ଶ୍ରୀକ୍ଷେତ୍ରରେ ରଥକାଠ ଅନୁକୂଳ

ପୁରୀ ଅଫିସ,୨୬।୧: ପବିତ୍ର ଶ୍ରୀପଞ୍ଚମୀ ଅବସରରେ ରଥଯାତ୍ରା ପାଇଁ ରଥକାଠ ଅନୁକୂଳ ହୋଇଛି। ଗୁରୁବାର ପରମ୍ପରା ଅନୁଯାୟୀ ରଥଖଳାରେ ୩ଟି ଧଉରା କାଠ ପୂଜାର୍ଚ୍ଚନା କରାଯାଇଛି। ଏହି କାଠରେ ନନ୍ଦିଘୋଷ, ତାଳଓ୍ବଜ ଏବଂ ଦେବଦଳନ ରଥର ଗୁଜ ଅନୁକୂଳ କରାଯିବ। ଅନ୍ୟପଟେ, ଆଜିଠାରୁ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଚାଚେରୀ ବେଶ ଅନୁଷ୍ଠିତ ହେବ।


Enter your email to get our daily news in your inbox.

All Right Reserved By Dharitri.Com

ଦାବି ପୂରଣ ନ ହେଲେ ଆନ୍ଦୋଳନ ଚେତାବନୀ

କୋକସରା,୧୭ା୧୨(ଡି.ଏନ୍‌.ଏ.): କଳାହାଣ୍ଡି ଜିଲା ଧର୍ମଗଡ଼ ବିଧାୟକ ମୋଷଧି ବାଗଙ୍କୁ ଭେଟି ଧର୍ମଗଡ଼ ଉପଖଣ୍ଡ ୩ ବ୍ଲକର ଅଙ୍ଗନଓ୍ବାଡ଼ି ଓ ପାଚିକା କର୍ମୀ ଦାବିପତ୍ର ପ୍ରଦାନ କରିଛନ୍ତି।...

ସୁନ୍ଦରଗଡ଼ରେ ଆଉ ୧୩ କରୋନା ପଜିଟିଭ ଚିହ୍ନଟ: ଜିଲାରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୫୪ ଛୁଇଁଲା

ସୁନ୍ଦରଗଡ଼, ୩୦।୫(ଡି.ଏନ୍‌.ଏ.): ସୁନ୍ଦରଗଡ଼ ଜିଲାରେ ଆଉ ୧୩ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ ୧୧ ଜଣ ପୁରୁଷ ଥିବାବେଳେ ୨ ଜଣ ମହିଳା...

୨୯ରୁ ଖୋଲିବ ବିରଜା ମନ୍ଦିର: ଜିଲାପାଳ

ଯାଜପୁର ଅଫିସ,୨୫ା୧୨: ଆସନ୍ତା ୨୯ ତାରିଖରେ ଖୋଲିବ ଯାଜପୁରର ଅଧିଷ୍ଠାତ୍ରୀ ଦେବୀ ମା’ ବିରଜାଙ୍କ ମନ୍ଦିର। ଏନେଇ ଯାଜପୁର ଜିଲାପାଳ ଚକ୍ରବର୍ତ୍ତୀ ସିଂ ରାଠୋର ଆଜି...

ବାପାଙ୍କ ପରେ ପୁଅ ଗିରଫ

ଭୁବନେଶ୍ୱର,୨।୯: ମାନବବାଦ୍‌ ସଂଗଠନର ମୁଖ୍ୟ ମାନସ ଦାସଙ୍କ ପରେ ତାଙ୍କର ପୁଅ ମନୋରଞ୍ଜନଙ୍କୁ ପୋଲିସ ଗିରଫ କରିଛି। ମାନସଙ୍କ ସହ ପୁଅ ମନୋଜଙ୍କ ନାମରେ ହତ୍ୟା...

ନନ୍ଦନକାନନରୁ ଚନ୍ଦକା ଗଲେ ୭ ହରିଣ

ବାରଙ୍ଗ,୮ା୧୨(ଡି.ଏନ୍‌.ଏ) ପ୍ରାଣୀ ଉଦ୍ୟାନ ନନ୍ଦନକାନନରୁ ଶନିବାର ୭ଟି ଚିତ୍ରାହରିଣ ଚନ୍ଦକା ଜଙ୍ଗଲରେ ଛଡ଼ାଯାଇଛି। ଚନ୍ଦକାରେ ଛଡ଼ାଯିବାର ଏହା ହେଉଛି ତୃତୀୟ ପର୍ଯ୍ୟାୟ। ଇତି ମଧ୍ୟରେ ପ୍ରାୟ...

ପ୍ରଫେସର ଅମୀୟ କୁମାର ରଥ ବିପିୟୁଟି ନୂଆ କୁଳପତି

ଭୁବନେଶ୍ୱର, ୨୪।୩(ବ୍ୟୁରୋ) – ପ୍ରଫେସର ଅମୀୟ କୁମାର ରଥ ବିଜୁ ପଟ୍ଟନାୟକ ଟେକ୍ନୋଲୋଜି ୟୁନିଭର୍ସିଟି(ବିପିୟୁଟି)ର ନୂଆ କୁଳପତି ଭାବେ ନିଯୁକ୍ତ ହୋଇଛନ୍ତି। ଏହି ନିଯୁକ୍ତିକୁ ରାଜ୍ୟପାଳ...

ଅବ୍ୟବସ୍ଥାରେ ଗୋଲଗାଁ ବିଦ୍ୟାଳୟ : ୯ ଶ୍ରେଣୀ ଗୃହରୁ ୭ ବିପଦସଙ୍କୁଳ

ନୟାଗଡ଼ ଅଫିସ,୧୩।୯ : ନୟାଗଡ଼ ଜିଲା ରଣପୁର ବ୍ଲକ  ସୁଆଁସିଆସାହି ଅଙ୍ଗନୱାଡ଼ି କେନ୍ଦ୍ରରେ ୨୦୧୨ ମସିହା ଜୁଲାଇ ୯ରେ କାନ୍ଥ ଭୁଶୁଡ଼ି ୭ ଜଣ କୋମଳମତି...

ନିଜ ପିସ୍ତଲରୁ ଗୁଳି ଫୁଟାଇ ଯୁବକଙ୍କ ଆତ୍ମହତ୍ୟା

ହିଞ୍ଜିଳିକାଟୁ,୪।୪(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ହିଞ୍ଜିଳି ଥାନା ଅଧୀନ ଗୋପୀନାଥପୁର ନିକଟ ଜାତୀୟ ରାଜପଥ ନଂ.୫୯ରେ ଥିବା ଏକ ଗ୍ୟାରେଜରେ ରବିବାର ଜଣେ ଯୁବକ ଗୁଳି ଫୁଟାଇ...

Advertisement
Archives

Model This Week