ବଦଳିଲା ୧୬ ଗାଁର ଠିକଣା
ଧାମନଗର, ୧୫।୨(ଡି.ଏନ.ଏ): ଭଦ୍ରକ ଜିଲା ଧାମନଗର ବ୍ଲକ ଅଧୀନ ୧୧ ଓ ଭଣ୍ଡାରିପୋଖରୀ ବ୍ଲକର ୫କୁ ମିଶାଇ ମୋଟ ୧୬ ଗଁାର ଠିକଣା ବଦଳିଛି। ଆଗରୁ ଏସବୁ ଗଁାର ଠିକଣା ଯାଜପୁର ଜିଲାର ସମ୍ପୃକ୍ତି ରହୁଥିଲା। ଲୋକେ ଯେତେବେଳେ ଠିକଣା ଲେଖୁଥିଲେ,…
ହାଇଲେଭଲ କେନାଲ ରାସ୍ତା ନିର୍ମାଣରେ ଅନିୟମିତତା
ଚଣ୍ଡିଖୋଲ,୧୫ା୨(ଡି.ଏନ.ଏ.): ଚାର୍ବାଟିଆ ପୂର୍ତ୍ତ ବିଭାଗ ଡିଭିଜନ ଅଧୀନ ବଡ଼ଚଣା ଉପଖଣ୍ଡରେ ଚାଲିଛି ବୈରୀଠାରୁ ଚଣ୍ଡିଖୋଲ ପର୍ଯ୍ୟନ୍ତ ହାଇଲେଭଲ କେନାଲ ରାସ୍ତା ଉନ୍ନତୀକରଣ କାର୍ଯ୍ୟ। ମାତ୍ର ଏହି କାର୍ଯ୍ୟ ନିମ୍ନମାନର ହେଉଥିବା ଅଭିଯୋଗ ହୋଇଛି। ଏହି କେନାଲ ବନ୍ଧ ରାସ୍ତାଟି ପୂର୍ବରୁ ଜାରକା…
ବିସ୍ଥାପନ ଅପେକ୍ଷାରେ ୪ ଗ୍ରାମର ବାସିନ୍ଦା
କଳିଙ୍ଗନଗର,୧୫ା୨(ଡି.ଏନ୍.ଏ.): ବିସ୍ଥାପନ ପ୍ରସଙ୍ଗ ବୁଝିବାକୁ ପ୍ରଶାସନସ୍ତରରେ ରହିଥିବା ପରାମର୍ଶଦାତା କମିଟି ଦୀର୍ଘଦିନରୁ ସ୍ଥାଣୁ ପାଲଟି ଯାଇଥିବା ଅଭିଯୋଗ ହୋଇଛି। ବିସ୍ଥାପିତ ହେବାକୁ ଥିବା ଗ୍ରାମବାସୀ ସୋମବାର ଯାଜପୁର ରୋଡଠାରେ ଜିଲାପାଳ ଓ ଆରକ୍ଷୀ ଅଧୀକ୍ଷକଙ୍କ ମିଳିତ ଜନଶୁଣାଣୀ ଶିବିରରେ ଏହି ପ୍ରସଙ୍ଗରେ…
ପୋଲ ଭାଙ୍ଗି ଦେଇ ବିଭାଗ ବର୍ଷେ ହେଲା ଚୁପ୍
କୁଜଙ୍ଗ,୧୫ା୨(ଡି.ଏନ୍.ଏ.): କୁଜଙ୍ଗ ବ୍ଲକ ଅନ୍ତର୍ଗତ ବାଲିଆ ପଞ୍ଚାୟତର ବଡ଼ଙ୍ଗ ଓ ପାରିଅଙ୍ଗ ଗଁାକୁ ଲୁଣା ନଦୀ ଉପରେ ସଂଯୋଗ କରିଥିବା ପୋଲକୁ ଗ୍ରାମ୍ୟ ଉନ୍ନୟନ ବିଭାଗ ବର୍ଷେ ତଳୁ ଭାଙ୍ଗି ଦେଇଥିଲା। ନୂଆ ପୋଲ ନିର୍ମାଣ କରିବା ନଁାରେ ବିଭାଗ ଚୁପ…
ସ୍ବଚ୍ଛ ଭାରତ ପାଇଖାନା ନିର୍ମାଣରେ ଦୁର୍ନୀତି
ରାଜନଗର, ୧୫ା୨(ଡି.ଏନ.ଏ.): ଗଁା ପରିବେଶକୁ ସୁସ୍ଥ ରଖିବାକୁ ସ୍ବଚ୍ଛ ଭାରତ ଯୋଜନାରେ ବ୍ୟକ୍ତିଗତ ପାଇଖାନା ନିର୍ମାଣ କରାଯାଉଛି। ବାହାରେ ମଳତ୍ୟାଗ ଯୋଗୁ ପରିବେଶ ଦୂଷିତ ହେଉଥିବାରୁ ସମସ୍ତେ ଯେପରି ପାଇଖାନା ବ୍ୟବହାର କରିବେ ସେଥିପ୍ରତି ଗୁରୁତ୍ୱ ଦିଆଯାଉଛି। ସ୍ବଚ୍ଛ ଭାରତ ଫେଜ-୧…
ଚିଲିକାରେ ଫସିଲା ଡଙ୍ଗା
କୃଷ୍ଣପ୍ରସାଦ,୧୫ା୨(ଡି.ଏନ୍.ଏ.): ଚିଲିକାରେ ବାରମ୍ବାର ଡଙ୍ଗା ଓ ଭସାପୋଲ (ଭେସେଲ) ଅଟକୁଥିଲେ ମଧ୍ୟ ପ୍ରଶାସନ ପକ୍ଷରୁ କୌଣସି ପଦକ୍ଷେପ ନିଆଯାଉନାହିଁ। ଯାହାକୁ ନେଇ ଯାତ୍ରୀଙ୍କ ମଧ୍ୟରେ ଅସନ୍ତୋଷ ବଢ଼ିବାରେ ଲାଗିଛି। ଏହି ପରିପ୍ରେକ୍ଷୀରେ ମଙ୍ଗଳବାର ଯାତ୍ରୀଙ୍କୁ ନେଇ ଯାଉଥିବା ଏକ ଡଙ୍ଗା ଚିଲିକାରେ…
ଆଜିଠୁ ମାଟ୍ରିକ୍ ପ୍ରାକ୍ଟିକାଲ ପରୀକ୍ଷା
କଟକ ଅଫିସ,୧୫ା୨: ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ) ଦ୍ୱାରା ପରିଚାଳିତ ଦଶମ ଶ୍ରେଣୀ ଧନ୍ଦାମୂଳକ ଶିକ୍ଷାର ଦ୍ୱିତୀୟ ସମ୍ମେଟିଭ ଆସେସ୍ମେଣ୍ଟ (ଏସ୍ଏ-୨) ପ୍ରାକ୍ଟିକାଲ ପରୀକ୍ଷା ବୁଧବାରଠାରୁ ଆରମ୍ଭ ହେବ। ଛାତ୍ରୀଛାତ୍ରମାନେ ନିଜ ସ୍କୁଲରେ ପରୀକ୍ଷା ଦେବେ। ଏହି ପରୀକ୍ଷା ଆସନ୍ତା…
ଦୁର୍ଘଟଣାସ୍ଥଳରେ ୨ ବାଇକ୍ ଆରୋହୀ ଜଳିଗଲେ
କଟକ ସଦର/ରାହାମା, ୧୫ା୨(ଡି.ଏନ.ଏ.): କଟକ-ପାରାଦୀପ ରାସ୍ତାର କନ୍ଦରପୁର ଟୋଲ୍ଗେଟ୍ରେ ସୋମବାର ବିଳମ୍ବିତ ରାତିରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଟୋଲ୍ଗେଟ୍ରେ ଅଟକି ଥିବା ମିକ୍ସର ମେଶିନ୍ରେ ଧକ୍କା ହେବା ଫଳରେ ଏକ ବାଇକ୍ ଜଳିଯାଇଛି। ଏଥିସହ ୨ ଜଣ ବାଇକ୍ ଆରୋହୀ…
ଚୌଦ୍ୱାର ଜେଲରେ ଗୋପାଳ ଦାସ
କଟକ ଅଫିସ/ଚୌଦ୍ୱାର/ବ୍ରଜରାଜନଗର,୧୫ା୨(ଡି.ଏନ୍.ଏ.): ପୂର୍ବତନ ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ହତ୍ୟା ମାମଲାର ଅଭିଯୁକ୍ତ ଗୋପାଳ ଦାସଙ୍କୁ କଡ଼ା ସୁରକ୍ଷା ମଧ୍ୟରେ ଝାରସୁଗୁଡ଼ାରୁ ଚୌଦ୍ୱାର ମଣ୍ଡଳ କାରାଗାରକୁ ମଙ୍ଗଳବାର ସ୍ଥାନାନ୍ତର କରାଯାଇଛି। ଗୋପାଳଙ୍କ ଠିକଣା ଏବେ ଚୌଦ୍ୱାର ଜେଲର ୩ ନମ୍ବର ସେଲ୍ ପାଲଟିଛି।…
ବୁଧବାରଠାରୁ ମାଟ୍ରିକ ପ୍ରାକ୍ଟିକାଲ ପରୀକ୍ଷା ଆରମ୍ଭ, ୨୮ ଯାଏ ଚାଲିବ
କଟକ ଅଫିସ,୧୪ା୨: ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ଦଶମ ଶ୍ରେଣୀ ଧନ୍ଦାମୂଳକ ଶିକ୍ଷାର ଦ୍ୱିତୀୟ ସମ୍ମେଟିଭ ଆସେସ୍ମେଣ୍ଟ(ଏସ୍ଏ-୨) ପ୍ରାକ୍ଟିକାଲ ପରୀକ୍ଷା ବୁଧବାରଠାରୁ ଆରମ୍ଭ ହେବ। ଛାତ୍ରୀଛାତ୍ରମାନେ ନିଜ ସ୍କୁଲରେ ଏହି ପରୀକ୍ଷା ଦେବେ। ଆସନ୍ତା ୨୮ ତାରିଖ ପର୍ଯ୍ୟନ୍ତ…
ବୁଧବାର କଟକ ଆସିବେ ରାଇନା, ପ୍ରଜ୍ଞାନ
କଟକ ଅଫିସ,୧୪ା୨: ଭାରତର ପୂର୍ବତନ କ୍ରିକେଟର ସୁରେଶ ରାଇନା ଓ ପ୍ରଜ୍ଞାନ ଓଝା ବୁଧବାର କଟକ ଆସିବେ। ଗୁରୁଡିଝାଟିଆ ଥାନା ଅଧୀନ କପୁରସିଂହ ଖେଳପଡ଼ିଆରେ ଏମ୍ଜିଏମ୍ ସ୍କୁଲ ଅଫ୍ ସ୍ପୋର୍ଟସ ଆଣ୍ଡ୍ ସେର୍ ଅଫ୍ ଏକ୍ସିଲେନ୍ସ ଫର୍ କ୍ରିକେଟ ଏକାଡେମୀ ଉଦ୍ଘାଟନ…
ଅସଲି ଦେଖାଇ ବିକିଥିଲେ ନକଲି ସୁନା, ୪ ମାସ ପରେ ବନ୍ଧା ହେଲେ ୨ ଠକ
ଦେବଗଡ଼,୧୪।୨(ଡି.ଏନ୍.ଏ.): ଦେବଗଡ଼ ଜିଲା କୁଣ୍ଢେଇଗୋଳା ଥାନା ଅଞ୍ଚଳରେ ଅସଲି ସୁନା ଦେଖାଇ ନକଲି ସୁନା ବିକ୍ରି କରି ଫେରାର ହେବା ଘଟଣାରେ ପୋଲିସକୁ ସଫଳତା। ଦୀର୍ଘ ୪ମାସ ପରେ ଧରା ପଡିଛନ୍ତି ଠକ ଗ୍ୟାଙ୍ଗର ୨ ସଦସ୍ୟ। ଗିରଫ ଅଭିଯୁକ୍ତ ହେଲେ…

