ଆମ ଜିଲା ଖବର

ଗାଡ଼ି ଉଦଳାରେ, ଫାଇନ କଟିଛି ୧୦୦ କି.ମି ଦୂରରେ

ଉଦଳା,୨୦ା୧(ଡି.ଏନ.ଏ.): ଗାଡ଼ି ରହିଛି ଘର ପାଖରେ। ହେଲେ ପରିବହନ ବିଭାଗ ଗାଡ଼ିର ଫିଟନେସ୍‌ ଏବଂ ରେଜିଷ୍ଟ୍ରେଶନ ନିମନ୍ତେ ୧୦୦ କି.ମି ଦୂର ଟୋଲଗେଟ୍‌ରେ କାଟିଛି ୫ ହଜାର ଟଙ୍କାର ଫାଇନ୍‌। ଯାହାକୁ ନେଇ ଚର୍ଚ୍ଚା ଜୋର ଧରିବା ସହିତ ପରିବହନ ବିଭାଗର…

ସୀମିତ କର୍ମଚାରୀରେ ଚାଲିଛି କୃଷି ଜିଲା କାର୍ଯ୍ୟାଳୟ

ଚମ୍ପୁଆ,୨୦ା୧(ଡି.ଏନ୍‌.ଏ): କୃଷି ଓ କୃଷକର ଉନ୍ନତି ପାଇଁ ରାଜ୍ୟ ସରକାର ଏବଂ କେନ୍ଦ୍ର ସରକାର ଅନେକ ଯୋଜନା ପ୍ରଣୟନ କରୁଛନ୍ତି। କୃଷି ଜାତ ଦ୍ରବ୍ୟ ଅମଳ ବୃଦ୍ଧି ନିମନ୍ତେ ଆଧୁନିକ ଯନ୍ତ୍ରପାତି ସବ୍‌ସିଡ୍‌ ମାଧ୍ୟମରେ ଚାଷୀଙ୍କୁ ପ୍ରଦାନ କରୁଛନ୍ତି। ମାତ୍ର ଚାଷ…

ଗୋଚର ଜାଗା ଦଖଲ: ରାସ୍ତାରୋକୋ କଲେ ଗ୍ରାମବାସୀ

ବାରଙ୍ଗ,୨୦ା୧(ଡି.ଏନ୍‌.ଏ.): ବାରଙ୍ଗ-ଫକୀରପଡ଼ା ଗାଁ ମୁଣ୍ଡରେ ଫକୀରପଡ଼ା ଗ୍ରାମବାସୀଙ୍କ ପକ୍ଷରୁ ଶୁକ୍ରବାର ରାସ୍ତାରୋକୋ କରାଯାଇଛି। ଫକୀରପଡ଼ା ଗାଁ ମୁଣ୍ଡରେ ଥିବା ଗୋଚର ସରକାରୀ ଜାଗାରେ ଗାଁର ପିଲାମାନେ ଖେଳପଡ଼ିଆ ଭାବେ ବ୍ୟବହାର କରୁଥିଲେ। କିନ୍ତୁ ଜଣେ ବ୍ୟକ୍ତି ଏହି ଜାଗାକୁ ଦଖଲରେ ନେବାରୁ…

ଯାଜପୁର ଜିଲାରେ ଆବାସ ତାଲିକା: ୨୬ ରୁ ୧୯ ପଞ୍ଚାୟତରେ ଗରିବ ନାହାନ୍ତି

ଯାଜପୁର ଅଫିସ,୨୦ା୧: ଖୁସିର ଖବର ଯାଜପୁର ଜିଲା ସଦର ବ୍ଲକରେ ଗରିବ ଲୋକଙ୍କ ସଂଖ୍ୟା କମିଛି। ଏହି ବ୍ଲକରେ କୁଡିଆ କିମ୍ବା ମାଟି ଘରେ ରହୁଥିବା ଲୋକଙ୍କ ସଂଖ୍ୟା ବହୁତ କମ। ବ୍ଲକର ସମୁଦାୟ ୨୬ରୁ ମାତ୍ର ୭ ଗ୍ରାମ ପଞ୍ଚାୟତର…

ଇସ୍ପାତ କାରଖାନା ପାଇଁ ଜମି କିସମ ପରିବର୍ତ୍ତନକୁ ବିରୋଧ

କେନ୍ଦୁଝର,୨୦ା୧(ସ୍ବ.ପ୍ର.): କେନ୍ଦୁଝର ଜିଲା ସଦର ତହସିଲ ଅନ୍ତର୍ଗତ ନୂଆଗାଁ ପଞ୍ଚାୟତ ବିରକିଶୋରପୁର ଗ୍ରାମରେ ସରକାରୀ ଜମିର କିସମ ପରିବର୍ତ୍ତନ ପାଇଁ ଗ୍ରାମବାସୀଙ୍କୁ ନୋଟିସ୍‌ କରାଯାଇଛି। ଜମିକୁ ଇଡ୍‌କୋ ମାଧ୍ୟମରେ ଅଧିଗ୍ରହଣ ପରେ ଏକ ଇସ୍ପାତ କାରଖାନା ପାଇଁ ହସ୍ତାନ୍ତର କରାଯିବ। ଏଥିପାଇଁ…

ଯୋଗ୍ୟ ହିତାଧିକାରୀଙ୍କୁ ମିଳୁନି ପ୍ରଧାନମନ୍ତ୍ରୀ ଆବାସ

ବାଲେଶ୍ୱର ଅଫିସ,୨୦।୧: ବାଲେଶ୍ୱର ଜିଲା ରେମୁଣା ବ୍ଲକ ଦହପଡ଼ା ପଞ୍ଚାୟତରେ ଅଯୋଗ୍ୟ ହିତାଧିକାରୀଙ୍କ ନାମରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ନାମ ଥିବା ନେଇ ଅଞ୍ଚଳବାସୀ ଗୁରୁବାର ଜିଲାପାଳଙ୍କ ଦ୍ୱାରସ୍ଥ ହୋଇ ଅଭିଯୋଗ କରିଛନ୍ତି। ଉକ୍ତ ପଞ୍ଚାୟତର ଦହପଡ଼ା, କଣ୍ଟାବଣିଆ, ଗମ୍ଭାରିଆ, କାଶିମପୁର,…

ନଡ଼ା ଛପର ଘର ଭରସା

ଧାମନଗର,୨୦ା୧(ସ୍ବ.ପ୍ର.): ରହିବା ପାଇଁ ଭଲ ଘର ଘଣ୍ଡେ ନାହିଁ। ପାଞ୍ଚ ପ୍ରାଣୀ କୁଟୁମ୍ବଙ୍କୁ ନେଇ ନଡ଼ା ଛପର ଘରେ ରହୁଛନ୍ତି। ପକ୍କାଘର କରିବାକୁ ପାଖରେ ସମ୍ବଳ ନାହିଁ। ସରକାରଙ୍କ ଆବାସ ଯୋଜନାରେ ଘର ଖଣ୍ଡିଏ ପାଇଁ ପଞ୍ଚାୟତ କାର୍ଯ୍ୟାଳୟଠାରୁ ବ୍ଲକ କାର୍ଯ୍ୟାଳୟ…

ମଣ୍ଡିରେ ପଡ଼ିରହିଛି ଧାନ, ମିଲରଙ୍କ ଦେଖା ନାହିଁ

ଭଣ୍ଡାରିପୋଖରୀ,୨୦।୧(ସ୍ବ.ପ୍ର.): ଚାଷୀମାନେ ମଣ୍ଡିରେ ଧାନ ଦେଇ ସାରିବା ପରେ ଠିକ୍‌ ସମୟ ମଧ୍ୟରେ ମିଲର ଧାନ ଉଠାଉ ନାହାନ୍ତି। ଧାନ କ୍ରୟ ଦିନରେ ମିଲ୍‌ ଗାଡ଼ି ଆସୁନାହିଁ। ମଣ୍ଡିରେ ଧାନବସ୍ତା ପଡ଼ି ରହୁଛି। ଫଳରେ ପରବର୍ତ୍ତୀ ଟୋକନପ୍ରାପ୍ତ ଚାଷୀମାନେ ମଣ୍ଡିରେ ଜାଗା…

୬ ମାସରେ ସ୍ପେଶାଲ ଅଡିଟ୍‌ ନିର୍ଦ୍ଦେଶ

କଟକ ଅଫିସ,୨୦ା୧: ରାଜ୍ୟରେ ଶ୍ରମିକମାନଙ୍କ କଲ୍ୟାଣ ପାଇଁ ଆଦାୟ ଓ ଖର୍ଚ୍ଚ ଅର୍ଥର ସ୍ପେଶାଲ ଅଡିଟ୍‌ ଆଗାମୀ ୬ ମାସ ମଧ୍ୟରେ କରିବା ନିମନ୍ତେ ହାଇକୋର୍ଟ ଗୁରୁବାର ନିର୍ଦ୍ଦେଶ ଦେଇଛନ୍ତି। ରାଜ୍ୟ ସରକାର ପରବର୍ତ୍ତୀ ଶୁଣାଣି ପୂର୍ବରୁ ଏ ସଂକ୍ରାନ୍ତୀୟ ରିପୋର୍ଟ…

ବନ୍ଧ ନିରୀକ୍ଷଣ ନ କରି ପାଣି ଛଡ଼ାଗଲା

ନିଶ୍ଚିନ୍ତକୋଇଲି,୨୦ା୧(ସ୍ବ.ପ୍ର): କଟକ ଜଗତପୁରସ୍ଥିତ ନର୍ଥ ଡିଭିଜନ ଅଧୀନରେ ଥିବା କେନ୍ଦୁପାଟଣା ଜଳ ସମ୍ପଦ ବିଭାଗର ଦୂରଦୃଷ୍ଟି ଅଭାବ ହେତୁ ଗ୍ରାମବାସୀ ଅସୁବିଧାର ସମ୍ମୁଖୀନ ହୋଇଛନ୍ତି। କେନାଲ ବନ୍ଧ ନିରୀକ୍ଷଣ ନକରି ପାଣି ଛାଡ଼ି ଦେବାରୁ ଗାଁରେ ପାଣି ପଶିଛି। ଫଳରେ ଲୋକଙ୍କ…

ଡାକୋଟା ବିମାନକୁ ପୁରୀ ଆଣିବାକୁ ଦାବି

ପୁରୀ ଅଫିସ,୨୦ା୧: ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଡାକୋଟା ବିମାନକୁ ପୁରୀ ଆଣିବା ଓ ତାଙ୍କର ଏକ ନୂଆ ସ୍ମୃତି ପୀଠ ସ୍ଥାପନ କରିବାକୁ ଦାବି କରି ଶ୍ରୀଜଗନ୍ନାଥ ସେନା ପକ୍ଷରୁ ଗୁରୁବାର ବିଜୁବାବୁଙ୍କ ଅସ୍ଥି ଥିବା ଅର୍ବାନ ହାଟରେ ଦାବି…

ରାସ୍ତାରୁ ହଟୁନି ବିଦ୍ୟୁତ୍‌ ଖୁଣ୍ଟ, ଚାଲିଛି ନିର୍ମାଣ କାର୍ଯ୍ୟ

ନାଉଗଁା,୨୦ା୧(ସ୍ବ.ପ୍ର.):ନାଉଗଁା ବ୍ଲକ ଅନ୍ତର୍ଗତ ତେଲସରା-କୋକିଡିହ ପୂର୍ତ୍ତ ବିଭାଗ ରାସ୍ତାର ପୁନଃ ନିର୍ମାଣ କାର୍ଯ୍ୟ ଚାଲୁ ରହିଛି। ଉକ୍ତ ୧୧ କିମି ରାସ୍ତାର ନିର୍ମାଣ ଓ ସମ୍ପ୍ରସାରଣ ପାଇଁ ବିଭାଗ ପକ୍ଷରୁ ୯ କୋଟିରୁ ଊର୍ଦ୍ଧ୍ୱ ଟଙ୍କା ବ୍ୟୟ ବରାଦ କରାଯାଇଛି। ମାତ୍ର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?