ରାଜକୁମାର, ମହିନ୍ଦ୍ରାକୁ ଫେରାଇ ଆଣିବାକୁ ଦାବି
ବାରିପଦା ଅଫିସ,୧୯ା୧୨:ମୟୂରଭଞ୍ଜ ଜିଲା ଶିମିଳିପାଳ ଅଭୟାରଣ୍ୟ ସୁରକ୍ଷାରେ ନିୟୋଜିତ କୁମକୀ(ପୋଷା) ହାତୀ ‘ଶୋଭା’ର ବ୍ୟବଚ୍ଛେଦ ପରେ ରବିବାର ବିଭାଗୀୟ ଅଧିକାରୀମାନେ ସମ୍ମାନର ସହ ଶେଷକୃତ୍ୟ ସମ୍ପନ୍ନ କରିଛନ୍ତି। ଭୁବନେଶ୍ୱର ପ୍ରମୁଖ ମୁଖ୍ୟ ବନ୍ୟପ୍ରାଣୀ ସଂରକ୍ଷକ (ପିସିସିଏଫ୍)ଙ୍କ ନିର୍ଦ୍ଦେଶ କ୍ରମେ ଶିମିଳିପାଳ ବ୍ୟାଘ୍ର…
ମାଷ୍ଟରମାଇଣ୍ଡ୍ଙ୍କ ସମେତ ୨ ଗିରଫ
ଢେଙ୍କାନାଳ ଅଫିସ/ଦେବଗଡ଼(ଡି.ଏନ୍.ଏ.), ୧୯।୧୨:ଓଡ଼ିଶାରେ ବଡ଼ଧରଣର ଜାଲନୋଟ ରାକେଟ୍ ଚାଲିଛି। ପଶ୍ଚିମରୁ କେନ୍ଦ୍ର ଓଡ଼ିଶା ଯାଏ ଲମ୍ବିଛି ଏହାର ଚେର। ଢେଙ୍କାନାଳ ସଦର ଥାନା ଭାପୁର ଫାଣ୍ଡି ରଥପଦା ଗ୍ରାମ ନିକଟରୁ ଶୁକ୍ରବାର ବିଳମ୍ବିତ ରାତିରେ ୧ ଲକ୍ଷ ୯୦ ହଜାର ୬୦୦…
ଦୁର୍ଘଟଣାରେ ଚାଲିଗଲା ସୁରକ୍ଷା ଅଧିକାରୀଙ୍କ ଜୀବନ
ସମ୍ବଲପୁର,୧୮ା୧୨(ବ୍ୟୁରୋ): ସମ୍ବଲପୁର ହୀରାକୁଦ ହିଣ୍ଡାଲକୋର ସୁରକ୍ଷା ଅଧିକାରୀ ଆଶିଷ ପଣ୍ଡାଙ୍କ ମୃତ୍ୟୁ ଘଟିଛି । ସେ ବାଇକ୍ ଯୋଗେ ଭଡା ଘରକୁ ଫେରୁଥିଲେ । ଏହି ସମୟରେ ନୂଆଁଗୁଜାତଳଠାରେ ବାଇକ୍ଟି ଏକ ବ୍ରାଉଣ୍ଡ୍ରିଂ କାନ୍ଥରେ ପିଟି ହୋଇ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଗୁରୁତର…
ଛାତ୍ରାବାସରେ ଅଘଟଣ: ନଡ଼ିଆ ଗଛରୁ ପଡ଼ି ଛାତ୍ରଙ୍କ ମୃତ୍ୟୁ
ପାରଳାଖେମୁଣ୍ଡି,୧୮।୧୨(ଡି.ଏନ୍.ଏ.): ଗଜପତି ଜିଲା କାଶୀନଗର ବ୍ଲକ ଅଧୀନ ଅଲୋଡ଼ାସ୍ଥିତ ବିଜୟାନନ୍ଦ ବିଦ୍ୟାଳୟ ଅଧୀନ ଛାତ୍ରାବାସରେ ରବିବାର ଏକ ଅଘଟଣ ଘଟିଛି। ନଡ଼ିଆ ଗଛରୁ ପଡ଼ି ଜଣେ ଛାତ୍ରଙ୍କ ମୃତ୍ୟୁ ଘଟିଥିବା ଜଣାପଡ଼ିଛି। ସେ ହେଲେ ଅଷ୍ଟମ ଶ୍ରେଣୀ ଛାତ୍ର ଆବିଆଲ କାର୍ଜୀ।…
ସ୍ତ୍ରୀଙ୍କ ତଣ୍ଟି ଚିପି ବିଲରେ ଫିଙ୍ଗିଦେଲେ
ଦିଗପହଣ୍ଡି,୧୮ା୧୨(ଡି.ଏନ୍.ଏ.): ଗଞ୍ଜାମ ଜିଲା ପାଟପୁର ଥାନା ଅଧୀନ ଜିଉରା ଗ୍ରାମରେ ସ୍ତ୍ରୀଙ୍କୁ ତଣ୍ଟିଚିପି ହତ୍ୟା ପରେ ସ୍ବାମୀ ବିଲରେ ଫିଙ୍ଗି ଦେଇଥିବା ଅଭିଯୋଗ ହୋଇଛି। ମୃତା ମହିଳା ହେଲେ ଜୟନ୍ତୀ ସାହୁ। ପୋଲିସ ରବିବାର ତାଙ୍କ ମୃତଦେହ ଜବତ କରି ବ୍ୟବଚ୍ଛେଦ…
ହଦଗଡ଼ ଅଭୟାରଣ୍ୟ ନିକଟରୁ ବେଆଇନ ଖନନ ପ୍ରସଙ୍ଗ: ଏନ୍ଜିଟିରେ ଦାଖଲ ହେଲା ତଦନ୍ତ ରିପୋର୍ଟ
କେନ୍ଦୁଝର,୧୮ା୧୨ (ସ୍ବ.ପ୍ର.): କେନ୍ଦୁଝର ଜିଲା ଆନନ୍ଦପୁର ତହସିଲ ଅନ୍ତର୍ଗତ କଣ୍ଟିଆପାଳ ମୌଜାରେ ବେଆଇନ ପଥର କ୍ୱାରୀକୁ ନେଇ ଏନ୍ଜିଟିରେ ତଦନ୍ତ ରିପୋର୍ଟ ଦାଖଲ ହୋଇଛି। ଇକୋ ସେନସିଟିଭ ଜୋନର ଚୂଡ଼ାନ୍ତ ବିଜ୍ଞପ୍ତି ନ ଆସିଲା ପର୍ଯ୍ୟନ୍ତ ଉକ୍ତ ଏରିଆରେ ଖଣି ଖନନ…
ପରୀକ୍ଷା ଚାଲିଥିବା ବେଳେ ଅସୁସ୍ଥ ହୋଇ ଛାତ୍ରୀଙ୍କ ମୃତ୍ୟୁ
କୋଲନରା,୧୭ା୧୨(ଡି.ଏନ୍.ଏ.): ରାୟଗଡ଼ା ଜିଲା କୋଲନରା ବ୍ଲକ ଅନ୍ତର୍ଗତ ବଡ଼ଖିଲାପଦର ଆଶ୍ରମ ବିଦ୍ୟାଳୟରେ ପରୀକ୍ଷା ଚାଲିଥିବାବେଳେ ଜଣେ ଛାତ୍ରୀ ଅସୁସ୍ଥ ହୋଇ ପରେ ତାଙ୍କର ମୃତ୍ୟୁ ଘଟିଛି। ସେ ହେଲେ ସବିଦ୍ୟାଳୟର ସପ୍ତମ ଶ୍ରେଣୀ ଛାତ୍ରୀ ପିଙ୍କି ହିକ୍କା(୧୩)। ସୂଚନା ଅନୁଯାୟୀ, ପିଙ୍କିଙ୍କ…
ନାବାଳିକା ବଳାତ୍କାର: ଅଭିଯୁକ୍ତଙ୍କ ସହ ଧରାପଡ଼ିଲେ ୨ ସହଯୋଗୀ
ପାଟଣାଗଡ଼,୧୮ା୧୨(ଡି.ଏନ୍.ଏ.): ବଲାଙ୍ଗୀର ଜିଲା ପାଟଣାଗଡ଼ ଥାନା ଝୁଲେନବର ଅଞ୍ଚଳରେ ଜଣେ ନାବାଳିକାଙ୍କୁ ବଳାତ୍କାର କରାଯାଇଥିବା ଅଭିଯୋଗ ହୋଇଛି। ପୋଲିସ ଅଭିଯୋଗକୁ ଭିତ୍ତି କରି ଘଟଣାର ତଦନ୍ତ ପରେ ମୁଖ୍ୟ ଅଭିଯୁକ୍ତ ପାଟଣାଗଡ ବଡପଡାର ରାଜା ମାଝି ଏବଂ ସହଯୋଗ କରିଥିବା ବିକାଶ…
ଲମ୍ପି ସଂକ୍ରମଣ ରୋକିବାକୁ ଟିକାକରଣ
ଆରଡ଼ି,୧୮।୧୨(ଡି.ଏନ୍.ଏ.): ଭଦ୍ରକ ଜିଲା ଧୂଷୁରୀ ଥାନା ଅଧୀନ ଆରଡ଼ି, ସୁନ୍ଦରପୁର, ନାନ୍ଦପୁର ଏବଂ ଓଳଗ ୪ ପଞ୍ଚାୟତରେ ଗୋରୁଙ୍କୁ ଲମ୍ପି ସଂକ୍ରମଣ ବଢ଼ି ଚାଲିଛି। ଏ ସଂକ୍ରାନ୍ତରେ ଗତ ୧୦ ତାରିଖରେ ‘ବଢ଼ି ଚାଲିଛି ଲମ୍ପି ସଂକ୍ରମଣ’ ଶୀର୍ଷକ ଖବର ଧରିତ୍ରୀରେ…
ଲଭର୍ସ ପଏଣ୍ଟରେ ବୁଡ଼ି ଯାଇଥିଲେ ୨ ପର୍ଯ୍ୟଟକ, ଉଦ୍ଧାର କଲେ ଗ୍ରାମବାସୀ
ଦାରିଙ୍ଗବାଡି, ୧୮।୧୨(ଡି.ଏନ.ଏ): ଓଡ଼ିଶାର କଶ୍ମୀରୀ ଦାରିଙ୍ଗବାଡିରେ ଲଭର୍ସ ପଏଣ୍ଟ ଡଡୁବାଡ଼ା ନଦୀରେ ପୁରୀରୁ ଆସିଥିବା ଦୁଇ ପର୍ଯ୍ୟଟକ ପାଣିରେ ବୁଡ଼ି ଯାଇଥିଲେ। ସ୍ଥାନୀୟ ଲୋକ ନଦୀରୁ ୨ଜଣଙ୍କୁ ଉଦ୍ଧାର କରିଥିଲେ। ସୂଚନା ମୁତାବକ, ରବିବାର ଥିବାରୁ ଓଡ଼ିଶାର କଶ୍ମୀର ଦାରିଙ୍ଗବାଡିରେ ରହିଥିବା…
ଧାନବିଲ ପୋଡ଼ି ବାୟୁକୁ କରୁଛି ପ୍ରଦୂଷଣ
କେନ୍ଦୁଝର,୧୮ା୧୨(ସ୍ବ.ପ୍ର.): ଚାଷ କାମ ସରିଲା। ଧାନ ଫସଲ ଅମଳ ସରିଲା। ଏବେ ବିଲ ଖାଁ ଖାଁ ହୋଇପଡ଼ିଛି। କିନ୍ତୁ ବିଲରେ ଜମା ହୋଇଥିବା ଧାନ ଗଛର ମୂଳ, ଧାନ ଅମଳ ପରେ ରହିଯାଉଥିବା କୁଟାକୁ ସଠିକ୍ ଭାବରେ ପରିଚାଳନା କରାଯାଇ ପାରୁ…
ଆଲୋକିତ ହେଲା ପଦ୍ମଶ୍ରୀଙ୍କ ଘର
କେନ୍ଦୁଝର,୧୮ା୧୨(ସ୍ବ.ପ୍ର.): ବାଂଶପାଳ ବ୍ଲକ ତଳବୈତରଣୀ ଗ୍ରାମରେ ରହୁଥିବା ପଦ୍ମଶ୍ରୀ ଦୈତାରୀ ନାଏକଙ୍କ ଘର ଆଲୋକିତ ହେଲା। ଦୀର୍ଘ ଏକ ମାସ ଧରି ବିଦ୍ୟୁତ୍ କାଟ୍ ଯୋଗୁ ଅନ୍ଧାରରେ ରାତି କାଟୁଥିଲେ ଦୈତାରୀଙ୍କ ପରିବାର। ଏହାକୁ ନେଇ ଧରିତ୍ରୀରେ ଶନିବାର ‘ଅନ୍ଧାରରେ ପଦ୍ମଶ୍ରୀଙ୍କ…

