ଖେଳୁଥିବା ବେଳେ ପୋଖରୀ ପଡ଼ି ଶିଶୁ ମୃତ
ଦିଗପହଣ୍ଡି,୨୬।୧୧(ଡି.ଏନ୍.ଏ.): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଡେଙ୍ଗାଡି ଗ୍ରାମର ପୋଖରୀରେ ବୁଡ଼ି ଶନିବାର ଜଣେ ଶିଶୁଙ୍କ ମୃତ୍ୟୁ ଘଟିଛି। ମୃତ ଶିଶୁ ହେଲେ ଡେଙ୍ଗାଡି ଗ୍ରାମର ରଞ୍ଜନ ସାହୁଙ୍କ ଏକମାତ୍ର ପୁତ୍ର ସିଦ୍ଧାର୍ଥ । ସିଦ୍ଧାର୍ଥ ଘର ନିକଟ ପୋଖରୀ ହିଡରେ…
ପୁଣି ଯବାନ-ମାଓବାଦୀ ଗୁଳି ବିନିମୟ: ମହିଳା ମାଓବାଦୀଙ୍କ ସମେତ ୩ ମୃତ
କୋରୁକୋଣ୍ଡା,୨୬।୧୧(ଡି.ଏନ୍.ଏ.): ଛତିଶଗଡ଼ ବିଜାପୁର ଜିଲା ମିର୍ତୁର ନିକଟସ୍ଥ ପୋମରା ଜଙ୍ଗଲରେ ସୁରକ୍ଷା ବାହିନୀ ଏବଂ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ଘଟିଛି। ଏନ୍କାଉଣ୍ଟରରେ ଜଣେ ମହିଳା ମାଓବାଦୀଙ୍କ ସମେତ ୩ ହାର୍ଡକୋର ମାଓବାଦୀଙ୍କ ମୃତ୍ୟୁ ହୋଇଥିବା ବିଜାପୁର ଆଇଜି ସୁନ୍ଦର ରାଜ…
ଦୋକାନ ଘର ଆବଣ୍ଟନରେ ଅନିୟମିତତା
ଝାରସୁଗୁଡ଼ା ଅଫିସ,୨୬।୧୧: ଲଖନପୁର ବ୍ଲକ୍ ବନ୍ଧବାହାଲ ପଞ୍ଚାୟତ ପକ୍ଷରୁ ଏକ ମାର୍କେଟ କମ୍ପ୍ଲେକ୍ସ ନିର୍ମାଣ କରାଯାଇ ଦୋକାନ ଘର ବଣ୍ଟନ ପାଇଁ ସର୍ବସାଧାରଣଙ୍କ ଉଦ୍ଦେଶ୍ୟରେ ନୋଟିସ୍ ଜାରି ହୋଇଛି। ହେଲେ ଏଥିରେ ଥିବା ସର୍ତ୍ତାବଳୀ ବାହାରେ ଆବେଦନକାରୀଙ୍କ ନିକଟରୁ ୨୫ହଜାର ଟଙ୍କା…
କିଶୋରୀ, ବାଳକଙ୍କ ବିକାଶ ପ୍ରତି ଗୁରୁତ୍ୱାରୋପ
ପାଟଣା,୨୬।୧୧(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ମୁଖ୍ୟାଳୟ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିରରେ ଶନିବାର କନ୍ୟା ଓ ବାଲ୍ ଶିବିର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ପ୍ରଧାନ ଆଚାର୍ଯ୍ୟ ଗଣେଶ୍ୱର କରଙ୍କ ଅଧ୍ୟକ୍ଷତାରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ପାଟଣା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର ସ୍ତ୍ରୀ…
ଅଜଣା ଗାଡି ଧକ୍କାରେ କୃଷ୍ଣସାର ମୃଗ ମୃତ
ଦିଗପହଣ୍ଡି,୨୬।୧୧(ଡି.ଏନ.ଏ.): ଗଞ୍ଜାମ ଜିଲା ଢଉ ଗାଁ ୩୨୬ ନଂ ଜାତୀୟ ରାଜପଥର ଭାଲିଆ ଝୋଳା ଗାଁ ଛକ ନିକଟରୁ ଶନିବାର ଏକ କୃଷ୍ଣସାର ମୃଗର ମୃତଦେହ ଉଦ୍ଧାର ହୋଇଛି। ଅଜଣା ଗାଡି ଧକ୍କାରେ କୃଷ୍ଣସାର ମୃଗର ମୃତ୍ୟୁ ଘଟିଥିବା ଜଣାପଡିଛି। ଖବରପାଇ…
ନିମ୍ନମାନର ମାଂସ ଭିଡିଓ ଭାଇରାଲ ପରେ ଚେତିଲା ପ୍ରଶାସନ
ଦାରିଙ୍ଗବାଡ଼ି,୨୬।୧୧(ଡି.ଏନ୍.ଏ): ଓଡ଼ିଶାର କାଶ୍ମୀର କୁହାଯାଉଥିବା ଦାରିଙ୍ଗବାଡ଼ିକୁ ପର୍ଯ୍ୟଟକ ଆସି ଶୋଷଣର ଶିକାର ହେଉଛନ୍ତି। ପର୍ଯ୍ୟଟକଙ୍କ ଗହଳିକୁ ଦେଖି ଦୋକାନୀମାନେ ଚଢ଼ାଦରରେ ମାଛ, ମାଂସ ବିକ୍ରି କରୁଛନ୍ତି। ଏହି ସୁଯୋଗରେ କନ୍ଧମାଳ ହଳଦୀ ନାମରେ ଅପମିଶ୍ରଣ ହଳଦୀ ମଧ୍ୟ ବିକ୍ରି ହେଉଛି। ସେହିପରି…
ବାଇକ୍-ସ୍କୁଟି ମୁହାଁମୁହିଁ : ଶିକ୍ଷୟିତ୍ରୀଙ୍କ ସହ କିରାଣିଙ୍କ ମୃତ୍ୟୁ
ଜି.ଉଦୟଗିରି ୨୬।୧୧(ଡି.ଏନ୍. ଏ.): କନ୍ଧଳମାଳ ଜିଲା ଜି.ଉଦୟଗିରି ଥାନା ଅନ୍ତର୍ଗତ ନିଲୁଙ୍ଗିଆଠାରେ ଶନିବାର ସକାଳେ ଏକ ଦୁର୍ଘଟଣା ଘଟିଛି। ଏକ ସ୍କୁଟିକୁ ପଲସର ବାଇକ୍ ଧକ୍କା ଦେବା ଫଳରେ ଜଣେ ଶିକ୍ଷୟିତ୍ରୀଙ୍କ ସହ କିରାଣିଙ୍କ ମୃତ୍ୟୁ ଘଟିଛି। ସେମାନେ ହେଲେ ଶିକ୍ଷୟିତ୍ରୀ…
ଉପନିର୍ବାଚନ ସମୟରେ ଲାଗିଲା ମାଓବାଦୀ ବ୍ୟାନର
ପାଠଇକମାଳ,୨୬।୧୧(ଡିଏନଏ): ବରଗଡ଼ ଜିଲା ପାଇକମାଳ ଠାରୁ ୬ କି.ମି ଦୂର ମାଗୁରମାଲ ଛକ ନିଶାନୀ ଦେବୀ ମନ୍ଦିର ନିକଟରେ ମାଓବାଦୀ ବ୍ୟାନର ଲାଗି ଥିବା ଶନିବାର ଭୋରରୁ ସ୍ଥାନୀୟ ଲୋକେ ଦେଖିବାକୁ ପାଇଥିଲେ। ଶୁକ୍ରବାର ବିଳମ୍ବିତ ରାତିରେ ମାଓବାଦୀମାନେ ଏହି ବ୍ୟାନର…
ଖୋଲା ଆକାଶ, ଗଛମୂଳେ ପାଠପଢ଼ା
ନୂଆପଡ଼ା ଅଫିସ,୨୬।୧୧: ରାଜ୍ୟ ସରକାର ଶିକ୍ଷାର ପ୍ରଚାର ପ୍ରସାର ପାଇଁ ବିଭିନ୍ନ ଯୋଜନା ମଧ୍ୟମରେ ବିଦ୍ୟାଳୟକୁ ବଡ ବଡ କୋଠା ନିର୍ମାଣ କରି ଚିକ୍କଣ ଓ ଚକଚାକ କରୁଛନ୍ତି। ଛାତ୍ରୀଛାତ୍ରଙ୍କୁ ଉତ୍ସାହ କରିବା ପାଇଁ ନାଚଗୀତ ଓ ଅନ୍ୟାନ୍ୟ କାର୍ଯ୍ୟକ୍ରମ କରି…
ଥାନା ଆଗରେ ଲୋକ ପ୍ରତିନିଧିଙ୍କ ଧାରଣା
ଝରିଗାଁ,୨୬।୧୧(ସ୍ବ.ପ୍ର.): ନବରଙ୍ଗପୁର ଜିଲା ଝରିଗାଁ ବ୍ଲକ କାର୍ଯ୍ୟାଳୟରେ ଗୁରୁବାର ପାଲିଆ ସରପଞ୍ଚ ରାଧା ସାନ୍ତାଙ୍କ ସ୍ବାମୀ ପବିତ୍ର ସାନ୍ତା, ତାଙ୍କ ସହଯୋଗୀ ରମେଶ ହରିଜନ ଏବଂ ଅଭୟ ସ୍ବାଇଁ ବିଡିଓ ସତ୍ୟନାରାୟଣ ମେହେରଙ୍କ ଉପରେ କରିଥିବା ଆକ୍ରମଣ ବିରୋଧରେ ଶୁକ୍ରବାର ବ୍ଲକ…
ବିଜେଡି ପକ୍ଷରୁ ପୌର କାର୍ଯ୍ୟାଳୟ ଘେରାଉ
ଗୁଣପୁର,୨୬୧୧(ଡି.ଏନ୍.ଏ.): ନିର୍ବାଚନ ନ ଥିଲେ ମଧ୍ୟ ଗୁଣପୁର ରାଜନୀତି ପାଣିପାଗରେ ଏବେ ଉଷ୍ମତା ଦେଖାଦେଇଛି। ପୌର ପରିଷଦ ଉପାଧ୍ୟକ୍ଷ ଶିବ ପ୍ରସାଦ ଗୌଡ଼ଙ୍କ ଗୋଷ୍ଠୀ ତଥା ବ୍ଲକ ଅଧ୍ୟକ୍ଷା ଏବଂ ଉପାଧ୍ୟକ୍ଷଙ୍କ ପକ୍ଷରୁ ମଙ୍ଗଳବାର ବ୍ଲକ ଘେରାଉ କରାଯାଇଥିବାବେଳେ ଶୁକ୍ରବାର ବିଜେଡି…
ମାଓବାଦୀ ପ୍ରଥମ କରି ପାଦ ଥାପିଥିବା ଗାଁ ମସିଣା
ଲାଠୋର,୨୬ା୧୧(ଡ଼ି.ଏନ.ଏ.) ଭୁବନେଶ୍ୱର ବାରିକ: ବଲାଙ୍ଗୀର ଜିଲା ଖପ୍ରାଖୋଲ ବ୍ଲକ କରୁଆଝର ପଞ୍ଚାୟତର ବଣ ପାହାଡ଼ ଘେରା ମସିଣା ଏକ ଆଦିବାସୀ ବହୁଳ ଗ୍ରାମ। ଗ୍ରାମର ଉତ୍ତର ଦିଗରେ ବଣପାହାଡ ରହିଥିବା ବେଳେ ପଶ୍ଚିମରେ ଚାନ୍ଦଲି ପାହାଡ ରହିଛି। ସେହିପରି ପୂର୍ବ ଦିଗରେ…

