ଆମ ଜିଲା ଖବର

‘ବେକାରି ସମସ୍ୟା ଦୂର ପାଇଁ ଇସ୍ପାତ କାରଖାନା ଜରୁରୀ’

କେନ୍ଦୁଝର,୧୯ା୫(ସ୍ବ.ପ୍ର.): କେନ୍ଦୁଝର ଜିଲାରେ ବେକାରି ସମସ୍ୟା ଉତ୍କଟ ମହାମାରୀ ସଦୃଶ ହୋଇଗଲାଣି। ଜିଲାରେ ଛୋଟ ଛୋଟ ପ୍ଳାଣ୍ଟ୍‌ ଗୁଡ଼ିକ ବନ୍ଦ ହେଇଗଲାଣି। ଖଣି ଖାଦାନରେ କାମ ନ ପାଇ ଲୋକେ ବାହାର ରାଜ୍ୟକୁ ଦାଦନ ଖଟିବାକୁ ଯାଉଛନ୍ତି। ଜିଲାରୁ ବେକାରି ସମସ୍ୟା…

ଶ୍ରମିକଙ୍କ ବଦଳରେ ଜେସିବି ପୋଖରୀ ଖୋଳୁଛି

କୁଜଙ୍ଗ,୧୯ା୫ (ଡି.ଏନ.ଏ.): କେନ୍ଦ୍ର ସରକାର ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା (ଏମ୍‌ଜିଏନ୍‌ଆର୍‌ଇଜିଏସ୍‌)ରେ ଜଣେ ଗରିବ ଲୋକକୁ ବର୍ଷକରେ ଶହେ ଦିନ କାମ ଯୋଗାଇ ଦେବା ପାଇଁ ଏହା ପ୍ରଣୟନ କରିଥିଲେ। ମାତ୍ର ତାହା ଜଗତ୍‌ସିଂହପୁର ଜିଲା…

ଏଥର ଝିଅ ଆଗରେ

କଟକ ଅଫିସ,୧୯ା୫: ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ) ଦ୍ବାରା ପରିଚାଳିତ ମାଟ୍ରିକ ସମ୍ମେଟିଭ-୨ ପରୀକ୍ଷାଫଳ ଗୁରୁବାର ପ୍ରକାଶ ପାଇଛି। ଏଥିସହିତ ମଧ୍ୟମା ଓ ରାଜ୍ୟ ମୁକ୍ତ ବିଦ୍ୟାଳୟ ପରୀକ୍ଷାଫଳ ମଧ୍ୟ ପ୍ରକାଶ ପାଇଛି। ଏଥର ରେକର୍ଡ ସଂଖ୍ୟକ ପାସ୍‌ ହାର ୯୬.୪୦%…

ଶଟସର୍କିଟ୍‌ରୁ ଅଗ୍ନିକାଣ୍ଡ

ସୋର,୧୮।୫(ଡି.ଏନ.ଏ.): ସୋର ପୌରପାଳିକା ଅଧୀନ ଖୀରକୋଣି ଗ୍ରାମରେ ବିଦ୍ୟୁତ୍‌ ସର୍ଟସର୍କିଟରୁ ଅଗ୍ନିକାଣ୍ଡ ଘଟି ୪ ବଖରା ଘର ଜଳି ପାଉଁଶ ହୋଇଯାଇଛି। ଗ୍ରାମର ସୁଶାନ୍ତ କୁମାର ବେହେରା ଏବଂ ଅନୀଲ କୁମାର ବେହେରାଙ୍କ ଘରେ ବିଦ୍ୟୁତ୍‌ ଶର୍ଟସର୍କିଟ୍‌ରୁ ଅଗ୍ନିକାଣ୍ଡ ଘଟିଥିଲା। ସ୍ଥାନୀୟ…

ମହିଳା ସରପଞ୍ଚଙ୍କୁ ଦୁର୍ବ୍ୟବହାର, ଥାନାରେ ଏତଲା

ହାଟଡ଼ିହୀ,୧୮l୫(ଡି.ଏନ୍‌.ଏ.): କେନ୍ଦୁଝର ଜିଲା ହାଟଡ଼ିହୀ ବ୍ଲକ୍‌ ଶାଳନିଆ ପଞ୍ଚାୟତର ହରିଜନ ମହିଳା ସରପଞ୍ଚ ସୁମିତ୍ରା ଯେନାଙ୍କୁ ଦୁର୍ବ୍ୟବହାର କରାଯାଇଥିବା ଅଭିଯୋଗ ହୋଇଛି। ଏ ନେଇ ସରପଞ୍ଚ ନନ୍ଦିପଦା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଅଭିଯୋଗକୁ ଭିତ୍ତି କରି ପୋଲିସ ଏକ ମାମଲା…

ବେଆଇନ ଚାଉଳ ଗଚ୍ଛିତ ଅଭିଯୋଗ, ଗୋଦାମଘର ଚଢ଼ାଉ ପରେ ସିଲ୍‌

ବଲାଙ୍ଗୀର ଅଫିସ,୧୮।୫: ବଲାଙ୍ଗୀର ଜିଲା କଣ୍ଟାବାଞ୍ଝିରୁ ଗୁଡିଘାଟ ଯାଉଥିବା ରାସ୍ତାର କଦଳୀପଡା ଛକ ନିକଟରେ ଥିବା ମୋହିତ ଟ୍ରେଡିଂ ନାମକ ଗୋଦାମରେ ଖାଉଟି ବିଭାଗ ଚଢାଉ କରିଛି । ତୁରେକେଲା ଏବଂ ମୁରିବାହାଲ ଖାଉଟି ଅଧିକାରୀ ମିଳିତ ଭାବେ ଚଢାଉ କରିଥିବା…

୫୦ ଲକ୍ଷ ବ୍ୟୟରେ ନିର୍ମାଣ ହେବ ମିଶନ ଶକ୍ତି ଭବନ

ବାସୁଦେବପୁର,୧୮ା୫(ଡି.ଏନ.ଏ.): ବାସୁଦେବପୁର ବ୍ଲକ ପରିସରରେ ୫୦ ଲକ୍ଷ ଟଙ୍କା ବ୍ୟୟବରାଦରେ ମିଶନ ଶକ୍ତି ଭବନ ନିର୍ମାଣ ହେବ । ଏହି ଗୃହ ନିର୍ମାଣ ପାଇଁ ବୁଧବାର ବିଧାୟକ ବିଷ୍ଣୁବ୍ରତ ରାଉତରାୟ ବ୍ଲକ ପରିସରରେ କ୍ଷେତ୍ର ପରିଦର୍ଶନ କରିବା ସହ ବିଭାଗୀୟ ଅଧିକାରୀଙ୍କ…

୩ ଜିଲାରେ ଗଡ଼ିବ ମୋ ବସ୍‌

ଝାରସୁଗୁଡ଼ା ଅଫିସ,୧୮।୫ ଝାରସୁଗୁଡ଼ାରେ ମୋ ବସ୍‌ ଚଳାଚଳ ହେବ । ଏହା ସହ ଆଉ ୨ ଜିଲାରେ ମଧ୍ୟ ମୋ ବସ୍‌ ଚାଲିବ । ସମ୍ବଲପୁର ଓ ଗଞ୍ଜାମ ଜିଲାରେ ମୋ ବସ୍‌ ଚାଲିବା ନେଇ ରାଜ୍ୟ ସରକାର ନିଷ୍ପତ୍ତି ନଇଛନ୍ତି।…

କାଳବୈଶାଖୀରେ ଭାଙ୍ଗିଲା ଗଛ

ଅନୁଗୋଳ ଅଫିସ, ୧୮।୫: ଅନୁଗୋଳ ଏବଂ ତାଳଚେର ସହରରେ ଗୁରୁବାର ଅପରାହ୍ନରେ କାଳବୈଶାଖୀ ବର୍ଷା ହୋଇଛି । କାଳବୈଶାଖୀ ମେଘ ପ୍ରଭାବରେ ବହୁତ ଗଛର ଡାଳ ଭାଙ୍ଗି ରାସ୍ତା ଉପରେ ପଡିଛି । ଫଳରେ କୁଡୁଲ ଦେଇ ଅନୁଗୋଳରୁ ତାଳଚେରକୁ ଯାତାୟତ…

ଦୁଇଟି ବ୍ଲକର ଟପ୍ପର ଗାୟତ୍ରୀ

ଗଞ୍ଜାମ,୧୮।୫(ଡି.ଏନ୍‌.ଏ.): ଗୁରୁବାର ମାଟ୍ରିକ୍‌ ଫଳ ପ୍ରକାଶ ପାଇଛି। ଏଥିରେ ଗଞ୍ଜାମ ଏବଂ ଛତ୍ରପୁର ୨ଟି ବ୍ଲକରେ ଗାୟତ୍ରୀ ମହାପାତ୍ର ଟପ୍ପର ହୋଇଛନ୍ତି। ଗଞ୍ଜାମ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ଛାତ୍ରୀ ଗାୟତ୍ରୀ ୬୦୦ର ୯୩ ପ୍ରତିଶତରୁ ଊର୍ଦ୍ଧ୍ୱ ମାର୍କ ୫୬୧ ମାର୍କ…

ମାଟ୍ରିକ ପରୀକ୍ଷା ଫଳ: କୋରାପୁଟ ଜିଲାରେ ୯୫.୩୨ ପ୍ରତିଶତ ଛାତ୍ରୀଛାତ୍ର କୃତକାର୍ଯ୍ୟ

କୋରାପୁଟ,୧୮ା୫(ସ୍ବ.ପ୍ର.): ଗୁରୁବାର ପୁର୍ବାହ୍ନରେ ରାଜ୍ୟରେ ମାଟ୍ରିକ ପରୀକ୍ଷା ଫଳ ପ୍ରକାଶ ପାଇଥିବା ବେଳେ କୋରାପୁଟ ଜିଲାର ୯୫.୩୨ ପ୍ରତିଶତ ଛାତ୍ରୀଛାତ୍ର କୃତକାର୍ଯ୍ୟ ହାଇଥିବା ଜଣାପଡିଛି। ଚଳିତ ମାଟ୍ରିକ ପରୀକ୍ଷାରେ ଜିଲାର ସମୁଦାୟ ୨୭୧ଟି ସ୍କୁଲର ୧୬,୪୨୪ ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେବା…

ସୁନ୍ଦରଗଡ଼ ଜିଲାରେ ମାଟ୍ରିକ ପରୀକ୍ଷାରେ ପାସ୍‌ କଲେ ୨୨,୩୭୦ ଛାତ୍ରୀଛାତ୍ର

ସୁନ୍ଦରଗଡ଼,୧୮ା୫(ଡି.ଏନ୍‌.ଏ.): ଗୁରୁବାର ଚଳିତ ବର୍ଷର ମାଟ୍ରିକ ପରୀକ୍ଷା ରେଜଲ୍ଟ ପ୍ରକାଶ ପାଇଛି। ଗତଥର ଅପେକ୍ଷା ଚଳିତ ବର୍ଷ ଭଲ ରେଜଲ୍ଟ ହୋଇଥିବା ବୋର୍ଡ ସୂତ୍ରରୁ ପ୍ରକାଶ। ଚଳିତ ବର୍ଷ ରାଜ୍ୟରେ ମୋଟ୍‌ ପାସ୍‌ ହାର ୯୬.୪ ପ୍ରତିଶତ ଥିବା ବେଳେ ସୁନ୍ଦରଗଡ଼…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?