳ ଅଫିସ, ୨୭ା୧୦: ଅନୁଗୋଳର ଗର୍ବ ଓ ଗୌରବ ମହାରାଜା ସୋମନାଥ ସିଂହ ଜଗଦ୍ଦେବଙ୍କ ପ୍ରତିମୂର୍ତ୍ତିରୁ ଗତ ୧୯ ତାରିଖରୁ ଗାଏବ ହୋଇଯାଇଥିବା ଖଣ୍ଡା ଶେଷରେ ଫେରାଇ ଆଣାଯାଇଛି। ଜଣେ ମାନସିକ ବିକାରଗ୍ରସ୍ତ ବ୍ୟକ୍ତି ପ୍ରତିମୂର୍ତ୍ତିରୁ ଖଣ୍ଡା ନେଇ ସହରରେ ବୁଲୁଥିବା…
ଯୁବବର୍ଗଙ୍କୁ ମିଳିବ ରୋଜଗାର ସୁଯୋଗ
ଢେଙ୍କାନାଳ ଅଫିସ,୨୭।୧୦: ଢେଙ୍କାନାଳ ଜିଲା କାମାକ୍ଷାନଗର ସାରଙ୍ଗଧର ଷ୍ଟାଡିୟମ୍ଠାରେ ଆସନ୍ତା ନଭେମ୍ବର ୬ ପୂର୍ବାହ୍ନ ୯ଟାରେ କୌଶଳ ମହୋତ୍ସବ ତଥା ରୋଜଗାର ମେଳା ଅନୁଷ୍ଠିତ ହେବ। କେନ୍ଦ୍ର ସରକାରଙ୍କ ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରଣାଳୟର ଜାତୀୟ ଦକ୍ଷତା ବିକାଶ ନିଗମ…
ନିଖୋଜ ଥିଲେ ବୃଦ୍ଧ, ଆଜି କୂଅରେ ଭାସୁଛି ମୃତଦେହ
ପାଟଣା,୨୭ା୧୦(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ବ୍ଲକ କେନ୍ଦେଇ ପଶି ପଞ୍ଚାୟତ କାଶୀପୁର ଗ୍ରାମର ଏକ ପରିତ୍ୟକ୍ତ କୂଅ ଭିତରୁ ଗୁରୁବାର ଜଣେ ୫୫ ବର୍ଷୀୟ ବୃଦ୍ଧଙ୍କ ମୃତଦେହ ଜବତ ହୋଇଛି। ମୃତକ ଜଣକ ହେଉଛନ୍ତି କାଶୀପୁର ଗ୍ରାମର କ୍ଷମାନନ୍ଦ ନାଏକ। ସେ…
ଆଖୁ ଉପରେ ହାତୀଙ୍କ ଆଖି
ଭୁବନ, ୨୭।୧୦(ଡି.ଏନ୍.ଏ.): ପାଚି ଆସିଲାଣି ଆଖୁ। ପୁଡ଼ା ବାନ୍ଧିଲାଣି ଧାନ। ମାସ କେଇଟାରେ କଟା ହୋଇ ଆସିବ ସୁନାର ଫସଲ। ଏଭଳି ଆଶା ବାନ୍ଧିଥିବା ଚାଷୀଙ୍କ ପାଇଁ କିନ୍ତୁ ଦାରୁଣ ଦୁଃଖ ପାଲଟିଛନ୍ତି ହାତୀପଲ। ମାତ୍ର ୪ ଦିନରେ ଏକର ଏକର…
ସ୍ବାସ୍ଥ୍ୟ ବିଭାଗ ଆଗରେ ମୁଣ୍ଡ ନୁଆଁଇଲେ ଏନ୍ଏସି ପ୍ରଶାସନ
ପୁରୁଷୋତ୍ତମପୁର,୨୭ା୧୦ (ଡି.ଏନ.ଏ.): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର ଜାଗାକୁ ବଳପୂର୍ବକ ଏନ୍ଏସି ପ୍ରଶାସନ ନେଇ ସେହି ସ୍ଥାନରେ ନିର୍ମିତ ହୋଇଥିବା ସ୍ବାସ୍ଥ୍ୟକେନ୍ଦ୍ରର ସୋକ୍ପିଟ, ସେପ୍ଟିକ ଟ୍ୟାଙ୍କକୁ ଜେସିବି ଲଗାଇ ଭାଙ୍ଗି ସେହି ସ୍ଥାନରେ ଆହାରକେନ୍ଦ୍ରର ରୋଷେଇ ଶାଳ ନିର୍ମାଣ କରିବାରେ…

