ପୋଖରୀରେ ବୁଡି ଯୁବକ ମୃତ
ଭଦ୍ରକ,୩।୯(ସନାତନ ରାଉତ): ଭଦ୍ରକ ଜିଲା ଆଗରପଡ଼ା ଥାନା ଅଧୀନ ପାରାବନ୍ଧ ଆଦିବାସୀ ସାହିର ଜଣେ ଯୁବକଙ୍କର ପୋଖରୀରେ ବୁଡି ମତ୍ୟୁ ଘଟିଛି । ସୂଚନା ମୁତାବକ ଆଦିବାସୀ ସାହିର ବଟକୃଷ୍ଣ ମୁଣ୍ଡା (୪୮) ଶନିବାର ସନ୍ଧ୍ୟାରେ ଶୌଚ ହେବାପାଇଁ ନିକଟସ୍ଥ ଦୁର୍ଗା…
ମେଡିକାଲ ଛାତରୁ ଖସିଲା ପ୍ଲାଏ
ଭଦ୍ରକ,୩।୯(ସନାତନ ରାଉତ): ଭଦ୍ରକ ଗେଲପୁରସ୍ଥିତ ମହିଳା ଶିଶୁଙ୍କ ପାଇଁ ଉଦ୍ଦିଷ୍ଟ ନୂଆ ମେଡିକାଲ ୪ ନଂ ୱାର୍ଡ ଛାତରୁ ଶନିବାର ରାତିରେ ଝଡ଼ ବର୍ଷାର ପ୍ରଭାବରେ ପ୍ଲାଷ୍ଟର ଖସି ପଡିଲା। ସୌଭାଗ୍ୟ ବଶତଃ ସେହି ସମୟରେ କୌଣସି ମହିଳା କିମ୍ବା ଶିଶୁ…
ଗଛରୁ ହାଣୁଥିଲେ ଡାଳ, ଗୋଡ଼ ଛିଡ଼ି କି ପଡ଼ିଲା ତଳେ, ଶେଷରେ ଚାଲିଗଲା ଜୀବନ
ଜେନାପୁର,୩ା୯(ଅଶୋକ ଦାସ): ଯାଜପୁର ଜିଲା ଧର୍ମଶାଳା ବ୍ଲକ ଅନ୍ତର୍ଗତ ଜେନାପୁର ପଞ୍ଚାୟତ ଅଧୀନ ବ୍ରହ୍ମପୁର ଗ୍ରାମର ବନା ଦଳାଇ (୫୫) ଗଛରେ ଚଢ଼ି ଡାଳ ହାଣୁଥିବା ବେଳେ ହଠାତ୍ ଏକ ବିରାଟ ବଡ଼ ଡାଳ ତାଙ୍କ ବାମପଟ ଗୋଡ଼ରେ ଘଷି ହୋଇଯିବାରୁ…
ମହିଳା ମାଓବାଦୀ ଏବେ ଡିଆରଜି ବାହିନୀର କମାଣ୍ଡୋ
ମାଲକାନଗିରି,୩ା୯(ନୃସିଂହ ଚରଣ ମହାନ୍ତି): ଦିନ ଥିଲା ସେ ମାଓବାଦୀ ସଂଗଠନରେ ଥିଲେ। ମାତ୍ର ଏବେ ସମାଜର ମୁଖ୍ୟସ୍ରୋତରେ ସାମିଲ ହେବା ଲାଗି ପୋଲିସ ପାଖରେ ଆତ୍ମସମର୍ପଣ କରିବା ପରେ ସେ ବନି ଯାଇଛନ୍ତି ଡିଆରଜି ବାହିନୀର ଜଣେ ଶକ୍ତିଶାଳୀ ମହିଳା କମାଣ୍ଡୋ।…
ପଞ୍ଜୁରି ଭିତରେ ମାଛ ଚାଷ
ଭବାନୀପାଟଣା,୩।୯(ଉତ୍ତମ କୁମାର ଦାଶ)ପଞ୍ଜୁରି ଭିତରେ ମାଛ ଚାଷ। କଥାଟା ଶୁଣିଲେ ଟିକେ ଆଶ୍ଚର୍ଯ୍ୟ ଲାଗୁଥିବ। ହେଲେ ମତ୍ସ୍ୟ ବିଭାଗ ସହାୟତାରେ କଳାହାଣ୍ଡିର ଇନ୍ଦ୍ରାବତୀ ଜଳଭଣ୍ଡାରରେ ଆରମ୍ଭ ହୋଇଛି କେଜ୍ କଲଚର୍ ଫାର୍ମିଂ। ଭାସମାନ ଜେଟି ଓ ଜାଲରେ ତିଆରି ହୋଇଛି ଏହି…
ଯାନିଯାତ୍ରାରେ ଚାଲିଛି ବେଧଡ଼କ ଜୁଆଖେଳ
ଅମରପାଲି,୩ା୯(ପୀତାମ୍ବର ସାହୁ)ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ସୁବଳୟା ଏକ ସଂସ୍କୃତି ସଂପନ୍ନ ଅଞ୍ଚଳ। ଏହି ଅଞ୍ଚଳର ବିଭିନ୍ନ ଗ୍ରାମରେ ବାର ମାସରେ ତେର ପର୍ବ ପାଳନ କରାଯାଇଥାଏ। ଏହାସହିତ ବର୍ଷର ବିଭିନ୍ନ ସମୟରେ ଯାନିଯାତ୍ରା ଆୟୋଜନ କରାଯାଇଥାଏ। ଉକ୍ତ ଯାନିଯାତ୍ରାରେ…
ପ୍ରଦୂଷିତ ହେଉଛି ବ୍ରାହ୍ମଣୀ
ରାଉରକେଲା,୩।୯(ବିପ୍ଳବ ରଞ୍ଜନ ଦାଶ)ରାଉରକେଲାର ଜୀବନରେଖା କୁହାଯାଉଥିବା ବ୍ରାହ୍ମଣୀ ନଦୀ ଦିନକୁ ଦିନ ପ୍ରଦୂଷିତ ହେବାରେ ଲାଗିଛି। ରାଉରକେଲା ସହରର ୭ ହସ୍ପିଟାଲକୁ ଛାଡିଦେଲେ ଅନ୍ୟ କୌଣସି ସଂସ୍ଥା ଏବଂ ପ୍ରତିଷ୍ଠାନର ପରିତ୍ୟକ୍ତ ଜଳ ବିଶୁଦ୍ଧୀକରଣ ହେଉନାହିଁ। ଏହି ମଇଳା ପାଣି ସିଧାସଳଖ…
କୋରାପୁଟିଆ କଳାଜିରା ଧାନକୁ ମିଳିବ ଜିଆଇ ଟ୍ୟାଗ
କୋରାପୁଟ,୩ା୯(ଅମିତାଭ ବେହେରା)କୋରାପୁଟ ଜିଲା ପାଇଁ ଆସିଛି ଖୁସି ଖବର। କୋରାପୁଟରେ ଉତ୍ପାଦିତ ହେଉଥିବା କୋରାପୁଟିଆ ବିରଳ କଳାଜିରା ଧାନକୁ ମିଳିବ ଜିଆଇ ଟ୍ୟାଗ। କୋରାପୁଟର କଫି, ଝାଡୁ, ସାବୁନ, ହଳଦୀ ପରେ ବିରଳ ଧାନ କଳାଜିରା ଚାଉଳକୁ ଜିଆଇ ଟ୍ୟାଗ ମାନ୍ୟତା…
‘କପଡ଼ାଗନ୍ଦା’ ଶାଲ୍, ‘ଇଡିତାଲ’ ଚିତ୍ରକୁ ମିଳିବ ଜିଆଇ ଟ୍ୟାଗ୍
ବିଷମକଟକ,୩।୯(ବିଭୂତି ଭୂଷଣ ନାୟକ)ରାୟଗଡ଼ା ଜିଲା ବିଷମକଟକ ବ୍ଲକସ୍ଥିତ ନିୟମଗିରି ପାହାଡ଼ ଉପରେ ରହୁଥିବା ଜନଜାତି ଡଙ୍ଗରିଆ କନ୍ଧଙ୍କ ‘କପଡ଼ାଗନ୍ଦା’ ଶାଲ ଓ ଲାଞ୍ଜିଆ ସଉରାଙ୍କ ‘ଇଡିତାଲ’ ଚିତ୍ରକୁ ଜିଆଇ ଟ୍ୟାଗ୍ ମାନ୍ୟତା ମିଳିବ। ଖୁବ୍ଶୀଘ୍ର ଭୌଗୋଳିକ ସୂଚକାଙ୍କ (ଜିଆଇ) ଟ୍ୟାଗ୍ ପାଇବ…
ନାହିଁ ଶୀତଳଭଣ୍ଡାର, କ୍ଷତି ସହୁଛନ୍ତି ସୀତାଫଳ ଚାଷୀ
ରାୟଗଡ଼ା,୩।୯ (ଆଶିଷ ରଞ୍ଜନ ପଣ୍ଡା)ଋତୁକାଳୀନ ଉପତ୍ାଦିତ ସ୍ବାଦିଷ୍ଟ ଫଳ ମଧ୍ୟରେ ସୀତାଫଳର ବେଶ୍ ଚାହିଦା ରହିଛି। ଉପାନ୍ତ ରାୟଗଡ଼ା ଜିଲାରେ ଏହାର ଉପତ୍ାଦନ ଅଧିକ ହୋଇଥାଏ ା ହେଲେ ପ୍ରଶାସନିକ ଇଚ୍ଛାଶକ୍ତିର ଅଭାବ ଯୋଗୁ ଜିଲାର ସୀତାଫଳ ଚାଷୀ ଉଚିତ ମୂଲ୍ୟ…
ଭୁଶୁଡ଼ିପଡ଼ୁଛି ଗୁଣାତ୍ମକ ଶିକ୍ଷା ବ୍ୟବସ୍ଥା
ନବରଙ୍ଗପୁର,୩।୯(ସଦାଶିବ ପ୍ରହରାଜ)ନବରଙ୍ଗପୁର କେନ୍ଦ୍ରୀୟ ବିଦ୍ୟାଳୟରେ ଶିକ୍ଷକ ଅଭାବରୁ ପାଠପଢ଼ାରେ ବ୍ୟାଘାତ ସୃଷ୍ଟି ହେଉଛି। ପ୍ରଥମରୁ ଦ୍ବାଦଶ ଶ୍ରେଣୀ ପର୍ଯ୍ୟନ୍ତ ପ୍ରାୟ ୧ ହଜାର ଛାତ୍ରୀଛାତ୍ର ଅଧ୍ୟୟନ କରୁଥିବାବେଳେ ଅଧ୍ୟକ୍ଷ ପଦବୀ ପ୍ରାୟ ୧ ବର୍ଷରୁ ଊର୍ଦ୍ଧ୍ୱ ହେବ ଖାଲି ପଡିଛି। ମୋଟ…
ଡ. ସନ୍ତୃପ୍ତଙ୍କୁ ରୁଚି ଦେଶ ଗୌରବ ସମ୍ମାନ
କଟକ,୩।୯: (କାର୍ତ୍ତିକ ସାହୁ): ରୁଚି ଫୁଡ୍ଲାଇନର ସାମାଜିକ ପ୍ରତିଷ୍ଠାନ ରୁଚି ପ୍ରତିଭା ଫାଉଣ୍ଡେଶନ ପକ୍ଷରୁ ରୁଚି ପ୍ରତିଭା ସମ୍ମାନ ସମାରୋହ ଶନିବାର ରେଭେନ୍ଶା ବିଶ୍ୱବିଦ୍ୟାଳୟର ସେଭେନ୍ ପିଲାର୍ସ ଅଫ୍ ଓି୍ବଜ୍ଡମ୍ର ମୁଖ୍ୟ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ ଆଦିତ୍ୟ…

