ଆମ ଜିଲା ଖବର

ଅଞ୍ଚଳବାସୀଙ୍କ ପାଇଁ ଅଭିଶାପ ପାଲଟିଛି ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ

ଖଣ୍ଡପଡ଼ା,୯ା୨(ସ୍ବ.ପ୍ର.): ଖଣ୍ଡପଡ଼ା ଗ୍ରାମ୍ୟ ଉନ୍ନୟନ ବିଭାଗ ଅଧୀନରେ ଥିବା ଖଳିସାହି ଠାରୁ ସମ୍ବରବିନ୍ଧା ଭାୟା ସିଂଘାପଡ଼ା ତଥା ସିଂଘାପଡ଼ା-ସମ୍ବରବିନ୍ଧା ରାସ୍ତାର ଦୁରାବସ୍ଥାକୁ ନେଇ ସ୍ଥାନୀୟ ବାସିନ୍ଦା ଅସନ୍ତୋଷ ପ୍ରକାଶ କରିଛନ୍ତି । ଉକ୍ତ ରାସ୍ତାର ଉନ୍ନତିକରଣ ନିମନ୍ତେ ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ…

ନିର୍ମାଣର ୩ ମାସ ପୂରିନି ରାସ୍ତା ଫାଟି ଆଁ

ନୂଆଗାଁ,୯।୨ (ଡି.ଏନ.ଏ.): ଜନସାଧାରଣଙ୍କ ଗମନାଗମନର ସୁବିଧା ପାଇଁ ରାସ୍ତା ନିର୍ମାଣ ଉପରେ ସରକାର ଗୁରୁତ୍ୱାରୋପ କରିଛନ୍ତି । ଏଥିପାଇଁ ଲକ୍ଷାଧିକ ଟଙ୍କା ବ୍ୟୟ କରାଯାଉଛି । ହେଲେ କେତେଜଣ ଅସାଧୁ କର୍ମଚାରୀ, ଅଧିକାରୀ ଓ ଠିକାଦାରଙ୍କ ମନମୁଖୀ କାମ ଯୋଗୁ ଲୋକେ…

ଆସୁନାହାନ୍ତି ମିଲର, ଜଗି ବସିଛନ୍ତି ଚାଷୀ

ନୟାଗଡ଼ ଅଫିସ,୯।୨: ନୟାଗଡ଼ ଜିଲାରେ ଧାନ କ୍ରୟ ଶେଷ ହୋଇ ଆସୁଛି । ଏଭଳିସ୍ଥଳେ ଧାନକିଣାରେ ଦେଖା ଦେଇଥିବା ଅବ୍ୟବସ୍ଥା ଦୂର ହୋଇ ପାରୁନି । ଓଡ଼ଗଁା ବ୍ଲକ ପଞ୍ଚରିଡା ମାନପୁର ଧାନକ୍ରୟ କେନ୍ଦ୍ର(ମଣ୍ଡି)ରେ ମିଲରକୁ ଅପେକ୍ଷା କରି ବସିଛନ୍ତି ଚାଷୀ…

ରାସ୍ତାରେ ନଳାପାଣି, ଯାତାୟାତରେ ସମସ୍ୟା

ପୁରୀ ଅଫିସ, ୯ା୨: ହିନ୍ଦୁଙ୍କ ଚାରିଧାମ ମଧ୍ୟରେ ପୁରୀ ଅନ୍ୟତମ ଶ୍ରେଷ୍ଠ ଧାମ। ରାଜ୍ୟ ସରକାର ପୁରୀ ସହରକୁ ବିଶ୍ୱ ଐତିହ୍ୟ ସହର ଭାବେ ଗଢି ତୋଳିବା ନିମନ୍ତେ ପ୍ରୟାସ ଜାରି ରଖିଛନ୍ତି। ସେହିପରି ଜିଲା ପ୍ରଶାସନ ସ୍ବଚ୍ଛ ପୁରୀ ଗର୍ବ…

ସୂର୍ଯ୍ୟମନ୍ଦିର ବେଢ଼ା ପ୍ରାଚୀର ନିର୍ମାଣ କାର୍ଯ୍ୟ ନିମ୍ନମାନର

କୋଣାର୍କ,୯।୨(ଡି.ଏନ୍‌.ଏ): ବିଶ୍ୱ ପ୍ରସିଦ୍ଧ ପର୍ଯ୍ୟଟନସ୍ଥଳୀ କୋଣାର୍କ ସୂର୍ଯ୍ୟ ମନ୍ଦିର ବେଢ଼ାର ଚତୁଃପାର୍ଶ୍ୱରେ ହୋଇଥିବା ପ୍ରାଚୀର ନିର୍ମାଣ କାର୍ଯ୍ୟରେ ବ୍ୟାପକ ଦୁର୍ନୀତି ଓ ନିମ୍ନମାନର ସାମଗ୍ରୀ ବ୍ୟବହାର କରାଯାଉଥିବା ସାଧାରଣରେ ଚର୍ଚ୍ଚା ଜୋର ଧରିଛି। ଖବରରୁ ପ୍ରକାଶ, ସୂର୍ଯ୍ୟ ମନ୍ଦିର ବେଢ଼ାର ଚତୁଃପାର୍ଶ୍ୱରେ…

ଡାକ୍ତରଖାନା ପରିସରରେ କୁଢ଼ କୁଢ଼ ଅଳିଆ

ଗୋପ,୯।୨(ଡି.ଏନ୍‌.ଏ.): ଗୋପ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର କାର୍ଯ୍ୟାଳୟ ଭିତରେ କୁଢ଼ କୁଢ଼ ଅଳିଆ ଆବର୍ଜନା ଗଦା ହେବା ନେଇ ସାଧାରଣରେ ଅସନ୍ତୋଷ ଦେଖାଦେଇଛି। ପ୍ରକାଶ ଯେ, ସ୍ବାସ୍ଥ୍ୟକେନ୍ଦ୍ର ସହିତ ସ୍ବାସ୍ଥ୍ୟ କାର୍ଯ୍ୟାଳୟ ସ୍ବଚ୍ଛତା ପ୍ରତି ସରକାର ଗୁରୁତ୍ୱ ଦେଇ ଲକ୍ଷ ଲକ୍ଷ ଟଙ୍କା…

ପୁଣି ଶିମିଳିପାଳରୁ ହାତୀ ମୃତଦେହ ଠାବ: ଶୁଣ୍ଢ କାଟି ଦାନ୍ତ ନେଇଗଲେ

ବାରିପଦା ଅଫିସ,୯।୨: ଶିମିଳିପାଳ ଅଭୟାରଣ୍ୟରେ ହାତୀ ମଡକ ପିଛା ଛାଡୁନି। ପୁଣି ଏକ ଦନ୍ତାହାତୀର ମୃତଦେହକୁ ବନବିଭାଗ ଠାବ କରିଛି। ପିଠାବଟା ରେଞ୍ଜର ଗୋପୀନାଥପୁର ବିଟ ଅଧୀନ ଜଙ୍ଗଲରେ ପାଟ୍ରୋଲିଂ ସମୟରେ ବୁଧବାର ଅପରାହ୍ନରେ ବନକର୍ମଚାରୀ ହାତୀ ମୃତଦେହ ଦେଖି ଉପରିସ୍ଥ…

ଷଣ୍ଢ ପେଟରୁ ବାହାରିଲା ୬୦ କିଗ୍ରା ପଲିଥିନ୍‌

ବାଙ୍କୀ, ୯ା୨(ସ୍ବ.ପ୍ର.): ବାଙ୍କୀ ସହର ଅଞ୍ଚଳରେ ଏକ ବୁଲା ଷଣ୍ଢ ଅସୁସ୍ଥ ଅବସ୍ଥାରେ ପଡିଥିବାରୁ ତାର ପେଟକୁ ଅପରେଶନ କରାଯାଇ ୬୦କେଜିରୁ ଊର୍ଦ୍ଧ୍ୱ ପଲିଥିନ ବୁଧବାର ବାହାର କରାଯାଇଛି। ସୂଚନାଯୋଗ୍ୟ ବାଙ୍କୀ ସହରର ଗୋଟିଏ ବୁଲା ଷଣ୍ଢ ସପ୍ତାହେ ହେଲା ଖିଆପିଆ…

କେନ୍ଦ୍ରାପଡ଼ାରେ ସୀମିତ କର୍ମନିଯୁକ୍ତିକୁ ନେଇ ଚିନ୍ତା

କେନ୍ଦ୍ରାପଡ଼ା ଅଫିସ, ୯ା୨: ରାଜ୍ୟର ଅନ୍ୟ ଜିଲା ତୁଳନାରେ କେନ୍ଦ୍ରାପଡ଼ାରେ ସାକ୍ଷରଙ୍କ ସଂଖ୍ୟା କମ ନୁହେଁ । ଏଠାରେ ୮୫.୯୩ ପ୍ରତିଶତ ସାକ୍ଷର । ୫୭ ହଜାରରୁ ଅଧିକ ସ୍ନାତକ ଓ ତା’ଠାରୁ ଉପର ଡିଗ୍ରୀଧାରୀ ଜିଲା କର୍ମ ନିୟୋଜନ କେନ୍ଦ୍ରରେ…

ମେରାଇନ୍‌ ରାସ୍ତାକୁ ବିପଦ

ପାରାଦୀପ,୯ା୨(ସ୍ବ.ପ୍ର.): ପାରାଦୀପର ଷଣ୍ଢକୁଦ ସୀମାଠାରୁ ତୈଳ ବିଶୋଧନାଗାର ସାଉଥଗେଟ୍‌ ପର୍ଯ୍ୟନ୍ତ ସମୁଦ୍ର କୂଳରେ ଏବେ ଅବାଧରେ ବାଲି ଓ ମାଟି ଖୋଳା ଯାଉଥିବା ଦେଖିବାକୁ ମିଳିଛି। ଏହାଦ୍ୱାରା କେତେକ ଜାଗାରେ ସମୁଦ୍ର ଢେଉ ମେରାଇନ୍‌ ରାସ୍ତା ପାଖରେ ପହଞ୍ଚତ୍ ଗଲାଣି। ଏହାକୁ…

ସାମି…ସାମି… ଗୀତରେ ମନମୁଗ୍ଧ କଲେ ସୁନିଧି ଚୌହାନ୍‌

ଯାଜପୁର ଟାଉନ,୯ା୨(ଡି.ଏନ.ଏ.): ଯାଜପୁର ଜିଲା ମହୋତ୍ସବ ଓ ପଲ୍ଲିଶ୍ରୀ ମେଳା ଉଦ୍‌ଘାଟିତ ହୋଇଯାଇଛି। ବୁଧବାର ସ୍ଥାନୀୟ ବାଳାଶ୍ରମ ପଡ଼ିଆଠାରେ ଅନୁଷ୍ଠିତ ୧୧ତମ ଯାଜପୁର ଜିଲା ମହୋତ୍ସବ ସଂଗମ ଓ ପଲ୍ଲିଶ୍ରୀ ମେଳାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭର୍ଚୁଆଲ ମାଧ୍ୟମରେ ଉଦ୍‌ଘାଟନ କରି…

ଜନକଲ୍ୟାଣ ଯୋଜନାରେ ଦୁର୍ନୀତି, ହରିଲୁଟ୍‌

ଯାଜପୁର ଅଫିସ/ କୋରେଇ, (ଡି.ଏନ.ଏ.)୯ା୨: ଯାଜପୁର ଜିଲା କୋରେଇ ବ୍ଲକରେ ଏମଜିଏନଆର୍‌ଇଜିଏସ୍‌ ଯୋଜନା, ଆବାସ, ଡ୍ରେନେଜ, ଜଳସେଚନ ଆଦି ଜନହିତକର ଯୋଜନାରେ ଦୁର୍ନୀତି ବରଗଛ ଓହଳ ପରି ଲମ୍ବି ଚାଲିଛି । ଏନେଇ ଅଞ୍ଚଳବାସୀ ଯେତେ ଅଭିଯୋଗ କଲେ ବି କୌଣସି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?