ଆମ ଜିଲା ଖବର

ପୌରାଧ୍ୟକ୍ଷଙ୍କ ବିରୋଧରେ ଯୌନ ନିର୍ଯାତନା ଅଭିଯୋଗ

ସୁନାବେଡ଼ା/ସେମିଳିଗୁଡା, ୧୫।୧(ସ୍ବ.ପ୍ର.): ସୁନାବେଡା ପୌରାଧ୍ୟକ୍ଷ ଡ. ରାଜେନ୍ଦ୍ର କୁମାର ପାତ୍ରଙ୍କ ବିରୋଧରେ ଶନିବାର ଜଣେ ମହିଳା ଯୌନ ନିର୍ଯାତନା ଅଭିଯୋଗ ଆଣିଛନ୍ତି। ସୁନାବେଡ଼ା ଥାନା ଅଧୀନ ସେମିଳିଗୁଡା ସରସ୍ବତୀ ନଗର ଅଞ୍ଚଳରେ ରହୁଥିବା ଏହି ମହିଳା ଜଣକ ପ୍ରଥମେ ସୁନାବେଡ଼ା ଥାନା…

ଶ୍ରୀମନ୍ଦିରରେ ଠେଲାପେଲା: ୨ ଆହତ

ପୁରୀ ଅଫିସ,୧୫।୧: ପୁରୀ ଶ୍ରୀମନ୍ଦିରରେ ରବିବାର ଠେଲାପେଲା ହୋଇଛି। ଏଥିରେ ୨ ଶ୍ରଦ୍ଧାଳୁ ଆହତ ହୋଇଛନ୍ତି। ମହାପ୍ରଭୁଙ୍କ ଦର୍ଶନ ବେଳେ ଏଭଳି ଘଟଣା ଘଟିଛି। ତୋବ ଉଭୟ ଆହତଙ୍କୁ ପୁରୀ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସେଥିମଧ୍ୟରୁ ଜଣେ ସୁସ୍ଥ ଅନୁଭବ କରିବାରୁ…

ବିଦ୍ୟୁତ୍‌ ଆଘାତରେ ଦନ୍ତା ହାତୀ ମୃତ

ଖୁଣ୍ଟୁଣୀ,୧୪ା୧(ଡି.ଏନ୍‌.ଏ.): କଟକ ଜିଲା ଖୁଣ୍ଟୁଣୀ ବନାଞ୍ଚଳ ଅଧୀନ କାଦୁଆ ନୂଆଗଁା ଗ୍ରାମର ଏକ ଫାର୍ମରେ ବିଦ୍ୟୁତ୍‌ ସଂସ୍ପର୍ଶରେ ଆସି ଶନିବାର ଦନ୍ତାହାତୀର ମୃତ୍ୟୁ ଘଟିଛି। ଫାର୍ମରେ ବେଆଇନ ବିଦ୍ୟୁତ୍‌ ତାର ଘେରାଇବା ଅଭିଯୋଗରେ ମାଲିକ କାଦୁଆ ନୂଆଗଁାର ଫଗୁ ସାହୁଙ୍କୁ ବନ…

ଟି-ବ୍ରିଜ୍‌ରେ ଦଳାଚକଟା

ବଡ଼ମ୍ବା (ଡି.ଏନ୍‌.ଏ.)/ଆଠଗଡ଼(ସ୍ବ.ପ୍ର.)/କଟକ ଅଫିସ୍‌,୧୫।୧: ମକର ସଂକ୍ରାନ୍ତିରେ କଟକ ଜିଲା ବାଙ୍କୀ ବୈଦେଶ୍ୱରରୁ ବଡ଼ମ୍ବା ଗୋପୀନାଥପୁରକୁ ମହାନଦୀରେ ସଂଯୋଗ କରୁଥିବା ଟି-ବ୍ରିଜ୍‌ରେ ଅଘଟଣ ଘଟିଛି। ବଡ଼ମ୍ବା ଥାନା ଅନ୍ତର୍ଗତ ସିଂହନାଥ ମନ୍ଦିରକୁ ସଂଯୋଗ କରୁଥିବା ଏହି ବ୍ରିଜ୍‌ ଉପରେ ଅସମ୍ଭାଳ ଭିଡ଼ ହେବାରୁ…

ହାତୀ ମୃତ୍ୟୁ ନେଇ ସନ୍ଦେହ

ସୋରଡ଼ା,୧୪ା୧(ଡି.ଏନ୍‌.ଏ.): କନ୍ଧମାଳ ଜିଲା ରାଇକିଆ ବ୍ଲକ ରଣବା ପଞ୍ଚାୟତ ଡେଙ୍ଗାଖମାଣ ଗ୍ରାମ ନିକଟ ଜଙ୍ଗଲରେ ହାତୀ ଛୁଆର ମୃତଦେହ ଠାବ ଘଟଣାରେ ମୃତ୍ୟୁର କାରଣକୁ ନେଇ ସନ୍ଦେହ ସୃଷ୍ଟି ହୋଇଛି। ଗଞ୍ଜାମ ଜିଲା ସୋରଡ଼ା ବ୍ଲକ ଗେଞ୍ଜା ପଞ୍ଚାୟତ ସୀମାନ୍ତକୁ ଲାଗିଥିବା…

ଖବରଦାତାଙ୍କ ସହଯୋଗ ଲୋଡ଼ିଲେ ଏସ୍‌ପି

କୋରାପୁଟ,୧୪ା୧(ସ୍ବ.ପ୍ର.): କାରାପୁଟରେ ନୂଆ ଆରକ୍ଷୀ ଅଧୀକ୍ଷକ ଭାବେ ଯୋଗଦେଇଥିବା ଅଭିନବ ସୋନାକର ଜିଲାର ସାମଗ୍ରିକ ବିକାଶ ନିମନ୍ତେ ଜିଲାର ଖବରଦାତାମାନଙ୍କ ସହଯୋଗ କାମନା କରିଛନ୍ତି। ଶନିବାର ସନ୍ଧ୍ୟାରେ ସ୍ଥାନୀୟ ଏସ୍‌ପି କାର୍ଯ୍ୟାଳୟର ସମ୍ମିଳନୀ କକ୍ଷରେ ଆୟୋଜିତ ପ୍ରଥମ ଖବରଦାତା ସମ୍ମିଳନୀରେ ଯୋଗଦେଇ…

ମୁଖ୍ୟ ଶାସନ ସଚିବଙ୍କ କେନ୍ଦୁଝର ଗସ୍ତ: ନିର୍ଦ୍ଧାରିତ ସମୟରେ ପ୍ରକଳ୍ପ ଶେଷ କରିବାକୁ ନିର୍ଦ୍ଦେଶ

କେନ୍ଦୁଝର,୧୪ା୧(ସ୍ବ.ପ୍ର.): ଓଡ଼ିଶାର ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ଶନିବାର କେନ୍ଦୁଝର ଜିଲା ଗସ୍ତରେ ଆସି ବିଭିନ୍ନ ପ୍ରକଳ୍ପର ଅଗ୍ରଗତି ତଦାରଖ ସହ ସମୀକ୍ଷା କରିଛନ୍ତି। ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ପ୍ରକଳ୍ପର ନିର୍ମାଣ କାର୍ଯ୍ୟ ଶେଷ କରି କାର୍ଯ୍ୟକ୍ଷମ କରିବାକୁ ସଂପୃକ୍ତ…

ବଡ଼ମ୍ବା ଟି-ବ୍ରିଜ୍‌ ଦଳାଚକଟା ଘଟଣା: ଜଣଙ୍କର ଜୀବନ ଗଲା

ବଡ଼ମ୍ବା,୧୪ା୧(ଡି.ଏନ୍‌.ଏ.): କଟକ ଜିଲା ବଡ଼ମ୍ବା-ଗୋପୀନାଥପୁର ଟି-ବ୍ରିଜ୍‌ରେ ଶନିବାର ଦଳାଚକଟାରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୨୦ରୁ ଊର୍ଦ୍ଧ୍ୱ ଗୁରୁତର ହୋଇଛନ୍ତି। ମୃତକ ଜଣକ ହେଲେ ଅଞ୍ଜନା ସ୍ବାଇଁ(୪୫)। ଗୁରୁତରଙ୍କ ମଧ୍ୟରୁ ୩ ଜଣଙ୍କୁ କଟକ ପଠାଯାଇଥିବା ବେଳେ ଅନ୍ୟମାନେ ବଡ଼ମ୍ବା ଡାକ୍ତରଖାନାରେ…

ବଡ଼ମ୍ବା ଟି-ବ୍ରିଜ୍‌ରେ ଦଳାଚକଟା: ୧୨ ଗୁରୁତର

ବଡ଼ମ୍ବା,୧୪ା୧(ଡି.ଏନ୍‌.ଏ.): କଟକ ଜିଲା ବଡ଼ମ୍ବା-ଗୋପୀନାଥପୁର ଟି-ବ୍ରିଜରେ ଶନିବାର ଦଳାଚକଟା ହେବାରୁ ୧୨ ଜଣ ଗୁରୁତର ହୋଇଛନ୍ତି। ଏହି ଗୁରୁତରମାନଙ୍କ ମଧ୍ୟରେ ମହିଳା ଏବଂ ଶିଶୁ ରହିଛନ୍ତି। ଗୁରୁତରମାନଙ୍କୁ ବଡ଼ମ୍ବା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ମକରମେଳା ପାଇଁ ସିଂହନାଥ ପୀଠରେ ଲକ୍ଷାଧିକ ଭକ୍ତଙ୍କ…

ବାରହାଟିପୁରାରେ ମକର ମେଳା: ଲାଗିଛି ଭକ୍ତଙ୍କ ଭିଡ଼

କେନ୍ଦୁଝର,୧୪ା୧(ସ୍ବ.ପ୍ର.): ମକର ସଂକ୍ରାନ୍ତି ଉପଲକ୍ଷେ କେନ୍ଦୁଝର ଜିଲା ଘଟଗାଁ ବ୍ଲକ ବାରହାଟିପୁରାରେ ପାହାଡ଼ ଉପରେ ପୂଜା ପାଇ ଆସୁଥିବା ନୀଳକଣ୍ଠେଶର ମହାଦେବଙ୍କ ମନ୍ଦିରରେ ପ୍ରବଳ ଭକ୍ତଙ୍କ ଭିଡ଼ ଲାଗିଛି। ଶନିବାର ସକାଳୁ ଶହ ଶହ ସଂଖ୍ୟାରେ ଭକ୍ତ ଆସି ମହାଦେବଙ୍କଠାରେ ମକର…

ମଦ୍ୟ ପାନ କରି ଗାଡ଼ି ଚଳାଇ ୨୧ ଗିରଫ

ଛତ୍ରପୁର,୧୪।୧(ଡି.ଏନ୍‌.ଏ.): ମଦ୍ୟପାନ କରି ଗାଡ଼ି ଚଳାଉଥିବା ୁ ଲୋକଙ୍କୁ ଧରିବା ଲାଗି ଗଞ୍ଜାମ ପୋଲିସ ଜିଲାରେ ସ୍ପେଶାଲ ଡ୍ରାଇଭ ଆରମ୍ଭ କରିଛି । ଗତ ୨୪ ଘଣ୍ଟା ମଧ୍ୟରେ ବିଭିନ୍ନ ଥାନା ପକ୍ଷରୁ ବିଭିନ୍ନ ସ୍ଥାନରେ ଯାଞ୍ଚ କରାଯାଇ ମଦ୍ୟପାନ କରି…

ମଣ୍ଡିରେ ପଡିଛି ସାଢେ ୩ ହଜାର କୁଇଣ୍ଟାଲ ଧାନ

ଲୋଇସିଂହା,୧୪।୧(ଡି.ଏନ.ଏ): ବଲାଙ୍ଗୀର ଜିଲା ଲୋଇସିଂହା ବ୍ଲକ ଯୋଗୀସର୍ଡା ସମବାୟ ମସିତି(ପାକ୍ସ)ରେ ସାଢେ ୩ ହଜାର କୁଇଣ୍ଟାଲ ଧାନ ବିକ୍ରି ପାଇଁ ପଡି ରହିଛି । ପାକ୍ସରେ ଜାଗା ଅଭାବରୁ ୩ କିମି ଦୂର ଭାଲିଆମୁଣ୍ଡା ସାପ୍ତାହିକ ବଜାରରେ ଗତ ୩ ଦିନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?