ଆମ ଜିଲା ଖବର

ପାଟଣା ରେଞ୍ଜରେ ଗୋଠଛଡ଼ା ଦନ୍ତା ଗାଁରେ ବୁଲିଲା, ୪ ଘର ଭାଙ୍ଗିଲା

ପାଟଣା,୩ା୪(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ରେଞ୍ଜ ସାହାରପଡ଼ା ସେକ୍ସନ ମାଛଗଡ଼ ସାଉଥ ଓ ନର୍ଥ ବିଟ୍‌ ଅଞ୍ଚଳରେ ଏକ ଗୋଠଛଡ଼ା ଦନ୍ତାହାତୀ ପଶି ଉତ୍ପାତ କରିଛି। ରାତିରେ ଗାଁ ଦାଣ୍ଡରେ ବୁଲିବା ସହ ୪ ଜଣଙ୍କ ଘର ଭାଙ୍ଗି ଦେଇଛି। ଲୋକେ…

ରାତିରେ ଶୋଇଥିଲେ, ହେଲେ ସକାଳୁ ଉଠିଲେନି

ପଦ୍ମପୁର, ୩ା୪(ଡି.ଏନ.ଏ.): ଭଦ୍ରକ ବ୍ଲକ ଅଧୀନ ଜିତାନଗା ଗ୍ରାମରେ ଜଣେ ଯୁବକ ପାରିବାରିକ କଳହକୁ କେନ୍ଦ୍ରକରି ବେକରେ ରଶି ଲଗାଇ ଆତ୍ମହତ୍ୟା କରିଛନ୍ତି। ମୃତକ ହେଉଛନ୍ତି ବାବୁଲି ଦାସ(୨୪)। ସୂଚନା ଅନୁଯାୟୀ, ରବିବାର ରାତିରେ ସେ ନିଜ ରୁମ୍‌ରେ ଶୋଇଥିଲେ। ସୋମବାର…

ଯୌତୁକ ନିର୍ଯାତନା : ପୁଅକୁ ଆଣିବାକୁ ଯାଇ ମାଡ଼ ଖାଇଲେ ମହିଳା

ବ୍ରହ୍ମପୁର ଅଫିସ,୩ା୪: ବ୍ରହ୍ମପୁର ସଦର ଥାନାରେ ଜନୈକା ମହିଳା ଶିବାନୀ ସାହୁଙ୍କୁ ତାଙ୍କ ଶଶୁର ଘରେ ଅଧିକ ଯୌତୁକ ଦାବି କରି ମାନସିକ ଓ ଶାରୀରିକ ନିର୍ଯାତନା ଦିଆଯାଉଥିବା ସୋମବାର ଅଭିଯୋଗ ହୋଇଛି। ପୋଲିସ ନଂ ୨୦୩/୨୩ରେ ଏକ ମାମଲା ରୁଜୁ…

୬୯ ଦୋକାନ ଘର, କୋଟିଏ ଟଙ୍କାର ସାମଗ୍ରୀ ଜଳିପୋଡି ପାଉଁଶ

କେନ୍ଦୁଝର,୩।୪(ସ୍ବ.ପ୍ର.) : କେନ୍ଦୁଝର ସହର ରାସ ମନ୍ଦିର ବଜାରରେ ସୋମବାର ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଏହି ଅଗ୍ନିକାଣ୍ଡରେ ୬୯ଟି ଖୁଚୁରା ଦୋକାନ ଜଳି ଯାଇଥିବାବେଳେ ବ୍ୟାପକ ସାମଗ୍ରୀ ପୋଡିଯାଇଥିବା ସୂଚନା ମିଳିଛି। ସଟସର୍କିଟ ଯୋଗୁ ନିଆଁ ଲାଗିଥିବା ଆଶଙ୍କା କରାଯାଉଛି। ନିଆଁର…

ଟିଡିସିସିଓଏଲ୍‌ର ଉପାଧ୍ୟକ୍ଷ ହେଲେ ଦିଲୀପ

ଦାରିଙ୍ଗବାଡ଼ି,୩।୪(ଡି.ଏନ୍‌.ଏ.): ରାଜ୍ୟରେ ଲଘୁ ବନଜାତ ସାମଗ୍ରୀର ସଂଗ୍ରହ ଓ ବିକ୍ରି ବ୍ୟବସ୍ଥା କରି ଆଦିବାସୀମାନଙ୍କ ଅର୍ଥନୈତିକ ଅଭିବୃଦ୍ଧି ପାଇଁ ଗଠିତ ଆଦିବାସୀ ଉନ୍ନୟନ ସମବାୟ ନିଗମର ବିଭିନ୍ନ ପଦବୀ ନିମନ୍ତେ ନିର୍ବାଚନ ଅନୁଷ୍ଠିତ ହୋଇଯାଇଛି। ଏଥିରେ କନ୍ଧମାଳର ଦିଲୀପ ପ୍ରଧାନ ରାଜ୍ୟ…

ଆବାସ ଗୃହ ନିର୍ମାଣକୁ ନେଇ ବିବାଦ

କେନ୍ଦୁଝର,୩।୪(ସ୍ବ.ପ୍ର.):ମ୍ୟୁନିସିପାଲିଟି କାର୍ଯ୍ୟାଳୟ ସମ୍ମୁଖ ୮ନମ୍ବର ୱାର୍ଡର ଗୌରତୋଟା ସାହିରେ ଆବାସ ଯୋଜନା ଘର ନିମାଣକୁ ନେଇ ବିବାଦ ଦେଖାଦେଇଛି । ଏନେଇ ରିଭା ସେଠୀ ନାମକ ଜଣେ ଭିନ୍ନକ୍ଷମ ମହିଳା ସୋମବାର ଜିଲାପାଳଙ୍କ ଅଭିଯୋଗ ଶୁଣାଣିରେ ଲିଖିତ ଅଭିଯୋଗ କରିଛନ୍ତି। ସେ…

ଟେଲିସ୍କୋପ୍‌ ଲେନ୍ସରେ ଛାତ୍ରୀଛାତ୍ରଙ୍କୁ ବିଜ୍ଞାନ ଶିକ୍ଷା

କର୍ଲାମୁଣ୍ଡା,୩।୪(ଡି.ଏନ୍‌.ଏ.): ମହାକାଶ ବିଜ୍ଞାନ ପ୍ରତି ଗ୍ରାମାଞ୍ଚଳ ଛାତ୍ରୀଛାତ୍ର କିପରି ଆକର୍ଷିତ ହେବେ ସେନେଇ ଆଗେଇ ଆସିଛନ୍ତି ଜଣେ ଉଦୀୟମାନ ଯୁବ ପିଏଚ୍‌ଡି (କୋଷ ବିଜ୍ଞାନ) ଛାତ୍ର ପରେଶ୍‌ ପ୍ରିୟଦର୍ଶନ ରଣା। କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ରିଷିଡ଼ା ନିବାସୀ ତଥା ଅବସରପ୍ରାପ୍ତ…

ଅପରାହ୍ନ ୪ଟା ୩୦ ସୁଦ୍ଧା ୭୧.୮୬ ପ୍ରତିଶତ ମତଦାନ

ବରଗଡ ଅଫିସ,୩।୪: ବରଗଡ ଜିଲା ଅତାବିରା ଏନ୍‌ଏସି ନିର୍ବାଚନ ପାଇଁ ସୋମବାର ଭୋଟ ଗ୍ରହଣ ଚାଲିଛି। ୧୨ୱାର୍ଡ ବିଶିଷ୍ଟ ଏହି ଏନ୍‌ଏସିର ୧୬ଟି ବୁଥ୍‌ରେ ମତଦାନ ଚାଲିଛି। ଅପରାହ୍ନ ୪ଟା ୩୦ ମିନିଟ୍‌ ସୁଦ୍ଧା ଏଠାରେ ୭୧.୮୬ ପ୍ରତିଶତ ମତଦାନ ହୋଇଛି…

ଚାଷ ଦେଲା ପରିଚୟ

ଭବାନୀପାଟଣା,୩।୪(ସ୍ବ.ପ୍ର.): କଳାହାଣ୍ଡି ଜିଲା ଜୁନାଗଡ ବ୍ଲକ ଚାରଭାଟି ପଞ୍ଚାୟତ କାଦୋପଦର ଗ୍ରାମର ଯୁଧିଷ୍ଠିର ମାଝୀ ଏବଂ ତାଙ୍କର ସ୍ତ୍ରୀ ପ୍ରେମଶିଲା ଏବେ ବିଭିନ୍ନ ପ୍ରକାର ପନିପରିବା ଚାଷ କରି ଚର୍ଚ୍ଚାକୁ ଆସିଛନ୍ତି। ଏପରି କି ଦମ୍ପତିଙ୍କ ସଫଳ ଚାଷକୁ ନେଇ ଜୁନାଗଡ଼…

ଜିଲାପାଳ କାର୍ଯ୍ୟାଳୟ ଘେରିଲା ପୂର୍ବତନ ସୈନିକ ସଙ୍ଘ

ବଲାଙ୍ଗୀର ଅଫିସ,୩।୪: ଦେଶରେ ଓ୍ବାନ ର଼୍ୟାଙ୍କ ଓ୍ବାନ ପେନସନ ଦାବିରେ ସୋମବାର ସମସ୍ତ ଜିଲା ମୁଖ୍ୟାଳୟମାନଙ୍କରେ ପୂର୍ବତନ ସୈନିକ ସଙ୍ଘ ବିକ୍ଷୋଭ ପ୍ରଦର୍ଶନ କରିଛି। ସେହି କ୍ରମରେ ୪ ଦଫା ଦାବି ନେଇ ବଲାଙ୍ଗୀରର ପୂର୍ବତନ ସୈନିକ ସଙ୍ଘ ଏକ ରାଲିରେ…

ଜବରଦଖଲ ଉଚ୍ଛେଦରେ ପ୍ରଶାସନର ପଛଘୁଞ୍ଚା

ଦେବଗଡ଼,୩।୪(ଡି.ଏନ୍‌.ଏ.): ଦେବଗଡ଼ ସହର କଲେଜ ରୋଡ ଶନି ମନ୍ଦିର ନିକଟ ଷୋହଳ ବଖରି କଟା (ପୋଖରୀ) ଉନ୍ନତିକରଣ କରାଯାଉଛି। ହେଲେ ଏହି ପୋଖରୀର କିଛି ଜାଗାକୁ କେତେଜଣ ବ୍ୟକ୍ତି ଜବରଦଖଲ କରିରଖିଛନ୍ତି। ଫଳରେ ଆଗକୁ ଉନ୍ନତିକରଣ କାର୍ଯ୍ୟରେ ପ୍ରତିବନ୍ଧକ ସୃଷ୍ଟି ହେବା…

ଦୁର୍ଦ୍ଦିନରେ ଦିନ କାଟୁଛନ୍ତି ବିଧବା ମଞ୍ଜୁଙ୍କ ପରିବାର

ପଲମ,୩।୪(ଡି.ଏନ.ଏ.): କଳାହାଣ୍ଡି ଜିଲା ନର୍ଲା ବ୍ଲକ୍‌ ରୁପ୍ରା ପଞ୍ଚାୟତସ୍ଥିତ ଟୁଟିଙ୍ଗ ଗ୍ରାମରେ ଅସହାୟ ଅବସ୍ଥାରେ ରହୁଛନ୍ତି ବିଧବା ମଞ୍ଜୁ ଦୁର୍ଗା(୫୦)ଙ୍କ ପରିବାରବର୍ଗ। ପରିବାର ପ୍ରତିପୋଷଣ କରିବା ପାଇଁ ରାଜ୍ୟ ବାହାରୁ କାମ କରିବାକୁ ଯାଇଥିଲେ ମଞ୍ଜୁଙ୍କ ସ୍ବାମୀ ସାଧୁରାମ ଦୁର୍ଗା। କିନ୍ତୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?