ଆମ ଜିଲା ଖବର

୧୦ ପିଲା ଡ୍ରପ୍‌ଆଉଟ ଚିହ୍ନଟ

ଯାଜପୁର,୧୧ା୮(ହର୍ଷବର୍ଦ୍ଧନ ବେହେରା) : ଯାଜପୁର ଜିଲା ସମଗ୍ର ଶିକ୍ଷା ୨୦୨୩-୨୪ ବର୍ଷରେ ପ୍ରବନ୍ଧ(ପ୍ରୋଜେକ୍ଟ ଏପ୍ରାଇଜାଲ ବଜେଟିଂ ଆଚିଭ୍‌ମେଣ୍ଟ ଏଣ୍ଡ ଡାଟା ହ୍ୟାଣ୍ଡଲିଂ) ସିଷ୍ଟମ ପୋର୍ଟାଲରେ ୧୦ ଜଣ ଡ୍ରପ୍‌ଆଉଟ(ଅଧାରୁ ସ୍କୁଲ ଛାଡିଥିବା) ପିଲାଙ୍କୁ ଚିହ୍ନଟ କରି ଅପ୍‌ଲୋଡ କରାଯାଇଛି। ଜୁଲାଇ ୨୬…

ରଶି ଲଗାଇ ଜୀବନ ହାରିଲେ ଯୁବକ

କୋକସରା,୧୦।୮(ଦୁଷ୍ମନ୍ତ ପାଟଯୋଶୀ): କଳାହାଣ୍ଡି ଜିଲା କୋକସରା ଥାନା ଅଧୀନ ଛଞ୍ଚାଣବାହାଲି ଗ୍ରାମରେ ଜଣେ ବ୍ୟକ୍ତି ବେକରେ ରଶି ଲଗାଇ ଆତ୍ମହତ୍ୟା କରିଛନ୍ତି। ସେ ହେଲେ ମସ୍ତକରାମ ହେର୍ଣ୍ଣା (୪୫)। ପରିବାର ଲୋକଙ୍କଠାରୁ ଅଭିଯୋଗ ମିଳିବା ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ…

୧୩ ଚେକ୍‌ଡ୍ୟାମ୍‌ ଅଚଳ

କେସିଙ୍ଗା,୧୦।୮(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକରେ କ୍ଷୁଦ୍ର ଜଳସେଚନ ଅନୁ ବିଭାଜନ ତଥା ଓଡ଼ିଶା ସରକାର ଜଳସମ୍ପଦ ବିଭାଗ ଦ୍ୱାରା ୨୦୧୭-୧୮ରେ ମୁଖ୍ୟମନ୍ତ୍ରୀ ଆଡିବନ୍ଧ ତିଆରି ଯୋଜନାରେ ଚେକଡ୍ୟାମ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିଲା। ବ୍ଲକର ସେକ୍ସନ- ୧ରେ ୪୯ଟି…

ଜଳିଗଲା କୁକୁଡ଼ା ଫାର୍ମ

ବୁଗୁଡ଼ା,୧୦ା୮(କାଳିଚରଣ ଦାଶ ): ଗଞ୍ଜାମ ଜିଳା ବୁଗୁଡ଼ା ଥାନା ତଥା ସଂକୁରୁ ପଞ୍ଚାୟତ ଅଧୀନ ଘୋଳପୁର ଗ୍ରାମରେ ଏକ କୁକୁଡ଼ା ଫାର୍ମରେ ଅଗ୍ନିକାଣ୍ଡ ଘଟିଛି। ହେଲେ ଅଗ୍ନିକାଣ୍ଡରେ କୁକୁଡ଼ା ଚିଆଁ ବର୍ତ୍ତିଯାଇଥିବା ଜଣାପଡିଛି। ଗୁରୁବାର ଘୋଳପୁର ଗ୍ରାମର ମୁରଲୀ ଜେନାଙ୍କ କୁକୁଡ଼ା…

ଲକ୍ଷାଧିକ ଟଙ୍କା ଧରି ଚମ୍ପଟ ମାରିଲେ ଫାଇନାନ୍ସ କର୍ମଚାରୀ

ବାଲିଗୁଡ଼ା,୧୦ା୮(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ବାଲିଗଡ଼ା ଉପଖଣ୍ଡ ଅଧୀନ ଟିକାବାଲି ଥାନା ବିଦ୍ୟୁତ୍‌ କାର୍ଯ୍ୟାଳୟ ନିକଟରେ ଥିବା ଭାରତ ଫାଇନାନ୍ସ ଇନ୍‌କ୍ଲୁଜନ ଲିମିଟେଡ଼ର ୨ ଜଣ କର୍ମଚାରୀ ସ୍ଥାନୀୟ ଅଞ୍ଚଳରୁ କିସ୍ତି ବାବଦକୁ ୨ ଲକ୍ଷ ୯୦ ହଜାର ୩୫…

ଟ୍ରେନ୍‌ରେ ଗଞ୍ଜେଇ ଚାଲାଣ

ରାୟଗଡ଼ା,୧୦।୮(ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ରେଳ ଷ୍ଟେଶନରେ ଗଞ୍ଜେଇ ଚୋରା ଚାଲାଣ କରୁଥିବା ବେଳେ ଜଣେ ଯୁବକଙ୍କୁ ଆରପିଏଫ୍‌ ପୋଲିସ ଗିରଫ କରିଛି। ସେ ହେଲେ ହରିୟାଣା ରାଜ୍ୟର ପାନିପତ ଜିଲାର ବିନୋଦ । ତାଙ୍କ ନିକଟରୁ ପୋଲିସ ୪ କିଲୋ…

ମିଳିଲା ମହିଳାଙ୍କ ଝୁଲନ୍ତା ମୃତଦେହ

କୋକସରା,୧୦।୮(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ଥାନା ଅଧୀନ କାଶିବାହାଲ କେନାଲ ପାର୍ଶ୍ୱ ଚାଷ ଜମିରୁ ଜଣେ ମହିଳାଙ୍କ ଝୁଲନ୍ତା ମୃତଦେହ କୋକସରା ପୋଲିସ ଉଦ୍ଧାର କରିଛି। ମୃତକ ହେଲେ କନ୍ଦାବୁଟୁରା ପଞ୍ଚାୟତ ତୁନଗାଁର ସୋମନାଥ ଶବରଙ୍କ ସ୍ତ୍ରୀ ସୁରେଖା…

‘ପରିଶ୍ରମ କର ସଫଳତା ନିଶ୍ଚିତ ମିଳିବ’

ଗଞ୍ଜାମ,୧୦ା୮(ବିଦ୍ୟାଧର ସାହୁ)- ଓଏଏସ୍‌ ପରୀକ୍ଷାରେ କୃତକାର୍ଯ୍ୟ ହୋଇଥିବା ଅନିଲ ବିଶୋଇଙ୍କୁ ଗଞ୍ଜାମ ସହରସ୍ଥିତ ଭାରତୀ ବିଦ୍ୟାପୀଠରେ ଗୁରୁବାର ସମ୍ବର୍ଦ୍ଧିତ କରାଯାଇଛି। ଏହି ଅବସରରେ ସ୍କୁଲ କନ୍‌ଫେରେନ୍ସ ହଲରେ ଏକ ସଭା ଅନୁଷ୍ଠିତ ହୋଇଥିଲା। କ୍ରୀଡା ଶିକ୍ଷକ ପ୍ରତିରଞ୍ଜନ ପ୍ରଧାନ କାର୍ଯ୍ୟକ୍ରମ ସଂଯୋଜନା…

ଟାଟା ପାଓ୍ବାର କାର୍ଯ୍ୟାଳୟ ଘେରିଲେ ୩ ପଞ୍ଚାୟତ ବାସିନ୍ଦା

ବେଗୁନିଆପଡ଼ା,୧୦ା୮(ସୁଶାନ୍ତ କୁମାର ପଟ୍ଟନାୟକ): ଗଞ୍ଜାମ ଜିଲା ବେଗୁନିଆପଡ଼ା ବ୍ଲକ ଅନ୍ତର୍ଗତ ୩ ପଞ୍ଚାୟତବାସୀ ଗୁରୁବାର କୋଦଳା ଟାଟା ପାଓ୍ବାର ବିଭାଗୀୟ ଯନ୍ତ୍ରୀଙ୍କ କାର୍ଯ୍ୟାଳୟ ଘେରାଉ କରିଥିଲେ। ଦୈନିକ ୮ରୁ ୯ ଘଣ୍ଟା ପର୍ଯ୍ୟନ୍ତ ବିଦ୍ୟୁତ୍‌କାଟ୍‌ ହେଉଥିବା ନେଇ ବିଭାଗୀୟ ଯନ୍ତ୍ରୀଙ୍କୁ ଭେଟି…

୫-ଟି ଆଇଟି ଉପଦେଷ୍ଟାଙ୍କ ସ୍କୁଲ ଓ ମୋ’ ସେବା କେନ୍ଦ୍ର ପରିଦର୍ଶନ

ପାଟଣା,୧୦ା୮(ବୀରକିଶୋର ଦାଶ): ଓଡ଼ିଶା ସରକାର ଆଇଟି ଡିପାର୍ଟମେଣ୍ଟର ଉପଦେଷ୍ଟା ଅନୁଭବ ପଟ୍ଟନାୟକ କେନ୍ଦୁଝର ଜିଲା ପାଟଣା ଓ ସାହାରପଡ଼ା ବ୍ଲକର ବିଭିନ୍ନ ୫ -ଟି ହାଇସ୍କୁଲ ସହ ମୋ ସେବାକେନ୍ଦ୍ର ପରିଦର୍ଶନ କରିଛନ୍ତି। ପାଟଣା ବ୍ଲକ ମୁଖ୍ୟାଳୟ ଗୋପୀନାଥ ନାରାୟଣ ସରକାରୀ…

ଓଡ଼ିଶା ମିଡ୍‌ ଡେ ମିଲ୍‌ ଓ୍ବାର୍କର୍ସ ୟୁନିୟନର ବିକ୍ଷୋଭ

କେନ୍ଦୁଝର,୧୦ା୮(ନରେଶ ଚନ୍ଦ୍ର ପଟ୍ଟନାୟକ): ଓଡ଼ିଶା ମିଡ୍‌ ଡେ ମିଲ୍‌ ଓ୍ବାର୍କର୍ସ ୟୁନିୟନ ପକ୍ଷରୁ ଆଠ ଦଫା ଦାବିରେ ଏକ ରାଲି ଓ ବିକ୍ଷୋଭ ଜିଲା ମୁଖ୍ୟାଳୟରେ ଗୁରୁବାର ଅନୁଷ୍ଠିତ ହୋଇଯାଇଛି। ଏଥିରେ ଜିଲାର ବିଭିନ୍ନ ଅଞ୍ଚଳର ପାଚକ/ପାଚିକା ସାମିଲ ଥିଲେ। ଏହି…

ରାସ୍ତାରେ ଭାସୁଛି ଡ୍ରେନ୍‌ ପାଣି, ସାଧାରଣରେ ଅସନ୍ତୋଷ

ଦେବଗଡ଼,୧୦ା୮(ଶଶାଙ୍କ ଶେଖର ଝାଙ୍କର): ସହରର ୧୧ ନଂ ଓ୍ବାର୍ଡସ୍ଥିତ ଚିନ୍ମୟ ବିଦ୍ୟାଳୟ ଓ ଜିଲାପାଳଙ୍କ ସରକାରୀ ବାସଭବନକୁ ଯାଇଥିବା ରାସ୍ତା ଉପରେ ଡ୍ରେନ୍‌ ପାଣି ଭାସୁଛି। ଯାହା ଫଳରେ ପ୍ରତ୍ୟେକ ଦିନ ଯାଉଥିବା ଶତାଧିକ ଛାତ୍ରୀଛାତ୍ର ଅବିଭାବକ ଓ ସ୍ଥାନୀୟ ବାସିନ୍ଦା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?