ଆମ ଜିଲା ଖବର

ମୁଣ୍ଡବିହୀନ ମୃତ ଶିଶୁ ଜନ୍ମ

ଢେଙ୍କାନାଳ ଅଫିସ,୧୪।୫: ଗର୍ଭସ୍ଥ ସନ୍ତାନ ଯେପରି ସୁରକ୍ଷିତ ଭାବେ ଭୂମିଷ୍ଠ ହେବ ସେଥିଲାଗି ଦିନରାତି ଏକ୍‌ କରି ଦେଇଥିଲେ ଦମ୍ପତି। ଡାକ୍ତର ଯେଉଁଭଳି ପରାମର୍ଶ ଦେଉଥିଲେ, ସେଭଳି ଚିକିତ୍ସା କରାଉଥିଲେ। ଏଥିଲାଗି ସୁନାଗହଣା ବନ୍ଧକ ରଖିବାକୁ ମଧ୍ୟ ପଛେଇ ନ ଥିଲେ।…

ଲୁଣା,କରାଣ୍ଡିଆ ଦ୍ୱୀପାଞ୍ଚଳର ୧୩ ଗାଁ ଅବହେଳିତ

କେନ୍ଦ୍ରାପଡ଼ା ଅଫିସ, ୧୩ା୫: କେନ୍ଦ୍ରାପଡ଼ା ଜିଲାର ଲୁଣା ଓ କରାଣ୍ଡିଆ ଦ୍ୱୀପାଞ୍ଚଳରେ ଥିବା ୧୩ ରାଜସ୍ବ ଗ୍ରାମ ସ୍ବାଧୀନତାର ୭୫ ବର୍ଷ ପରେ ମଧ୍ୟ ଅବହେଳିତ ଅବସ୍ଥାରେ ଅଛି। ଏ ନେଇ ଦ୍ୱୀପାଞ୍ଚଳବାସୀ ବାରମ୍ବାର ରାଜନେତା ଓ ପ୍ରଶାସକଙ୍କ ଦ୍ୱାରସ୍ଥ ହେଉଥିଲେ…

ଟଙ୍କା ପାଇଁ ଆଖି ଅସ୍ତ୍ରୋପଚାର ଅଧାରୁ ଛାଡ଼ିଦେଲେ

ଯାଜପୁରରୋଡ୍‌,୧୪।୫(ଡି.ଏନ.ଏ.): ଯାଜପୁର ଜିଲା ବ୍ୟାସନଗର ସହରରେ ଥିବା କିଛି ଘରୋଇ ନର୍ସିଂହୋମ ଓ ହସ୍ପିଟାଲରେ ଚିକିତ୍ସା ନାମରେ ଶୋଷଣ ଚାଲିଥିବା ଘଟଣା ସାମ୍ନାକୁ ଆସୁଛି। ଏହି କ୍ରମରେ ବ୍ୟାସନଗର ସହରସ୍ଥିତ କ୍ରିଷ୍ଣା ଆଇ ହସ୍ପିଟାଲରେ ଟଙ୍କା ପାଇଁ ଜଣେ ରୋଗୀଙ୍କୁ ଅଧା…

ଜଙ୍ଗଲ ଜମି ମାଲଗୋଡ଼ାରୁ ଚାଲିଛି କଳାପଥର ଲୁଟ୍‌

ଯାଜପୁର ଅଫିସ,୧୪।୫: ଯାଜପୁର ଜିଲା ଧର୍ମଶାଳା ତହସିଲର କଳାପଥର ଖାଦାନ କେଳେଙ୍କାରୀକୁ ନେଇ ଏବେ ପ୍ରଶାସନ ଦୋମୁହଁା ନୀତି ଅବଲମ୍ବନ କରୁଥିବା ଅଞ୍ଚଳବାସୀ ଅଭିଯୋଗ କରୁଛନ୍ତି। ଗୋଟିଏ ପଟେ ପ୍ରଶାସନିକ ଅନୁମତିଠାରୁ ବହୁ ଗୁଣରେ ଅଧିକ କଳାପଥର ଉତ୍ତୋଳନ କରୁଥିବା ସାଟେଲାଇଟ୍‌…

ଜଙ୍ଗଲ ଜମିରୁ ମୋରମ ଲୁଟ

ଜେନାପୁର,୧୪।୫(ଡି.ଏନ.ଏ.): ଯାଜପୁର ଜିଲା ଧର୍ମଶାଳା ତହସିଲ ତଥା ଡାଳିଯୋଡ଼ା ଫରେଷ୍ଟ ରେଞ୍ଜ ଅଞ୍ଜିରା ପଞ୍ଚାୟତ ଅଧୀନ ଗମ୍ଭାରିଆ ଗ୍ରାମ ନିକଟରୁ ଜଙ୍ଗଲ ଓ ରାଜସ୍ବ ବିଭାଗ ଜମିରୁ ବେଧଡ଼କ ଭାବେ ମୋରମ ଲୁଟ କରାଯାଉଥିବା ଅଭିଯୋଗ ହୋଇଛି। ଦୀର୍ଘଦିନ ଧରି ଏହି…

ଜାନୁୟାରୀ, ଫେବୃୟାରୀର ଚାଉଳ ଏବେ ମିଳୁଛି

ରାଜନଗର,୧୪।୫(ଡି.ଏନ.ଏ.): ରାଜନଗର ବ୍ଲକ କେରେଡାଗଡ଼ ଗାଁର ୨୧୨ ପରିବାର ବଳଭଦ୍ରପ୍ରସାଦ ଗାଁର ରିଟେଲର ପ୍ରକାଶ ଚନ୍ଦ୍ର ବଳଙ୍କଠାରୁ ରାଶନ ସାମଗ୍ରୀ ଆଣିଥାନ୍ତି। ରିଟେଲର କେରେଡାଗଡ଼ ବଜାର ଉପରେ ଏକ ପଏଣ୍ଟ ଖୋଲି ହିତାଧିକାରୀଙ୍କୁ ରାଶନ ସାମଗ୍ରୀ ଯୋଗାଇ ଦେଇଥାନ୍ତି। ମାର୍ଚ୍ଚ ୧୫ରୁ…

ମିଶନ ଶକ୍ତିର ଆଦେଶନାମାକୁ ଉଲ୍ଲଂଘନ

ଡେରାବିଶ,୧୪।୫(ସ୍ବ.ପ୍ର.):କେନ୍ଦ୍ରାପଡ଼ା ଜିଲା ଅନ୍ତର୍ଗତ ଡେରାବିଶ ବ୍ଲକରେ ଥିବା ମିଶନ ଶକ୍ତିର ଅନିୟମିତତା ଦିନକୁ ଦିନ ଜଟିଳ ହେବାରେ ଲାଗିଛି। ବିଭାଗୀୟ ଆଦେଶନାମାକୁ ଖୋଲାଖୋଲି ଉଲ୍ଲଂଘନ କରାଯାଉଥିବା ଅଭିଯୋଗ ହେଉଛି। ବ୍ଲକ ଅଧୀନ ୨୬ ପଞ୍ଚାୟତ ମଧ୍ୟରୁ ୧୩ଟି ପଞ୍ଚାୟତର ଏମ୍‌ବିକେ ପ୍ରାର୍ଥୀ…

ଗୋରେଖନାଥ ପୀଠରେ ଭକ୍ତ କମୁଛନ୍ତି

ରଘୁନାଥପୁର,୧୪।୫(ଡି.ଏନ୍‌.ଏ.): ଜଗତ୍‌ସିଂହପୁର ଜିଲା ରଘୁନାଥପୁର ବ୍ଲକ କେରେକେରାସ୍ଥିତ ପ୍ରସିଦ୍ଧ ବିଭୂତିକ୍ଷେତ୍ର ପ୍ରଭୁ ଗୋରେଖନାଥ ପୀଠକୁ ଯାତ୍ରୀଙ୍କ ସଂଖ୍ୟା ହ୍ରାସ ପାଉଛି। ଗତ ବର୍ଷ ଶ୍ରାବଣ ମାସରେ ପୂର୍ବରୁ ଚାଲିଆସିଥିବା ମାନସିକ ରୋଷେଇ ଓ ପ୍ରସାଦ ସେବନ ବ୍ୟବସ୍ଥା ବନ୍ଦ କରି ଦିଆଯାଇଥିଲା।…

ଗୋଚର ଜମି, ନାଳ ବନ୍ଧ ତଡ଼ା ଚାଲିଛି: ଚାଷୀ ଅସନ୍ତୁଷ୍ଟ

ନାଉଗାଁ,୧୪।୫(ସ୍ବ.ପ୍ର.): ନାଉଗାଁ ତହସିଲ ଅନ୍ତର୍ଗତ ନାଉଗାଁ-ଡାବର, ବାଲିକୁଦା-ଗଙ୍ଗଦାହାଟ, ଇଚ୍ଛାପୁର-ଗୋଠଦାକୁ ସଂଯୋଗୀକରଣ ରାସ୍ତା ରହିଛି। ଏହି ରାସ୍ତାଗୁଡ଼ିକ ଗ୍ରାମ୍ୟ ଉନ୍ନୟନ ବିଭାଗ ଅଧୀନରେ ରହିଛି। ଉକ୍ତ ରାସ୍ତାକୁ ବିଭାଗ ପକ୍ଷରୁ ପୁନଃ ସମ୍ପ୍ରସାରଣ ଓ ନିର୍ମାଣ କାର୍ଯ୍ୟ ଜାରି ରହିଛି। ରାସ୍ତା ସମ୍ପ୍ରସାରଣ…

ଝିରିପାଣିରେ କୁକୁର ମଡ଼କ

ବାଲିଗୁଡ଼ା,୧୩ା୫(ଡି.ଏନ୍‌.ଏ.): କନ୍ଧମାଳ ଜିଲା ବାଲିଗୁଡ଼ା ଉପଖଣ୍ଡ ଅନ୍ତର୍ଗତ ତୁମୁଡ଼ିବନ୍ଧ ବ୍ଲକ ଝିରିପାଣି ପଞ୍ଚାୟତରେ ଗତ ସପ୍ତାହେ ହେଲା କୁକୁର ମଡ଼କ ଦେଖିବାକୁ ମିଳିଛି। ଏଭଳି କୁକୁର ମଡ଼କ ନେଇ ପଞ୍ଚାୟତବାସୀଙ୍କ ମନରେ ଭୟ ବାତାବରଣ ସୃଷ୍ଟି ହେଉଛି। ମଣିଷମାନଙ୍କ ବିଶ୍ୱାସଯୋଗ୍ୟ ପ୍ରାଣୀ…

ବନ୍ଦ ଘରୁ ମିଳିଲା ୩ ମୃତଦେହ

ସମ୍ବଲପୁର,୧୩ା୫(ବ୍ୟୁରୋ): ସମ୍ବଲପୁର ଜିଲା ଧନୁପାଲି ଥାନା ଅନ୍ତର୍ଗତ ସୁନାପାଲି ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଏକ ଘର ଭିତରୁ ଶନିବାର ସନ୍ଧ୍ୟାରେ ୩ ଜଣଙ୍କର ମୃତଦେହ ମିଳିଛି। ମୃତକମାନେ ହେଲେ ମା ସଜିଆ ପରବୀନ (୩୨), ପୁଅ ଅବଦୁଲ…

୭ ଦିନ ହେଲା ପାଇପ୍‌ରେ ପାଣି ଆସୁନି, ପ୍ରତିବାଦ କଲେ ମହିଳା

ଗଞ୍ଜାମ,୧୩ା୫(ଡି.ଏନ୍‌.ଏ.): ଦିନକୁ ଦିନ ପ୍ରବଳ ଗ୍ରୀଷ୍ମ ପ୍ରବାହ ସାଙ୍ଗକୁ ଅସହ୍ୟ ଗୁଳୁଗୁଳି l ଖରାର ଉତ୍ତାପ ଏତେ ପ୍ରଖର ଯେ, ଲୋକେ ଘରୁ ବାହାରକୁ ବାହାରି ପାରୁନାହାନ୍ତି l ଏହି ଭଳି ପରିସ୍ଥିତିରେ ପାନୀୟ ଜଳ ସମସ୍ୟା ଲୋକଙ୍କ ସମସ୍ୟାକୁ ଦ୍ୱିଗୁଣିତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?