ଆମ ଜିଲା ଖବର

ହଷ୍ଟେଲ ଖାଦ୍ୟ ଖାଇ ଝାଡ଼ାବାନ୍ତିରେ ନର୍ସିଂ କଲେଜ ଛାତ୍ରୀ ଆକ୍ରାନ୍ତ

କୋରାପୁଟ,୧୫ା୭(ଅମିତାଭ ବେହେରା): କୋରାପୁଟ ସହିଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ ଓ ହସ୍ପିଟାଲ ସମ୍ମୁଖରେ ଥିବା କୋରାପୁଟ ନର୍ସିଂ କଲେଜର ଛାତ୍ରୀମାନେ ହଷ୍ଟେଲ ଖାଦ୍ୟ ଖାଇ ଝାଡ଼ାବାନ୍ତିରେ ପଡ଼ି ମେଡିକାଲରେ ଭର୍ତ୍ତି ହୋଇଥିବା ଜଣାଯାଇଛି। ଏହି କଲେଜର କଲେଜର ୫ରୁ ଊର୍ଦ୍ଧ୍ୱ…

ବାଲିଗୁଡ଼ାରେ ବ୍ୟାପୁଛି ଆଖିଧରା ରୋଗ

ବାଲିଗୁଡ଼ା,୧୫ା୭(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ବାଲିଗୁଡ଼ା ତଥା ଏହାର ଆଖପାଖ ଅଞ୍ଚଳରେ ଆଖିଧରା ରୋଗ ବ୍ୟାପିବାରେ ଲାଗିଛି। ଗାଁଠାରୁ ଆରମ୍ଭ କରି ସହର ପର୍ଯ୍ୟନ୍ତ ଦିନକୁ ଦିନ ଏହି ରୋଗ ବ୍ୟାପିବାରେ ଲାଗିଛି । ବିଶେଷକରି ବିଦ୍ୟାଳୟ ଓ କଲେଜକୁ…

ଗଞ୍ଜେଇ ଭର୍ତ୍ତି କାର୍‌ ଜବତ

ଦାରିଙ୍ଗବାଡ଼ି,୧୫ା୭(ଅରୁଣ ସାହୁ): କନ୍ଧମାଳ ଜିଲାରେ ଦିନକୁ ଦିନ ଗଞ୍ଜେଇ ଚାଷ ବୃଦ୍ଧି ପାଇଥିବା ବେଳେ ବାଲିଗୁଡ଼ା, କ. ନୂଆଗାଁ ପାର ହୋଇ ଦାରିଙ୍ଗବାଡ଼ି ଥାନା ଅଞ୍ଚଳ ଦେଇ ଗଞ୍ଜେଇ ମାଫିଆମାନେ ବେଧଡ଼କ ଚୋରାଚାଲାଣ କରୁଛନ୍ତି। ଦାରିଙ୍ଗବାଡ଼ି ପୋଲିସ ଗଞ୍ଜେଇ ଚୋରାଚାଲାଣ ବେଳେ…

ଅଙ୍ଗଦଙ୍କ ହାତ ଆକ୍ରମଣ ନୁହେଁ, ଦୁର୍ଘଟଣାରେ କଟିଛି: ପୋଲିସ

ବାଲିଗୁଡ଼ା,୧୫ା୭(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ବାଲିଗୁଡ଼ା ଥାନା ଅନ୍ତର୍ଗତ ଡହଲପଡ଼ି ଗ୍ରାମର ଆଦିବାସୀ ଯୁବକ ଅଙ୍ଗଦ ମଲ୍ଲିକ ମୁମ୍ବାଇ କାମ କରିବାକୁ ଯାଇଥିବା ବେଳେ ଦୁଇ ହାତ ହରାଇ ଘରକୁ ଫେରିବା ଘଟଣା ଦିନକୁ ଦିନ ଜଟିଳ ହେବାରେ ଲାଗିଛି।…

ଭାଙ୍ଗିଲା ପୋଲ ସୁରକ୍ଷା ବାଡ଼

ମ.ରାମପୁର,୧୫ା୭(ଶଶିଭୂଷଣ ପ୍ରହରାଜ): କଳାହାଣ୍ଡି ଜିଲା ଛକିଗୁଡ଼ା -ନର୍ଲା-ମ.ରାମପୁର ଯାଇଥିବା ରାଜ୍ୟ ରାଜପଥ ଛକରେ ଥିବା ଜାମପଦର ଗ୍ରାମ ନିକଟରେ ନଦୀ ପୋଲ ସଂଲଗ୍ନ ସଡ଼କ ସୁରକ୍ଷା ବାଡ଼ ଭଗ୍ନ ଅବସ୍ଥାରେ ପଡ଼ିରହିଛି। ବିପଦପୂର୍ଣ୍ଣ ଅବସ୍ଥାରେ ଲୋକେ ଯାତାୟାତ କରୁଛନ୍ତି। ନଦୀର ଉଭୟ…

୬ ଦାଦନ ଶ୍ରମିକ ଉଦ୍ଧାର

କର୍ଲାମୁଣ୍ଡା,୧୫ା୭(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ରେଗଡ଼ା ପଞ୍ଚାୟତ ଭୁଏରମୁଣ୍ଡା ଗ୍ରାମର ୬ଜଣ ଯୁବକ ଅର୍ଥ ରୋଜଗାର ଆଶାରେ ଦାଦନ ଶ୍ରମିକ ଭାବେ ଚେନ୍ନାଇ ସହରର ଏକ ଘରୋଇ କମ୍ପାନୀରେ ଶ୍ରମିକ ଭାବେ କାର୍ଯ୍ୟ କରୁଥିଲେ। ତେବେ କମ୍ପାନୀ…

ସରକାରୀ ଘରେ ବେସରକାରୀ କାର୍ଯ୍ୟାଳୟ

କୋରୁକୋଣ୍ଡା,୧୫ା୭(ଅବିନାଶ ବେହେରା): ଗ୍ରାମବାସୀଙ୍କ ସୁବିଧା ପାଇଁ ସରକାରଙ୍କ ତରଫରୁ ଆମ ଗାଁ ଆମ ବିକାଶ ଯୋଜନା ମାଧ୍ୟମରେ ଗୋଷ୍ଠୀ ସାଧନ କେନ୍ଦ୍ର ଯୋଗାଇ ଦେଉଥିବା ବେଳେ,ଉକ୍ତ ଗୋଷ୍ଠୀ କେନ୍ଦ୍ରରେ ବେସରକାରୀ କାର୍ଯ୍ୟାଳୟ ଖୋଲାହୋଇଥିବା ଦେଖିବାକୁ ମିଳୁଛି। ଏପରି ଏକ ଦୃଶ୍ୟ ଦେଖିବାକୁ…

ବିଷାକ୍ତ ଛତୁ ଖାଇ  ୬ ଅସୁସ୍ଥ

ବୋରିଗୁମ୍ମା୧୫।୦୭ କୋରାପୁଟ ଜିଲା ବୋରିଗୁମ୍ମା ବ୍ଲକ ବାଣ୍ଡିଗୁଡ଼ା ପଞ୍ଚାୟତ ସର୍ଗିଗୁଡ଼ା ଗାଁରେ ବିଷାକ୍ତ ଛତୁ ଖାଇ ୬ ଜଣ ଅସୁସ୍ଥ ହୋଇପଡ଼ିଛନ୍ତି। ସମସ୍ତଙ୍କୁ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି । ଖବର ଅନୁଯାୟୀ, ଜଙ୍ଗଲରୁ ବିଷାକ୍ତ ଛତୁ ଆଣି କେତେ ଜଣ…

ବିନା ପାଠ୍ୟପୁସ୍ତକରେ ପାଠପଢ଼ା

ରାଉରକେଲା,୧୫।୭(ବିପ୍ଳବ ରଞ୍ଜନ ଦାଶ): ରାଉରକେଲା ବିଶ୍ରା ଅଞ୍ଚଳର ସରକାରୀ ପ୍ରାଥମିକ ଏବଂ ଉଚ୍ଚପ୍ରାଥମିକ ସ୍କୁଲ ପିଲାମାନଙ୍କୁ ଏଯାଏ ଆବଶ୍ୟକ ପାଠ୍ୟପୁସ୍ତକ ମିଳିନାହିଁ। ପ୍ରଥମ, ଦ୍ୱିତୀୟ ଶ୍ରେଣୀର ପିଲାମାନଙ୍କୁ ହସ ଖେଳ ପ୍ରଥମ ଭାଗ, ଓଡିଆ କାର୍ଯ୍ୟ ପୁସ୍ତିକା, ଗଣିତ କାର୍ଯ୍ୟ ପୁସ୍ତିକା,…

ବର ବେଦିରେ ଧାରଣା ଦେଲେ ପ୍ରେମିକା: ବିବାହ ନ କଲେ ଜୀବନ ହାରିବି

ବଳଙ୍ଗା(କେଦାରେଶ୍ୱର ନନ୍ଦ)/ପିପିଲି, ୧୫।୭(ଦୁର୍ଗମାଧବ ମିଶ୍ର): ବେଦି ବନ୍ଧା ସରିଛି, ରଙ୍ଗବେରଙ୍ଗ କପଡ଼ା ସଜେଇ ହୋଇଛି। ଭୋଜି ପାଇଁ ପୂରା ପ୍ରସ୍ତୁତ। ସେପେଟ ମଙ୍ଗଳକୃତ୍ୟ ଓ ବିବାହ ଉତ୍ସବ ହୋଇଥାନ୍ତା। ହେଲେ ଏହି ସମୟ ମଧ୍ୟରେ ହଠାତ୍‌ ଜଣେ ଯୁବତୀ ଆସି ପୁଅ…

ଆନ୍ଧ୍ର ପାଣି, ଓଡ଼ିଶାର ବିଦ୍ୟୁତ୍‌ରେ ସୀମିତ ଉନ୍ନତି

ନନ୍ଦପୁର, ୧୫ା୭ (ଶଙ୍କର ପୂଜାରୀ): କୋରାପୁଟ ଜିଲା ନନ୍ଦପୁର ବ୍ଲକ ସୀମାନ୍ତ ଗ୍ରାମାଞ୍ଚଳକୁ ପ୍ରଶାସନ ଅଣଦେଖା କରି ଆସୁଥିବା ଅଭିଯୋଗ ହେଉଛି। ଲୋକଙ୍କୁ ମୌଳିକ ସୁବିଧା ଯୋଗାଇବାରେ ପ୍ରଶାସନ ବିଫଳ ହୋଇଛି। ଏହାର ଉଦାହରଣ ପାନ୍ଥଲୁଙ୍ଗ ପଞ୍ଚାୟତର ୯ନଂ. ୱାର୍ଡ। ଓ୍ବାର୍ଡର…

ଆନନ୍ଦ ବଜାରରେ ଲାଗିବ ରେଟ୍‌ ଚାର୍ଟ: ହଟିବେ ଅଣସେବାୟତ

ପୁରୀ,୧୫।୭(ଅଜିତ୍‌ ମହାନ୍ତି): ଗତ କିଛିଦିନ ହେଲା ଶ୍ରୀମନ୍ଦିର ଆନନ୍ଦବଜାରରେ ବିଶୃଙ୍ଖଳା ଦେଖାଦେଉଥିଲା। ଆନନ୍ଦ ବଜାରରେ ଭକ୍ତମାନେ ଅନେକ ସମୟରେ ଦଲାଲଙ୍କ ଶିକାର ହେବା ଖବର ବାରମ୍ବାର ସାମ୍ନାକୁ ଆସୁଥିଲା। ଏହାକୁ ନେଇ ଜଗନ୍ନାଥପ୍ରେମୀ ଅସନ୍ତୋଷ ପ୍ରକାଶ କରୁଥିଲେ। ତେଣୁ ଆନନ୍ଦବଜାରରେ ଶୃଙ୍ଖଳା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?