ଆମ ଜିଲା ଖବର

ସ୍ବାସ୍ଥ୍ୟକେନ୍ଦ୍ର କର୍ମଚାରୀଙ୍କୁ ମାଡ଼ ମାରିବା ପଡ଼ିଲା ମହଙ୍ଗା, ବନ୍ଧାହେଲେ ଯୁବକ

ପାଟଣା,୨୭ା୧୦(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ଥାନା ଉଦୟପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର କର୍ମଚାରୀଙ୍କୁ ମାଡ଼ ମାରିଥିବା ଘଟଣାରେ ପାଟଣା ପୋଲିସ ଫେରାର ଥିବା ଅଭିଯୁକ୍ତଙ୍କୁ ବୁଧବାର ଗିରଫ କରି କୋର୍ଟ ଚାଲାଣ କରିଛି। ଗିରଫ ଯୁବକ ଜଣକ ଉଦୟପୁର ଗ୍ରାମର ଦିଲ୍ଲୀପ ନାଏକ…

ବ୍ରହ୍ମପୁର ସିଟି ହସ୍ପିଟାଲ: ଅଲଟ୍ରାସାଉଣ୍ଡ୍‌ ପାଇଁ କ୍ଲିନିକ୍‌ ପଠାଉଛନ୍ତି ଡାକ୍ତର

ବ୍ରହ୍ମପୁର ଅଫିସ,୨୭ା୧୦: ରୋଗୀ ସେବାରେ ଅବ୍ୟବସ୍ଥାକୁ ନେଇ ବ୍ରହ୍ମପୁର ବଡ ମେଡିକାଲ ପରେ ଏବେ ସିଟି ହସ୍ପିଟାଲ ଚର୍ଚ୍ଚାକୁ ଆସିଛି। ଲୋକଙ୍କୁ ମାଗଣା ଚିକିତ୍ସା ସୁବିଧା ଦେବା ପାଇଁ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି। ହେଲେ ବିଭିନ୍ନ କାରଣ…

ଅବସର ପରେ ସମାଜସେବା

ବାଲେଶ୍ୱର ଅଫିସ, ୨୭ା୧୦: ଲୋକଙ୍କ ସେବା କରିବାକୁ ଛୋଟବେଳୁ ଆଗ୍ରହ ଥିଲା। ହେଲେ ସଂସାର ଦାୟିତ୍ୱ ମଧ୍ୟରେ ସେସବୁ କରିବା ସମ୍ଭବ ହୋଇ ନ ଥିଲା। ସେ ଚାକିରି ଜୀବନରୁ ଅବସର ନେବା ମାତ୍ରେ ପରିବାରର ଦାୟିତ୍ୱ ବୋହୂ ପୁଅ ହାତରେ…

ପାଣିରେ ଭାସୁଛି ମହିଳାଙ୍କ ମୃତଦେହ: ହତ୍ୟା ସନ୍ଦେହ

ଖଇରା,୨୭ା୧୦(ଡି.ଏନ୍‌.ଏ.): ବାଲେଶ୍ୱର ଜିଲା ଖଇରା ତହସିଲ ଅଧୀନ ବରପଦା ପାଇକସାହି ନିକଟସ୍ଥ ଏକ ପରିତ୍ୟକ୍ତ ମାଙ୍କଡ଼ା ଖଣି ପାଣିରେ ଜଣେ ଅଜଣା ମହିଳାଙ୍କ ମୃତଦେହ ଭାସୁଥିବାର ଦେଖିବାକୁ ମିଳିଛି। ସେ ଆତ୍ମହତ୍ୟା କରିଥାଇ ପାରନ୍ତି କିମ୍ବା କେହି ତାଙ୍କୁ ମାରି ଉକ୍ତ…

ମଧ୍ୟରାତ୍ରିରେ ଶୁଭେ ମା’ଙ୍କ ଶଙ୍ଖା ଝମ୍‌ଝମ୍‌ ଶବ୍ଦ

ଆରଡ଼ି,୨୭ା୧୦(ଡି.ଏନ୍‌.ଏ.): ଭଦ୍ରକ ଜିଲା ଧାମନଗର ବ୍ଳକ ବ୍ରାହ୍ମଣପାଳରେ ମା’ କାଳୀଙ୍କ ପୂଜାର୍ଚ୍ଚନା କରାଯାଉଛି। ସୋମବାରଠାରୁ ଆରମ୍ଭ ହୋଇଥିବା ପୂଜା ମଙ୍ଗଳବାର ସୂର୍ଯ୍ୟୋପରାଗ ଥିବାରୁ ବନ୍ଦ ରହିଥିଲା। ବୁଧବାର ବିଧି ମୁତାବକ ପୂଜା ହୋଇଥିବା କମିଟି ପକ୍ଷରୁ ସୂଚନା ମିଳିଛି। ଭକ୍ତମାନେ ମା’ଙ୍କ…

ବଢ଼ି ଚାଲିଛି ବିଜେଡିି- ଭାଜପା ଆରୋପ ପ୍ରତ୍ୟାରୋପ

ଭଦ୍ରକ ଅଫିସ,୨୭ା୧୦: ଧାମନଗର ଉପନିର୍ବାଚନ ପାଖେଇ ଆସୁଥିବା ବେଳେ ଭାଜପା-ବିଜେଡ଼ି ମଧ୍ୟରେ ଆରୋପ ପ୍ରତ୍ୟାରୋପ ବଢ଼ି ଚାଲିଛି। ଟଙ୍କା ବାଣ୍ଟି ଭୋଟରଙ୍କୁ ପ୍ରଲୋଭିତ କରୁଥିବା ନେଇ ଉଭୟ ଦଳ ପରସ୍ପର ବିରୋଧରେ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ନିକଟରେ ଫେରାଦ ହୋଇଛନ୍ତି। ମିଶନ…

ନକଲି ମେଡିସିନ କାରବାର ମାମଲା: ଆଉ ୨ ଗିରଫ, ୮୦୦୦ ନକଲି ବଟିକା ଜବତ

କଟକ ଅଫିସ,୨୭ା୧୦: ନକଲି ମେଡିସିନ କାରବାର ମାମଲାରେ କଟକ ପୁରୀଘାଟ ଥାନା ପୋଲିସ ପୁଣି ୨ ଜଣଙ୍କୁ ବୁଧବାର ଗିରଫ କରିଛି। ସେମାନେ ହେଲେ କ୍ୟାଲ ଏଜେନ୍ସିର ଶିବ କୁମାର କ୍ୟାଲ ଓ ମହାବୀର ପ୍ରସାଦ ରାଧେଶ୍ୟାମ ଏଜେନ୍ସିର ମହେନ୍ଦ୍ର କୁମାର…

କଫି ଚାଷୀ କ୍ଷତିରେ

କୋରାପୁଟ ଅଫିସ୍‌, ୨୭।୧୦: ଇଟାଲିର ଇଲି କାଫେ, ଆମେରିକାର ଷ୍ଟାରବକ୍ସ ଭଳି ନାମୀଦାମୀ ବ୍ରାଣ୍ଡ୍‌ ସହ ପ୍ରତିଦ୍ୱନ୍ଦ୍ୱିତାକୁ ଓହ୍ଲାଇଲାଣି କୋରାପୁଟ କଫି। ହେଲେ ଏହାର ମାନ ବୃଦ୍ଧି ପାଇଁ ଚାଷୀଙ୍କୁ ଆବଶ୍ୟକ ତାଲିମ୍‌, ପ୍ରୋତ୍ସାହନ ମିଳୁପାରୁନାହିଁ। ସର୍ବୋପରି ଉପଯୁକ୍ତ ମୂଲ୍ୟ ମିଳୁ…

ଟେଣ୍ଡର ଅପେକ୍ଷାରେ ନବନର୍ମିତ ଦୋକାନ ଗୃହ, ବ୍ୟବସାୟୀ ହନ୍ତସନ୍ତ

କୋରୁକୋଣ୍ଡା,୨୬ା୧୦(ଡି.ଏନ୍‌.ଏ.): ଟେଣ୍ଡର ଅପେକ୍ଷାରେ ପଡ଼ି ରହିଛି ଏନ୍‌ଏସିର ଅଧିକାଂଶ ଦୋକାନ ଗୃହ। ଏପରି ଘଟଣା ଦେଖିବାକୁ ମିଳିଛି ମାଲକାନଗିରି ଜିଲା ବାଲିମେଳା ଏନ୍‌ଏସିରେ। ତେବେ ଆଜିକୁ ଦୀର୍ଘ ଦେଢ଼ ବର୍ଷରୁ ଊଦ୍ଧର୍‌ବ ସମୟ ହେବ ବାଲିମେଳା ଏନ୍‌ଏସିର ପ୍ରାୟ ୩୦ଟି ନବନିର୍ମିତ…

ଡାକ୍ତର ପରିଚୟ ଦେଇ ଚିକିତ୍ସା କରୁଥିଲେ କ୍ୱାକ୍‌, ଶେଷରେ ହେଲେ ବନ୍ଧା

ଦେବଗଡ଼,୨୬ା୧୦(ଡି.ଏନ୍‌.ଏ.): ଦେବଗଡ଼ ଆଦର୍ଶ ଥାନା ପୋଲିସ ବୁଧବାର କଦମ୍ବଦର୍ହ ଗ୍ରାମରୁ ଜଣେ କ୍ୱାକ୍‌(ନକଲି ଡାକ୍ତର)ଙ୍କୁ ଗିରଫ କରିବା ସହ ତାଙ୍କ ନିକଟରୁ ଲକ୍ଷାଧିକ ଟଙ୍କାର ଔଷଧ ଜବତ କରିଥିବା ଜଣାପଡ଼ିଛି। ଗିରଫ ହୋଇଥିବା ନକଲି ଡାକ୍ତର ଜଣକ ପଶ୍ଚିମବଙ୍ଗ ରାଜ୍ୟ ନଦିଆ…

ଆସନ୍ତାକାଲିଠାରୁ ନବମ ସମ୍ମେଟିଭ୍‌-୧ ପରୀକ୍ଷା

କଟକ ଅଫିସ,୨୬ା୧୦- ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦ(ବୋର୍ଡ) ଦ୍ୱାରା ପରିଚାଳିତ ନବମ ଶ୍ରେଣୀ ସମ୍ମେଟିଭ ଆସେସ୍‌ମେଣ୍ଟ(ଏସ୍‌ଏ)-୧ ପରୀକ୍ଷା ଗୁରୁବାରଠାରୁ ଆରମ୍ଭ ହୋଇ ଆସନ୍ତା ନଭେମ୍ବର ୨ ତାରିଖ ପର୍ଯ୍ୟନ୍ତ ଚାଲିବ। ରାଜ୍ୟର ୫ ଲକ୍ଷ ୭୪ ହଜାର ୭୦୨ ଜଣ ପରୀକ୍ଷାର୍ଥୀ…

ଗଞ୍ଜାମ-ଗଜପତି ସୀମାନ୍ତରେ ଅବକାରୀ ଚଢ଼ାଉ: ୧୧୪୦୦ ଲିଟର ପୋଚ୍‌ ନଷ୍ଟ, ଅଭିଯୁକ୍ତ ଚମ୍ପଟ

ଦିଗପହଣ୍ଡି,୨୬ା୧୦(ଡି.ଏନ୍‌.ଏ.): ଦୀର୍ଘଦିନ ହେଲା ଗଞ୍ଜାମ-ଗଜପତି ସୀମାନ୍ତ ଶ୍ୟାମସୁନ୍ଦରପୁର, ବାଦପୁର ଓ ପ୍ରତାପପୁର ଗ୍ରାମ ନିକଟସ୍ଥ ଜଙ୍ଗଲରେ ଚୋରା ଦେଶୀମଦ ପ୍ରସ୍ତୁତ କାରବାର ଚାଲିଥିଲା। ଏହି ଖବର ଅବକାରୀ ଗୋଇନ୍ଦାଙ୍କ ନିକଟରେ ସୂଚନା ପହଞ୍ଚିବା ପରେ ଜିଲା ଆରକ୍ଷୀ ଅଧୀକ୍ଷକ ରମେନ୍ଦ୍ର ନାରାୟଣ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?