ସ୍କୁଲ ଖୋଲିବା ଦାବି ନେଇ ରାସ୍ତାରେ ଛାତ୍ରୀଛାତ୍ର
ଫୁଲବାଣୀ ଅଫିସ, ୬ା୧୨: କମ୍ ସଂଖ୍ୟା ପିଲା ଥିବା ବିଦ୍ୟାଳୟକୁ ବନ୍ଦ କରାଯାଇ ପାଖ ବିଦ୍ୟାଳୟରେ ମିଶାଯାଉଛିା କନ୍ଧମାଳ ଜିଲାରେ ବହୁ ଦୁର୍ଗମ ଅଞ୍ଚଳ ରହିଛି। ପିଲାମାନଙ୍କୁ ପାହାଡ ନଦୀ ପାର ହୋଇ ବିଦ୍ୟାଳୟକୁ ଯିବାକୁ ପଡୁଛି। ସରକାର ଯେଉଁ ବିଦ୍ୟାଳୟ…
କାର୍ଯ୍ୟରେ ଅବହେଳା, ୭ ବ୍ଲକ କର୍ମଚାରୀଙ୍କ ଦରମା ବନ୍ଦ
ଭଞ୍ଜନଗର, ୬ା୧୨(ଡି.ଏନ୍.ଏ): ଭଞ୍ଜନଗର ବ୍ଲକରେ ଚାଲିଥିବା ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ଅଗ୍ରଗତି ନେଇ ସୋମବାର ବାଚସ୍ପତି ବିକ୍ରମ କେଶରୀ ଆରୁଖ ଜଳସମ୍ପଦ ବିଭାଗ ଡାକ ବଙ୍ଗଳାଠାରେ ସମୀକ୍ଷା କରିଛନ୍ତି। ଏହି ସମୟରେ ବିଡିଓ ଶଶିଭୂଷଣ ମହାପାତ୍ର, ସହକାରୀ ନିର୍ବାହୀ ଯନ୍ତ୍ରୀ ଶ୍ୟାମଘନ…
ସରିଲା ପଦ୍ମପୁର ଉପନିର୍ବାଚନ: ରେକର୍ଡ ୮୧.୨୯ ପ୍ରତିଶତ ମତଦାନ
ବରଗଡ ଅଫିସ, ୬।୧୨: ବରଗଡ ଜିଲା ପଦ୍ମପୁର ଉପନିର୍ବାଚନ ସୋମବାର ଶେଷ ହୋଇଛି । ଉପନିର୍ବାଚନରେ ରେକର୍ଡ ସଂଖ୍ୟକ ଅର୍ଥାତ୍ ୮୧.୨୯ ପ୍ରତିଶତ ମତଦାନ ହୋଇଛି। ଏହି ନିର୍ବାଚନ ମଣ୍ଡଳୀର ସମୁଦାୟ ୨ଲକ୍ଷ ୫୭ହଜାର ୪୭୪ ଭୋଟରଙ୍କ ମଧ୍ୟରୁ ୨ଲକ୍ଷ ୯ହଜାର…
ଅଲୋଡ଼ା ହୋଇଛି ବୌଦ୍ଧପୀଠ ଲାଙ୍ଗୁଡି
ଯାଜପୁର ଅଫିସ/ କାଏମା(ଡି.ଏନ.ଏ.),୬ା୧୨:ପୌରାଣିକ ଏବଂ ଐତିହାସିକ କିମ୍ବଦନ୍ତୀ ବହନ କରୁଥିବା ଯାଜପୁର ଜିଲାର ବିଭିନ୍ନ ପର୍ଯ୍ୟଟନସ୍ଥଳୀକୁ ଏବେ ରାଜ୍ୟ ଏବଂ ବାହାରୁ ପର୍ଯ୍ୟଟକମାନେ ଆସୁଛନ୍ତି। କିନ୍ତୁ ଜିଲାର ଅଧିକାଂଶ ପର୍ଯ୍ୟଟନସ୍ଥଳୀ ଅବହେଳିତ ଅବସ୍ଥାରେ ପଡ଼ିରହିଥିବାରୁ ପର୍ଯ୍ୟଟକ ମୁହଁ ଫେରାଉଥିବା ଦେଖିବାକୁ ମିଳିଛି।…
ଅଧାରେ ଅଟକିଛି ୫-ଟି ସ୍କୁଲ କାମ
ବ୍ରହ୍ମବରଦା,୬ା୧୨(ଡି.ଏନ.ଏ.):କାମରେ ଲାଗିପାରୁନି ଇ-ଲାଇବ୍ରେରୀ କି ବିଜ୍ଞାନ ପ୍ରୟୋଗ ଶାଳା ା ଅବ୍ୟବସ୍ଥା ଭିତରେ ଶୁଦ୍ଧ ପାନୀୟ ଜଳ ଯୋଗାଣ ଏବଂ ଶୌଚାଳୟ ା ଉଦ୍ଘାଟର ୬ ମାସ ପରେ ବି ରସୁଲପୁର ବ୍ଲକ୍ ଅର୍ନ୍ତଗତ ବ୍ରହ୍ମବରଦା ପଞ୍ଚାୟତରରେ ଥିବା ବହୁ ପୁରାତନ…
ରସୁଲପୁର ବ୍ଲକରେ ବ୍ୟାପୁଛି ଗୋ ଚର୍ମ ବିଣ୍ଡି ରୋଗ
ରସୁଲପୁର,୮ା୧୨(ଡି.ଏନ.ଏ.):ରାଜ୍ୟର ବିଭିନ୍ନ ଅଞ୍ଚଳରେ ଗୋ-ଚର୍ମ ବିଣ୍ଡି(ଲମ୍ଫି) ରୋଗ ବ୍ୟାପିବାରେ ଲାଗିଛି। ଏହି କ୍ରମରେ ଯାଜପୁର ଜିଲା ରସୁଲପୁର ବ୍ଲକରେ ସେପ୍ଟେମ୍ବରରୁ ଲମ୍ଫି ରୋଗ ବଢିବାରେ ଲାଗିଛି ା ଏହି ରୋଗରେ ବହୁ ଗାଈ ବାଛୁରୀଙ୍କ ମୃତ୍ୟୁ ଘଟି ସାରିଲାଣି ା ଏ…
କୁରୁଣ୍ଟି ପଞ୍ଚାୟତରେ ୬ ପ୍ରକଳ୍ପ ନାଁରେ ୬ ଲକ୍ଷ ଫଲ୍ସ ବିଲ୍
ରାଜନଗର, ୬ା୧୨(ଡି.ଏନ.ଏ.):ରାଜନଗର ବ୍ଲକ କୁରୁଣ୍ଟି ପଞ୍ଚାୟତରେ କାମ ନ କରି ସରକାରୀ ଟଙ୍କା ଲୁଟି ନିଆଯାଇଛି। ୬ଟି ପ୍ରୋଜେକ୍ଟ ନାଁରେ ୬ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା ଲୁଟି ନିଆଯାଇଛି। ସରକାରୀ ପୋର୍ଟାଲରୁ ଏହି ତଥ୍ୟ ମିଳିବା ପରେ କୁରୁଣ୍ଟି ପଞ୍ଚାୟତବାସୀ ବିଡିଓଙ୍କ…
ପର୍ଯ୍ୟଟକଙ୍କ ଆକର୍ଷଣ ସାଜିଛି ଜୈବ ବିବିଧତା
କେନ୍ଦ୍ରାପଡ଼ା ଅଫିସ, ୬ା୧୨:ରାଜନଗର ପେଣ୍ଠ ବେଳାଭୂମିରେ ଗତ ୧ ତାରିଖରୁ ରାଜ୍ୟ ପର୍ଯ୍ୟଟନ ବିଭାଗ ପକ୍ଷରୁ ଜାତୀୟ ଉଦ୍ୟାନ ଭିତରକନିକା ଇକୋ ରିଟ୍ରିଟ୍ ଆରମ୍ଭ ହୋଇଛି। ଏଥିସହ ଶୀତଋତୁର ଆରମ୍ଭରୁ ବିଦେଶାଗତ ପକ୍ଷୀଙ୍କ ସମାହାର ପାଇଁ ଏଠାରେ ପର୍ଯ୍ୟଟକଙ୍କ ଭିଡ଼ ଜମୁଛି।…
ମୃତ୍ତିକା ସ୍ବାସ୍ଥ୍ୟ ପରୀକ୍ଷା କାର୍ଡ ପ୍ରହସନ ପାଲଟିଛି
ଜଗତ୍ସିଂହପୁର ଅଫିସ୍, ୬ା୧୨:ଜଗତ୍ସିଂହପୁର ଏକ କୃଷି ପ୍ରଧାନ ଜିଲା ଭାବେ ପରିଚିତ। କିନ୍ତୁ ଜିଲାର ମୃତ୍ତିକାର ଗୁଣାବତ୍ତା ଦିନକୁ ଦିନ ହ୍ରାସ ପାଇ ଚାଲିଛି। ମାତ୍ର ସେଥିପ୍ରତି ଧ୍ୟାନ ଦିଆ ନ ଯିବା ଚିନ୍ତାର କାରଣ ପାଲଟିଛି । ମୃତ୍ତିକା ପରୀକ୍ଷା…
ଗାଁରେ ପଡୁଛି ଗୁଳି, ଲୋକେ ଆତଙ୍କିତ
ଆଠଗଡ,୬।୧୨(ସ୍ବ.ପ୍ର.):ଆଠଗଡ଼ ଖୁଣ୍ଟୁଣୀ ଥାନା ଅନ୍ତର୍ଗତ ନୂଆଶାସନ ଗ୍ରାମରେ ଆଠମାସ ହେବ ଗୁଳି ପଡୁଛି । ଏନେଇ ଗଁା ଲୋକେ ଭୟଭୀତ ହୋଇଯାଇଛନ୍ତି। ପ୍ରତ୍ୟେକ ଦିନ ଗୁଳି ଗ୍ରାମର ବିଭିନ୍ନ ସ୍ଥାନରେ ଦେଖିବାକୁ ମିଳୁଛି। ଏହି ଗୁଳି ବାଜି ସାଧାରଣ ଲୋକେ ଆହତ…
ଉତ୍ସାହ ବଢ଼ାଇଲା ମତଦାନ ହାର
ବରଗଡ଼ ଜିଲା ପଦ୍ମପୁର ଉପନିର୍ବାଚନ ପାଇଁ ସୋମବାର ମତଦାନ ଶେଷ ହୋଇଛି। ଗଲା ୧୦ଦିନ ଧରି ରାଜ୍ୟ ରାଜନୀତିର ଯେଉଁ ମୁଖ୍ୟ ଆଲୋଚନା ଥିଲା, ପଦ୍ମପୁର ଆସନ କାହା ହାତକୁ ଯିବ, ତାହା ଏବେ ଇଭିଏମ୍ ବାକ୍ସରେ ଆବଦ୍ଧ ହୋଇ ରହିଛି।…
ଡ୍ରୋନ କିଣା ଅର୍ଥ ଅନୁମୋଦନ ପାଇଁ ଚିଠି ଲେଖାଯାଇଛି
କଟକ ଅଫିସ, ୬ା୧୨:ଚିଲିକା ଓ ଭିତରକନିକାର ଆର୍ଦ୍ରଭୂମି ସୁରକ୍ଷା ମାମଲାର ଶୁଣାଣି ବେଳେ ହାଇକୋର୍ଟରେ ସୋମବାର କେନ୍ଦ୍ରାପଡ଼ା ଏବଂ ପୁରୀ ଜିଲାପାଳ ସତ୍ୟପାଠ ଦାଖଲ କରିଛନ୍ତି। ବେଆଇନ ଚିଙ୍ଗୁଡ଼ି ଘେରି ଉଚ୍ଛେଦ ପାଇଁ ଡ୍ରୋନ୍ କିଣିବାକୁ ଆବଶ୍ୟକ ଅର୍ଥରାଶି ଅନୁମୋଦନ ଲାଗି…

