ଗୋଡଭଙ୍ଗା ଘାଟିରେ କାର୍କୁ ଧକ୍କା ଦେଲା ବସ୍
ଠାକୁରମୁଣ୍ଡା, ୨।୧ (ଡି.ଏନ.ଏ.): ମୟୂରଭଞ୍ଜ ଜିଲା ଠାକୁରମୁଣ୍ଡା-ଆନନ୍ଦପୁର ୫୩ ନମ୍ବର ରାଜ୍ୟ ରାଜପଥ ଗୋଡ଼ଭଙ୍ଗା ଘାଟି ବାଙ୍କ ରାସ୍ତାରେ ସୋମବାର ସକାଳେ ଏକ ବସ୍-କାର୍ ମଧ୍ୟରେ ଧକ୍କା ହୋଇଛି। ଦୁର୍ଘଟଣା ପରେ ବସ୍ଟି ଘଟଣାସ୍ଥଳରୁ ଖସି ପଳାଇଥିବା ବେଳେ କାର୍ଟି ଭାଙ୍ଗିରୁଜି…
ଯୁବକଙ୍କୁ ଦଳିଦେଲା ଦନ୍ତା
ଝୁମ୍ପୁରା/ଚମ୍ପୁଆ,୨ା୧(ଡି.ଏନ.ଏ): କେନ୍ଦୁଝର ଜିଲା ଚମ୍ପୁଆ ରେଞ୍ଜ, ବାଲିବନ୍ଧ ଫରେଷ୍ଟ ସେକ୍ସନ ନିଶ୍ଚିନ୍ତପୁର ଗ୍ରାମ ଜଙ୍ଗଲରେ ଜଣେ ଯୁବକଙ୍କୁ ଦନ୍ତା ଦଳିଦେଇଛି। ଫଳରେ ଯୁବକଙ୍କ ମୃତ୍ୟୁ ଘଟିଛି। ମୃତକ ଜଣକ ହେଲେ ଗ୍ରାମର ଭୀମ ମୁଣ୍ଡା (୪୫)। ମୃତକଙ୍କ ପରିବାରଙ୍କୁ ସମସ୍ତ ସହାୟତା…
ଟୋକିମରା, ଧାଙ୍ଗଡି ଦୋଳା ପରବ ଉଦ୍ଯାପିତ: ନାଚ, ଗୀତରେ ଝୁମିଲେ ଆଦିବାସୀ
କୋକସରା,୨ା୧(ଡି.ଏନ.ଏ.): କଳାହାଣ୍ଡି ଜିଲା କୋକସରା ବ୍ଲକ ଗମ୍ଭାରୀଗୁଡା ପଞ୍ଚାୟତ ଓଲମା ଗ୍ରାମରେ ଦୀର୍ଘ ୧୨ ବର୍ଷ ପରେ ପୁଣି ଥରେ ଦୁଇଦିନିଆ ଟୋକିମରା ଓ ଧାଙ୍ଗଡି ଦୋଳା ପରବ ମହାସମାରୋହରେ ପାଳିତ ହୋଇଯାଇଛି। ଟୋକିମରା ପରବ ପାଇଁ ବିଗତ ସପ୍ତାହେ ଧରି…
ମହିଳାଙ୍କ ଶାଢ଼ୀ ଟାଣି ଯୁବକଙ୍କୁ ମାଡ଼: ସମିତି ସଭ୍ୟଙ୍କ ନାମରେ ମାମଲା
ବଡ଼ଗାଁ,୨।୧(ଡି.ଏନ୍.ଏ.): ସୁନ୍ଦରଗଡ଼ ଜିଲା ବଡ଼ଗାଁ ଥାନା ଅନ୍ତର୍ଗତ ଟିମନା ଗ୍ରାମର ଚାଟଲି ପାହାଡ଼ ତଳେ ରବିବାର ସାରେ ସ୍ଥାନୀୟ ସମିତି ସଭ୍ୟ ସଞ୍ଜୟ ଗନ୍ଧାଙ୍କ ସହିତ ୧୨ଯୁବକ ଜଣେ ଯୁବକଙ୍କୁ ମାଡ଼ ମାରିବା ଓ ତନ୍ମଧ୍ୟରୁ କେତେକ ଯୁବକ ଜଣେ ମହିଳାଙ୍କ…
ବାଇକ୍କୁ ଧକ୍କା ଦେଇ ୬ ଫୁଟ ତଳକୁ ଖସିଲା କାର୍: ଜଣେ ମୃତ, ୪ ଆହତ
ଦିଗପହଣ୍ଡି,୨ା୧(ଡି.ଏନ.ଏ.): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପୋଡ଼ାମାରି ପଞ୍ଚାୟତ ରାଜନପଲ୍ଲୀ ଗ୍ରାମ ନିକଟ ୩୨୬ନଂ. ଜାତୀୟ ରାଜପଥରେ ଏକ ବାଇକ୍କୁ କାର ଧକ୍କା ଦେଇ ୬ ଫୁଟ ତଳକୁ ଖସି ପଡ଼ିଛି। ସୋମବାର ଏହି ଦୁର୍ଘଟଣା ଘଟିଛି। ଏଥିରେ ବାଇକ୍ ଚାଳକଙ୍କ…
ନିଜ କଲେଜ ବସ୍ ଧକ୍କାରେ ଚାଲିଗଲା କର୍ମଚାରୀଙ୍କ ଜୀବନ
ବ୍ରହ୍ମପୁର ଅଫିସ,୨ା୧- ୧୬ ନମ୍ବର ଜାତୀୟ ରାଜପଥ ହଳଦିଆପଦର ବାଇପାସ ନିକଟରେ ସୋମବାର ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି। କଲେଜ ବସ୍ ଧକ୍କାରେ ଉକ୍ତ କଲେଜର ଜଣେ କର୍ମଚାରୀଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ପୁରୁଷୋତ୍ତମପୁର ଥାନା ଅଧୀନ ଜାମୁନି…
ମାସେ ହେଲା ନଳକୂପ ଅଚଳ, ନଦୀପାଣି ଉପରେ ଭରସା
ଆନନ୍ଦପୁର/କଣ୍ଟିପାଳ,୨।୧(ସ୍ବ.ପ୍ର./ଡି.ଏନ୍.ଏ.): କେନ୍ଦୁଝର ଜିଲା ଆନନ୍ଦପୁର ବ୍ଲକ ଅଧୀନ କଣ୍ଟିପାଳ ପଞ୍ଚାୟତ ବରବେଡ଼ା ସାହିରେ ପାନୀୟ ଜଳ ସଙ୍କଟ ଦେଖାଦେଇଛି। ସର୍ବସାଧାରଣରେ ବ୍ୟବହାର ପାଇଁ ଥିବା ନଳକୂପ ମାସେ ହେଲା ଅଚଳ ହୋଇପଡିଛି। ନୂଆ ନଳକୂଅର ଖୋଳା କାର୍ଯ୍ୟ ୨ମାସ ହେବ ଶେଷ…
ଚଳନ୍ତା ମାଲବାହୀ ଗାଡ଼ିରେ ଲାଗିଲା ନିଆଁ
ବାଲେଶ୍ବର ଅଫିସ ୨।୧: ବାଲେଶ୍ବର ଜିଲା ବସ୍ତା ଥାନା ୬୦ ନମ୍ବର ଜାତୀୟ ରାଜପଥ ଟୋଲଗେଟ ଛକ ନିକଟରେ ସୋମବାର ପୂର୍ବାହ୍ନରେ ଏକ ଚଳନ୍ତା ମାଲବାହୀ ଗାଡ଼ିରେ ନିଆଁ ଲାଗିଯାଇଥିଲା। ଏଥିରେ ଚାଳକ ଅଳ୍ପକେ ବର୍ତ୍ତିଯାଇଛନ୍ତି । ଉକ୍ତ ମାଲବାହୀ ଗାଡ଼ିଟି…
ଆମ୍ବୁଲାନ୍ସ ଧକ୍କାରେ ସ୍ବାମୀ ମୃତ, ସ୍ତ୍ରୀ ଗୁରୁତର
ସୋରଡ଼ା,୨ା୧(ଡି.ଏନ୍.ଏ.): ଗଞ୍ଜାମ ଜିଲା ସୋରଡ଼ା ବଡ଼ଗଡ଼ ରାସ୍ତା ଖରିଗୁଡା ଛକରେ ସୋମବାର ମଧ୍ୟାହ୍ନରେ ୧୦୨ ଅମ୍ବୁଲାନ୍ସ ଦମ୍ପତିଙ୍କୁ ଧକ୍କା ଦେବାରୁ ସ୍ବାମୀଙ୍କ ମୃତ୍ୟୁ ହୋଇଥିବା ବେଳେ ସ୍ତ୍ରୀ ଗୁରୁତର ହୋଇଛନ୍ତି। ସ୍ତ୍ରୀଙ୍କୁ ଗୁରୁତର ଅବସ୍ଥାରେ ପ୍ରଥମେ ସୋରଡ଼ା ସରକାରୀ ଡାକ୍ତରଖାନା ପରେ…
କେଲିଆ ଶୈବପୀଠ, ପାର୍ବତୀ ଗୁମ୍ଫା
ଡାବୁଗାଁ, ୨।୧ (ଡି.ଏନ୍.ଏ.):ଶୀତଋତୁ ଆସିଲେ ପର୍ଯ୍ୟଟନସ୍ଥଳୀଗୁଡ଼ିକ ହୋଇଯାଏ ବେଶ୍ ଗହଳିଚହଳି। ପ୍ରାକୃତିକ ପରିବେଶ ଭରା ସ୍ଥାନରେ ବେଶ୍ ଭିଡ଼ ଜମେ। ସ୍ଥାନୀୟ ଲୋକଙ୍କ ସହିତ ପଡ଼ୋଶୀ ଜିଲା ଓ ରାଜ୍ୟର ଲୋକେ ସେଠାକୁ ପିକ୍ନିକ୍ କରିବାକୁ ଆସିଥାନ୍ତି। ଏପରି ଏକ ସ୍ଥାନ…
ଲୋକକଳାକୁ ବଞ୍ଚାଇ ରଖିଛି ପଏଁରୀ
ସୋନପୁର,୨।୧(ନି.ପ୍ର.):ସୁବର୍ଣ୍ଣପୁର ଜିଲାର ଲୋକକଳା ଗବେଷଣା କେନ୍ଦ୍ର ତଥା ଅଗ୍ରଣୀ ସାଂସ୍କୃତିକ ଅନୁଷ୍ଠାନ ପଏଁରୀ ପକ୍ଷରୁ ନବବର୍ଷ ଅବସରରେ ପଏଁରୀ ତିହାର-୨୩ ଭୀମ ଭୋଇ କଳା ମଣ୍ଡପରେ ରବିବାର ଉଦ୍ଘାଟିତ ହୋଇଯାଇଛି। ଏହା ତିନି ଦିନ ଧରି ଚାଲିବ। ପୂର୍ବାହ୍ନରେ ଅନୁଷ୍ଠାନର କଳାକାର,…
ଆଜି ମିନାଝୋଲାରୁ ଶୁଭାରମ୍ଭ ହେବ ‘ଚଇତି’
ଚନ୍ଦ୍ରପୁର,୨ା୧(ଡି.ଏନ୍.ଏ.):ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରପୁର ରାୟଗଡ଼ା ଜିଲାର ଚନ୍ଦ୍ରପୁର ବ୍ଲକ। ସେହିପରି ହନୁମନ୍ତପୁର ପଞ୍ଚାୟତ ଟାପୁରୁକୁପୁଡ଼ା ଠାରେ ରହିଥିବା ପର୍ଯ୍ୟଟନସ୍ଥଳୀ ମିନାଝୋଲା ପାଇଁ ଅଞ୍ଚଳ ପ୍ରସିଦ୍ଧ। ଚିରସ୍ରୋତା ବଂଶଧାରା, ଫଳଫଳିଆ, ଚାଉଳଧୂଆ ନଦୀର ଏହା ମିଳନସ୍ଥଳ। ଏଥିପାଇଁ ଏହି ସ୍ଥାନ ତ୍ରିବେଣୀ ସଙ୍ଗମ…

