ଦାବି ପୂରଣ ନ ହେଲେ ଗଣଧାରଣା ଜାରି ରହିବ
ବେଗୁନିଆପଡ଼ା,୫ା୧୨(ଡି.ଏନ୍.ଏ.): ଗଞ୍ଜାମ ଜିଲା ବେଗୁନିଆପଡ଼ା ବ୍ଲକ ରାଜ୍ୟ ଆଶାକର୍ମୀ ସଂଘ ପକ୍ଷରୁ ସୋମବାର ବିକ୍ଷୋଭ ଓ ଗଣଧାରଣା ଦିଆଯାଇଛି। ଭାରତୀୟ ମଜଦୂର ସଂଘ ଡାକରାରେ ୭ ଦଫା ଦାବି ନେଇ ଏହି ବିକ୍ଷୋଭ ପ୍ରଦର୍ଶନ କରାଯାଇଥିବା ନେଇ ବ୍ଲକ ଆଶାକର୍ମୀ ସଂଘ…
ଟ୍ରକକୁ ଧକ୍କା ଦେଲା ବସ୍: ୩ ଆହତ
କାଳିଆପାଣି, ୫।୧୨ (ଡି.ଏନ.ଏ): ଯାଜପୁର ଜିଲା ସୁକିନ୍ଦା ବ୍ଲକ ଟମକା-ମଙ୍ଗଳପୁର ରାସ୍ତାର ସରୁଆବିଲଠାରେ ବସ୍ ଏକ ଟ୍ରକକୁ ଧକ୍କା ଦେଇଛି। ଏହି ଦୁର୍ଘଟଣାରେ ୩ ଜଣ ଆହତ ହୋଇଥିବା ଜଣାପଡିଛି। ସୂଚନା ଅନୁଯାୟୀ, କାଳିଆପାଣିରୁ ଟମକା ଅଭିମୁଖେ ମା’ ବସ ଯାଉଥିବା…
ସଫଳ ଧାନ ଚାଷୀ ଟିକଚନ ଭୋଇ
ଖଡ଼ିଆଳ,୫।୧୨(ଡି.ଏନ.ଏ.):ନୂଆପଡ଼ା ଜିଲା ଖଡ଼ିଆଳ ବ୍ଲକ ଭୋଜପୁର ଗ୍ରାମର ଚାଷୀ ଟିକଚନ ଭୋଇ ଆଜି ଜଣେ ସଫଳ ଧାନଚାଷୀ ହୋଇପାରିଛନ୍ତି। ସେ ସମ୍ପୂର୍ଣ ଭାବରେ ଜୈବିକ ପଦ୍ଧତିରେ ୨ଏକର ଜମିରେ ଧାନ ଚାଷ ଏବଂ ଅଣଧାନ ଚାଷ କରିଥିଲେ। ସେ ଭୋଜପୁର ଗ୍ରାମର…
ମଣ୍ଡି ଖୋଲିନି, ଧାନର ଅଭାବୀ ବିକ୍ରି
ସୋନପୁର,୫।୧୨(ନି.ପ୍ର.):ପଡୋଶି ବରଗଡ, ସମ୍ବଲପୁର, ବଲାଙ୍ଗୀର ଓ କଳାହାଣ୍ଡି ଜିଲାରେ ଖରିଫ ଧାନ ସଂଗ୍ରହ ଆରମ୍ଭ ହେଲାଣି। କିନ୍ତୁ ସୁବର୍ଣ୍ଣପୁର ଜିଲାରେ ଏ ପର୍ଯ୍ୟନ୍ତ ଧାନ କିଣା ଆରମ୍ଭ ହୋଇନି। ଜିଲାର ୬ଟି ବ୍ଲକ ମଧ୍ୟରୁ ଜଳସେଚିତ ଡୁଙ୍ଗୁରିପାଲି ଓ ବିନିକା ବ୍ଲକରେ…
ପଦ୍ମପୁର ଉପନିର୍ବାଚନ: ୧ଟା ସୁଦ୍ଧା ୪୬.୯୬ ପ୍ରତିଶତ ମତଦାନ
ବରଗଡ଼ ଅଫିସ,୫ା୧୨: ବରଗଡ଼ ଜିଲା ପଦ୍ମପୁର ଉପନିର୍ବାଚନ ପାଇଁ ସୋମବାର ମତଦାନ ଚାଲିଛି। ଉକ୍ତ ନିର୍ବାଚନ ମଣ୍ଡଳୀର ମୋଟ୍ ୩୧୯ଟି ବୁଥ୍ରେ ଭୋଟ୍ ଗ୍ରହଣ ଚାଲିଛି। । ତେବେ ଅପରାହ୍ନ ୧ଟା ସୁଦ୍ଧା ଏହି ନିର୍ବାଚନ ମଣ୍ଡଳୀରେ ୪୬.୯୬ ପ୍ରତିଶତ ମତଦାନ…
ହାତୀ ଘଉଡାଇବା ପାଇଁ ଉଦ୍ୟମ ଜାରି
କେସିଙ୍ଗା, ୫।୧୨(ଡି.ଏନ.ଏ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକର ପରଲସିଙ୍ଗା ଗ୍ରାମ ପଞ୍ଚାୟତର ମାଲପଡା ଅଞ୍ଚଳରେ ହାତୀ ଉପଦ୍ରବ ଦେଖିବାକୁ ମିଳିଛି। ୫ଟି ହାତୀ ସୋମବାର ସକାଳେ ଏହି ଅଞ୍ଚଳରେ ପ୍ରବେଶ କରିଥିଲେ। ପରଲସିଙ୍ଗା ସରପଞ୍ଚ କୃତାଞ୍ଜଳ ଗୌଡ଼.ଏମ.ରାମପୁର ଅଞ୍ଚଳରୁ ହାତୀ ଆସିଥିବାର…
ମତଦାନ କଲେ କଂଗ୍ରେସ ପ୍ରାର୍ଥୀ ସତ୍ୟଭୂଷଣ
ପାଇକମାଳ,୫ା୧୨(ଡି.ଏନ୍.ଏ.): ବରଗଡ଼ ଜିଲା ପଦ୍ମପୁର ଉପନିର୍ବାଚନ ପାଇଁ ସୋମବାର ସକାଳ ୭ଟାରୁ ଭୋଟ୍ ଗ୍ରହଣ ଆରମ୍ଭ ହୋଇଛି। ତେବେ ଅନ୍ୟମାନଙ୍କ ପରି କଂଗ୍ରେସ ପ୍ରାର୍ଥୀ ସତ୍ୟଭୂଷଣ ସାହୁ ମଧ୍ୟ ନିଜ ମତାଧିକାର ସାବ୍ୟସ୍ତ କରିଛନ୍ତି। ସେ ଏହି ନିର୍ବାଚନ ମଣ୍ଡଳୀର ମାଣ୍ଡୋସିଲ…
ଓଲଟିଲା ଯାତ୍ରୀବାହୀ ବସ୍
କେନ୍ଦୁଝର,୫ା୧୨(ସ୍ବ.ପ୍ର.): ଢେଙ୍କାନାଳ ଜିଲା କାମାକ୍ଷାନଗରରୁ କେନ୍ଦୁଝର ଆସୁଥିବା ଘରୋଇ ବସ୍ ‘ଅମ୍ବା’ ସୋମବାର କାଞ୍ଜିପାଣି ଥାନା ଅନ୍ତର୍ଗତ କୁଆଁର ନିକଟ ଏନ୍ଏଚ୍ ୪୯ରେ ଭାରସାମ୍ୟ ହରାଇ ରାସ୍ତାପାର୍ଶ୍ୱକୁ ଓଲଟି ପଡ଼ିଛି। ଏଥିରେ କାହାର ମୃତ୍ୟୁ ହୋଇ ନ ଥିବା ବେଳେ ଅନେକ…
ପଦ୍ମପୁର ଉପନିର୍ବାଚନ: ୧୧ଟା ସୁଦ୍ଧା ୨୯.୭୩ ପ୍ରତିଶତ ମତଦାନ
ବରଗଡ଼ ଅଫିସ, ୫।୧୨(ଡି.ଏନ.ଏ.): ବରଗଡ଼ ଜିଲା ପଦ୍ମପୁର ଉପନିର୍ବାଚନ ପାଇଁ ସୋମବାର ମତଦାନ ଚାଲିଛି। ଉକ୍ତ ନିର୍ବାଚନ ମଣ୍ଡଳୀର ସମସ୍ତ ୩୧୯ ବୁଥରେ ଭୋଟ ଗ୍ରହଣ ଚାଲିଛି। ତେବେ ଦିନ ୧୧ଟା ସୁଦ୍ଧା ଏହି ନିର୍ବାଚନ ମଣ୍ଡଳୀରେ ୨୯.୭୩ ପ୍ରତିଶତ ମତଦାନ…
ବାଇକ-କାର ମୁହାଁମୁହିଁ ଧକ୍କା: ଚାଲିଗଲା ଦମ୍ପତିଙ୍କ ଜୀବନ
ଦାରିଙ୍ଗବାଡି,୫।୧୨(ଡି.ଏନ.ଏ): କନ୍ଧମାଳ ଜିଲା ଦାରିଙ୍ଗବାଡି ଥାନା କିରିକୁଟି ଠାରେ ଏକ ବାଇକ ସହ କାରର ମୁହାଁମୁହିଁ ଧକ୍କା ହୋଇଛି। ଏଥିରେ ଜଣେ ଦମ୍ପତିଙ୍କ ମୃତ୍ୟୁ ଘଟିଛି। ମୃତକ ଦମ୍ପତି ହେଲେ କିରିକୁଟି ପଞ୍ଚାୟତ କୁମ୍ଭାରମୁଣ୍ଡା ଗ୍ରାମ କଲୋନୀ ସାହିର କାମଦେବ ଦିଗାଲ…
ମତଦାନ କଲେ ଭାଜପା ପ୍ରାର୍ଥୀ ପ୍ରଦୀପ ପୁରୋହିତ
ପାଇକମାଳ, ୫।୧୧(ଡି.ଏନ.ଏ.): ବରଗଡ ଜିଲା ପଦ୍ମପୁର ଉପନିର୍ବାଚନ ପାଇଁ ସୋମବାର ସକାଳ ୭ଟାରୁ ଭୋଟ ଗ୍ରହଣ ଆରମ୍ଭ ହୋଇଛି। ଭାଜପା ପ୍ରାର୍ଥୀ ପ୍ରଦୀପ ପୁରୋହିତ ନିଜ ମତାଧିକାର ସାବ୍ୟସ୍ତ କରିଛନ୍ତି। ସେ ଏହି ନିର୍ବାଚନ ମଣ୍ଡଳୀର ପାଇକମାଳ ଛକସ୍ଥିତ ପ୍ରକଳ୍ପ ପ୍ରାଥମିକ…
ପଦ୍ମପୁର ଉପନିର୍ବାଚନ: ସକାଳ ୯ଟା ସୁଦ୍ଧା ୮.୫ ପ୍ରତିଶତ ମତଦାନ
ବରଗଡ଼ ଅଫିସ, ୫।୧୨: ବରଗଡ଼ ଜିଲା ପଦ୍ମପୁର ଉପନିର୍ବାଚନ ପାଇଁ ସୋମବାର ମତଦାନ ଚାଲିଛି। ଉକ୍ତ ନିର୍ବାଚନ ମଣ୍ଡଳୀର ସମସ୍ତ ୩୧୯ ବୁଥରେ ଭୋଟ ଗ୍ରହଣ ଚାଲିଛି। ତେବେ ଦିନ ୯ଟା ସୁଦ୍ଧା ଏହି ନିର୍ବାଚନ ମଣ୍ଡଳୀରେ ୮.୫ ପ୍ରତିଶତ ମତଦାନ…

