୫ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କାର ଜର୍ଦ୍ଦା ଜବତ, ଜଣେ ଅଟକ
ଭଦ୍ରକ ଅଫିସ, ୨୦।୨: ଭଦ୍ରକ ପୁରୁଣାବଜାର ଥାନା ଅଧୀନ କାଜିସାହିରେ ପୋଲିସ ସୋମବାର ଚଢ଼ାଉ କରି ୫ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କାର ନକଲି ଜର୍ଦ୍ଦା ଓ ତିଆରି ସାମଗ୍ରୀ ଜବତ କରିଛି। ଉକ୍ତ ଗ୍ରାମରେ ଦୁଇଜଣ ବ୍ୟକ୍ତି ବେଆଇନ ଭାବେ ନକଲି…
ଚଳନ୍ତା ବସ୍ ଉପରୁ ପଡ଼ି ଯୁବକ ଗୁରୁତର
ପାରଳାଖେମୁଣ୍ଡି,୨୦।୧(ଡି.ଏନ୍.ଏ.): ଗଜପତି ଜିଲା ପାରଳାଖେମୁଣ୍ଡି ଥାନା ପଦ୍ମପୁର ଗ୍ରାମରେ ବସ୍ ଛାତ ଉପରୁ ପଡ଼ି ଜଣେ ଯୁବକ ଗୁରୁତର ହୋଇଛନ୍ତି l ସେ ହେଲେ ଗୁମ୍ମା ବ୍ଲକ ଅନ୍ତର୍ଗତ ଲୁୟୁବ ଗ୍ରାମର ଅନିଆଲ ରଇତ(୨୨)। ଅନିଆଲ ପାରଳାଖେମୁଣ୍ଡିରୁ ଗୁମ୍ମାକୁ ଏକ ବସ…
ପୋଲିସ ଓ ଅବକାରୀ ବିଭାଗର ମିଳିତ ଉଦ୍ୟମରେ ୫୦ ଏକର ଗଞ୍ଜେଇ ଚାଷ ନଷ୍ଟ
ବାଲିଗୁଡା,୨୦।୨(ଡି.ଏନ.ଏ.): କନ୍ଧମାଳ ଜିଲା ବାଲିଗୁଡା ଥାନା ପକ୍ଷରୁ ବାଲିଗୁଡା ବ୍ଲକ କୁଟିକିଆ ପଞ୍ଚାୟତର ସାଉଟିକିଆ ଅଞ୍ଚଳରୁ ଗଞ୍ଜେଇ ଚାଷ ନଷ୍ଟ କରିଥିବା ସୂଚନା ମିଳିଛି। ସୂଚନାନୁସାରେ, ବାଲିଗୁଡା ପୋଲିସ ଓ ଅବକାରୀ ବିଭାଗର ମିଳିତ ଉଦ୍ୟମରେ ବେଆଇନ ଭାବରେ ଲାଗିଥିବା ଗଞ୍ଜେଇ…
ମୁକୁଳା ପଡ଼ିଛି ମାଳ ମାଳ ଟ୍ରାନ୍ସଫର୍ମର: କରେଣ୍ଟ ଲାଗି ମହିଳା ଗୁରୁତର
ଖଲ୍ଲିକୋଟ,୨୦।୨(ଡି.ଏନ୍.ଏ.): ଗଞ୍ଜାମ ଜିଲା ଖଲ୍ଲିକୋଟ୍ ଅଞ୍ଚଳରେ ମୁକୁଳା ପଡ଼ିଛି ମାଳମାଳ ବିଦ୍ୟୁତ୍ ଟ୍ରାନ୍ସଫର୍ମର। ଏନେଇ ବିଭିନ୍ନ ସମୟରେ ଦୁର୍ଘଟଣା ଘଟି ଅକାଳରେ ଲୋକଙ୍କ ଜୀବନ ଯାଉଥିବା ବେଳେ କେତେକେ ଗୁରୁତର ଆହତ ହେଉଛନ୍ତି। ମୁକୁଳା ଟ୍ରାନ୍ସଫର୍ମରରେ ବ୍ୟାରିକେଡ୍ କରିବା ପାଇଁ ବାରମ୍ବାର…
୫୯୮ ମହିଳା ଗୋଷ୍ଠୀଙ୍କୁ ୨୮ କୋଟି ଋଣ
ସୋରଡ଼ା,୨୦।୨(ଡି.ଏନ୍.ଏ): ମହିଳା ସଶକ୍ତିକରଣ ଉଦ୍ଦେଶ୍ୟରେ ସୋମବାର ବ୍ଲକ ମିଶନ ଶକ୍ତି ପକ୍ଷରୁ ସାଗରବନ୍ଧ ନିକଟ ପଡ଼ିଆରେ ଋଣ ମେଳା ଆୟୋଜିତ କରାଯାଇଥିଲା। ଏଥିରେ ବ୍ଲକର ୫୯୮ ମହିଳା ଗୋଷ୍ଠୀଙ୍କୁ ୨୮କୋଟି ୫୬ ଲକ୍ଷ ୩୮ ହଜାର ଟଙ୍କାର ଋଣ ପ୍ରଦାନ କରାଯାଇଛି…
ସ୍ବାମୀର ଏସିଡ୍ ମାଡ଼ରେ ସ୍ତ୍ରୀ, ଶାଳି ଗୁରୁତର
ବାଲେଶ୍ୱର ଅଫିସ,୨୦।୨: ସ୍ବାମୀର ଏସିଡ୍ ମାଡ଼ରେ ସ୍ତ୍ରୀ ଓ ତାଙ୍କ ଭଉଣୀ ସମେତ ଦୁଇ ଶିଶୁ ଗୁରୁତର ଆହତ। ବାଲେଶ୍ୱର ଜିଲା ନୀଳଗିରି ସନ୍ତରା ଗାଡିଆ ଅଞ୍ଚଳରେ ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ସୂଚନାନୁସାରେ, ନୀଳଗିରି ସନ୍ତରା ଗାଡିଆ ଅଞ୍ଚଳର…
ଚିକିତ୍ସାଧୀନ ଅବସ୍ଥାରେ ଆଖିବୁଜିଲେ ଗୁଳିବିଦ୍ଧ ବଂଶୀଧର
ଆଠଗଡ଼,୨୦ା୨(ଡି.ଏନ୍.ଏ.): ଚଳିତ ମାସ ୧୨ ତାରିଖରେ ଆଠଗଡ଼ ଥାନା ଜେନାପଦା ଗ୍ରାମରେ ଘଟିଥିବା ଗୁଳିକାଣ୍ଡରେ ଗୁଳିବିଦ୍ଧ ବଂଶୀଧର ନାୟକଙ୍କ କଟକ ଶ୍ରୀରାମଚନ୍ଦ୍ର ଚନ୍ଦ୍ର ଭଞ୍ଜ ମେଡିକାଲରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଛି। ସୂଚନାଯୋଗ୍ୟ, ଗତ ୧୧ ତାରିଖରେ ଜେନାପଦା ମଝି ସାହିରେ…
ଖୋଲାଖୋଲି ଚାଲିଛି ଛତୁଆ ବିକ୍ରି
କେସିଙ୍ଗା,୨୦।୨(ଡି.ଏନ.ଏ.): ରାଜ୍ୟ ମହିଳା ଓ ଶିଶୁ ବିକାଶ ଯୋଜନା ପକ୍ଷରୁ ଶିଶୁ, ଗର୍ଭବତୀ ଓ ପ୍ରସୂତି ମହିଳାଙ୍କୁ ମାଗଣାରେ ପୃଷ୍ଟିକର ଛତୁଆ ଅଙ୍ଗନଓ୍ବାଡି କେନ୍ଦ୍ର ଜରିଆରେ ଯୋଗାଇ ଦିଆଯାଉଛି। ଛତୁଆ ବିକ୍ରୟ ପାଇଁ ଉଦ୍ଦିଷ୍ଟ ନୁହେଁ ବୋଲି ପ୍ୟାକେଟରେ ଲେଖାଯାଇଛି। କିନ୍ତୁ…
ସ୍ବାଧୀନତାର ୭ ଦଶନ୍ଧି ପରେ ବି ପରାଧୀନ
ଭବାନୀପାଟଣା,୨୦।୨(ସ୍ବ.ପ୍ର.): ଦେଶ ସ୍ବାଧୀନତା ପୂର୍ବରୁ ଛୁଆଁଅଛୁଆଁ ଭେଦଭାବ ରହିଥିଲା। ସେହି ସମୟରେ ଆଦିବାସୀଙ୍କୁ ଏକ ଭିନ୍ନ ଚକ୍ଷୁରେ ଦେଖାଯାଉଥିଲା। ଆଦିବାସୀଙ୍କୁ ଘୃଣା କରିବା ସହ ନିର୍ଯାତନା ମଧ୍ୟ ଦେଉଥିଲେ। ସେହି ସମୟରେ ଅକଥନୀୟ ନିର୍ଯାତନା ସହି ନ ପାରି ସରଳି ଆଦିବାସୀମାନେ…
କାର୍ଯ୍ୟ ସରୁନି କି କାମରେ ଲାଗୁନି
ନବରଙ୍ଗପୁର,୨୦।୨(ବି.ପ୍ର.): ପୌରସଂସ୍ଥା ଜନସାଧାରଣଙ୍କୁ ମୌଳିକ ସୁବିଧା ସୁଯୋଗ ତଥା ସେବା ଯୋଗାଇବାରେ ବିଫଳ ହୋଇଛି। ରାସ୍ତାଘାଟ ଡ୍ରେନ ଆଦି ସଫା ହେଉନି ଓ ରାସ୍ତା କଡରେ ଥିବା ଅବର୍ଜନା ନିୟମିତ ଭାବେ ଉଠୁନାହିଁ । ସରକାରଙ୍କ ମୁକ୍ତା ଯୋଜନାରେ ଲୁ ନାମରେ…
ଦୁଇ ଦିନର ଘୋଷଣା ୨୬ ଦିନ ଛୁଇଁଲାଣି
ରାୟଗଡ଼ା,୨୦।୨(ସ୍ବ.ପ୍ର.): ଜିଲାରେ ଧାନ ବିକ୍ରି ପରେ ନିଜ ଟଙ୍କାକୁ ଚାହିଁ ବସିଛନ୍ତି ଚାଷୀ। ଜାନୁୟାରୀ ୨୫ ତାରିଖ ପରେ ଧାନ ବିକ୍ରି କରିଥିବା କୌଣସି ଚାଷୀଙ୍କୁ ସେମାନଙ୍କ ଟଙ୍କା ମିଳିନାହିଁ। ସମଗ୍ର ଜିଲାରେ ଶତାଧିକ ଚାଷୀ ଟଙ୍କା ପାଇନାହାନ୍ତି। ଧାନ ବିକିବାର…
୩୧ ଅନ୍ତେବାସୀ ଦେବେ ଦଶମ, ଦ୍ୱାଦଶ ପରୀକ୍ଷା
ବ୍ରହ୍ମପୁର ଅଫିସ,୨୦ା୨: ବ୍ରହ୍ମପୁର ମଣ୍ଡଳ କାରାଗାରର ଅନେକ ଅନ୍ତେବାସୀ ପରୀକ୍ଷା ଦେଇ ଉତ୍ତୀର୍ଣ୍ଣ ହୋଇଛନ୍ତି। ଗତବର୍ଷ ୪୭ ଏବଂ ଚଳିତ ବର୍ଷ ୩୧ ବିଦ୍ୟାର୍ଥୀ ଜାତୀୟ ମୁକ୍ତ ବିଦ୍ୟାଳୟ ଜରିଆରେ ଦଶମ ଓ ଦ୍ୱାଦଶ ପରୀକ୍ଷା ଦେବା ପାଇଁ ନାମ ପଞ୍ଜୀକରଣ…

