ଆମ ଜିଲା ଖବର

ବିଦ୍ୟୁତ୍‌ ଆଘାତରେ ଚାଲିଗଲା ଜୀବନ

କୁଚିଣ୍ଡା,୫ା୭(ବିରଞ୍ଚି ଦର୍କା): ବିଦ୍ୟୁତ୍‌ ଆଘାତରେ ସମ୍ବଲପୁର ଜିଲା ମହୁଲପାଲି ଥାନା କୁସୁମୀ ଫାଣ୍ଡି ଅଧୀନ ବଡମୁଣ୍ଡାଲୋଇ ଗ୍ରାମର ସଞ୍ଜୟ ବାଘ ଓରଫ ଘଁସିଆ(୪୦)ଙ୍କ ମୃତ୍ୟୁ ଘଟିଛି। ଏ ନେଇ ପୋଲିସ ଏକ ମାମଲା (ନଂ.୭୫/୨୩) ରୁଜୁ କରି ବୁଧବାର ମୃତଦେହ ବ୍ୟବଚ୍ଛେଦ…

ନୂଆ ରୂପରେ ବଡ଼ଘାଗରା

କେନ୍ଦୁଝର,୫ା୭(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲାର ଅପୂର୍ବ ତଥା ସୌନ୍ଦର୍ଯ୍ୟରେ ପରିପୂର୍ଣ୍ଣ ପ୍ରାକୃତିକ ଜଳପ୍ରପାତ ମଧ୍ୟରୁ ବଡ଼ଘାଗରା ଅନ୍ୟତମ। ରାଜ୍ୟ ପ୍ରସିଦ୍ଧ ସାନଘାଗରା ଜଳପ୍ରପାତଠାରୁ ମାତ୍ର ୫ କିମି ଦୂରରେ ଏବଂ ଜିଲା ମୁଖ୍ୟାଳୟଠାରୁ ପ୍ରାୟ ୧୧ କିମି ଦୂରରେ ବଣଜଙ୍ଗଲ…

ନିମ୍ନମାନର ମଧ୍ୟାହ୍ନଭୋଜନ ନେଇ ଅସନ୍ତୋଷ: ଚାଉଳ ଯାଞ୍ଚ

କେନ୍ଦୁଝର,୫ା୭(ନରେଶ ଚନ୍ଦ୍ର ପଟ୍ଟନାୟକ): ବାଂଶପାଳ ବ୍ଲକ ଅଡାଳମୁଣ୍ଡା ସାହିରେ ଥିବା ସରକାରୀ ପ୍ରାଥମିକ ବିଦ୍ୟାଳୟରେ ନିମ୍ନମାନର ଚାଉଳରେ ମଧ୍ୟାହ୍ନଭୋଜନ ପିଲାମାନଙ୍କୁ ଖାଇବାକୁ ଦିଆଯାଉଥିବାରୁ ଅଭିଭାବକମାନେ ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ଏନେଇ ମଙ୍ଗଳବାର ସ୍ଥାନୀୟ ଅଭିଭାବକମାନେ ବିଦ୍ୟାଳୟ ଯାଇ ପ୍ରଧାନଶିକ୍ଷୟିତ୍ରୀଙ୍କୁ ପଚାରି ବୁଝିବା…

କଲରାପତରିଆ ବାଘ ଶିକାର କରି ୧୧ ଗିରଫ

ରାଇକିଆ,୫ା୭(ପ୍ରଦୀପ ବେହେରା): କନ୍ଧମାଳ ଜିଲା ରାଇକିଆ ବ୍ଲକ ବଡ଼ବାରବା ରେଞ୍ଜର ବାଦଗଡ଼ ଗ୍ରାମ ୧୧ ଜଣ ବ୍ୟକ୍ତିଙ୍କୁ ବୁଧବାର କଲରାପତରିଆ ବାଘ ଶିକାର ଅଭିଯୋଗରେ ବନ ବିଭାଗ ଗିରଫ କରି କୋର୍ଟ ଚାଲାଣ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ ବାଦଗଡ଼ ଗ୍ରାମର…

ବ୍ଲକ କାର୍ଯ୍ୟାଳୟରେ ବଢୁଛି ଦୁର୍ନୀତି, ଆନ୍ଦୋଳନକୁ ଓହ୍ଲାଇବ କଂଗ୍ରେସ

ମୋରଡ଼ା,୫ା୭(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲା ମୋରଡ଼ା ନିର୍ବାଚନ ମଣ୍ଡଳୀରେ ଦୁର୍ନୀତି ପିଛା ଛାଡୁନି। ନିର୍ବାଚନମଣ୍ଡଳୀର ଶୁଳିଆପଦା ବ୍ଲକରେ ମହାଦୁର୍ନୀତି ହୋଇଥିବାର ଅଭିଯୋଗ ବ୍ଲକ କଂଗ୍ରେସ କରିଥିବା ବେଳେ ଆସନ୍ତା ୧୩ ତାରିଖରେ ବ୍ଲକ କାର୍ଯ୍ୟାଳୟ ଆଗରେ ଧାରଣା ଦେବା ସହିତ ଆନ୍ଦୋଳନ…

ଇଲେଭେନ୍‌ କେଭି ତାର ସଂସ୍ପର୍ଶରେ ଆସି ଶ୍ରମିକଙ୍କ ଜୀବନ ଗଲା

ନିରାକାରପୁର,୫ା୭(ମାନସ ଚନ୍ଦ୍ର ପଟ୍ଟନାୟକ): ପଞ୍ଚାୟତ କାର୍ଯ୍ୟାଳୟରେ ନିର୍ମାଣାଧୀନ କାର୍ଯ୍ୟ ଚାଲୁଥିବା ବେଳେ ଇଲେଭେନ କେଭି ବିଦ୍ୟୁତତାର ସଂସ୍ପର୍ଶରେ ଆସି ଜଣେ ଶ୍ରମିକର ଗୁରୁତର ହୋଇଥିଲେ। ତାଙ୍କୁ ଟାଙ୍ଗୀ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ଚିକିତ୍ସା ପାଇଁ ନିଆଯାଇଥିଲା। ତେବେ ଡାକ୍ତର ସେଠାରେ ତାଙ୍କୁ ମୃତ…

ଝରକା ଭାଙ୍ଗି ଲୁଟିନେଲେ ଲକ୍ଷାଧିକ ଟଙ୍କାର ସୁନା, ରୁପା ଅଳଙ୍କାର

ନିରାକାରପୁର,୫।୭(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ଜିଲା ନିରାକାରପୁର ଥାନା ଅନ୍ତର୍ଗତ ନିରାକାରପୁର ସାହି ରେ ରହିଥିବା ଜୈନିକ ବୃଦ୍ଧ ଦମ୍ପତି ଙ୍କ ଘରୁ ଦୃବୃର୍ତ୍ତମାନେ ଲକ୍ଷାଧିକ ଟଙ୍କାର ସୁନା, ରୁପା ଅଳଙ୍କାର ସହିତ ନଗଦ ଟଙ୍କା ଚୋରେଇ ନେଇଥିବା ଥାନାରେ ଅଭିଯୋଗ…

ରାସ୍ତା ମଝିରେ ଗାତ ଖୋଳି ଚାଲିଛି ପାଇପ ବିଛା କାମ

ଉମରକୋଟ, ୫।୭(ସନ୍ତୋଷ ଶତପଥୀ): ନବରଙ୍ଗପୁର ଜିଲା ଉମରକୋଟ ପୌରାଞ୍ଚଳରେ ଜନସ୍ବାସ୍ଥ୍ୟ ବିଭାଗର ପାନୀୟ ଜଳ ଯୋଗାଣ କାର୍ଯ୍ୟ ଶୈଳୀକୁ ନେଇ ଲୋକେ ନାପସନ୍ଦ କରିଛନ୍ତି। ଲୋକଙ୍କୁ ପାନୀୟ ଜଳ ଯୋଗାଣ ନାମରେ ଉମରକୋଟ ପୌର ପରିଷଦ ଅଧୀନ ଦର୍ଗାଗୁଡ଼ା ରାସ୍ତା ମଝିରେ…

ଗାଁରେ ପହଞ୍ଚତ୍ ଚିକିତ୍ସା କଲା ଡାକ୍ତରୀ ଟିମ୍‌

ଝରିଗାଁ,୫।୭(କିଶୋର ଚନ୍ଦ୍ର ମଣ୍ଡଳ): ନବରଙ୍ଗପୁର ଜିଲା ଝରିଗାଁ ବ୍ଲକ ବଡ଼ଟେମରା ପଞ୍ଚାୟତ ଚେପଟିଆମ୍ବା ଗ୍ରାମରେ ଗତ ୧୫ଦିନ ମଧ୍ୟରେ ୨୦ରୁ ଊର୍ଦ୍ଧ୍ୱ ଶିଶୁ ଚର୍ମରୋଗରେ ଆକ୍ରାନ୍ତ ହେବା ଖବର ପ୍ରକାଶ ପରେ ମଙ୍ଗଳବାର ଝରିଗାଁ ସ୍ବାସ୍ଥ୍ୟ ବିଭାଗର ଏମ୍‌ଏଚ୍‌ୟୁ ଟିମ୍‌ ସେଠାରେ…

ଅଢ଼େଇଘଣ୍ଟା ଧରି ଏସ୍‌ଟିଏର ଅନୁଧ୍ୟାନ

ଅନୁଗୋଳ, ୫।୭ (ଅମିତ କୁମାର ସାମଲ): ଅନୁଗୋଳ କରଡ଼ାଗାଡ଼ିଆଠାରେ ଗତ ରବିବାର ଟ୍ରକ୍‌ ଧକ୍କାରେ ଏକ ଦମ୍ପତିଙ୍କ ମୃତ୍ୟୁ ହୋଇଥିଲା। ୨ ଟ୍ରକ୍‌ ମଝିରେ ଚାପି ହୋଇ ବନ୍ତଳା ଥାନା ଗୁରଙ୍ଗ ଗ୍ରାମର ଅକ୍ଷୟ ବେହେରା ଓ ତାଙ୍କ ସ୍ତ୍ରୀ ମମତା…

୩ ସୋମବାର ଜଳଲାଗି

ଢେଙ୍କାନାଳ, ୫।୭(ରତନ ନାୟାର): ଯୋଡ଼ା ଶ୍ରାବଣରେ ଜଳାଭିଷେକକୁ ନେଇ ଦୂର ହୋଇଛି ଦ୍ୱନ୍ଦ୍ୱ। ବିଶ୍ୱପ୍ରସିଦ୍ଧ ଶୈବପୀଠ କପିଳାସ ସମେତ ଢେଙ୍କାନାଳ ଜିଲାର ୧୨ ଶୈବ କ୍ଷେତ୍ରରେ ଜୁଲାଇ ୧୦, ଅଗଷ୍ଟ ୨୧ ଏବଂ ୨୮ ତାରିଖରେ ପଡୁଥିବା ସୋମବାରରେ ଜଳଲାଗି କରାଯିବ।…

ବର୍ଷାରେ ବେହାଲ ଏନ୍‌ଏଚ୍‌ ୫୫

ଢେଙ୍କାନାଳ, ୫।୭(ରତନ ନାୟାର): ଧାର୍ଯ୍ୟ ସମୟ ବିତିଲା। ହେଲେ ୫୫ନଂ. ଜାତୀୟ ରାଜପଥ କାର୍ଯ୍ୟ ଶେଷ ହେଲାନାହିଁ। ଜାତୀୟ ରାଜପଥ ପ୍ରାଧିକରଣ କର୍ତ୍ତୃପକ୍ଷ (ଏନ୍‌ଏଚ୍‌ଏଆଇ) ପ୍ରତିଶ୍ରୁତି ପୂରଣ କରିବାରେ ବିଫଳ ହୋଇଥିବାବେଳେ ବର୍ଷାରେ ବେହାଲ ହୋଇପଡ଼ିଛି ୪ ଜିଲାବାସୀଙ୍କ ଜୀବନରେଖା। କଟକ,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?