ଆମ ଜିଲା ଖବର

ବାଇକ୍‌କୁ ଧକ୍କା ଦେଲା ଟ୍ରକ୍‌: ନାବାଳକ ମୃତ

ପାରଳାଖେମୁଣ୍ଡି, ୧୩।୫(ଡି.ଏନ.ଏ.): ଗଜପତି ଜିଲା ପାରଳାଖେମୁଣ୍ଡି ଉପକଣ୍ଠ ରାଣିପେଣ୍ଠ ଛକ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏକ ଟ୍ରକ୍‌ ବାଇକ୍‌କୁ ଧକ୍କା ଦେବା ଫଳରେ ଘଟଣାସ୍ଥଳରେ ବାଇକ୍‌ ଆରୋହୀଙ୍କ ମୃତ୍ୟୁ ଘଟିଛି। ସୂଚନାଯୋଗ୍ୟ, ଶନିବାର ବାଇକ୍‌ଟି ଗୁମ୍ମା ବ୍ଲକର ଗାଇବା…

ସାମ୍ପ୍ରଦାୟିକ ହିଂସା ଘଟଣାକୁ ମାସେ ପୂରିଲା

ସମ୍ବଲପୁର,୧୩।୫(ବ୍ୟୁରୋ):ସମ୍ବଲପୁର ହନୁମାନ ଜୟନ୍ତୀ ଉପଲକ୍ଷେ ବାଇକ୍‌ ଶୋଭାଯାତ୍ରା ଉପରେ ପଥର ମାଡ଼ ସାଙ୍ଗକୁ ପୋଡ଼ାଜଳା ଆକ୍ରମଣ ଭଳି ସାମ୍ପ୍ରଦାୟିକ ହିଂସା ଘଟଣାକୁ ଶୁକ୍ରବାର ଏକମାସ ପୂରିଛି। ହେଲେ ସେଦିନର ଦୃଶ୍ୟ ଲୋକଙ୍କ ମନରୁ ଲିଭି ନାହିଁ। ପରିସ୍ଥିତି ସ୍ବାଭାବିକ ହୋଇଥିଲେ ବି…

ସତ୍ୟସାଇ ସେବା ସଙ୍ଗଠନର ସଫେଇ କାର୍ଯ୍ୟକ୍ରମ

ପାଇକମାଳ,୧୩।୫(ଡି.ଏନ.ଏ.): ବରଗଡ ଜିଲା ପାଇକମାଳ ସତ୍ୟସାଇ ସେବା ସଙ୍ଗଠନ ତରଫରୁ ନୃସିଂହନାଥ ପରିସରରେ ସଫେଇ କାର୍ଯ୍ୟକ୍ରମ ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ସଙ୍ଗଠନ ସଦସ୍ୟମାନେ କପିଳ ମୁନି ଆଶ୍ରମ ପରିସରରେ ସତ୍ୟସାଇଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରି ପୂଜା ଆଳତି…

ଜିଲା ସାମାଜିକ ସୁରକ୍ଷା ଅଧିକାରୀଙ୍କୁ ଭେଟିଲେ ଡାକ୍ତର, କର୍ମଚାରୀ

ସୁନ୍ଦରଗଡ଼,୧୩।୫(ଡି.ଏନ୍‌.ଏ.): ସୁନ୍ଦରଗଡ଼ ସରକାରୀ ମେଡ଼ିକାଲ ପରିସରରେ ଥିବା ଅତ୍ୟାଧୁନିକ ଭୌତିକ ଚିକିତ୍ସା କେନ୍ଦ୍ରର ଡାକ୍ତର ଓ କର୍ମଚାରୀଙ୍କୁ ୨ ମାସ ହେଲା ଦରମା ମିଳୁନି। ଏ ନେଇ ବାରମ୍ବାର ଦାବି ପରେ ଦରମା ମିଳୁ ନ ଥିବାରୁ ଶୁକ୍ରବାରଠାରୁ ଏଠାରେ କାର୍ଯ୍ୟରତ…

ରାଶନ ଚାଉଳ ବାଟମାରଣା ଅଭିଯୋଗ

ରାଉରକେଲା ଅଫିସ,୧୩।୫: ରାଉରକେଲା ଯୋଗାଣ ବିଭାଗ ଅଧୀନ ୧୫୦ କଣ୍ଟ୍ରୋଲ ଡିଲରଙ୍କ ଜରିଆରେ ଗରିବ ହିତାଧିକାରୀଙ୍କୁ ରାଶନ ସାମଗ୍ରୀ ବଣ୍ଟନ କରାଯାଉଛି। ଏଥିରେ ରାଉରକେଲାର ମୋଟ ୬୮ହଜାର ରାସନ କାର୍ଡଧାରୀ ସାମିଲ ହୋଇଛନ୍ତି। ଚାଉଳ ବଣ୍ଟନରେ ସ୍ବଚ୍ଛତା ଲାଗି ଯୋଗାଣ ବିଭାଗ…

ଡିକେଡିଏ, ଓପିଲିପି କର୍ମଚାରୀଙ୍କ ସମ୍ପୃକ୍ତି ନାହିଁ: ଅତିରିକ୍ତ ଜିଲାପାଳ

ବିଷମକଟକ,୧୩।୫(ଡି.ଏନ.ଏ.): ବିଷମକଟକ ବ୍ଲକ ନିୟମଗିରି ପାହାଡ଼ ପାଦଦେଶରେ ଥିବା ବାଲାପାଇ ଗ୍ରାମର ଟିମି ପୁଷିକାଙ୍କୁ ଓପିଲିପି ପ୍ରତାରଣା କରିଥିବା ନେଇ କୌଣସି ସତ୍ୟତା ନାହିଁ ବୋଲି ଶୁକ୍ରବାର ଅତିରିକ୍ତ ଜିଲାପାଳ ଧର୍ମାନନ୍ଦ ବେହେରା ସୂଚନା ଦେଇଛନ୍ତି। ଟିମି ଗୁରୁବାର ରାୟଗଡ଼ା ଯାଇ…

ଆମ୍ବ ତୋଳିବାକୁ ଯାଇ ହାତୀ ହାବୁଡରେ ପଡିଗଲେ ବୃଦ୍ଧ

ତିଗିରିଆ, ୧୩।୫ (ଡି.ଏନ.ଏ ): ତିଗିରିଆ ଥାନା ଅନ୍ତର୍ଗତ ଭେଜିଆ ଜଙ୍ଗଲ ନିକଟସ୍ଥ ବାରଘରିଆ ଆମ୍ବ ତୋଟାରେ ଶନିବାର ଆମ୍ବ ତୋଳିବା ପାଇଁ ଯାଇଥିବା ବୃଦ୍ଧଙ୍କୁ ଦଳି ଦେଲା ହାତୀ। ଏଭଳି ଘଟଣା ଭୋଗଡା ପଞ୍ଚାୟତ ଗୋକର୍ଣ୍ଣଖାଲ ଗ୍ରାମରେ ଘଟିଛି। ସେ…

ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ରାଷ୍ଟ୍ରୀୟ ପଛୁଆବର୍ଗ ମୋର୍ଚ୍ଚାର ଦାବିପତ୍ର

କୋରାପୁଟ, ୧୩।୫(ସ୍ବ.ପ୍ର.): ରାଷ୍ଟ୍ରୀୟ ପଛୁଆବର୍ଗ ମୋର୍ଚ୍ଚା କୋରାପୁଟ ଶାଖା ପକ୍ଷରୁ ଶୁକ୍ରବାର ଏକ ଦାବିପତ୍ର ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ପ୍ରଦାନ କରାଯାଇଛି। ଅତିରିକ୍ତ ଜିଲାପାଳ ରାଜେନ୍ଦ୍ର ମାଝି ଦାବିପତ୍ର ଗ୍ରହଣ କରିଛନ୍ତି। ବର୍ତ୍ତମାନ ରାଜ୍ୟ ସରକାର ଯେଉଁ ଏସଇବିସିଙ୍କ ସ୍ଥିତି ସମ୍ପର୍କରେ ସର୍ଭେ…

ଇଚ୍ଛାପୁର ପଞ୍ଚାୟତ ହିତାଧିକାରୀଙ୍କୁ ମିଳିଲା ୪ ମାସର ଚାଉଳ

ଝରିଗାଁ,୧୩।୫(ସ୍ବ.ପ୍ର.): ନବରଙ୍ଗପୁର ଜିଲା ଝରିଗାଁ ବ୍ଲକ ଇଚ୍ଛାପୁର ପଞ୍ଚାୟତର ପ୍ରାୟ ୧୦ ଗ୍ରାମର ହିତାଧିକାରୀ ସାତ ମାସ ହେବ ପିଡ଼ିଏସ ଚାଉଳ ପାଇନଥିବା ନେଇ ଗୁରୁବାର ରାଜ୍ୟ ସ୍ବତନ୍ତ୍ର ବିକାଶ ପରିଷଦ ଉପଦେଷ୍ଟା ତଥା ନବରଙ୍ଗପୁର ପୂର୍ବତନ ଏମ୍‌ପି ପ୍ରଦୀପ ମାଝୀଙ୍କ…

କାଗଜକଳ ଅବସରପ୍ରାପ୍ତ ଶ୍ରମିକଙ୍କୁ ମିଳୁନି ହକ୍‌

ଜୟପୁର, ୧୩।୫(ନି.ପ୍ର.): କାଗଜକଳ ଅବସରପ୍ରାପ୍ତ ଶ୍ରମିକମାନେ ନାହିଁ ନ ଥିବା ଦୁର୍ଦ୍ଦଶାର ସମ୍ମୁଖୀନ ହେଉଛନ୍ତି। ସେମାନଙ୍କ ପ୍ରୋଭିଡେଣ୍ଟ ଫଣ୍ଡରେ ଲକ୍ଷ ଲକ୍ଷ ଟଙ୍କା ଅଛି, ଲକ୍ଷ ଲକ୍ଷ ଟଙ୍କା ଗ୍ରାଚ୍ୟୁଇଟି ପାଇବେ। କିନ୍ତୁ ତାହା ମିଳୁ ନ ଥିବାରୁ ଜୀବନର ଶେଷ…

ଉଚ୍ଛେଦ ହେଲା ପରିତ୍ୟକ୍ତ ସ୍କୁଲ ଗୃହ

ଅନୁଗୋଳ ଅଫିସ, ୧୩।୫: ଅନୁଗୋଳ ଶୈଳଶ୍ରୀକ୍ଷେତ୍ର ଜଗନ୍ନାଥ ମନ୍ଦର ସମ୍ମୁଖରେ ଥିବା ବଜାରପଡ଼ା ବିଦ୍ୟାଳୟର ପରିତ୍ୟକ୍ତ ଗୃହକୁ ଶୁକ୍ରବାର ଉଚ୍ଛେଦ କରାଯାଇଛି। ଉକ୍ତ ଜାଗାକୁ ପ୍ରଶାସନ ହାତକୁ ନେଇଛି। ସେଠାରେ ଖାଓ ଗଳି ପାଇଁ ପାର୍କିଂ ବ୍ୟବସ୍ଥା କରାଯିବାକୁ ଥିବାବେଳେ ସାଧାରଣ…

ଚନ୍ଦନଯାତ୍ରାରେ ୪୦ ହଜାର ଜନ ସମାଗମ

ବଇଣ୍ଡା, ୧୩।୫ (ଡି.ଏନ.ଏ.): ଅନୁଗୋଳ ଜିଲା ଆଠମଲ୍ଲିକ ଉପଖଣ୍ଡର ପ୍ରସିଦ୍ଧ ବଇଣ୍ଡା ଚନ୍ଦନ ଯାତ୍ରା ଗୁରୁବାର ଠାରୁ ଆରମ୍ଭ ହୋଇଛି। ୪୬ ବର୍ଷରେ ପହଞ୍ଚିଥିବା ଏହି ଯାତ୍ରା ବେଶ୍‌ ଧୁମ୍‌ଧାମରେ ପାଳନ କରାଯାଉଛି। ଯାତ୍ରା କମିଟି ପକ୍ଷରୁ ଆୟୋଜିତ ଏହି ଯାତ୍ରାରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?