କୀଟନାଶକ ପିଇ ପୂରା ପରିବାର ଶେଷ
ସୋହେଲା,୧୧ା୯(ଅଶ୍ୱିନୀ ପାତ୍ର): ବରଗଡ଼ ଜିଲା ସୋହେଲା ମାଷ୍ଟରପଡ଼ାର ଗୋଟିଏ ପରିବାରର ୩ ସଦସ୍ୟ କୀଟନାଶକ ପିଇବା ଘଟଣା ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇ ଦେଇଛି। ଗୋଟିଏ ପରିବାରର ୩ ସଦସ୍ୟ କୀଟନାଶକ ପିଇ ରବିବାର ଭୀମସାର୍, ବୁର୍ଲାରେ ଚିକିତ୍ସାଧୀନ ଅବସ୍ଥାରେ ସୋହେଲା ମାଷ୍ଟରପଡ଼ାର…
ହାତୀ ଆକ୍ରମଣରେ ଫରେଷ୍ଟରଙ୍କ ସମେତ ୨ ଗୁରୁତର
ବାରିପଦା,୧୧ା୯(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ବେତନଟୀ ରେଞ୍ଜ ବେଣାପୁରା ଗ୍ରାମ ନିକଟରେ ହାତୀ ଆକ୍ରମଣରେ ଜଣେ ଫରେଷ୍ଟର ଓ ଜଣେ ଅସ୍ଥାୟୀ ବନକର୍ମଚାରୀ ଗୁରୁତର ହୋଇଛନ୍ତି। ସେମାନେ ହେଲେ ବଡ଼ାମପୁର ଫରେଷ୍ଟର ପ୍ରଦୀପ ଦେହୁରୀ ଓ ଜଣେ ଅସ୍ଥାୟୀ ବନକର୍ମଚାରୀ…
କାଲିଠୁ ନିଖୋଜ ଥିଲେ, ଆଜି ମିଳିଲା ମୃତଦେହ
ବାଣପୁର,୧୧ା୯(ଦିଲ୍ଲୀପ କୁମାର ସ୍ବାଇଁ): ଖୋର୍ଦ୍ଧା ଜିଲା ଚିଲିକା ବ୍ଲକ ବଡ଼କୂଳ ପଞ୍ଚାୟତ ଅଶରୀପାଟଣା ଗ୍ରାମର ବାସୁଦେବ ନାୟକ(୪୦) ରବିବାର ପୂର୍ବାହ୍ନରୁ କେଉଁଆଡେ ଚାଲିଯାଇ ଘରକୁ ଫେରି ନ ଥିବା କହିଥିଲେ ତାଙ୍କ ପରିବାର ଲୋକେ। ତେବେ ଆଜି ସକାଳୁ ପାନ୍ଥନିବାସ ଜେଟି…
ପଠାଣି ସାମନ୍ତ ସଂଗ୍ରହାଳୟ ଛାତରୁ ପାଣି ଗଳୁଛି
ଖଣ୍ଡପଡ଼ା,୧୧ା୯(ଅଜୟ କୁମାର ମହାରଣା): ରାଜ୍ୟ ସରକାରଙ୍କ ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା ବିଭାଗ ଦ୍ୱାରା ୨୦୧୬ ଡ଼ିସେମ୍ବର ୨୫ରେ ଖଣ୍ଡପଡାଠାରେ ପ୍ରତିଷ୍ଠା ହୋଇଥିବା ପଠାଣି ସାମନ୍ତ ସଂଗ୍ରହାଳୟଟି ସଂପ୍ରତି ଉପଯୁକ୍ତ ରକ୍ଷଣାବେକ୍ଷଣ ଅଭାବରୁ ଦୁର୍ବଳ ହେବାରେ ଲାଗିଛି। ଏବେ ବର୍ଷା ଦିନେ…
ନିର୍ବାଚିିତ ପ୍ରତିନିଧି ବାଛି ପାରୁ ନାହାନ୍ତି ଓଡ଼ଗାଁ ବାସିନ୍ଦା
ନୟାଗଡ଼,୧୧।୯ (ଲୋକନାଥ ମିଶ୍ର): ନୟାଗଡ଼ ଜିଲାର ଓଡ଼ଗାଁ ଏନଏସି ଗଠନର ୫ ବର୍ଷ ବିତି ଗଲାଣି । ହେଲେ ଓଡ଼ଗାଁ ସହରାଞ୍ଚଳବାସୀ ଏଯାବତ ଭୋଟ ଦେଇ ସେମାନଙ୍କର ନିର୍ବାଚିତ ପ୍ରତିନିଧି ବାଛି ପାରୁ ନାହାନ୍ତି । ୱାର୍ଡ ପୁର୍ନଗଠନରେ ଭୁଲ ଦର୍ଶାଇ…
ନବୀକରଣ ଅପେକ୍ଷାରେ ଡାଇମଣ୍ଡ ଜୁବିଲି ଲାଇବ୍ରେରି
କେନ୍ଦ୍ରାପଡା,୧୧ା୯(ଜଗନ୍ନାଥ ଧଳ): କେନ୍ଦ୍ରାପଡା ସହର ପୁରୁଣା ବସ୍ଷ୍ଟାଣ୍ଡସ୍ଥିତ ଡାଇମଣ୍ଡ ଜୁବିଲି ଲାଇବ୍ରେରି ଇଂଲଣ୍ଡ ରାଣୀଙ୍କ ସହ ସମ୍ପର୍କ ରହିଛି। ଇଂଲଣ୍ଡ ରାଣୀ ଭିକ୍ଟୋରିଆଙ୍କ ହୀରକ ଜୟନ୍ତୀ ଉପଲକ୍ଷେ ନିର୍ମିତ ରାଜ୍ୟର ପ୍ରଥମ ପବ୍ଲିକ ଲାଇବ୍ରେରି ଏବେ ଗୃହ ନବୀକରଣ ପାଇଁ ଅପେକ୍ଷା…
ଦିବ୍ୟାଙ୍ଗ ଗୋପାଳଙ୍କୁ ମିଳିଲା ନାହିଁ ଘର
ମହାକାଳପଡ଼ା,୧୧ା୯(ପ୍ରତାପ ଚନ୍ଦ୍ର ସ୍ବାଇଁ): ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଜାତି ଓ ଜନଜାତିଙ୍କ ବିକାଶ ପାଇଁ ତୃଣମୂଳସ୍ତରରେ ବିଭିନ୍ନ ଯୋଜନା କାର୍ଯ୍ୟକାରୀ କରିଛନ୍ତି। ହେଲେ ଅଦ୍ୟାବଧି ଉପରୋକ୍ତ ଯୋଜନା ଦିବ୍ୟାଙ୍ଗ ଗୋପାଳଙ୍କ ପାଖରେ ପହଞ୍ଚି ପାରୁନି ବୋଲି ଅଭିଯୋଗ ହୋଇଛି।…
ମାଛଧରା ଜାଲରେ ପଡ଼ିଲା କୁମ୍ଭୀର
ପଟ୍ଟାମୁଣ୍ଡାଇ,୧୧ା୯(କଳ୍ପତରୁ ନାୟକ): କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ଥାନା ନିକଟସ୍ଥ ନାଇଆଡିଆ ଗାଁ ଦେଇ ପ୍ରବାହିତ ବ୍ରାହ୍ମଣୀ ନଦୀରେ ରବିବାର ସନ୍ଧ୍ୟାରେ ଜଣେ ଧୀବର ମାଛ ଧରିବା ପାଇଁ ଜାଲ ଟାଣୁଥିବାବେଳେ ଏକ ୪ ଫୁଟ୍ ଲମ୍ବର କୁମ୍ଭୀର ପଡିଥିଲା। ବଡ ମାଛ…
ସାମୂହିକ ଛୁଟିରେ ଶିକ୍ଷୟିତ୍ରୀଶିକ୍ଷକ, ଛାତ୍ରୀଛାତ୍ର ବୁଲୁଛନ୍ତି
ପଟ୍ଟାମୁଣ୍ଡାଇ,୧୧ା୯ (କଳ୍ପତରୁ ନାୟକ): ରାଜ୍ୟ ସରକାର ଗୁଣାତ୍ମକ ଶିକ୍ଷାର ବିକାଶ ପାଇଁ ଅନେକ ପଦକ୍ଷେପ ଗ୍ରହଣ କରୁଛନ୍ତି। ୫-ଟି ରୁପାନ୍ତରିକରଣରେ କୋଟି କୋଟି ଟଙ୍କା ବ୍ୟୟ କରାଯାଉଛି। ହେଲେ କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ଅଞ୍ଚଳରେ ପ୍ରଶାସନିକ ଅଧିକାରୀଙ୍କ ନିଷ୍କ୍ରିୟତା ଓ ଶିକ୍ଷକତାର…
ଜିଲାପାଳଙ୍କୁ ଜବାବ ମାଗିଲା ସିଆ
ଯାଜପୁର,୧୧ା୯(ହର୍ଷବର୍ଦ୍ଧନ ବେହେରା): ଯାଜପୁର ଜିଲା ଧର୍ମଶାଳା ତହସିଲ ଅଞ୍ଚଳରେ ଅନୁମତିଠାରୁ ଢେର ଗୁଣ ଅଧିକ କଳାପଥର ଉତ୍ତୋଳନ ଅଭିଯୋଗ ସାଟେଲାଇଟ୍ ମାପଚୁପରେ ପ୍ରମାଣିତ ହୋଇସାରିଛି। ଏପରିକି ବିଭିନ୍ନ ପର୍ଯ୍ୟାୟରେ ଅଧିକ ଲୁଟ୍ କରିଥିବା ୨୨ ଜଣ ଲିଜ୍ଧାରୀଙ୍କୁ ୩୨୦ କୋଟି ଟଙ୍କା…
ସଜେଇ ହେଉଛି ପାଣିକୋଇଲି ବଜାର
ପାଣିକୋଇଲି,୧୧ା୯(ବିକାଶ ମଲ୍ଲିକ): ଆଉ ଦିନ କେଇଟା ପରେ ଧରାପୃଷ୍ଠକୁ ପୂଜା ପାଇବାକୁ ଓହ୍ଲାଇ ଆସିବେ ଗଜାନନ। ଏଥିଲାଗି ସଜେଇ ହେଉଛି ପାଣିକୋଇଲି ବଜାର। ଦୋଳ ମେଲଣ ପରେ ଗଜାନନଙ୍କ ପୂଜା ପାଣିକୋଇଲିର ଅନ୍ୟତମ ଗଣପର୍ବ ହୋଇଥିବାବେଳେ ଏଥି ଲାଗି ପ୍ରସ୍ତୁତି ଶେଷ…
୨୪ ବର୍ଷ ଧରି ତରଳ ଖାଦ୍ୟରେ ବିତୁଛି ଜୀବନ
କେନ୍ଦୁଝର,୧୧ା୯(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ବାଂଶପାଳ ବ୍ଲକ୍ ଅନ୍ତର୍ଗତ କୋଡ଼ିପଶା ପଞ୍ଚାୟତର ପାହାଡ଼ ତଳ କୁଣ୍ଢେଇ ଗ୍ରାମର ଦିବ୍ୟାଙ୍ଗ ବୁଦ୍ଧିଆ ଜୁଆଙ୍ଗ(୨୪) ତରଳ ଖାଦ୍ୟ ଖାଇ ବହୁ କଷ୍ଟରେ ବଞ୍ଚତ୍ଛନ୍ତି। ତାଙ୍କର ପାଟି ଜନ୍ମରୁ ଖୋଲୁ ନ ଥିବାରୁ ଖାଦ୍ୟ…

