ଆମ ଜିଲା ଖବର

ପ୍ରହସନ ହୋଇଛି ଦକ୍ଷତା ବୃଦ୍ଧି କାର୍ଯ୍ୟକ୍ରମ

ଯାଜପୁର ଅଫିସ,୧୧।୬: ଶିଳ୍ପ ସମୃଦ୍ଧ ଯାଜପୁର ଜିଲାରେ ଶିକ୍ଷିତ ବେକାର ଯୁବତୀଯୁବକ ନିଯୁକ୍ତି ପଛରେ ନ ଧାଇଁ ଆତ୍ମନିର୍ଭରଶୀଳ ହେବାକୁ ବିଭିନ୍ନ ରାଜନୈତିକ ସଭାସମିତିରେ ଆହ୍ବାନ କରାଯାଉଛି। ଏଥିପାଇଁ ଯାଜପୁର ଜିଲା ଶିଳ୍ପ କେନ୍ଦ୍ର କାର୍ଯ୍ୟାଳୟ ଅଧୀନରେ ବିଭିନ୍ନ ସମୟରେ ଶିକ୍ଷିତ…

ଦେଢ଼ବର୍ଷରେ ପଡ଼ିରହିଛି ୮୧୩ ଅଭିଯୋଗ

ଯାଜପୁର ଅଫିସ,୧୧।୬: ସାମାଜିକ ସୁରକ୍ଷା ଏବଂ ଭିନ୍ନକ୍ଷମ ସଶକ୍ତୀକରଣ (ଏସ୍‌ଏସ୍‌ଇପିଡି) ଜନଶୁଣାଣି ପୋର୍ଟାଲରେ ମାତ୍ର ଦେଢ଼ବର୍ଷରେ ସମୁଦାୟ ୮୧୩ ଅଭିଯୋଗ ପଡ଼ିରହିଛି। ବିଶେଷକରି ବାର୍ଦ୍ଧକ୍ୟ, ବିଧବା ଓ ଭିନ୍ନକ୍ଷମ ଭତ୍ତା ଏଥିରେ ରହିଛି। କେତେକ ଅଞ୍ଚଳରେ ଭେଣ୍ଡିଆ ଟୋକା ଭତ୍ତା ପାଉଥିବାବେଳେ…

ପର୍ଯ୍ୟଟକଙ୍କ ମୁଣ୍ଡ ଫଟାଇଲେ ସୁରକ୍ଷା କର୍ମୀ

ଯାଜପୁର ଟାଉନ,୧୧।୬(ଡି.ଏନ.ଏ.): ଯାଜପୁର ସହରର କୁସୁମା ପାର୍କରେ ଶନିବାର ଟିକଟ କାଟିବାକୁ କେନ୍ଦ୍ରକରି ପର୍ଯ୍ୟଟକ ଓ ସୁରକ୍ଷାକର୍ମୀଙ୍କ ମଧ୍ୟରେ ଗଣ୍ଡଗୋଳ ଘଟିଛି। ଏଥିରେ ପର୍ଯ୍ୟଟକଙ୍କୁ ଇଟାରେ ଛେଚି ମୁଣ୍ଡ ଫଟାଇ ଦେଇଛନ୍ତି ସୁରକ୍ଷା କର୍ମୀ। ଆକ୍ରମଣର ଶିକାର ହୋଇଛନ୍ତି ଯାଜପୁର ଜିଲା…

ବସ୍ତାନି ବଦଳରେ ହାତରେ ଥାଳ

ମହାକାଳପଡ଼ା,୧୧।୬ (ଡି.ଏନ.ଏ.): ଦାରିଦ୍ର୍ୟ ଜୀବନକୁ ବାଟବଣା କରେ। ପେଟ ଚାଖଣ୍ଡକ ପାଇଁ ଥାଳ ଧରି ଡହଡହ ଟାଣ ଖରାରେ ବାରଦୁଆର ବୁଲି ଭାତ ମୁଠେ ପାଇଁ ସଂଗ୍ରାମ କରୁଥିବା କୁନି ପିଲାଟିର ମୁହଁରୁ ସ୍ପଷ୍ଟ ବାରି ହୋଇପଡ଼ୁଥାଏ କ୍ଷୁଧା। ସମୟ ପାଖାପାଖି…

ମଧୁବାବୁ ପେନସନ୍‌ ହିତାଧିକାରୀଙ୍କୁ ମିଳିବ ନଗଦ ଟଙ୍କା

ଜଗତ୍‌ସିଂହପୁର ଅଫିସ,୧୧।୬: ଚଳିତ ମାସରୁ ମଧୁବାବୁ ପେନ୍‌ସନ୍‌ ଯୋଜନାର ହିତାଧିକାରୀଙ୍କୁ ନଗଦ ଟଙ୍କା ଆକାରରେ ପେନସନ୍‌ ଦିଆଯିବ। ୮୦ ବର୍ଷରୁ ଅଧିକ ବୟସର ବୃଦ୍ଧା, ବୃଦ୍ଧ, ଭିନ୍ନକ୍ଷମ ଓ ଶଯ୍ୟାଶାୟୀ ହିତାଧିକାରୀଙ୍କୁ କର୍ମଚାରୀମାନେ ସେମାନଙ୍କ ଘରେ ଭତ୍ତା ରାଶି ପ୍ରଦାନ କରିବେ।…

ସ୍ତ୍ରୀ ଚରିତ୍ରକୁ ସନ୍ଦେହକରି ଶିଶୁପୁତ୍ରକୁ ହତ୍ୟାକଲେ ବାପା

ରାଉରକେଲା ଅଫିସି,୧୧।୬: ରାଉରକେଲା ଉଦିତନଗର ଶୀତଳପଡ଼ା ବସ୍ତି ଅଞ୍ଚଳରେ ଏକ କୋମଳମତି ଶିଶୁକୁ ତାଙ୍କ ବାପା ହତ୍ୟା କରିଥିବା ଅଭିଯୋଗ ହୋଇଛି। ମୃତ ନାବାଳକ ହେଲେ ଆର୍ଯ୍ୟନ ଲାକ୍ରା (୪ବର୍ଷ)। ଏହି ଘଟଣାରେ ପୋଲିସ ମୃତକଙ୍କ ବାପାଙ୍କୁ ଗିରଫ କରିଛି। ଗିରଫ…

ଜେଲରେ ବିଚାରାଧୀନ ବନ୍ଦୀଙ୍କ ମୃତ୍ୟୁ

ମାଲକାନଗିରି,୧୧।୬(ଡି.ଏନ.ଏ.): ମାଲକାନଗିରି ଉପକାରାଗାରରେ ପୂର୍ବରୁ ଅନେକ ଅଘଟଣ ଘଟିଥିବା ବେଳେ ଶନିବାର ପୁଣି ଜଣେ ବିଚାରାଧୀନ ବନ୍ଦୀ ଆତ୍ମହତ୍ୟା କରିଛନ୍ତି। ମୃତକ ହେଲେ କାଲିମେଳା ଥାନା ଅନ୍ତର୍ଗତ ଏମ୍‌ପିଭି ୩୩ ଗ୍ରାମର ବିଧାନ ମିର୍ଦ୍ଧା। ବିଧାନ ଦୀର୍ଘ ୪ ବର୍ଷ ହେବ…

ପୁରୀରୁ ଦିଲ୍ଲୀ ପ୍ରି-ଆକ୍ଟିଭ ସିମ୍‌ କାର୍ଡ କାରବାର

ବେଆଇନ ପ୍ରିଆକ୍ଟିଭ ସିମ୍‌ କାର୍ଡ ଚାଲାଣ କରୁଥିବା ଏକ ଗ୍ୟାଙ୍ଗର ୮ଜଣଙ୍କୁ ଶନିବାର କମିଶନରେଟ ପୋଲିସ ଗିରଫ କରିଛି। ଏଥିସହ ସେମାନଙ୍କଠାରୁ ପ୍ରାୟ ୮୦୦ ସିମ୍‌ ଜବତ କରିଛି। ସମସ୍ତ ଅଭିଯୁକ୍ତ ପୁରୀର ହୋଇଥିବାବେଳେ ସେମାନେ ଦେଶର ବିଭିନ୍ନ ସ୍ଥାନକୁ ସିମ୍‌…

ଗାଁକୁ ଫେରିଲା ଦାଦନ ଶ୍ରମିକଙ୍କ ମୃତଦେହ

କୋକସରା,୧୦ା୬(ଡି.ଏନ୍‌.ଏ.): କଳାହାଣ୍ଡି ଜିଲା କୋକସରା ବ୍ଲକକୁ ପ୍ରତି ମାସେ ଦୁଇମାସ ଅନ୍ତରରେ ରାଜ୍ୟ ବାହାରୁ ଫେରୁଛି ଦାଦନ ଶ୍ରମିକଙ୍କ ମୃତଦେହ। ଚଳିତ ବର୍ଷ ଆରମ୍ଭରୁ ବର୍ତ୍ତମାନ ପର୍ଯ୍ୟନ୍ତ ଆଜିର ଘଟଣା ସହ ୫ ଜଣ ଦାଦନ ଶ୍ରମିକଙ୍କ ମୃତଦେହ ଗାଁକୁ ଫେରିସାରିଛି।…

୪୦ ଡିଗ୍ରୀ ଉପରେ ରାଜ୍ୟର ୨୦ ସହର, ରେକର୍ଡ ଭାଙ୍ଗିଲା ଝାରସୁଗୁଡ଼ା

ଭୁବନେଶ୍ୱର,୧୦ା୬(ବ୍ୟୁରୋ): ଶନିବାର ରାଜ୍ୟର ୨୦ଟି ସହରର ତାପମାତ୍ରା ୪୦ ଡିଗ୍ରୀ ଉପରେ ରହିଛି। ଏଥିମଧ୍ୟରୁ ଝାରସୁଗୁଡ଼ା ତାପମାତ୍ରାରେ ରେକର୍ଡ ଭାଙ୍ଗିଛି। ଝାରସୁଗୁଡ଼ାରେ ଆଜି ତାପମାତ୍ରା ୪୪.୮ ଡିଗ୍ରୀ ରହିଥିବା ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ମିଳିଛି। ଆଜି…

ପ୍ରଶାସନର ଦ୍ୱାରସ୍ଥ ପରେ ଗାଁରୁ ଦୂର ହେଲା ପାନୀୟ ଜଳ ସମସ୍ୟା

କୋକସରା,୧୦ା୬(ଡି.ଏନ୍‌.ଏ.): ପାନୀୟ ଜଳ ପାଇଁ ବ୍ଲକ ପ୍ରଶାସନର ଦ୍ୱାରସ୍ଥ ପରେ ଟେମରା ପଞ୍ଚାୟତ ହଂସପଡ଼ା ଗ୍ରାମକୁ ୨ଟି ଟ୍ୟାଙ୍କର ଯୋଗେ ପାନୀୟ ଜଳ ଯୋଗାଣ କରିଛନ୍ତି ବ୍ଲକ ପ୍ରଶାସନ ଓ ପଞ୍ଚାୟତ କର୍ତ୍ତୃପକ୍ଷ। କଳାହାଣ୍ଡି ଜିଲା କୋକସରା ବ୍ଲକ ଟେମରା ପଞ୍ଚାୟତ…

କର୍ଲାମୁଣ୍ଡାରେ ବୁଲୁଛି ଦନ୍ତା, ଲୋକେ ଆତଙ୍କିତ

କର୍ଲାମୁଣ୍ଡା,୧୦ା୬(ଡି.ଏନ୍‌.ଏ.): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ କୁଶୁର୍ଲା ହଜାରିପଡ଼ା ନିକଟସ୍ଥ ଶାନ୍ତିବନଠାରେ ଶନିବାର ଏକ ଜଙ୍ଗଲୀ ଦନ୍ତାହାତୀ ବୁଲୁଥିବା ଦେଖିବାକୁ ମିଳିଛି। ଖବର ପାଇ କେସିଙ୍ଗା, ନର୍ଲା ଓ ମ. ରାମପୁର ରେଞ୍ଜର କର୍ମଚାରୀମାନେ ପହଞ୍ଚି ହାତୀଟିକୁ ଘଉଡ଼ାଇବାର ସକ୍ଷମ ହୋଇଥିଲେ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?