ଡମପଡ଼ା-ଚନ୍ଦକା ବନ ବିଭାଗ ପକ୍ଷରୁ ପକ୍ଷୀ ଗଣନା: ୩୧ ପ୍ରଜାତିର ୧୯,୧୦୯ ବିଦେଶୀ ପକ୍ଷୀ ଚିହ୍ନଟ
ବାଙ୍କୀ,୧୨ା୧(ସ୍ବ.ପ୍ର.): ଡମପଡ଼ା, ଚନ୍ଦକା ବନ ବିଭାଗ ପକ୍ଷରୁ ବୁଧବାର ବାଙ୍କୀ-ଡମପଡ଼ା ରେଞ୍ଜର ଜାରିଆପାଟ, ପାଥପୁର, ଅରାଚଣ୍ଡୀ ପାଟ ଓ ମହାନଦୀ ଭଳି ୨୭ଟି ସ୍ଥାନରେ ପକ୍ଷୀ ଗଣନା କାର୍ଯ୍ୟ ସମ୍ପନ୍ନ ହୋଇଛି। ଏହି କାର୍ଯ୍ୟରେ ବନ ବିଭାଗ ପକ୍ଷରୁ ୧୨ଟି ୟୁନିଟ୍ରେ…
ରିଭର୍ସ ସ୍ପିଡ୍ ପେଣ୍ଟିଂ ମାଧ୍ୟମରେ ବିଶ୍ୱକପ୍ର ଶୁଭେଚ୍ଛା ଜଣାଇଲେ ଆୟୁଷ
ପୁରୀ ଅଫିସ, ୧୨ା୧: ବୁଧବାରଠାରୁ ହକି ବିଶ୍ୱକପ୍ ଆରମ୍ଭ ହୋଇଛି। ଏହି ପରିପ୍ରେକ୍ଷୀରେ ସାରା ଦେଶରେ ଉତ୍ସାହର ମାହୋଲ ଦେଖିବାକୁ ମିଳିଛି। ପୁରୀର ଚିତ୍ରଶିଳ୍ପୀ ଆୟୁଷ ମହାପାତ୍ର ଓଲଟା ବା ରିଭର୍ସ ସ୍ପିଡ୍ ପେଣ୍ଟିଂ କରି ବିଶ୍ୱକପ୍ର ଶୁଭେଛା ଜଣାଇଛନ୍ତି। ଓଡ଼ିଶାର…
ଟ୍ରକ୍ ଧର୍ମଘଟ ପ୍ରତ୍ୟାହୃତ
କଟକ ଅଫିସ, ୧୨ା୧: ଓଡ଼ିଶା ରାଜ୍ୟ ଟ୍ରକ୍ ମାଲିକ ମହାସଂଘ ପକ୍ଷରୁ ୧୧ ତାରିଖ ମଧ୍ୟରାତ୍ରିରୁ ହେବାକୁ ଥିବା ଟ୍ରକ୍ ଧର୍ମଘଟ ପ୍ରତ୍ୟାହୃତ ହୋଇଛି। ପରିବହନ ବିଭାଗ ପ୍ରମୁଖ ସଚିବ ଉଷା ପାଢୀଙ୍କ ସହ ଆଲୋଚନା ଓ ରାଜ୍ୟରେ ପୁରୁଷ ହକି…
ମହାପ୍ରଭୁଙ୍କ ଶ୍ରୀଅଙ୍ଗ ସୁରକ୍ଷା ନେଇ ଦ୍ୱନ୍ଦ୍ୱ
ପୁରୀ ଅଫିସ, ୧୨।୧: ଶ୍ରୀମନ୍ଦିରରେ ଅସରପା ଓ ମୂଷାଙ୍କ ଉତ୍ପାତ ଯୋଗୁ ଶ୍ରୀବିଗ୍ରହଙ୍କ ଶ୍ରୀଅଙ୍ଗ ପ୍ରତି ବିପଦ ସୃଷ୍ଟି ହୋଇଥିବା ଆଶଙ୍କା ଦେଖାଦେଇଛି। ଏନେଇ କେତେଜଣ ସେବାୟତ ଅଭିଯୋଗ ଆଣିବା ସହ ଉଦ୍ବେଗ ପ୍ରକାଶ କରିଛନ୍ତି। ଗର୍ଭଗୃହରେ ଅନ୍ଧାରର ସୁଯୋଗ ନେଇ…
ସହରରେ ବଢୁଛି ଚୋରି
କେନ୍ଦୁଝର,୧୧ା୧(ସ୍ବ.ପ୍ର.): କେନ୍ଦୁଝର ସହରରେ କିଛି ଦିନ ଚୋରମାନଙ୍କର ପ୍ରାଦୁର୍ଭାବ ବୃଦ୍ଧିି ପାଇବାରେ ଲାଗିଥିବାରୁ ସହରବାସୀ ଚିନ୍ତା ବ୍ୟକ୍ତ କରିଛନ୍ତି। କେତେକ ବ୍ୟବସାୟୀ ସିିସିଟିଭି କ୍ୟାମେରାରେ କଏଦ ହୋଇଥିବା ଭିଡିଓ କ୍ଲିପ୍କୁ ନେଇ ଚୋରଙ୍କୁ ଧରିବାକୁ ଦାବି କରିଛନ୍ତି। ମାଗୁରଗାଡ଼ିଆରେ ଏକ ଲୁହା…
କେନ୍ଦୁଝର ସରକାରୀ ମେଡିକାଲ କଲେଜ ଆଣ୍ଡ୍ ହସ୍ପିଟାଲର ନାମ ବଦଳିଲା
କେନ୍ଦୁଝର,୧୧ା୧(ସ୍ବ.ପ୍ର.): କେନ୍ଦୁଝରସ୍ଥିତ ସରକାରୀ ମେଡିକାଲ କଲେଜ ଆଣ୍ଡ୍ ହସ୍ପିଟାଲର ନାମ ବଦଳି ଧରଣୀଧର ମେଡିକାଲ କଲେଜ ଆଣ୍ଡ୍ ହସ୍ପିଟାଲ ନାମରେ ନାମିତ କରାଯାଇଛି। ରାଜ୍ୟ ସରକାରଙ୍କ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏ ନେଇ ବୁଧବାର ଚିଠି ନଂ…
ଉପାନ୍ତ ଅଞ୍ଚଳବାସୀ ଦେଖିଲେ ହକି ବିଶ୍ୱକପ୍ର ଉଦ୍ଘାଟନୀ ଉତ୍ସବ
ଚିତ୍ରକୋଣ୍ଡା,୧୧ା୧(ଡି.ଏନ୍.ଏ.): ବୁଧବାର ପୁରୁଷ ହକି ବିଶ୍ୱକପ୍ ୨୦୨୩ର ଉଦଘାଟନୀ ଉତ୍ସବ କଟକ ବାରବାଟୀ ଷ୍ଟାଡିୟମରୁ ସିଧାପ୍ରସାରଣ ହେଉଥିବାରୁ କେହି ଯେମିତି ବାଦ୍ ନ ପଡ଼ିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓଡ଼ିଶାର ପ୍ରତ୍ୟେକ ବ୍ଲକରେ ଏଲ୍ଇଡି/ଏଲ୍ସିଡିର ସୁବିଧା ଯୋଗାଇଛନ୍ତି। ଫଳରେ ଏହା ମାଧ୍ୟମରେ…
ମୁଖ୍ୟମନ୍ତ୍ରୀଙ୍କୁ ପ୍ରଶଂସା କଲେ କେନ୍ଦ୍ର କ୍ରୀଡ଼ାମନ୍ତ୍ରୀ
କଟକ ଅଫିସ,୧୧ା୧: ବାରବାଟୀରେ ବୁଧବାର ହକି ବିଶ୍ୱକପ୍ର ଉଦ୍ଘାଟନୀ ଉତ୍ସବ ଅନୁଷ୍ଠିତ ହୋଇଛି। କେନ୍ଦ୍ର କ୍ରୀଡ଼ାମନ୍ତ୍ରୀ ଅନୁରାଗ ଠାକୁର ଏଥିରେ ଯୋଗଦେଇ ଓଡ଼ିଶାକୁ ଭୂୟସୀ ପ୍ରଶଂସା କରିବା ସହ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ମଧ୍ୟ ପ୍ରଶଂସା କରିଛନ୍ତି। ସେ କହିଛନ୍ତି, ଓଡ଼ିଶା…
ହାତୀଛୁଆର ମୃତଦେହ ଉଦ୍ଧାର
ରାଇକିଆ,୧୧ା୧(ଡି.ଏନ୍.ଏ.): କନ୍ଧମାଳ ଜିଲା ରାଇକିଆ ବ୍ଲକ ବାରବା ରେଞ୍ଜ ଅନ୍ତର୍ଗତ ଖମନଖୋଲ ଗ୍ରାମ ନିକଟରୁ ହାତୀଛୁଆର ମୃତଦେହ ଉଦ୍ଧାର କରାଯାଇଛି। ହାତୀ ଛୁଆର ମୃତ୍ୟୁ ନେଇ କାରଣ ଅସ୍ପଷ୍ଟ ରହିଛି। ବୁଧବାର ସକାଳୁ ଛୁଆ ହାତୀର ମୃତଦେହ ପଡ଼ିଥିବା ନେଇ ବନ…
ନିଜ ଗାଡ଼ିରେ ନିଆଁ ଲଗାଇ ଯୁବକଙ୍କ ଆତ୍ମହତ୍ୟା
ବାଲିଗୁଡ଼ା,୧୧ା୧(ଡି.ଏନ୍.ଏ.): କନ୍ଧମାଳ ଜିଲା ବାଲିଗୁଡ଼ା ଉପଖଣ୍ଡ ଅନ୍ତର୍ଗତ ଜି.ଉଦୟଗିରି ବ୍ଲକ ମାଲିକାପ ପଞ୍ଚାୟତର ଦେରିନାଯୁଠାରେ ଜଣେ ଯୁବକ ନିଜର ଡାଲା ଗାଡ଼ିରେ ପେଟ୍ରୋଲ ଢାଳି ନିଆଁ ଲଗାଇବା ପରେ ଏକ ବରଗଛରେ ଚଢ଼ି ବେକରେ ରଶି ଲଗାଇ ଆତ୍ମହତ୍ୟା କରିଥିବା ସୂଚନା…
ଦିଗପହଣ୍ଡିରେ ହକି ବିଶ୍ୱକପ୍ ଉଦ୍ଘାଟନୀ ଉତ୍ସବର ଲାଇଭ୍
ଦିଗପହଣ୍ଡି,୧୧ା୧(ଡି.ଏନ୍.ଏ.): ହକି ବିଶ୍ୱକପ୍ ପ୍ରତିଯୋଗିତା ଉଦଘାଟନୀ ଉତ୍ସବରେ ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମର ଲାଇଭ୍ ବୁଧବାର ହିଞ୍ଜିଳିକାଟୁ ବୃନ୍ଦାବନ ମିନି ଷ୍ଟାଡିୟମରେ ପ୍ରଦର୍ଶିତ ହୋଇଛି। ବିଶ୍ବକପ୍ ହକି କ୍ରମାଗତ ଭାବରେ ଓଡ଼ିଶା ରାଜ୍ୟ ୨ ଥର ଆୟୋଜନ କରିଥିବା ବେଳେ ଏହାକୁ ଲୋକପ୍ରିୟ…
ପଥରରେ ଛେଚି ଜଣଙ୍କୁ ହତ୍ୟା: ଅଭିଯୁକ୍ତ ଅଟକ
ବାଲିଗୁଡ଼ା,୧୧ା୧(ଡି.ଏନ୍.ଏ.): କନ୍ଧମାଳ ଜିଲା ବାଲିଗୁଡ଼ା ଉପଖଣ୍ଡ ଅନ୍ତର୍ଗତ ସାରଙ୍ଗଡ଼ ଥାନା ଅଞ୍ଚଳରେ ଜଘନ୍ୟ ହତ୍ୟାକାଣ୍ଡ ଘଟିଛି। ମଦ ପିଇ ଗଣ୍ଡଗୋଳ ପରେ ଜଣେ ଅନ୍ୟଜଣଙ୍କୁ ପଥରରେ ଛେଚି ହତ୍ୟା କରିଥିବା ସୂଚନା ମିଳିଛି। ସୂଚନାଯୋଗ୍ୟ, ମଙ୍ଗଳବାର ରାତିରେ ସାରଙ୍ଗଡ଼ ପୁରୁଣା ସାହିର…

