ମିଳିଛି ଗ୍ରୀନ୍ ସିଗ୍ନାଲ: ପୂରଣ ହେବ ଦୀର୍ଘଦିନର ସ୍ବପ୍ନ
ପୁରୁଷୋତ୍ତମପୁର,୧୮।୧୨(ଡି.ଏନ୍.ଏ.): ଗଞ୍ଜାମ ଜିଲା ପୁରୁଷୋତ୍ତମପୁରବାସୀଙ୍କ ଦୀର୍ଘଦିନର ସ୍ବପ୍ନ ପୁରଣ ହେବାକୁ ଯାଉଛି। ସହରର ମୁଖ୍ୟରାସ୍ତାରେ ଷ୍ଟ୍ରିଟଲାଇଟ ଲଗାଇବା, ନୂତନ ବସ୍ଷ୍ଟାଣ୍ଡ ନିର୍ମାଣ, ପୁରୁଷୋତ୍ତମପୁର-ବ୍ରହ୍ମପୁର ରାସ୍ତାର କାଳୀ ମନ୍ଦିର ଛକଠାରୁ ପାଣ୍ଡିଆ ଛକ ମଧ୍ୟରେ ଥିବା ବିଭିନ୍ନ ସାହି ବସ୍ତି ରାସ୍ତା ସଂକୀର୍ଣ୍ଣ…
କୋଦଳା ଏନ୍ଏସି ନିର୍ବାହୀ ଅଧିକାରିଣୀଙ୍କୁ ହାଇକୋର୍ଟଙ୍କ ଛାଟ: ବୈଠକ କରାଇ ନ ଦେବାରୁ ମାମଲା ରୁଜୁ
ବେଗୁନିଆପଡ଼ା,୧୮ା୧୨(ଡି.ଏନ୍.ଏ.): ଗଞ୍ଜାମ ଜିଲା କୋଦଳା ଏନ୍ଏସି କାଉନସିଲ ସାଧାରଣ ବୈଠକ କରାଇ ନ ଦେବା ନେଇ ଷଡ଼ଯନ୍ତ୍ର କରିଥିଲେ ନିର୍ବାହୀ ଅଧିକାରିଣୀ। ମ୍ୟୁନିସିପାଲିଟି ଆଇନ ଓ ନିୟମର ଧଜିଆ ଉଡ଼ାଇ ଅଯଥା ହସ୍ତକ୍ଷେପ କରିଥିଲେ ଏବଂ ବୈଠକକୁ ବିଧାୟକ, ଏମ୍ପିଙ୍କୁ ଉପସ୍ଥିତ…
ପୋଲିସକୁ ଖୋଲା ଚ୍ୟାଲେଞ୍ଜ: ଇନଫର୍ମର ସନ୍ଦେହରେ ଠିକାଦାରଙ୍କୁ ମାରିଲେ ମାଓବାଦୀ
ଫୁଲବାଣୀ ଅଫିସ/କୋଟଗଡ, ୧୮ା୧୨: ବିଗତ ଦିନରେ ପୋଲିସ ମାଓବାଦୀଙ୍କୁ ମାରିବା ଏବଂ ଦୁଇ ଜଣ ଆତ୍ମସମର୍ପିତ ମାଓବାଦୀଙ୍କୁ ବିବାହ ବନ୍ଧନରେ ବାନ୍ଧିବା ଘଟଣାକୁ ସହଜରେ ନେଇ ପାରି ନାହାନ୍ତି ମାଓବାଦୀ । ରବିବାର ସ୍ପଷ୍ଟ ଦିବା ଲୋକରେ ଜଣେ ଠିକାଦାର/ବଢ଼େଇଙ୍କୁ ସର୍ବ…
ଛାତ୍ରୀଙ୍କ ସନ୍ଦେହଜନକ ମୃତ୍ୟୁ, ସ୍କୁଲ କର୍ତ୍ତୃପକ୍ଷଙ୍କୁ ଦାୟୀ କଲେ ପରିବାର ଲୋକେ
ଛତ୍ରପୁର,୧୮ା୧୨(ଡି.ଏନ୍.ଏ.): ଗଞ୍ଜାମ ଜିଲା ଛତ୍ରପୁର ଥାନା ଅଧୀନ ରିକ୍କାପଲ୍ଲୀ ଆବାସିକ ବିଦ୍ୟାଳୟରେ ଛାତ୍ରୀଙ୍କ ସନ୍ଦେହଜନକ ମୃତ୍ୟୁ ହୋଇଛି। ମୃତ୍ୟୁ ଛାତ୍ରୀ ଜଣକ ହେଲେ ଛତ୍ରପୁର ଥାନା ଅଧୀନ ତରେଇପାଟପୁର ଗ୍ରାମ କୈଳାଶ ଚନ୍ଦ୍ର ବେହେରା ଝିଅ ରୋଜା ବେହେରା(୧୫) ରୋଜା ଦଶମ…
ସୁନାବେଡ଼ା ଅଭୟାରଣ୍ୟ: ସ୍ଥାନାନ୍ତର ପାଇଁ ଜଣାଇଲେ ୨ ଗାଁର ଲୋକେ
ନୂଆପଡ଼ା ଅଫିସ,୧୮।୧୨: ନୂଆପଡା ଜିଲା କୋମନା ବ୍ଲକ ଅନ୍ତର୍ଗତ ସୁନାବେଡା ଅଭୟାରଣ୍ୟରେ ବାସ କରୁଥିବା ଅନେକ ଗ୍ରାମରୁ ପ୍ରଥମ କରି ୨ ଗ୍ରାମବାସୀ ସରକାରଙ୍କ ନିୟମାନୁସାରେ ସ୍ଥାନାନ୍ତର ହେବା ପାଇଁ ଇଚ୍ଛା କରିଛନ୍ତି। ଏ ନେଇ ଗ୍ରାମବାସୀ ଲିଖିତ ଭାବେ ଜିଲାପାଳ…
ବିଜ୍ଞାପନ ପ୍ରକାଶ ନ ପାଇ ଟିଜିଟି ବିଜ୍ଞାନ ଶିକ୍ଷକ ନିଯୁକ୍ତି
ନବରଙ୍ଗପୁର,୧୮ା୧୨(ବି.ପ୍ର.): ନିଯୁକ୍ତି ପାଇଁ ଶିକ୍ଷିତ ଯୁବତୀ ଯୁବକ ଚାହିଁ ବସିଛନ୍ତି। ଜିଲାଭିତ୍ତିକ ନିଯୁକ୍ତି ନ ଥିବାରୁ ରାଜ୍ୟ ବାହାରକୁ ଶ୍ରମିକ ଭାବେ କାମ କରିବାକୁ ଯାଉଛନ୍ତି। ଏଭଳି ପରିସ୍ଥିତିରେ ନବରଙ୍ଗପୁର ଜିଲାରେ ଦୁର୍ନୀତି କରାଯାଇ ଓଡ଼ିଶା ଆଦର୍ଶ ବିଦ୍ୟାଳୟ(ଓଏଭି)ରେ ଜଣେ ମହିଳାଙ୍କୁ…
ସିନେ ନିର୍ଦ୍ଦେଶକ ପ୍ରଦୀପ ଭୋଳଙ୍କ ପରଲୋକ
ସୁନ୍ଦରଗଡ଼,୧୮ା୧୨(ଡି.ଏନ୍.ଏ.): ପ୍ରଖ୍ୟାତ ନାଟ୍ୟକାର ତଥା ଓଡ଼ିଆ ସିନେ ନିର୍ଦ୍ଦେଶକ ପ୍ରଦୀପ୍ତ ଭୋଳଙ୍କ ରବିବାର ସକାଳେ ହୃଦ୍ଘାତରେ ପରଲୋକ ଘଟିଛି। ମୃତ୍ୟୁବେଳକୁ ତାଙ୍କୁ ୫୯ ବର୍ଷ ବୟସ ହୋଇଥିଲା। ସେ ଛାତିରେ ଯନ୍ତ୍ରଣା ଅନୁଭବ କରିବାରୁ ପରିବାର ଲୋକେ ତାଙ୍କୁ ସୁନ୍ଦରଗଡ଼ ଜିଲା…
ପ୍ରଦୀପ୍ତ ପାଇଲେ ନୟାଗଡ଼ ଗୌରବ ସମ୍ମାନ
ନୟାଗଡ଼ ଅଫିସ,୧୮।୧୨: ସାମନ୍ତ ଚନ୍ଦ୍ରଶେଖର ସାଂସ୍କୃତିକ ଅନୁଷ୍ଠାନ ପକ୍ଷରୁ ଜ୍ୟୋର୍ତିବିଜ୍ଞାନୀ ପଠାଣି ସାମନ୍ତଙ୍କ ୧୮୮ ତମ ଜନ୍ମ ସ୍ମାରକୀ ନୟାଗଡ଼ ପୁରୁଣା ସହରର ଶ୍ରୀଜଗନ୍ନାଥ ମନ୍ଦିର ନିକଟସ୍ଥ ଯଦୁମଣି ମଣ୍ଡପରେ ଶୁକ୍ରବାର ଅନୁଷ୍ଠିତ ହୋଇ ଯାଇଛି । ଏଥିରେ ଭାରତ ସରକାରଙ୍କ…
ରେଳଷ୍ଟେଶନର ନବୀକରଣ ନକ୍ସା: ମତ ଲୋଡ଼ିଲେ ରେଳମନ୍ତ୍ରୀ
କଟକ ଅଫିସ,୧୮ା୧୨: କଟକ ରେଳଷ୍ଟେଶନକୁ ଅତ୍ୟାଧୁନିକ କରିବା ପାଇଁ ରେଳ ମନ୍ତ୍ରଣାଳୟ ପକ୍ଷରୁ ଯୋଜନା ପ୍ରସ୍ତୁତ ହୋଇଛି। ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କଟକ ରେଳଷ୍ଟେଶନର ପ୍ରସ୍ତାବିତ ନକ୍ସାର ୪ଟି ଫଟୋ ତାଙ୍କ ଟୁଇଟର ଆକାଉଣ୍ଟରେ ଶନିବାର ପୋଷ୍ଟ କରିବା ସହ ମତ…
୪ ଫୁଟ୍ ଉପରକୁ ଉଠିଲା ସର୍ପେଶ୍ୱର ମନ୍ଦିର
କଟକ ଅଫିସ,୧୮ା୧୨: କଟକ ଫ୍ରେଣ୍ଡସ୍ କଲୋନୀରେ ଥିବା ପ୍ରାୟ ୫୦ ବର୍ଷର ପ୍ରାଚୀନ ସର୍ପେଶ୍ୱର ଶିବ ମନ୍ଦିରକୁ ଅତ୍ୟାଧୁନିକ ଜ୍ଞାନକୌଶଳ ଉପଯୋଗରେ ଭୂମିଠାରୁ ୪ ଫୁଟ୍ ଉପରକୁ ଉଠାଯାଇଛି। ଏହି ମନ୍ଦିର ଉଠାଇବା କାର୍ଯ୍ୟ ଓଡ଼ିଶାରେ ପ୍ରଥମ ଥର ପାଇଁ ହୋଇଛି…
ପୁରୀ ସହରରେ ବ୍ୟାପିଲାଣି ଝାଡ଼ାବାନ୍ତି
ପୁରୀ ଅଫିସ,୧୮ା୧୨: ପୁରୀ ସହରରେ ଧୀରେ ଧୀରେ ଝାଡ଼ାବାନ୍ତି ବ୍ୟାପିବାକୁ ଲାଗିଲାଣି। ଗୋଟିଏ ଦିନରେ ଝାଡ଼ାବାନ୍ତିରେ ୨ଜଣଙ୍କ ଜୀବନ ନେଇଥିବା ବେଳେ ସହରବାସୀଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଛି। ଶ୍ରୀମନ୍ଦିର ପାର୍ଶ୍ୱବର୍ତ୍ତୀ ଅଞ୍ଚଳ ବିଶେଷ କରି ବାସେଳି ସାହିରେ ଝାଡ଼ାବାନ୍ତିରେ ଶୁକ୍ରବାର ଜଣେ…
ବେଆଇନ ପାର୍କିଂ ଫି’ ଆଦାୟକୁ ନେଇ ଅସନ୍ତୋଷ
ଖୋର୍ଦ୍ଧା ଅଫିସ,୧୮।୧୨: ଖୋର୍ଦ୍ଧା ପୌର ପରିଷଦ ଅନ୍ତର୍ଗତ ହାବେଳି ପଡ଼ିଆରେ ନିଉ ଥିଙ୍କିଙ୍ଗ୍ ଫୋରମ୍ ପକ୍ଷରୁ ଖୋର୍ଦ୍ଧା ମହୋତ୍ସବ ଆୟୋଜନ କରାଯାଇଛି। ଦୁଇ ବର୍ଷ ପରେ ମହୋତ୍ସବ ଆୟୋଜନ ହୋଇଥିବାରୁ ଖୋର୍ଦ୍ଧା ସମେତ ଆଖପାଖ ଅଞ୍ଚଳରୁ ଶତାଧିକ ଲୋକଙ୍କ ସମାଗମ ହେଉଛି।…

