ଆମ ଜିଲା ଖବର

ବାମରାରେ ଲେଡ଼ାପୋକ ପ୍ରାଦୁର୍ଭାବ

କୁଚିଣ୍ଡା,୮ା୮(ବିରଞ୍ଚତ୍ ଦର୍କା): ଚଳିତବର୍ଷ ଚାଷ ପାଇଁ ପାଗ ଅନୁକୂଳ ଥିବାବେଳେ ଲଗାଣ ବର୍ଷା ହେତୁ ଧାନ ଫସଲରେ ଲେଡ଼ାପୋକର ପ୍ରାଦୁର୍ଭାବ ଚାଷୀଙ୍କୁ ଚିନ୍ତାରେ ପକାଇଛି। ବାମରା ବ୍ଲକର ୬ ପଞ୍ଚାୟତର ମୋଟ ୨୨ ଗାଁ ଏଥିରେ ପ୍ରଭାବିତ ହୋଇଥିବା ବ୍ଲକ କୃଷି…

ଆନ୍ଧ୍ର ସାଲୁର ଘାଟି ଜାମ: ଦୁଇ ପାର୍ଶ୍ୱରେ ଅଟକି ରହିଛି ଅନେକ ଗାଡ଼ି  

ପଟ୍ଟାଙ୍ଗି,୮।୮(ଶରତ ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଦେଇ ଦୁଇ ରାଜ୍ୟକୁ ସଂଯୋଗ କରୁଥିବା ଜାତୀୟ ରାଜପଥ ଜାମ୍‌ ହୋଇଛି। ପଡୋଶୀ ରାଜ୍ୟ ଆନ୍ଧ୍ରର ସାଲୁର ଘାଟି ଜାମ ହୋଇ ଥିବାବେଳେ ଉକ୍ତ ରାସ୍ତା ଦେଇ ସମସ୍ତ ଗାଡ଼ି ଚଳାଚଳ ବନ୍ଦ…

ଶୁଖିଲା ଗଛ କହି ବନ ବିଭାଗ କାଟିଥିଲା ଶାଳଗଛ

ବଡ଼ଗାଁ,୮ା୮( ଅଶୋକ ଷଢ଼ଙ୍ଗୀ): ସୁନ୍ଦରଗଡ ଜିଲା ବଡ଼ଗାଁ ଫରେଷ୍ଟ ରେଞ୍ଜ ପକ୍ଷରୁ ମହାବୀର ପର୍ବତ ତଳି ଅଞ୍ଚଳରେ ଚାରା ରୋପଣ କରାଯାଉଛି। ଚାରା ରୋପଣ ହୋଇଥିବା ସ୍ଥାନରେ ବାଡ ଦେବାପାଇଁ ଫରେଷ୍ଟର କାର୍ଯ୍ୟ ଦାୟିତ୍ୱରେ ଥିବା କର୍ମଚାରୀଙ୍କୁ ଶୁଖିଲା ଗଛ କାଟିବାକୁ…

୧୩ ବର୍ଷ ପରେ ଗାଁକୁ ଫେରିଲେ ହଜିଲା ପୁଅ

ସିମୁଳିଆ,୮।୮(ସନ୍ତୋଷ ନାୟକ): ୧୩ବର୍ଷ ପରେ ଗାଁକୁ ଫେରିଛି ହଜିଲା ପୁଅ। ଆଖି ଆଗରେ ଚୁନା ହୋଇଯାଇଥିବା ସୁନା ସଂସାର ପୁଣି ଥରେ ହସି ଉଠିବ ବୋଲି ଖୁସିରେ ଆତ୍ମହରା ହୋଇ କହିଛନ୍ତି ବାଲେଶ୍ୱର ଜିଲା ସିମୁଳିଆ ବ୍ଲକର କୁଟାରୀ ଅଞ୍ଚଳର ନିରଞ୍ଜନ…

୧୨ ବର୍ଷରେ ୧୩ରୁ ଊର୍ଦ୍ଧ୍ୱ ଶିଳ୍ପ ପ୍ରତିଷ୍ଠାନ ବନ୍ଦ

କେନ୍ଦୁଝର,୮ା୮(ଦୀପକ ମିଶ୍ର): କେନ୍ଦୁଝର ଜିଲା କଳକାରଖାନା ଓ ଖଣିଖାଦାନଭରା ଜିଲା ଭାବେ ରାଜ୍ୟରେ ଜଣାଶୁଣା। ମାତ୍ର ଜିଲାରେ ପ୍ରତିଷ୍ଠା ହୋଇଥିବା ୪୦ଟି ବଡ଼ କଳକାରଖାନା ମଧ୍ୟରୁ ୧୩ରୁ ଊର୍ଦ୍ଧ୍ୱ ବିିଭିନ୍ନ କାରଣରୁ ବନ୍ଦ ହୋଇଯାଇଛି। ଫଳରେ ରତ୍ନଗର୍ଭା ଜିଲାର ଅନେକ ଶ୍ରମିକଙ୍କ…

କୋଟିଏରୁ ଊର୍ଦ୍ଧ୍ୱ ଟଙ୍କା ଏନ୍‌ଜିଓ ସଂଗ୍ରହ କରିଛି

କେନ୍ଦ୍ରାପଡ଼ା, ୮।୮(ଜଗନ୍ନାଥ ଧଳ): କେନ୍ଦ୍ରାପଡ଼ା ଜିଲା ପ୍ରଶାସନ ପାଇଁ ହାଇଦ୍ରାବାଦସ୍ଥ ନବଯୁଗ ଇନ୍‌ଫୋଟେକ ପ୍ରାଇଭେଟ୍‌ ଲିମିଟେଡ୍‌ ସଂସ୍ଥା ଏବେ ସମସ୍ୟା ସୃଷ୍ଟି କରିଛି। ଜିଲା ପ୍ରଶାସନର ଅନୁମତ ପତ୍ର ଓ ସହଯୋଗ ନେଇ ସହର ଏବଂ ଗ୍ରାମାଞ୍ଚଳରେ ଥିବା ଘର ସମ୍ମୁଖରେ…

ଗୋବରୀର କୁଶିଆପାଳ-ରାୟପୁର ସେତୁରେ ଲାଖିଛି ଦଳ

ଡେରାବିଶ,୮।୮ (ବେବର୍ତ୍ତା ଅଜୟ ଦାସ): ଡେରାବିଶ ବ୍ଲ୍ କ ଅଧୀନ କୁଶିଆପାଳ ଓ ବାରିମୂଳ ପଞ୍ଚାୟତକୁ ସଂଯୋଗ କରୁଥିବା ଗୋବରୀ ସେତୁ ନିକଟରେ ନଦୀ ଭିତରେ ଦଳ ବୋଝେଇ ହୋଇରହିଛି। ଏଥିପାଇଁ ଗୋବରୀ ନଦୀରେ ଜଳ ନିଷ୍କାସନରେ ସମସ୍ୟା ଦେଖାଦେଇଛି। ଫଳରେ…

ବିପଦରେ ବୈତରଣୀ ନଦୀ ଉପର ବ୍ରିଜ

ଯାଜପୁର,୮।୮(ହର୍ଷବର୍ଦ୍ଧନ ବେହେରା): ଯାଜପୁର ଜିଲା ବ୍ୟାସନଗର ତହସିଲ ଅଧିକାରୀ ଏବଂ କର୍ମଚାରୀଙ୍କ ଶସ୍ତା କାର୍ଯ୍ୟାନୁଷ୍ଠାନ ଏବଂ ଲାଭଖୋର ମନୋବୃତ୍ତି ପଡୋଶୀ ଜିଲାର ବାଲି ମାଫିଆମାନଙ୍କୁ ବେଶ ସୁହାଇଛି। ବୈତରଣୀ ନଦୀର ଯାଜପୁର ଜିଲା ଅଧୀନ ବିଭିନ୍ନ ବାଲିଘାଟରୁ ବ୍ୟବସାୟୀମାନେ ତହସିଲ ଅଫିସ୍‌ର…

ଅଣନିଯୁକ୍ତିପ୍ରାପ୍ତ ପୁରୁଣା ସିଟି,ବିଏଡ୍‌ ମହାସଂଘ ପକ୍ଷରୁ ଜିଲାସ୍ତରୀୟ ବୈଠକ

ରସୁଲପୁର,୮।୮(ରଞ୍ଜିତ ରାଉତ): ରସୁଲପୁର ବ୍ଲକ ଅନ୍ତର୍ଗତ କୁଆଖିଆ ବଜାରର ହରପାର୍ବତୀ ମନ୍ଦିର ପ୍ରାଙ୍ଗଣରେ ଅଣନିଯୁକ୍ତିପ୍ରାପ୍ତ ପୁରୁଣା ସିଟି,ବିଇଡି ସଂଘ ପକ୍ଷରୁ ଏକ ବୈଠକ ଜିଲା ସଂଘର ସଭାପତି ପ୍ରଦୀପ୍ତ କୁମାର ପଣ୍ଡାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ରାଜ୍ୟ ମହାସଂଘର ଆହ୍ବାନକ୍ରମେ ଆୟୋଜିତ…

ସ୍ବାମୀଙ୍କ ଅନ୍ତ୍ୟେଷ୍ଟିକ୍ରିୟାରେ ସ୍ତ୍ରୀକୁ ବାରଣ, ହତ୍ୟା ଧମକ

ଗୋପ, ୭।୮(ଭାରତୀ ଭୂଷଣ ଉପାଧ୍ୟାୟ): ଗୋପ ଥାନା ଅଧୀନ ସୋରଭା ପଞ୍ଚାୟତ ଦୁର୍ଗାପୁର ଗ୍ରାମରେ ଜଣେ ମହିଳାଙ୍କ ବିବାହର ଚାରି ମାସ ପରେ ଯୌତୁକ ନିର୍ଯାତନା ଏବଂ ସ୍ବାମୀଙ୍କ ମୃତ୍ୟୁ ପରେ ତାଙ୍କ ଅନ୍ତ୍ୟେଷ୍ଟି କ୍ରିୟାକୁ ବାରଣ କରିବା ସହ ଜୀବନରୁ…

ବନ୍ୟା ଆସିଲେ ମନେପଡ଼େ ଦୁର୍ଗତଙ୍କ ଦୁଃଖ

ଯାଜପୁର,୮।୮(ହର୍ଷବର୍ଦ୍ଧନ ବେହେରା): ଯାଜପୁର ଜିଲାରେ ବନ୍ୟା ଆସିଲେ ଦୁର୍ଗତଙ୍କ ଦୁଃଖ ମନେପଡ଼େ ବୋଲି ଏବେ ସବୁଠି ଚର୍ଚ୍ଚା। ବୈତରଣୀ ଓ ବ୍ରାହ୍ମଣୀ ନଦୀରେ ନିୟମିତ ବ୍ୟବଧାନରେ ବଡ଼ବଡ଼ ବନ୍ୟା ଲୋକଙ୍କ ମେରୁଦଣ୍ଡକୁ ଦୋହଲାଇ ଦେଇଥିବାରୁ ଏଭଳି ମତପ୍ରକାଶ ପାଉଛି। ବନ୍ୟା ପୂର୍ବରୁ…

କମୁଛି ବନ୍ୟାଜଳ, ବଢ଼ୁଛି ଚାଷୀଙ୍କ ଦୁର୍ଦ୍ଦଶା

ଅସ୍ତରଙ୍ଗ,୮।୮(ମମତା ଜେନା): ମହାନଦୀ ଶାଖା ଦେବୀ ନଦୀରେ ବନ୍ୟାଜଳ ହ୍ରାସ ପାଇବାରେ ଲାଗିଛି। ଦେବୀ ନଦୀର ବାଉରିଆକଣ ବିପଦ ସଙ୍କେତ ୪.୯୩ ମିଟର ଥିବବେଳେ ଏବେ ବିପଦ ସଙ୍କେତ ତଳେ ଅର୍ଥାତ୍‌ ୩.୮୩ ମିଟରରେ ବନ୍ୟାଜଳ ପ୍ରବାହିତ ହେଉଛି। ବନ୍ୟା ଛଡୁଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?