ଫାରୋ ୩-ଡି ସ୍କାନରରେ ତଥ୍ୟ ସଂଗ୍ରହ
କଟକ ଅଫିସ,୧।୨: ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ହତ୍ୟା ଘଟଣାରେ କ୍ରାଇମ୍ବ୍ରାଞ୍ଚ ଟିମ୍ ତଦନ୍ତ ଜାରି ରଖିଛି। ଗୁଳିକାଣ୍ଡର ପୂରା ଘଟଣାକ୍ରମକୁ ଟିକିନିଖି ଅନୁଧ୍ୟାନ କରାଯାଉଛି। ଡିଏସ୍ପି ରମେଶ ଚନ୍ଦ୍ର ଦୋରା ସାଇଣ୍ଟିଫିକ ଅଧିକାରୀ ଓ ବାଲିଷ୍ଟିକ ବିଶେଷଜ୍ଞଙ୍କ ସହ ଗୁଳିକାଣ୍ଡସ୍ଥଳକୁ ମଙ୍ଗଳବାର…
‘ମନ୍ତ୍ରୀଙ୍କ ମୃତଦେହ ଧରି ସରକାର ଡ୍ରାମା କରୁଛନ୍ତି’
ସମ୍ବଲପୁର,୧।୨(ବ୍ୟୁରୋ): ସ୍ବାସ୍ଥ୍ୟମନ୍ତ୍ରୀ ତଥା ଝାରସୁଗୁଡା ବିଧାୟକ ନବ କିଶୋର ଦାସଙ୍କୁ ରବିବାର ପୋଲିସ କର୍ମଚାରୀ ଗୁଳିକରି ହତ୍ୟା କରିଥିଲେ। ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିଲା ବୋଲି ଖବର ରହିଛି ଏବଂ ସବୁ ଆଡେ ଚର୍ଚ୍ଚା ମଧ୍ୟ ହେଉଛି। ଗୁଳିକାଣ୍ଡ ପରେ ମନ୍ତ୍ରୀ…
ଗୋପାଳଙ୍କ ଭାଇଙ୍କୁ ଉଠାଇ ନେଲା କ୍ରାଇମ୍ବ୍ରାଞ୍ଚ
ବ୍ରହ୍ମପୁର ଅଫିସ,୧।୨: ପୋଲିସ ଗୁଳିରେ ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ମୃତ୍ୟୁ ଘଟଣାର କ୍ରାଇମ୍ବ୍ରାଞ୍ଚ ତଦନ୍ତ ଚାଲିଛି। ମଙ୍ଗଳବାର କ୍ରାଇମବ୍ରାଞ୍ଚ ଡିଏସ୍ପି ଶିଶିର ମିଶ୍ରଙ୍କ ନେତୃତ୍ୱରେ ୪ ଜଣିଆ ଟିମ୍ ବ୍ରହ୍ମପୁର ଆସି ଦୁଇଟି ପର୍ଯ୍ୟାୟରେ ଅଭିଯୁକ୍ତ ଏଏସ୍ଆଇ ଗୋପାଳ ଦାସଙ୍କ ପରିବାର…
ପ୍ରେମିକାଙ୍କ ଆତ୍ମହତ୍ୟା, ନିଜ ବେକ କାଟିଦେଲେ ପ୍ରେମିକ
ପାପଡ଼ାହାଣ୍ଡି,୧।୨(ଡି.ଏନ୍.ଏ.): ନବରଙ୍ଗପୁର ଜିଲା ପାପଡ଼ାହାଣ୍ଡି ବ୍ଲକ ଶିରିଶି ପଞ୍ଚାୟତ ସୋରିଷପଦର ଗ୍ରାମ ନିକଟ ଜଙ୍ଗଲରୁ ଜଣେ ଯୁବତୀଙ୍କ ମୃତଦେହ ମିଳିଛି। ମୃତଦେହ ନିକଟରେ ଜଣେ ଯୁବକ ନିଜ ବେକ କାଟି ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। ଗୁରୁତର ଅବସ୍ଥାରେ ଯୁବକଙ୍କୁ କୋରାପୁଟ ସ୍ଥାନାନ୍ତର…
ଏସ୍ଡିପିଓଙ୍କ ପରେ ବଦଳିଲେ ଝାରସୁଗୁଡ଼ା ଏସ୍ପି
ଝାରସୁଗୁଡ଼ା ଅଫିସ,୩୧।୧: ସ୍ବାସ୍ଥ୍ୟ ମନ୍ତ୍ରୀ ନବ କିଶୋର ଦାସ ଗୁଳିକାଣ୍ଡ ଘଟଣା ପରେ ଆକ୍ଶନ ମୁଡ୍ରେ ଏବେ ରାଜ୍ୟ ପ୍ରଶାସନ। ମଙ୍ଗଳବାର ବ୍ରଜରାଜନଗର ଏସ୍ଡିପିଓ ଗୁପ୍ତେଶ୍ୱର ଭୋଇ ବଦଳି ହେବାର କିଛି ସମୟ ପରେ ରାଜ୍ୟ ସରକାର ଝାରସୁଗୁଡ଼ା ଏସ୍ପି ରାହୁଲ…
ବିଦ୍ୟୁତ୍ ବିଭ୍ରାଟକୁ ନେଇ କୁହୁଳୁଛି ଅସନ୍ତୋଷ
ପୁରୁଷୋତ୍ତମପୁର, ୩୧।୧(ଡି.ଏନ୍.ଏ.): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ସହରବାସୀଙ୍କ ଉପରେ ଟିପିଏସ୍ଓଡିଏଲ୍ ଦାଉ ସାଧିଛି। ସାଉଥକୋଠାରୁ ଟାଟା ପାୱାର(ଟିପିଏସ୍ଓଡିଏଲ୍) ଗତ ଜାନୁୟାରୀ ୨୦୨୧ରୁ ବିଦ୍ୟୁତ୍ ବଣ୍ଟନ ଦାୟିତ୍ୱ ନେଇଛି। ଏହା ପରଠାରୁ ଅଞ୍ଚଳରେ ବାରମ୍ବାର ବିଦ୍ୟୁତ୍ ବିଭ୍ରାଟ ଲାଗି ରହିଥିବା ଅଭିଯୋଗ ହୋଇଛି।…
ବଦଳିଲେ ବ୍ରଜରାଜନଗର ଏସ୍ଡିପିଓ
ଝାରସୁଗୁଡ଼ା ଅଫିସ,୩୧।୧: ସ୍ବାସ୍ଥ୍ୟ ମନ୍ତ୍ରୀ ନବ କିଶୋର ଦାସ ଗୁଳିକାଣ୍ଡ ଘଟଣା ପରେ ମଙ୍ଗଳବାର ବ୍ରଜରାଜନଗର ଏସ୍ଡିପିଓ ଗୁପ୍ତେଶ୍ୱର ଭୋଇଙ୍କୁ ବଦଳି କରାଯାଇ ରାଜ୍ୟ ପୋଲିସ ମୁଖ୍ୟାଳୟକୁ ସ୍ଥାନାନ୍ତର କରାଯାଇଛି। ତାଙ୍କ ସ୍ଥାନରେ ଆଠମଲ୍ଲିକ ଏସ୍ଡିପିଓ ଚିନ୍ତାମଣି ପ୍ରଧାନଙ୍କୁ ନିଯୁକ୍ତ କରାଯାଇଛି।…
ମନ୍ତ୍ରୀଙ୍କ ହତ୍ୟା ଘଟଣା: ଗୋପାଳଙ୍କ ଘରେ କ୍ରାଇମବ୍ରାଞ୍ଚର ୪ଜଣିଆ ଟିମ୍
ବ୍ରହ୍ମପୁର ଅଫିସ, ୩୧।୧: ସ୍ବାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସଙ୍କୁ ଗତ ୨୯ ତାରିଖରେ ପୋଲିସ ଏଏସ୍ଆଇ ଗୋପାଳକୃଷ୍ଣ ଦାସ ଗୁଳିକରି ହତ୍ୟା କରିଥିଲେ। ମୁଖ୍ୟମନ୍ତ୍ରୀ ଉକ୍ତ ଘଟଣାର କ୍ରାଇମବ୍ରାଞ୍ଚ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ହତ୍ୟାକାରୀ ପୋଲିସ ଏଏସ୍ଆଇଙ୍କ ଘର ଗଞ୍ଜାମ…
ଗୁଜୁରାଟ ପ୍ରଶ୍ନପତ୍ର ପ୍ରଘଟ ମାମଲା: ମାଲକାନଗିରିରୁ ଗିରଫ ହେଲେ ଶିକ୍ଷକ
ମାଲକାନଗିରି/ମାଥିଲି,୩୧।୧(ଡି.ଏନ୍.ଏ.) ଗୁଜୁରାଟ ଜୁନିୟର କ୍ଲର୍କ ପରୀକ୍ଷା ପ୍ରଶ୍ନପତ୍ର ପ୍ରଘଟ ମାମଲାରେ ମାଲକାନଗିରି ଜିଲା କର୍ତନପାଲ୍ଲୀ ସରକାରୀ ଉଚ୍ଚ ବିଦ୍ୟାଳୟର ଶିକ୍ଷକ ସରୋଜ ମାଲୁଙ୍କୁ ଗୁଜୁରାଟ ପୋଲିସ ଗିରଫ କରିଛି। ଗୁଜୁରାଟ ପଞ୍ଚାୟତିରାଜ ବିଭାଗ ପକ୍ଷରୁ ୧୧୮୧ ଜୁନିୟର କ୍ଲର୍କ ପଦବୀ ପୂରଣ…
ଚାକିରିରୁ ଅବସର ନେବା ପରେ ଶରୀର ଦାନ କଲେ ଶିକ୍ଷକ
ମାଲକାନଗିରି,୩୧।୧(ଡି.ଏନ୍.ଏ.): ଚାକିରିରୁ ଅବସର ନେବା ଦିନ ରକ୍ତଦାନ ସହ ନିଜ ଶରୀର ଦାନ କରିଛନ୍ତି ଜଣେ ଶିକ୍ଷକ। ଶିକ୍ଷକଙ୍କ ଏପରି କାର୍ଯ୍ୟକୁ ସାଧାରଣରେ ପ୍ରଶଂସା କରାଯାଇଛି। ଏହା ସମାଜ ପାଇଁ ଏକ ଅନନ୍ୟ ଉଦାହରଣ ବୋଲି ଚର୍ଚ୍ଚା ହେଉଛି। ପିଲାଟି ଦିନରୁ…
ଝାଡା ବାନ୍ତିରେ ୨ ଆକ୍ରାନ୍ତ
ପାପଡାହାଣ୍ଡି,୩୧।୧(ଡି.ଏନ୍.): ନବରଙ୍ଗପୁର ଜିଲା ପାପଡାହାଣ୍ଡି ବ୍ଲକ ଘାଟଗୁଡା ପଞ୍ଚାୟତ କାଳିଆଗୁଡା ଗ୍ରାମରେ ଝାଡାବାନ୍ତି ଦେଖାଦେଇଛି । ଏଥିରେ ଗ୍ରାମର ଗୋଟିଏ ପରିବାରର ୨ ଜଣ ଆକ୍ରାନ୍ତ ହୋଇ ପାପଡାହାଣ୍ଡି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଚିକିତ୍ସିତ ହେଉଛନ୍ତି । ଶୁଖୁଆ ଝାଡା ବାନ୍ତିର କାରଣ…
ଜଗନ୍ନାଥଙ୍କ ପରେ ହନୁମାନଙ୍କୁ ଗାଡ଼ି ପଛପଟେ ବାନ୍ଧିନେଲେ
ପାଟଣା,୩୧।୧(ସ୍ବ.ପ୍ର.): ପୁଣି ଭଗବାନଙ୍କୁ ଅପମାନିତ କରି ଗାଡି ପଛରେ ବାନ୍ଧି ନେଉଥିବା ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି। କେନ୍ଦୁଝର ଜିଲା ପାଟଣା ସାହାରପଡ଼ା ଦେଇ ଯାଇଥିବା ୨୨୦ ନମ୍ବର ରାଞ୍ଚି-ବିଜୟୱାଡା ଜାତୀୟ ରାଜପଥରରେ ବଡ଼ବିଲ ନିକଟରେ ଏହି ଘଟଣା ଘଟିଛି। ସୂଚନା…

