ଟ୍ରାକ୍ଟର ଡ୍ରାଇଭରକୁ ଗୁଳି କରି ହତ୍ୟା, କାରଣ ଅସ୍ପଷ୍ଟ
ନୟାଗଡ଼ ଅଫିସ,୨୨।୯: ନୟାଗଡ଼ ଜିଲା ଗଣିଆ ଥାନାର ରାସଙ୍ଗ ଜଙ୍ଗଲରେ ଗୁରୁବାର ଜଣେ ଟ୍ରାକ୍ଟର ଡ୍ରାଇଭରକୁ ଗୁଳି କରି ହତ୍ୟା କରାଯାଇଛି। ସେ ହେଲେ ରାସଙ୍ଗ ଗ୍ରାମର ରଜତ କୁମାର ରାଉତ(୨୬)। ତେବେ ରାଜତଙ୍କୁ କିଏ ଓ କାହିଁକି ହତ୍ୟା କରିଛି…
ଦୁର୍ନୀତି ବିରୋଧରେ ସ୍ବର ଉତ୍ତୋଳନ କଲେ ଅବସରପ୍ରାପ୍ତ ଶିକ୍ଷକ
କେନ୍ଦୁଝର,୨୨ା୯(ସ୍ବ.ପ୍ର.): ଅବସରପ୍ରାପ୍ତ, କାର୍ଯ୍ୟରତ ମାଧ୍ୟମିକ ଶିକ୍ଷକ ଓ କର୍ମଚାରୀଙ୍କ ପକ୍ଷରୁ କେନ୍ଦୁଝର ଜିଲା ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟରେ ଚାଲିଥିବା ଦୁର୍ନୀତି ବିରୋଧରେ କେନ୍ଦୁଝର ଜିଲାପାଳଙ୍କୁ ଗୁରୁବାର ଦାବିପତ୍ର ପ୍ରଦାନ କରାଯାଇଛି। ଦୀର୍ଘ ବର୍ଷ ଧରି ରହିଥିବା କର୍ମଚାରୀ ତଥା ଅଧିକାରୀଙ୍କୁ ବିଦା କରିବାକୁ…
ସିଡିଏମ୍ଓଙ୍କ ବଦଳି
କେନ୍ଦୁଝର,୨୨ା୯(ସ୍ବ.ପ୍ର.): କେନ୍ଦୁଝର ସିଡିଏମ୍ଓ ଡାକ୍ତର ସୁଜାତା ରାଣୀ ମିଶ୍ରଙ୍କ ଗୁରୁବାର ବଦଳି ହୋଇଛି। ନବରଙ୍ଗପୁର ଜିଲା ମୁଖ୍ୟ ଚିକିତ୍ସାଳୟକୁ ତାଙ୍କର ବଦଳି ହୋଇଛି। ବରିଷ୍ଠ ଶିଶୁ ବିଶେଷଙ୍କ ଡାକ୍ତର କିଶୋର ଚନ୍ଦ୍ର ତ୍ରିପାଠୀଙ୍କୁ କେନ୍ଦୁଝର ସିଡିଏମଓ ଭାବରେ ଅବସ୍ଥାପିତ କରାଯାଇଛି। ସ୍ବାସ୍ଥ୍ୟ…
ବିପୁଳ ପରିମାଣର ବିସ୍ଫୋରକ ସାମଗ୍ରୀ ଜବତ
କୋରାପୁଟ,୨୨ା୯(ସ୍ବ.ପ୍ର.): ମାଛକୁଣ୍ଡ ଅଞ୍ଚଳରୁ ବିପୁଳ ପରିମାଣର ମାଓବାଦୀ ବିସ୍ଫୋରକ ସାମଗ୍ରୀ ସମେତ ନଗଦ ଟଙ୍କା ଜବତ ହୋଇଛି। କୋରାପୁଟ ପୋଲିସକୁ ମାଓବାଦୀ ମୁକାବିଲା କ୍ଷେତ୍ରରେ ଏକ ବଡ଼ଧରଣର ସଫଳତା ମିଳିଛି। ସୂଚନାନୁଯାୟୀ ଏସ୍ଓଜି ଓ ଡିଭିଏଫ୍ ପକ୍ଷରୁ କୋରାପୁଟ ଜିଲା ମାଛକୁଣ୍ଡ…
ବେଆଇନ ନିର୍ମାଣ ଉଚ୍ଛେଦ
ପାଟଣା,୨୨ା୯(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ତହସିଲ ଅନ୍ତର୍ଗତ ଦେଇ କେନ୍ଦେଇପଶିରୁ ପାଟଣା ମୁଖ୍ୟାଳୟକୁ ସଂଯୋଗ କରୁଥିବା ରାଜ୍ୟ ରାଜପଥ ସଂପ୍ରସାରଣ ପାଇଁ ଗୁରୁବାର ଟାଙ୍ଗରପଡ଼ା ବଜାର ରାସ୍ତର ଦୁଇ ପାର୍ଶ୍ୱରେ ଜବରଦଖଲ କରିଥିବା ଦୋକାନକୁ ଜେସିବି ଲଗାଇ ଭାଙ୍ଗି ଦିଆଯିବା ସହ…
ମାଫିଆଙ୍କ ଚରାଭୂଇଁ ପାଲଟିଛି ଖୋର୍ଦ୍ଧା ସହର: ୫ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କାର ବ୍ରାଉନସୁଗାର ଜବତ, ୪ ଗିରଫ
ଖୋର୍ଦ୍ଧା ଅଫିସ,୨୨ା୯: ଖୋର୍ଦ୍ଧାରେ ଦିନକୁ ଦିନ ବଢ଼ିଚାଲିଛି ବ୍ରାଉନସୁଗାର କାରବାର। ବାରମ୍ବାର ଚଢ଼ାଉ ସତ୍ତ୍ୱେ ଥମିବାର ନାଁ ଧରୁନି। ଯେତିକି ଧରା ହେଉଛି, ସେତିକି ବଢୁଛି। ବ୍ରାଉନସୁଗାର ମାଫିଆଙ୍କ ଚରାଭୂଇଁ ପାଲଟିଛି ଖୋର୍ଦ୍ଧା ସହର। ଗୁରୁବାର ଖୋର୍ଦ୍ଧା ଟାଉନ ଥାନା ପୋଲିସକୁ…
ମାଲକାନଗିରିରେ ଅଜଣା ରୋଗରେ ଆଉ ଜଣଙ୍କର ଜୀବନଗଲା
ମାଲକାନଗିରି,୨୨ା୯(ଡି.ଏନ୍.ଏ.): ମାଲକାନଗିରି ଜିଲା ମାଥିଲି ବ୍ଲକ ସାଲିମି ପଞ୍ଚାୟତ ଅନ୍ତର୍ଗତ ହଳଦୀକୁଣ୍ଡ ଗ୍ରାମରେ ବୁଧବାର ରାତିରେ ଆଉ ଜଣେ ଯୁବକଙ୍କ ଅଜଣା ରୋଗରେ ମୃତ୍ୟୁ ଘଟିଛି। ମୃତ ଯୁବକଙ୍କ ନାମ ଲକ୍ଷ୍ମା ମାଡକାମୀ(୨୨)। ଲକ୍ଷ୍ମା ଗତ ୧୩ ତାରିଖରେ ମାଲକାନଗିରି ସଦରମହକୁମା…
ଶ୍ରୀମନ୍ଦିର ପ୍ରଶାସନିକ କୋଠାର ଉଚ୍ଚତା ବଢ଼ାଇବାକୁ ଚିଠି
ପୁରୀ ଅଫିସ,୨୨।୯: ଶ୍ରୀମନ୍ଦିର ପ୍ରଶାସନିକ କୋଠାର ଉଚ୍ଚତା ବଢ଼ାଇବା ପାଇଁ ପ୍ରସ୍ତାବ ରଖିଛି ଶ୍ରୀମନ୍ଦିର ପ୍ରଶାସନ। ଏ ନେଇ ରାଜ୍ୟ ସରକାରଙ୍କ ସଂସ୍କୃତି ବିଭାଗ ମାଧ୍ୟମରେ ଜାତୀୟ କୀର୍ତ୍ତିରାଜି କର୍ତ୍ତୃପକ୍ଷ(ଏନ୍ଏମ୍ଏ)ଙ୍କୁ ବୁଧବାର ଏକ ଚିଠି ଲେଖାଯାଇଛି। ଶ୍ରୀମନ୍ଦିରର ନିୟନ୍ତ୍ରଣାଧୀନ ଅଞ୍ଚଳରେ ନିର୍ମାଣ…
ଚାଉଳ ଫେରାଉ ନାହାନ୍ତି ମିଲର
ନୟାଗଡ଼ ଅଫିସ,୨୨।୯: ମଣ୍ଡିରୁ ଧାନ କିଣିବାକୁ ମିଲର ଆଗ୍ରହୀ ଥିବାବେଳେ ଚାଉଳ ଫେରାଇବାକୁ ପଛଘୁଞ୍ଚା ହେଉଛନ୍ତି। ଅବଧି ଶେଷ ହେବାକୁ ୯ ଦିନ ଥିବାବେଳେ ମିଲର ମାନେ ଏଯାବତ ୮୧.୬୧ ପ୍ରତିଶତ ଚାଉଳ ଫେରାଇଛନ୍ତି । ତେବେ ଯୋଗାଣ ବିଭାଗ ମିଲରଙ୍କୁ…
୫-ଟି ସ୍କୁଲରେ ଜମୁଛି ପାଣି
ବାଲିଅନ୍ତା,୨୨।୯(ଡି.ଏନ୍.ଏ.): ବାଲିଅନ୍ତା ହାଇସ୍କୁଲକୁ ୫-ଟି ଅଧୀନରେ ରୂପାନ୍ତରଣ କରାଯାଇଛି। କିନ୍ତୁ ବିଦ୍ୟାଳୟ ପରିସର ଓ ପ୍ରବେଶ ପଥ ଅସରାଏ ବର୍ଷା ପାଣିରେ ଜଳମଗ୍ନ ହୋଇପଡୁଛି। ବୁଧବାର ଲଘୁଚାପ ଜନିତ ଲଗାଣ ବର୍ଷାରେ ବିଦ୍ୟାଳୟ ପରିସରରେ ପାଣି ଜମି ରହିଥିଲା। ଫଳରେ ଛାତ୍ରୀଛାତ୍ରଙ୍କୁ…
ପ୍ରତିଶ୍ରୁତିରେ ଅଟକିଛି ବିଶୁଦ୍ଧ ଜଳ ଯୋଗାଣ ପ୍ରକଳ୍ପ
କେନ୍ଦ୍ରାପଡ଼ା ଅଫିସ, ୨୨ା୯: ମଣିଷ ପାଇଁ ବିଶୁଦ୍ଧ ଜଳ ଆବଶ୍ୟକ । ରାଜ୍ୟ ଓ କେନ୍ଦ୍ର ସରକାର ଏନେଇ ତପତ୍ର ଅଛନ୍ତି। ହର ଘର ପାନି, ବସୁଧା, ଜଳ ଜୀବନ ମିଶନ ଆଦି ଯୋଜନା ପ୍ରଣୟନ କରାଯାଇ ପାନୀୟ ଜଳ ସଙ୍କଟର…
ପଟ୍ଟାମୁଣ୍ଡାଇରେ ବୃଦ୍ଧି ପାଉଛି ନକଲି ଔଷଧ କାରବାର
ପଟ୍ଟାମୁଣ୍ଡାଇ,୨୨ା୯(ସ୍ବ.ପ୍ର.): କେନ୍ଦ୍ରାପଡ଼ା ଜିଲା ଭେଷଜ ନିୟନ୍ତ୍ରକଙ୍କ ବିଭାଗର ଅଧିକାରୀ ପଟ୍ଟାମୁଣ୍ଡାଇ ଅଞ୍ଚଳ ପାଇଁ ଏକ ପ୍ରକାର ନୀରବତା ଅବଲମ୍ବନ କରିଛନ୍ତି। ଏହି ବିଭାଗ ସମ୍ପ୍ରତି ଅସାଧୁ ଔଷଧ ବ୍ୟବସାୟୀଙ୍କ ପାଖରେ ବନ୍ଧାପଡିଥିବା ଅଭିଯୋଗ ହେଉଛି। କେନ୍ଦ୍ରାପଡ଼ା ଜିଲା ଭେଷଜ ନିରୀକ୍ଷକ ନୀରବଦ୍ରଷ୍ଟା…
Archives


