ଆମ ଜିଲା ଖବର

ଚୁକ୍ତିଭିତ୍ତିକ ଶିକ୍ଷକ ପଦବୀ ଉଚ୍ଛେଦ ଦାବି

ବଲାଙ୍ଗୀର ଅଫିସ,୧୫ା୨: ଓଡ଼ିଶା ସରକାରୀ ହାଇସ୍କୁଲ ଏନ୍‌ପିଏସ୍‌ ଶିକ୍ଷକ ସଂଘ ଜିଲା ପକ୍ଷରୁ ବଲାଙ୍ଗୀର ଜିଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦିଆଯାଇଥିଲା। ରାଜ୍ୟ ସରକାର ଘୋଷିତ ‘ରିପିଲ ଆଣ୍ଡ୍‌ ସ୍ପେଶାଲ ପ୍ରୋଭିଜନ ରୁଲ୍ସ’ ୨୦୨୨ କାର୍ଯ୍ୟକାରୀ କରିବା ଦାବି ନେଇ ଜିଲାର…

ସେଲ୍‌ଫି ହେଲା କାଳ

ଟିକିରି,୧୫ା୨(ଡି.ଏନ୍‌.ଏ.): ରାୟଗଡ଼ା ଜିଲା ଭାଲୁମସ୍କା ଗ୍ରାମକୁ ଏକ ବିବାହ ଉତ୍ସବକୁ ଯାଇଥିଲେ ୩ ପିଲା। ସେଠାରୁ ୩ ଜଣ ସାଙ୍ଗ ହୋଇ ନିକଟସ୍ଥ ରେଳଷ୍ଟେଶନକୁ ଯାଇଥିଲେ। ସେଠାରେ ମାଲବାହୀ ଗାଡ଼ି ଠିଆ ହୋଇଥିବା ବେଳେ ୩ ପିଲାଙ୍କ ମଧ୍ୟରୁ ରେଳ ଉପରକୁ…

ମହିଳା କନଷ୍ଟେବଳଙ୍କ ଝୁଲନ୍ତା ମୃତଦେହ ଜବତ

ଢେଙ୍କାନାଳ ଅଫିସ,୧୫।୨: ଢେଙ୍କାନାଳ ଟାଉନ ଥାନା ଭିଏଚ୍‌ଏଫ୍‌ ବିଭାଗରେ କାର୍ଯ୍ୟରତ ମହିଳା କନଷ୍ଟେବଳ ସୁନିତା ନାୟକଙ୍କ ଝୁଲନ୍ତା ମୃତଦେହ ବୁଧବାର ରିଜଭର୍ର୍ ଲାଇନ ପୋଲିସ କ୍ୱାଟରରୁ ଜବତ ହୋଇଛି। ସୁନିତାଙ୍କ ସ୍ବାମୀ ଗଣେଶ୍ୱର ନାୟକ ରିଜର୍ଭ ପୋଲିସରେ କାର୍ଯ୍ୟରତ ଅଛନ୍ତି। ଗତକାଲି…

ଅଜଣା ଗାଡ଼ି ଧକ୍କାରେ ଅବକାରୀ କର୍ମଚାରୀଙ୍କ ଜୀବନଗଲା

ରେଢ଼ାଖୋଲ,୧୫।୨(ଡି.ଏନ୍‌.ଏ.): ସମ୍ବଲପୁର ଜିଲା ୫୫ନଂ ଜାତୀୟ ରାଜପଥ ଚାରମାଳ ନିକଟରେ ବୁଧବାର ଦୁର୍ଘଟଣା ଘଟିଛି। ଏକ ଅଜଣା ଗାଡ଼ି ଧକ୍କାରେ ସମ୍ବଲପୁର ଅବକାରୀ ବିଭାଗର କର୍ମଚାରୀ ଦିଲ୍ଲିପ କୁମାର ସ୍ବାଇଁଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇ ଯାଇଥିବା ଜଣାପଡିଛି। ସେ ରେଢ଼ାଖୋଲରୁ ସମ୍ବଲପୁର…

ଭାଜପା ପକ୍ଷରୁ ଜିଲାପାଳଙ୍କ ଅଫିସ ଘେରାଉ

ଭଦ୍ରକ ଅଫିସ,୧୫।୨: ରାଜ୍ୟରେ ମନ୍ତ୍ରୀଙ୍କୁ ପୋଲିସ ଗୁଳି କରି ହତ୍ୟା କରୁଛି। ବିଜେଡି ଶାସନରେ ଲୋକ ସୁରକ୍ଷିତ ନୁହଁନ୍ତି । ରାଜ୍ୟ ସରକାରଙ୍କ ଅରାଜକତା ଓ ଦୁର୍ନୀତି ବରୋଧରେ ବୁଧବାର ଭାଜପା ପକ୍ଷରୁ ଜିଲାପାଳଙ୍କ କାର୍ଯ୍ୟାଳୟ ଘେରାଉ କରାଯାଇଛି। ଭଦ୍ରକରେ ପୂର୍ବତନ…

ଟାଟା ପ୍ରକଳ୍ପ ପାଚେରୀ ନିର୍ମାଣକୁ ବିରୋଧ: ୨୦ରୁ ଊର୍ଦ୍ଧ୍ୱ ଲୋକଙ୍କୁ ଟେକିନେଲା ପୋଲିସ

ଛତ୍ରପୁର,୧୫।୨(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଛତ୍ରପୁର ଉପକଣ୍ଠ କାଳିପଲି ନିକଟରେ ଟାଟା କମ୍ପାନୀର ପ୍ରକଳ୍ପ ପକ୍ଷରୁ ପାଚେରୀ ନିର୍ମାଣ କାମ ମଙ୍ଗଳବାର ଠାରୁ ଆରମ୍ଭ ହୋଇଛି। ପୋଲିସ ଫୋର୍ସ ବଳୟରେ ଏହା ଚାଲିଥିବା ବେଳେ ବୁଧବାର ଏହି କାମକୁ ବନ୍ଦ କରିବାକୁ କାଳୀପଲ୍ଲୀ…

ପ୍ରେମ ଦିବସରେ ଘରୁ ଚାଲି ଆସିଥିଲେ ପ୍ରେମୀଯୁଗଳ, ମିଳିଲା ଝୁଲନ୍ତା ମୃତଦେହ

ପାପଡାହାଣ୍ଡି,୧୫।୨(ଡି.ଏନ୍‌.ଏ.): ନବରଙ୍ଗପୁର ଜିଲା ମଇଦଲପୁର ଥାନା ଅନ୍ତର୍ଗତ ଆମପାଣି ଘାଟିର ଖଡ଼କା ଜଙ୍ଗଲରେ ବୁଧବାର ପ୍ରେମୀଯୁଗଳଙ୍କ ଝୁଲନ୍ତା ମୃତଦେହ ଦେଖିବାକୁ ମିଳିଛି। ଉଭୟ ଏକ ମହୁଲ ଗଛରେ ଝୁଲିପଡ଼ିଥିବା ଦେଖି ସ୍ଥାନୀୟ ଲୋକ ପୋଲିସକୁ ଖବର ଦେଇଥିଲେ। ଖବର ଲେଖାଯିବା ସୁଦ୍ଧା…

୨୦ ଘଣ୍ଟା ପରେ ନିଖୋଜ ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର

ଚିତ୍ରକୋଣ୍ଡା,୧୫।୨(ଡି.ଏନ.ଏ.): ବାଲିମେଳା ଜଳଭଣ୍ଡାରରୁ ୨୦ ଘଣ୍ଟା ବ୍ୟବଧାନ ପରେ ନିଖୋଜ ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର କରାଯାଇଛି। ସୂଚନାନୁଯାୟୀ,ମଙ୍ଗଳବାର ମାଲକାନଗିରି ଜିଲା ଚିତ୍ରକୋଣ୍ଡା ଥାନା ଅନ୍ତର୍ଗତ ଚିତ୍ରକୋଣ୍ଡା ବାଲିମେଳା ଜଳଭଣ୍ଡାରରେ ମାଛ ଧରିବାକୁ ଯାଇ ସ୍ପିଲବାଇ ଗ୍ରାମର ଘାସି ଖିଲ(୬୦) ନିକୋଜ ହୋଇଯାଇଥିଲେ।…

ଜିଲାପାଳଙ୍କ ଅଫିସ ଘେରାଉ କଲା ଭାଜପା

ଛତ୍ରପୁର,୧୫।୨(ଡି.ଏନ.ଏ.): ମୁଖ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବି କରି ଗଞ୍ଜାମ ଜିଲା ଓ ଘୁମୁସର ଜିଲା ଭାଜପା ପକ୍ଷରୁ ବୁଧବାର ଜିଲାପାଳଙ୍କ କାର୍ଯ୍ୟାଳୟ ଘେରାଉ କରାଯାଇଛି। ରାଜ୍ୟରେ ଦୁର୍ନୀତି ଓ ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତ, ବରିଷ୍ଠ ମନ୍ତ୍ରୀଙ୍କ ହତ୍ୟା, ରାଜ୍ୟରେ ଅରାଜକତା ଓ ଜନସାଧାରଣଙ୍କ…

ନଦୀରେ ଭାସିଯାଇ ଜଣେ ବ୍ୟକ୍ତି ନିଖୋଜ

ଚିତ୍ରକୋଣ୍ଡା,୧୫।୨(ଡି.ଏନ.ଏ.): ମାଲକାନଗିରି ଜିଲା ଚିତ୍ରକୋଣ୍ଡା ଥାନା ଅନର୍ଗତ ଚିତ୍ରକୋଣ୍ଡା ବାଲିମେଳା ଜଳଭଣ୍ଡାରରେ ମାଛ ଧରିବାକୁ ଯାଇ ଜଣେ ନିଖୋଜ। ସେ ହେଲେ ସ୍ପିଲବାଇ ଗ୍ରାମର ଘାସି ଖିଲ(୬୦)। ମଙ୍ଗଳବାର ମାଛ ମାରୁଥିବା ସମୟରେ ଘାସି ଜଳଭଣ୍ଡାର ଭିତରକୁ ଖସି ପଡ଼ିଥିବା ଜଣାପଡିଛି।…

ଟୋଲ୍‌ଗେଟ ହଟାଇବାକୁ ଦାବିକଲା ଭାଜପା

ଅମରପାଲି,୧୫।୨(ଡି.ଏନ.ଏ.): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ନିର୍ବାଚନ ମଣ୍ଡଳୀ ଅଧୀନ ବୀରମହାରାଜପୁର, ଉଲୁଣ୍ଡା ଓ ବିନିକା ବ୍ଲକର ବିଭିନ୍ନ ସ୍ଥାନରେ ଥିବା ଟୋଲଗେଟ ହଟାଇବା ଦାବି କରିଛି ଭାଜପା। ମଙ୍ଗଳବାର ବୀରମହାରାଜପୁର ଭାଜପା ତରଫରୁ ଉପଜିଲାପାଳ ଅଶୋକ କୁମାର ଭୋଇଙ୍କୁ ଏକ ଦାବିପତ୍ର…

ନାରୀ ଶିକ୍ଷିତା ହେଲେ ଦୁର୍ନୀତି ହଟିବ

ସୋନପୁର,୧୫।୧୧(ନି.ପ୍ର.): ସୋନପୁର ବ୍ଲକ ନାରାୟଣପୁର ଗ୍ରାମ୍ୟ ପାଠାଗାର ପରିସରରେ ନାରୀ ଶିକ୍ଷାକୁ ନେଇ ଏକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି। ପାଠାଗାର ପକ୍ଷରୁ ଆୟୋଜିତ ଏହି ଆଲୋଚନାଚକ୍ରରେ କବୟିତ୍ରୀ ଚନ୍ଦ୍ରାବତୀ ପାଣ୍ଡେ ଆଲୋଚକଭାବେ ଯୋଗଦାନ କରି ନାରୀ ଶିକ୍ଷାର ପ୍ରସାର ଓ ଏହାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?