କ୍ୱାକ୍ଙ୍କ ହାତରେ ରୋଗୀସେବା
ନୟାଗଡ଼ ଅଫିସ,୯।୧୨: ବଣପାହାଡ଼ ଘେରା ନୟାଗଡ଼ ଜିଲାରେ ଅପାଠୁଆ ଡାକ୍ତର, ନକଲି ଡାକ୍ତର ତଥା କ୍ୱାକ୍ଙ୍କ ଚାହିଦା ବଢ଼ି ଚାଲିଛି । ଘରକୁ ଘର ବୁଲି ରୋଗୀମାନଙ୍କୁ ଯୋଗାଇ ଚାଲିଛନ୍ତି ସ୍ବାସ୍ଥ୍ୟସେବା । ପୁଣି ଟଙ୍କା ନ ଥିଲେ ବାକିରେ ଔଷଧ,…
୧୬ରୁ ବାଘୁଆ ଜଳଭଣ୍ଡାରରୁ ଛଡ଼ାଯିବ ପାଣି
ବୁଗୁଡା,୯ା୧୨(ଡି.ଏନ.ଏ.): ବୁଗୁଡାସ୍ଥିତ ବାଘୁଆ ଜଳସେଚନ କାର୍ଯ୍ୟାଳୟରେ ରବି ଚାଷ ପାଇଁ ଚାଷୀମାନଙ୍କ କ୍ଷେତରେ ଜଳଯୋଗାଣ ନିମନ୍ତେ ବୁଧବାର ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ବାଘୁଆ ଜଳସେଚନ ସହ ନିର୍ବାହୀ ଯନ୍ତ୍ରୀ କୃଷ୍ଣଚନ୍ଦ୍ର ପାଳ ସଭାପତିତ୍ୱ କରିଥିଲେ। ନିର୍ବାହୀ ଯନ୍ତ୍ରୀ ବୈଠକରେ…
୧୧ କେଭି ବିଦ୍ୟୁତ୍ ତାରକୁ ନେଇ ଉତ୍ତେଜନା
ଛେଣ୍ତିପଦା,୯ା୧୨ (ସ୍ବ.ପ୍ର.): ଅନୁଗୋଳ ଜିଲା ଛେଣ୍ଡିପଦା ଥାନା ସନ୍ତରାବନ୍ଧ ଗ୍ରାମରେ ଛିଣ୍ଡିପଡ଼ିଥିବା ୧୧ କେଭି ବିଦ୍ୟୁତ୍ ତାରକୁ ନେଇ ୨ ଦିନ ହେଲା ଉତ୍ତେଜନା ଦେଖାଦେଇଛି। ଘର ଉପରେ ଯାଇଥିବା ଏହି ହାଇଭୋଲଟେଜ ତାର ଅନ୍ୟତ୍ର ସ୍ଥାନାନ୍ତର ଦାବିରେ ଗ୍ରାମବାସୀ ଅଡ଼ି…
ଆଶା ବାନ୍ଧିଛି ଅନ୍ତୁଡ଼ିଶାଳ
ଅନୁଗୋଳ ଅଫିସ,୯ା୧୨: ଶେଷହେଲା ଶୃଙ୍ଖଳା ଶିକ୍ଷା। ପଢ଼ାଗଲା ଜନସାଧାରଣଙ୍କ ସହ ସମ୍ପର୍କ ରକ୍ଷାର ପାଠ। ଦିଆଗଲା ଶାରୀରିକ ଭାଷା, ଡ୍ରିଲ୍, ବନ୍ଧୁକ ଚାଳନା ଓ ଆଣ୍ଟି ନକ୍ସଲ ଟ୍ରେନିଂ। ଦୀର୍ଘ ଦେଢ଼ବର୍ଷର ତାଲିମ ପରେ ଏବେ କର୍ମକ୍ଷେତ୍ରକୁ ଓହ୍ଲାଇବେ ୧୨୬ ପୋଲିସ…
ଜୁଆଙ୍ଗଙ୍କ ବିକାଶ ପାଇଁ ଯୋଜନା
ଢେଙ୍କାନାଳ ଅଫିସ,୯।୧୨: ଢେଙ୍କାନାଳ ଜିଲା କଙ୍କଡ଼ାହାଡ଼ ବ୍ଲକର ଜୁଆଙ୍ଗ ବହୁଳ ଦୁର୍ଗମ ପୁଟିପାଳ ଅଞ୍ଚଳର ସର୍ବାଙ୍ଗୀନ ବିକାଶ ପାଇଁ ଅଣ୍ଟା ଭିଡ଼ିଛି ପ୍ରଶାସନ। ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁଯାୟୀ ଗୁରୁବାର ଜିଲାପାଳ ସରୋଜ କୁମାର ସେଠୀଙ୍କ ସମେତ ଜିଲା ଓ ବ୍ଲକ…
ଦାରିଙ୍ଗବାଡିରେ ବଢିଲା ଶୀତ, ସର୍ବନିମ୍ମ ତାପମାତ୍ରା ୮
ଦାରିଙ୍ଗବାଡି,୯।୧୨(ଡି.ଏନ.ଏ): ଓଡିଶାର କଶ୍ମୀର କୁହାଯାଉଥିବା କନ୍ଧମାଳ ଜିଲା ଦାରିଙ୍ଗବାଡିରେ ପୁଣି ଶୀତ ଫେରିଛି। ଶୁକ୍ରବାର ଏଠୋରେ ସର୍ବନିମ୍ନ ତାପମାତ୍ରା ୮ ଡିଗ୍ରୀ ରହିଛି। ଚଳିତ ବର୍ଷ ଏହା ଦାରିଙ୍ଗବାଡିରେ ଏହା ସର୍ବନିମ୍ମ ତାପମାତ୍ରା ରେକର୍ଡ କରାଯାଇଥିବା ଜଣାପଡିଛି। ଲୋକଙ୍କ ସୁରକ୍ଷା ଦୃଷ୍ଟିରୁ…
ସ୍ୱପ୍ନ ପାଲଟିଛି ଆବାସ ଯୋଜନା
ପାରଳାଖେମୁଣ୍ଡି, ୯। ୧୨ (ଡି.ଏନ୍.ଏ):ଜଣେ ବି କେହି ଯେମିତି କଚ୍ଚା ଘରେ ନ ରହିବେ ସେଥିପାଇଁ କେନ୍ଦ୍ର ଓ ରାଜ୍ୟ ସରକାର ବିଭିନ୍ନ ଯୋଜନା ପ୍ରଣୟନ କରିଛନ୍ତି। କେନ୍ଦ୍ରର ପ୍ରଧାନମନ୍ତ୍ରୀ ଆବାସ ଯୋଜନାଠାରୁ ଆରମ୍ଭ କରି ରାଜ୍ୟ ବିଜୁ ପକ୍କାଘର ଓ…
୪ ଦଶନ୍ଧିର ଦାବି, ହୋଇପାରୁନି ଘୁମୁସର ଜିଲା
ବ୍ରହ୍ମପୁର ଅଫିସ,୯ା୧୨:ରାଜ୍ୟରେ ନୂଆ ଜିଲା ଗଠନ ଦାବି ସମ୍ପ୍ରତି ବଢ଼ିବାରେ ଲାଗିଛି। ଆସନ୍ତା ୨୦୨୩ରେ ପଦ୍ମପୁରକୁ ଜିଲା ମାନ୍ୟତା ଦିଆଯିବ ବୋଲି ନବୀନ ପଟ୍ଟନାୟକ ସୂଚନା ଦେବା ପରେ ବିଜେଡି ଅଡ଼ୁଆରେ ପଡ଼ିଛି। ୪ ଦଶନ୍ଧିର ଦାବି ଘୁମୁସର ଜିଲା ଗଠନ…
ଆଦର ଅଛି, ମିଳୁନି ପ୍ରୋତ୍ସାହନ
କେନ୍ଦୁଝର,୯ା୧୨:ସାନ୍ତାଳମାନଙ୍କର ଲୋକନୃତ୍ୟ ଲୋକଙ୍କ ମନକୁ ଛୁଉଁଥିବା ବେଳେ ବିଭିନ୍ନ କାର୍ଯ୍ୟକ୍ରମରେ ନୃତ୍ୟ ଦେଖିବାକୁ ମିଳେ। ଆଧୁନିକତାର ଚାକଚକ୍ୟରେ ଏହି ଲୋକନୃତ୍ୟ ଏବେ ସଂଘର୍ଷ କରୁଛି। ସରକାରୀସ୍ତରରେ ପ୍ରୋତ୍ସାହନର ଅଭାବ ଯୋଗୁ ଆକର୍ଷଣ ହରାଇବାରେ ଲାଗିଛି। ପୂର୍ବରୁ ସାନ୍ତାଳୀ ବେଶଭୂଷାରେ ଏହି ନୃତ୍ୟ…
ପଦ୍ମପୁର ଉପନିର୍ବାଚନ ଫଳ ପ୍ରକାଶ ପରେ…
ବରଗଡ଼ ଅଫିସ୍,୯।୧୨: ପଦ୍ମପୁର ଉପନିର୍ବାଚନକୁ ବର୍ତ୍ତମାନ ସ୍ଥିତିରେ ଆସନ୍ତା ୨୦୨୪ ସାଧାରଣ ନିର୍ବାଚନର ସେମି ଫାଇନାଲ କୁହାଯାଉଥିଲା। ଫଳରେ ଉପନିର୍ବାଚନରେ ଏହି ଆସନକୁ ଦଖଲ କରିବା ପାଇଁ ସବୁଦଳ ଲାଗି ପଡ଼ିଥିଲେ। ଏହି କ୍ରମରେ କେନ୍ଦ୍ର ଶାସନରେ ରହିଥିବା ଭାଜପା ଏବଂ…
ପ୍ରତିଶ୍ରୁତି ମିଳୁଛି, ନିର୍ମାଣ ହେଉନି ଶିଳ୍ପ,ବନ୍ଦର
କେନ୍ଦ୍ରାପଡ଼ା ଅଫିସ, ୯ା୧୨:କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଆଖଡ଼ାଶାଳୀ ଗ୍ରାମ ନିକଟ ମହାନଦୀରେ ରାଜ୍ୟର ପ୍ରଥମ ନଦୀଭିତ୍ତିକ ବନ୍ଦର ପ୍ରତିଷ୍ଠା ହେବ। ପ୍ରଥମ ପର୍ଯ୍ୟାୟ ନିର୍ମାଣରେ ୨୧୧୦ କୋଟି ଟଙ୍କା ଖର୍ଚ୍ଚ ହେବାକୁ ଥିବା ବେଳେ ଅନୂ୍ୟନ ୧୫ ହଜାର ଲୋକ…
ଲୁଣାବାଲିରେ ଚାଲିଛି ନିର୍ମାଣ କାର୍ଯ୍ୟ
କୁଜଙ୍ଗ, ୯ା୧୨ (ଡି.ଏନ୍.ଏ.):ଜଗତ୍ସିଂହପୁର ଜିଲାର କୁଜଙ୍ଗ ବ୍ଲକ ପକ୍ଷରୁ ଯେତେସବୁ କଂକ୍ରିଟ୍ ରାସ୍ତାଘାଟ ଓ ପକ୍କା ଗୃହ ନିର୍ମାଣ ଚାଲିଛି, ସେସବୁ ଲୁଣାବାଲିରେ ହେଉଥିବା ଅଭିଯୋଗ ହେଉଛି। ଏହାକୁ ସାଧାରଣ ଲୋକ ଜାଣିବା କଷ୍ଟକର। ପାରାଦୀପଠାରୁ ୪୮ କିମି ଦୂର ପର୍ଯ୍ୟନ୍ତ…

