ଆମ ଜିଲା ଖବର

୪ଲକ୍ଷରେ କୃଷି ଡ୍ରୋନ୍‌ ତିଆରି କରି ଚର୍ଚ୍ଚାରେ ଶୁଭାଶିଷ

ଉମରକୋଟ, ୫।୧୨(ସ୍ବ.ପ୍ର.):ରାଜ୍ୟ ସରକାରଙ୍କ ମେକ୍‌ ଇନ୍‌ ଓଡ଼ିଶା କନ୍‌କ୍ଲେଭରେ ଉମରକୋଟର ଜଣେ ଛାତ୍ର କମ ଖର୍ଚ୍ଚରେ ଅତ୍ୟାଧୁନିକ ଜ୍ଞାନକୌଶଳ ପ୍ରୟୋଗ କରି କୃଷି ଉପଯୋଗୀ ଡ୍ରୋନ ନିର୍ମାଣ କରି ନବରଙ୍ଗପୁର ଜିଲା ତଥା ଉମରକୋଟ ସହର ପାଇଁ ଗୌରବ ଆଣିଛନ୍ତି। ମେକ୍‌…

ୟୁଟ୍ୟୁବର ଅନିମେଷଙ୍କ ନାଁରେ ମାମଲା

ପୁରୀ ଅଫିସ, ୫ା୧୨:ଶ୍ରୀମନ୍ଦିର ନିଷିଦ୍ଧାଞ୍ଚଳ ତଥା ନୋ ଫ୍ଲାଇଙ୍ଗ୍‌ ଜୋନ୍‌ରେ ଜଣେ ବଙ୍ଗୀୟ ୟୁଟ୍ୟୁବର ଡ୍ରୋନ ଉଡ଼ାଇ ଶ୍ରୀମନ୍ଦିରର ବିଭିନ୍ନ ଭିଡିଓ ଭାଇରାଲ କରିବା ସହ ଟଙ୍କା ମାଗିବା ଘଟଣା ନେଇ ‘ଭଏସ୍‌ ଅଫ କମନମ୍ୟାନ’ ସଙ୍ଗଠନ ପକ୍ଷରୁ ରବିବାର ସିଂହଦ୍ୱାର…

ବିବାହ ବନ୍ଧନରେ ବାନ୍ଧିହେଲେ ୨ ମହିଳା ମାଓବାଦୀ

ଫୁଲବାଣୀ ଅଫିସ, ୫ା୧୨:ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି ଦୁଇ ମହିଳା ମାଓବାଦୀ। କନ୍ଧମାଳ ଜିଲା ପୋଲିସ ରିଜର୍ଭ କାର୍ଯ୍ୟାଳୟରେ ଥିବା ରାଧାକୃଷ୍ଣ ମନ୍ଦିରରେ ସେମାନଙ୍କ ବିବାହ ସମ୍ପନ୍ନ ହୋଇଛି। ଏହି ଦୁଇ ମହିଳା ମାଓବାଦୀ ହେଲେ କନ୍ଧମାଳ ଜିଲା ତୁମୁଡିବନ୍ଧ ବ୍ଲକ…

ନିଃଶୁଳ୍କ ସେବା ନ ପାଇ ନିରାଶ

ଅନୁଗୋଳ ଅଫିସ, ୫ା୧୨:ସରକାରୀ ସ୍ବାସ୍ଥ୍ୟକେନ୍ଦ୍ରରେ ମିଳିବ ନିଃଶୁଳ୍କ ସେବା। ଉତ୍ତମ ଚିକିତ୍ସା ପାଇ ଉପକୃତ ହେବେ ଗରିବ ରୋଗୀ। ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଏ ନେଇ ବ୍ୟାପକ ପ୍ରଚାର ପ୍ରସାର କରାଯାଉଛି। ସରକାରୀ ଯୋଜନାର ଲାଭ ନେବା ପାଇଁ ସଚେତନ କରାଯାଉଛି।…

ଅଦାଲତ କୋଠା, ଚିହ୍ନଟ ଜାଗା ଦେଖିଲେ ହାଇକୋର୍ଟ ବିଚାରପତି

ଶେରଗଡ଼/ହିଞ୍ଜିଳିକାଟୁ/ଆସିକା/ କବିସୂର୍ଯ୍ୟନଗର ୫ା୧୨(ଡି.ଏନ୍‌.ଏ.):ଶେରଗଡ଼ଠାରେ ଜେଏମ୍‌ଏଫ୍‌ସି କୋର୍ଟ ଅଛି। ଏହା ବର୍ତ୍ତମାନ ବ୍ଲକର ଏକ କୋଠାରେ ଚାଲିଛି। କୋର୍ଟର ସ୍ଥାୟୀ କୋଠା ନୂତନ ଭାବେ କାମ ସରିଛି। ଏହା ଶୋଭାଚନ୍ଦ୍ରପୁର ମୌଜା ପାକିଡ଼ି ପାହାଡ଼ ପାଦଦେଶରେ ନୂତନ ଭାବେ ନିର୍ମାଣ କରାଯାଇଛି। ଉକ୍ତ…

ପଦ୍ମପୁର ଉପନିର୍ବାଚନ: ମତଦାନ ଆରମ୍ଭ

ବରଗଡ଼ ଅଫିସ୍‌/ପଦ୍ମପୁର,୫।୧୨(ଡି.ଏନ.ଏ): ବରଗଡ଼ ଜିଲା ପଦ୍ମପୁର ଉପନିର୍ବାଚନ ସୋମବାର ସକାଳ ୭ଟାରୁ ଆରମ୍ଭ ହୋଇଛି। କଡ଼ା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ଅପରାହ୍ନ ୪ଟା ପର୍ଯ୍ୟନ୍ତ ମତଦାନ କରାଯିବ। ପଦ୍ମପୁର ନିର୍ବାଚନ ମଣ୍ଡଳୀର ସମୁଦାୟ ୨ଲକ୍ଷ ୫୭ହଜାର ୪୭୪ ଭୋଟର ନିର୍ବାଚନୀ ମଇଦାନକୁ…

ଆଜି ଭଦ୍ରକ ସହର ବନ୍ଦ

ଭଦ୍ରକ ଅଫିସ,୫।୧୨:ଭଦ୍ରକ ସ୍ବୟଂଶାସିତ ମହାବିଦ୍ୟାଳୟକୁ ବିଶ୍ୱବିଦ୍ୟାଳୟ ମାନ୍ୟତା ଓ ଜିଲାରେ ମେଡିକାଲ କଲେଜ ଦାବିରେ କଂଗ୍ରେସ ପକ୍ଷରୁ ବନ୍ଦ ଡାକରା ଦିଆଯାଇଛି। ସୋମବାର ଭଦ୍ରକ ସହର ସକାଳ ୬ରୁ ଅପରାହ୍ନ ୨ଟା ପର୍ଯ୍ୟନ୍ତ ୮ ଘଣ୍ଟା ବନ୍ଦ ରହିବ। ଦୀର୍ଘଦିନ ଧରି…

ଜଙ୍ଗଲରୁ ଜନପଦ ସବୁଠି ସଂଘର୍ଷ

କେନ୍ଦୁଝର,୫ା୧୨:କେନ୍ଦୁଝର ଜିଲାରେ ହାତୀ ଉପଦ୍ରବ ଏବେ ନିତିଦିନିଆ ଘଟଣା ପାଲଟିଛି। ହାତୀପଲ ଜଙ୍ଗଲରେ ଖାଦ୍ୟ ଅଭାବ କାରଣରୁ ଗଁା ମୁହଁା ହେଉଛନ୍ତି। ଗ୍ରାମାଞ୍ଚଳରେ ଫସଲ ନଷ୍ଟ କରିବା ସହ ଘର ଭଙ୍ଗାରୁଜା କରୁଛନ୍ତି। ଏପରି କି ହାବୁଡ଼ରେ ପଡ଼ିଲେ ଲୋକଙ୍କୁ ମାରୁଛନ୍ତି।…

ରାସ୍ତା ପ୍ରଶସ୍ତୀକରଣରେ ଅନିୟମିତତା

ଚଣ୍ଡିଖୋଲ,୫ା୧୨(ଡି.ଏନ୍‌.ଏ.):ଚାରିବାଟିଆ ପୂର୍ତ୍ତ ଡିଭିଜନର ବଡ଼ଚଣା ଉପଖଣ୍ଡ ଅନ୍ତର୍ଗତ ବାଲିଚନ୍ଦ୍ରପୁରଠାରୁ ବେଣୀପୁର ପର୍ଯ୍ୟନ୍ତ ରାସ୍ତା ପ୍ରଶସ୍ତୀକରଣ କାର୍ଯ୍ୟ ଚାଲିଛି। ମାତ୍ର ଏହି କାର୍ଯ୍ୟରେ ଅନିୟମିତତା ହୋଇଥିବା ଅଭିଯୋଗ ହୋଇଛି। ଏହି କାର୍ଯ୍ୟ ପୂର୍ବରୁ ରାସ୍ତାକଡ଼ରେ ଥିବା ଗଛ ଓ ବିଦ୍ୟୁତ୍‌ ଖୁଣ୍ଟ ଉଠାଯିବ…

ସ୍ବତନ୍ତ୍ର ଜିଲା ଗଠନ ଦାବି ତେଜିଲା

ଯାଜପୁର ଅଫିସ,୫ା୧୨:ରାଜ୍ୟର ବିଭିନ୍ନ ଜିଲାରେ ସ୍ବତନ୍ତ୍ର ଜିଲା ଗଠନ ଦାବି ହେଉଥିବାବେଳେ କଳିଙ୍ଗନଗର ମଧ୍ୟ ପଛରେ ପଡ଼ିନାହିଁ। ଏହିକ୍ରମରେ ଯାଜପୁର ଜିଲା ବ୍ୟାସନଗରଠାରେ ରବିବାର ଏକ ବୈଠକରେ କଳିଙ୍ଗନଗର ନାମରେ ସ୍ବତନ୍ତ୍ର ଜିଲା ଗଠନ ଦାବିକୁ ବ୍ୟାପକ କରିବା ପାଇଁ ନିଷ୍ପତ୍ତି…

ଭିତରକନିକାରେ ବାର୍ଡଫ୍ଲୁ ଆଶଙ୍କା ନେଇ ସାମ୍ପୁଲ ସଂଗ୍ରହ

ରାଜନଗର, ୫ା୧୨(ଡି.ଏନ.ଏ.):କେନ୍ଦ୍ରାପଡ଼ା ଜିଲା ଭିତରକନିକା ଜାତୀୟ ଉଦ୍ୟାନ ସୀମା ସରହଦରେ ଥିବା ସାତଭାୟାର ବିସ୍ତୀର୍ଣ୍ଣ ଜଳରାଶି ସହ ବଙ୍ଗୋପସାଗର ତଟବର୍ତ୍ତୀ ରାଇପାଟିଆ ସମେତ ବିଭିନ୍ନ ଆର୍ଦ୍ରଭୂମି ଅଞ୍ଚଳରେ ବିଦେଶାଗତ ପକ୍ଷୀମାନଙ୍କ ସମାଗମ ଆରମ୍ଭ ହୋଇଛି। ସୁଦୂର ଫ୍ରାନ୍ସ, ସାଇବେରିଆ, ମଙ୍ଗୋଲିଆ, ମାଲେସିଆ…

ପର୍ଯ୍ୟଟନ ବିଭାଗ ଦୃଷ୍ଟି ଆଢୁଆଳରେ ଭକ୍ତ ବିଦୂରଙ୍କ ମନ୍ଦିର

ଡେରାବିଶ, ୫ା୧୨(ସ୍ବ.ପ୍ର.):କେନ୍ଦ୍ରାପଡ଼ା ଜିଲା ଡେରାବିଶ ବ୍ଲକ ଅନ୍ତର୍ଗତ ଏଣ୍ଡର ପଞ୍ଚାୟତ ଅରାଖଣ୍ଡ ଗଁାରେ ଥିବା ଭକ୍ତ ବିଦୂରଙ୍କ ମନ୍ଦିର ସାଂସ୍କୃତିକ ଓ ଇତିହାସର ସ୍ମୃତି ବହନ କରି ଆସୁଥିବା ବେଳେ ଅବହେଳିତ ଅବସ୍ଥାରେ ପଡ଼ିରହିଛି। ଏହି ମନ୍ଦିର ପର୍ଯ୍ୟଟନ ବିଭାଗର ଦୃଷ୍ଟି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?