ଆମ ଜିଲା ଖବର

ଅବଧି ପରେ ବି କାମ ସରୁନାହିଁ

କଳିଙ୍ଗନଗର,୨ା୧(ଡି.ଏନ.ଏ.):ଯାଜପୁର ଗ୍ରାମ୍ୟ ଉନ୍ନୟନ ବିଭାଗ ଅଧୀନ ଯାଜପୁର ରୋଡ ଗ୍ରାମ୍ୟ ଉନ୍ନୟନ ସବ୍‌ଡିଭିଜନ ଅଧୀନରେ ଥିବା ଭିକିପୁର-ପହଙ୍ଗା ଗ୍ରାମ୍ୟ ଉନ୍ନୟନ ରାସ୍ତା ନିର୍ମାଣରେ ବ୍ୟାପକ ଅନିୟମିତତା ହୋଇଥିବା ଅଭିଯୋଗ ହୋଇଛି ା ଏହି ରାସ୍ତା ଉପରେ ରସୁଲପୁର,କୋରେଇ ଏବଂ ଦାନଗଦୀ ବ୍ଲକର…

ଆବେଦନକୁ ବର୍ଷେ ବିତିଲା, ଚାଷୀଙ୍କୁ ମିଳୁନି କ୍ଷତିପୂରଣ

କୁଜଙ୍ଗ,୨ା୧(ଡି.ଏନ୍‌.ଏ.): କୁଜଙ୍ଗ ବ୍ଲକରେ ରାଜସ୍ବ ଓ କୃଷି ବିଭାଗ ମଧ୍ୟରେ ସମନ୍ବୟର ଅଭାବ ଯୋଗୁ ବହୁ ଚାଷୀ କ୍ଷୟକ୍ଷତି ପାଇବାରୁ ବଞ୍ଚତ୍ତ ହୋଇଛନ୍ତି। ୨୦୨୧ରେ ବାତ୍ୟା ଜୱାଦ୍‌ ଓ ପ୍ରବଳ ବର୍ଷା ଯୋଗୁ ଧାନ ଫସଲ ସମ୍ପୂର୍ଣ୍ଣ ଉଜୁଡିଯାଇଥିଲା। ଫଳରେ କ୍ଷୁଦ୍ର…

ନାଉଗାଁ ବ୍ଲକରେ ବସୁଧା ଯୋଜନା ଦିଗହରା

ନାଉଗାଁ,୨ା୧ (ସ୍ବ.ପ୍ର.):ଗ୍ରାମାଞ୍ଚଳରେ ବିଶୁଦ୍ଧ ପାନୀୟ ଜଳ ଯୋଗାଇବା ପାଇଁ ପ୍ରତି ଘରକୁ ବସୁଧା ଯୋଜନା ମାଧ୍ୟମରେ ପାଇପ ସଂଯୋଗ କରାଯାଇ ପାନୀୟ ଜଳ ଯୋଗାଇବାର ବ୍ୟବସ୍ଥା କରାଯାଉଛି। ଏହି ଯୋଜନା ନାଉଗଁା ବ୍ଲକରେ କାର୍ଯ୍ୟକାରୀ କରାଯାଉଥିବା ବେଳେ ଏହା ଦିଗହରା ହେଉଥିବା…

ପୋଖରୀ ଜଳ ମେଣ୍ଟାଉଛି ଶୋଷ

ମହାକାଳପଡ଼ା,୨ା୧(ଡି.ଏନ.ଏ.):କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ବରକନ୍ଧା ପଞ୍ଚାୟତର ତେନ୍ତୁଲୀକନ୍ଧା ଗଁାରେ ଜଳ ମୁନ୍ଦେ ପାଇଁ ଲୋକେ ବିଭିନ୍ନ ସମସ୍ୟାରେ ସମ୍ମୁଖିନ ହେଉଛନ୍ତି। ଗଁାରେ ଖନନ କରାଯାଇଥିବା ନଳକୂପରୁ ବାହାରୁଛି ଲୌହ ମିଶ୍ରିତ ହଳଦିଆ ରଙ୍ଗର ଲୁଣା ପାଣି। ଫଳରେ ଗଁାରେ ଦୀର୍ଘବର୍ଷ…

ନନ୍ଦନକାନନ, ବଟାନିକାଲ ଗାର୍ଡେନ ବୁଲିଲେ ୪୫ ହଜାର ପର୍ଯ୍ୟଟକ

ବାରଙ୍ଗ,୨ା୧(ଡି.ଏନ୍‌.ଏ.):ନୂଆବର୍ଷରେ ନନ୍ଦନକାନନ ଓ ବଟାନିକାଲ ଗାର୍ଡେନରେ ପର୍ଯ୍ୟଟକଙ୍କ ଭିଡ଼ ଜମିଥିଲା। ନନ୍ଦନକାନନକୁ ୪୧,୯୬୭ ଜଣ ପର୍ଯ୍ୟଟକ ଆସିଥିବା ବେଳେ ସେମାନଙ୍କ ମଧ୍ୟରୁ ଅଫ୍‌ଲାଇନରେ ୩୯,୪୬୨ ଜଣ ଓ ଅନ୍‌ଲାଇନରେ ୨,୪୮୬ ଜଣ ପର୍ଯ୍ୟଟକ ଟିକେଟ କାଟିଥିଲେ। ତନ୍ମଧ୍ୟରୁ ୧୯ ଦିବ୍ୟାଙ୍ଗ ପର୍ଯ୍ୟଟକଙ୍କୁ…

ଅର୍କକ୍ଷେତ୍ରରେ ଗଡ଼ିଲା ସୂର୍ଯ୍ୟ ରଥ

କୋଣାର୍କ,୨।୧(ଡି.ଏନ୍‌.ଏ.):ନବବର୍ଷର ଆରମ୍ଭ ଆଉ ସୂର୍ଯ୍ୟପୂଜାର ପ୍ରାଚୀନ ପରମ୍ପରା ସହ ଜଡ଼ିତ ପବିତ୍ର ଶାମ୍ବଦଶମୀ ଅବସରରେ ରବିବାର ଅର୍କକ୍ଷେତ୍ର କୋଣାର୍କ ଚଳଚଞ୍ଚଳ ହୋଇପଡ଼ିଥିଲା। କୃଷ୍ଣପୁତ୍ର ଶାମ୍ବଙ୍କ ସୂର୍ଯ୍ୟପୂଜାରେ ରୋଗମୁକ୍ତ ହେବାର ପରମ୍ପରାକୁ ଉଜ୍ଜୀବିତ ରଖିବା ଲକ୍ଷ୍ୟନେଇ ଶହ ଶହ ବର୍ଷ ଧରି ଶାମ୍ବଦଶମୀ…

କଂସଙ୍କ ପ୍ରଶ୍ନବାଣରେ ଅଧିକାରୀ ଘାଇଲା

ମଥୁରାନଗରୀ/ଗୋପପୁର,୨।୧:ବରଗଡ଼ ଧନୁଯାତ୍ରା ମହୋତ୍ସବର ରବିବାର ଷଷ୍ଠ ଦିବସରେ ମଥୁରାନଗରୀ ରାଜ ଦରବାରରେ କଂସ ମହାରାଜଙ୍କ ରଙ୍ଗସଭା ଏବଂ ଗୋପପୁରରେ ବସ୍ତ୍ରହରଣ ଦୃଶ୍ୟାଭିନୟ ହୋଇଥିଲା। ଏହାକୁ ଦେଖିବା ପାଇଁ ଉଭୟ ମଥୁରା ଏବଂ ଗୋପପୁରରେ ଦର୍ଶକଙ୍କ ପ୍ରବଳ ସମାଗମ ହୋଇଥିଲା। ଅପରାହ୍ନରେ କଂସ…

ବିଦେଶୀ ନାଗରିକଙ୍କୁ ଗଞ୍ଜେଇ ଦେଲା କିଏ

ରାୟଗଡ଼ା,୨ା୧(ସ୍ବ.ପ୍ର.):ରାୟଗଡ଼ାରେ ରୁଷୀୟ ପର୍ଯ୍ୟଟକ ତଥା ସେଠାକାର ଏମ୍‌ପି ଆଣ୍ଟୋଭ ପାଭେଲ ଏବଂ ତାଙ୍କ ବନ୍ଧୁ ଭ୍ଲାଡିମିର ବିଦାନୋଭଙ୍କ ରହସ୍ୟଜନକ ମୃତ୍ୟୁ ଘଟଣାରେ କ୍ରାଇମବ୍ରାଞ୍ଚ ତଦନ୍ତ ବେଳେ ଗୋଟିଏ ପରେ ଗୋଟିଏ କଥା ଜଣାପଡ଼ୁଛି। ରବିବାର କ୍ରାଇମବ୍ରାଞ୍ଚ ପକ୍ଷରୁ ଡିଏସ୍‌ପି ସରୋଜକାନ୍ତ ମହାନ୍ତ…

ଦୁର୍ଘଟଣାରେ ଚାଲିଗଲା ଜୀବନ

ପାଟଣା,୧ା୧(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ସାହାରପଡ଼ା ଦେଇ ଯାଇଥିବା ୨୨୦ ନମ୍ବର ଜାତୀୟ ରାଜପଥରେ ରବିବାର ରାତିରେ ଏକ ସଡ଼କ ଦୁର୍ଘଟଣାରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ପାଟଣା ଥାନା ଟଭାସରୁଆ ଗ୍ରାମର ସାୟଦ ମହାକୁଡ଼(୨୫)। ଖବର ପାଇ…

କାମାକ୍ଷା ଦେବୀଙ୍କ ସ୍ବତନ୍ତ୍ର ଶୃଙ୍ଗାର: ନବବର୍ଷରେ ବିଶ୍ୱଶାନ୍ତି ପାଇଁ ଜଳିଲା ମହାଦୀପ

ସମ୍ବଲପୁର,୧ା୧(ବ୍ୟୁରୋ): ଇଂରାଜୀ ନବବର୍ଷ ଉପଲକ୍ଷେ ସମ୍ବଲପୁର ଜିଲା ଭାଲୁପାଲି ଛକ ନିକଟସ୍ଥ ମା’ କାମାକ୍ଷା ଦେବୀଙ୍କ ମନ୍ଦିରରେ ରବିବାର ଦେବୀଙ୍କୁ ସ୍ବତନ୍ତ୍ର ଶୃଙ୍ଗାର କରାଯାଇଥିଲା। ଏଥିସହ ବିଶ୍ୱକଲ୍ୟାଣ ପାଇଁ ୧ ଲକ୍ଷ ତେଇଶ ହଜାର ମହାଦୀପ ପ୍ରଜ୍ଜ୍ୱଳନ କରାଯାଇଥିଲା। ଏହି ବିଶେଷ…

ବାଳିକା ହକି ଖେଳାଳିଙ୍କୁ ସମ୍ବର୍ଦ୍ଧନା

କୁତ୍ରା,୧।୧(ଡି.ଏନ.ଏ): ସୁନ୍ଦରଗଡ଼ ଜିଲା କୁତ୍ରା ବ୍ଲକ କାର୍ଯ୍ୟାଳୟରେ ୧୬ ବର୍ଷ ଓଡ଼ିଶା ବାଳିକା ହକି ଖେଳାଳିଙ୍କୁ ସ୍ବାଗତ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି। ମାଲେସିଆରେ ଗତ ନଭେମ୍ବର ୨୬ରୁ ଡିସେମ୍ବର ୩ ପର୍ଯ୍ୟନ୍ତ ଅନୁଷ୍ଠିତ ହୋଇଥିବା ୧୬ବର୍ଷ ବାଳିକା ହକି ମିରନ ୱାନ…

୧୦ ଶିକ୍ଷୟିତ୍ରୀ ଶିକ୍ଷକ ଚାକିରିରୁ ବହିଷ୍କୃତ

ମାଲକାନଗିରି,୧।୧(ଡି.ଏନ.ଏ.): ବର୍ଷ ଆରମ୍ଭରୁ କଡା ଆଭିମୁଖ୍ୟ ଗ୍ରହଣ କରିଛି ମାଲକାନଗିରି ଜିଲା ପ୍ରଶାସନ। କାର୍ଯ୍ୟରେ ଅବହେଳା ପାଇଁ ଜିଲାର ବିଭିନ୍ନ ବିଦ୍ୟାଳୟର କାର୍ଯ୍ୟରତ ୧୦ଜଣ କନିଷ୍ଠ ଶିକ୍ଷକଙ୍କୁ ଚାକିରିରୁ ବହିଷ୍କୃତ କରାଯାଇଛି। ଶିକ୍ଷକମାନେ ହେଲେ ଅରୁଣାରାଣୀ ବେଉରିଆ, ସନ୍ତୋଷ ସ୍ବାଇଁ, ଜସ୍ମିନ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri