ଆମ ଜିଲା ଖବର

ମିଲେଟ ମିଶନର ପ୍ରଚାର ଉପରେ ଗୁରୁତ୍ୱ

ଅନୁଗୋଳ ଅଫିସ,୩୧।୫: ଅନୁଗୋଳ ଜିଲା କୃଷି ବିଭାଗ ଓ ଓ୍ବାସାନର ମିଳିତ ସହଯୋଗରେ ଅନୁଗୋଳସ୍ଥିତ ଏକ ହୋଟେଲଠାରେ ଆନ୍ତଃ ଜିଲା ମିଲେଟ କର୍ମଶାଳା ଓ ଖାଦ୍ୟ ମେଳା ଅନୁଷ୍ଠିତ ହୋଇଯାଇଛି। ଏଥିରେ ଢେଙ୍କାନାଳ, ଅନୁଗୋଳ ଓ ବୌଦ୍ଧ ଜିଲାର ସ୍ବୟଂ ସହାୟକ…

ଭାଜପାର ଜନସମ୍ପର୍କ ଅଭିଯାନ ସ୍ଥଗିତ

ବ୍ରହ୍ମପୁର ଅଫିସ,୩୧।୫: ଦଳରେ ଗୋଷ୍ଠୀ ବିବାଦ ଯୋଗୁ ଭାଜପାର ଜନ ସମ୍ପର୍କ ଅଭିଯାନ ବାତିଲ ହୋଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ କେନ୍ଦ୍ର ସରକାର ମଙ୍ଗଳବାର ୯ ବର୍ଷ ପୂର୍ତ୍ତି ହୋଇଛି। ତେଣୁ ମେ ୩୦ରୁ ମାସେ ବ୍ୟାପୀ ଗଞ୍ଜାମ ଜିଲା ଭାଜପା…

ଚାକିରୀ ପ୍ରଲୋଭନ ଦେଖାଇ ୩ଜଣ ଝିଅଙ୍କୁ ବିକିଦେବା ଘଟଣାରେ ଅଭିଯୁକ୍ତଙ୍କୁୁ ୫ବର୍ଷର ଜେଲଦଣ୍ଡ

ବାରିପଦା ଅଫିସ,୩୧।୫: ଚାକିରି ପ୍ରଲୋଭନ ଦେଖାଇ ୩ଜଣ ଝିଅଙ୍କୁ ବିକ୍ରି କରିବା ଘଟଣାରେ ମୟୂରଭଞ୍ଜ ଜିଲା ଅତିରିକ୍ତ ସହକାରୀ ଦୌରା ଜର୍ଜ କୋର୍ଟର ବୁଧବାର ରାୟ ପ୍ରକାଶ କରିଛନ୍ତି। ଜଜ ବାସୁଦେବ ଆଚାର୍ଯ୍ୟ ଏହାର ବିଚାର କରି ଅଭିଯୁକ୍ତଙ୍କୁ ଦୋଷୀ ସାବ୍ୟସ୍ତ…

ଠାକୁରାଣୀ ଯାତ୍ରାରେ ପୋଲିସ ନିଷ୍କ୍ରିୟତାରୁ ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତ

ପୁରୁଷୋତ୍ତମପୁର, ୩୧।୫(ଡିଏନଏ): ଶେଷ ହୋଇଛି ଗଞ୍ଜାମ ଜିଲା ପୁରୁଷୋତ୍ତମପୁରର କିମ୍ବଦନ୍ତୀ ପୂର୍ଣ୍ଣ ଐତିହାସିକ ଠାକୁରାଣୀ ଯାତ୍ରା। ମଙ୍ଗଳବାର ବିଳମ୍ବିତ ରାତ୍ରରେ ଭାବ ବିହ୍ବଳ ହୋଇ ମା’ ଙ୍କୁ ଅଶୃଳ ବିଦାୟ ଦେଇ ପୁଣି ଦୁଇବର୍ଷ ପରେ ମା ଙ୍କ ଫେରିବା ବାଟକୁ…

ଗଞ୍ଜାମ ଜିଲାରେ ଅଙ୍ଗନୱାଡି କେନ୍ଦ୍ର କାମଚଳା

ଛତ୍ରପୁର,୩୧।୫(ଡି.ଏନ.ଏ)ଗଞ୍ଜାମ ଜିଲାରେ ଥିବା ଅଙ୍ଗନୱାଡି କେନ୍ଦ୍ର ଗୁଡିକରେ ଆନୁଷଙ୍ଗିକ ସୁବିଧା ନ ଥିବାବେଳେ କର୍ମୀ ଓ ସହାୟକ ପଦବୀ ମଧ୍ୟ ଖାଲି ରହିଛି ା ଏଥିଲାଗି ବହୁ ଅଙ୍ଗନୱାଡି କେନ୍ଦ୍ର କାମଚଳାରେ ଚାଲିଛି ା ଅଙ୍ଗନୱାଡି କେନ୍ଦ୍ର ପାଇଁ ନୂତନ କୋଠା…

ଜଙ୍ଗଲରେ ନିଆଁ ଲିଭାଇଲେ ରାହୁଲ

ଦାରିଙ୍ଗବାଡି,୩୧।୫(ଡି.ଏନ.ଏ): ଜଙ୍ଗଲରେ ନିଆଁ ଲିଭାଇ ଦାରିଙ୍ଗବାଡିର ରାହୁଲ ଏବେ ଚର୍ଚ୍ଚାରେ। ଏନେଇ ସବୁ ମହଲରୁ ତାଙ୍କୁ ପ୍ରଶଂସାର ସୁଅ ଛୁଟିଛି। ସୂଚନାଯୋଗ୍ୟ, କନ୍ଧମାଳ ଜିଲା କ.ନୂଆଗାଁ ବନାଞ୍ଚଳର ର୍ସିତ୍ତିଗୁଡା ନିକଟ କନ୍ଦିବାନ୍ଦା ଜଙ୍ଗଲରେ ମଙ୍ଗଳବାର ଦୃବୁର୍ତ୍ତ ନିଆଁ ଲଗାଇ ଦେଇଥିଲେ। ସେହି…

ପ୍ରତି ଘରେ ପିଇବା ପାଣି ପହଞ୍ଚାଇବାକୁ ଗୁରୁତ୍ୱ

ଦାରିଙ୍ଗବାଡି,୩୧।୫(ଡି.ଏନ.ଏ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ସଭାଗୃହଠାରେ ବ୍ଲକ ଅଧ୍ୟକ୍ଷ ସୁଶାନ୍ତ କୁମାର ପ୍ରଧାନଙ୍କ ଅଧ୍ୟକ୍ଷତାରେ ଷଷ୍ଠତମ ପଞ୍ଚାୟତ ସମିତି ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ମୁଖ୍ୟ ଅତିଥିଭାବେ ଜି. ଉଦୟଗିରି ବିଧାୟକ ସାଲୁଗା ପ୍ରଧାନ ଯୋଗଦେଇଥିବା ବେଳେ ବିଡିଓ ଗଦାଧର…

ସିଦ୍ଧ ଜଗନ୍ନାଥ ମନ୍ଦିର ପରିସରରେ ହାତୀପଲଙ୍କ ଉପଦ୍ରବ

କେନ୍ଦୁଝର, ୩୧।୫ (ସ୍ବ.ପ୍ର./ଡି.ଏନ.ଏ.):କେନ୍ଦୁଝର ପୁରୁଣା ସହର ସିଦ୍ଧମଠ ପରିସରରେ ସିଦ୍ଧ ଜଗନ୍ନାଥ ମନ୍ଦିର ପାଚେରି ଭାଙ୍ଗି ଦେଇଛନ୍ତି ହାତୀପଲ। ମଙ୍ଗଳବାର ଭୋରରେ ମଠ ପରିସରରେ ଥିବା ପାଚିଲା ପଣସ ଖାଇବାକୁ ଏକ ଛୁଆହାତୀ ଭିତରକୁ ଯାଇଥିବା ବେଳେ ତାକୁ ଉଦ୍ଧାର ପାଇଁ…

ମହିଳାଙ୍କଠାରୁ ଟଙ୍କା ବ୍ୟାଗ୍‌ ଧରି ଚମ୍ପଟ ମାରିଲେ ଲୁଟେରା

ଠାକୁରମୁଣ୍ଡା,୩୧।୫(ଡି.ଏନ.ଏ.): କାର୍‌ ଭିତରୁ ଲୁଟି ନେଲେ ଟଙ୍କା ବ୍ୟାଗ୍‌। ଠାକୁରମୁଣ୍ଡା ବଜାରରେ କାର୍‌ ଛିଡା କରି ଜଳଖିଆ ଖାଉଥିବାବେଳେ କାର୍‌ ଭିତରେ ବସିଥିବା ମହିଳାଙ୍କ ନିକଟରୁ ଟଙ୍କା ବ୍ୟାଗ ଛଡାଇନେଇ ବାଇକ୍‌ରେ ଚମ୍ପଟ ମାରିଲେ ଲୁଟେରା। ସୂଚନାଯୋଗ୍ୟ, ବୁଧବାର କରଞ୍ଜିଆ ନିକଟ…

କୋଟଗଡ଼ରେ ବିଜୁଳି ସମସ୍ୟା ନେଇ ୮ ଘଣ୍ଟିଆ ଶାନ୍ତିପୂର୍ଣ୍ଣ ବନ୍ଦ ପାଳନ

କୋଟଗଡ଼,୩୧।୫(ଡି.ଏନ.ଏ): ଦିନକୁ ଦିନ କନ୍ଧମାଳ ଜିଲାରେ ବିଦ୍ୟୁତ୍‌ ସମସ୍ୟା ବୃଦ୍ଧି ପାଉଥିବା ବେଳେ ଆଭ୍ୟନ୍ତରୀଣ ଅଞ୍ଚଳର ବିଦ୍ୟୁତ୍‌ ଉପଭୋକ୍ତା ନାହିଁନଥିବା ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ସମସ୍ୟାର ସ୍ଥାୟୀ ସମାଧାନ ଦାବିରେ ବୁଧବାର କୋଟଗଡ଼ରେ ଆଠ ଘଣ୍ଟିଆ ଶାନ୍ତିପୂର୍ଣ୍ଣ ବନ୍ଦ ପାଳନ କରୁଛନ୍ତି…

ଜୀବିତ ହିତାଧିକାରୀଙ୍କୁ ମୃତ ଘୋଷଣା

ମୋରଡ଼ା,୩୧।୫(ଡି.ଏନ.ଏ.): ମୟୂରଭଞ୍ଜ ଜିଲା ମୋରଡ଼ା ବ୍ଲକ ଅଧୀନ ଟୁକପଳାଶିଆ ଗ୍ରାମର ଜଣେ ମହିଳା ଜୀବିତ ଥିବା ବେଳେ ପଲ୍ଲୀସଭାରେ ତାଙ୍କୁ ମୃତ ଦର୍ଶାଇ ବିଜୁ ପକ୍କାଘର ପାଇବାରୁ ବଞ୍ଚତ୍ତ କରାଯାଇଥିବା ଅଭିଯୋଗ ହୋଇଛି। ନ୍ୟାୟ ପାଇଁ ସମ୍ପୃକ୍ତ ମହିଳା ବିଡିଓଙ୍କୁ ଲିଖିତ…

ରାଣୀତାଲ କେନାଲବନ୍ଧ କାମ ନିମ୍ନମାନର ଅଭିଯୋଗ

ଭଦ୍ରକ ଅଫିସ, ୩୧।୫: ଭଦ୍ରକ ସାଳନ୍ଦୀ ଜଳସେଚନ ବିଭାଗ ଅଧୀନ ରାଣୀତାଲ କେନାଲର ବାମପାଶର୍‌ବରେ ଆର୍‌ଡି ୦୧.୫୦ କିଲୋମିଟରରୁ ୧୦.୫୦ କିଲୋମିଟର ପର୍ଯ୍ୟନ୍ତ ୪ କୋଟି ୨୯ ଲକ୍ଷ ୩୭ହଜାର ୫୧୦ଟଙ୍କା, ସେହି କେନାଲର ଆର୍‌ଡି ୧୦.୫୦ କି.ମି.ଠାରୁ ୧୩ କି.ମି.…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?