ଜିଲାପାଳଙ୍କୁ ଜବାବ ମାଗିଲା ସିଆ
ଯାଜପୁର,୧୧ା୯(ହର୍ଷବର୍ଦ୍ଧନ ବେହେରା): ଯାଜପୁର ଜିଲା ଧର୍ମଶାଳା ତହସିଲ ଅଞ୍ଚଳରେ ଅନୁମତିଠାରୁ ଢେର ଗୁଣ ଅଧିକ କଳାପଥର ଉତ୍ତୋଳନ ଅଭିଯୋଗ ସାଟେଲାଇଟ୍ ମାପଚୁପରେ ପ୍ରମାଣିତ ହୋଇସାରିଛି। ଏପରିକି ବିଭିନ୍ନ ପର୍ଯ୍ୟାୟରେ ଅଧିକ ଲୁଟ୍ କରିଥିବା ୨୨ ଜଣ ଲିଜ୍ଧାରୀଙ୍କୁ ୩୨୦ କୋଟି ଟଙ୍କା…
ସଜେଇ ହେଉଛି ପାଣିକୋଇଲି ବଜାର
ପାଣିକୋଇଲି,୧୧ା୯(ବିକାଶ ମଲ୍ଲିକ): ଆଉ ଦିନ କେଇଟା ପରେ ଧରାପୃଷ୍ଠକୁ ପୂଜା ପାଇବାକୁ ଓହ୍ଲାଇ ଆସିବେ ଗଜାନନ। ଏଥିଲାଗି ସଜେଇ ହେଉଛି ପାଣିକୋଇଲି ବଜାର। ଦୋଳ ମେଲଣ ପରେ ଗଜାନନଙ୍କ ପୂଜା ପାଣିକୋଇଲିର ଅନ୍ୟତମ ଗଣପର୍ବ ହୋଇଥିବାବେଳେ ଏଥି ଲାଗି ପ୍ରସ୍ତୁତି ଶେଷ…
୨୪ ବର୍ଷ ଧରି ତରଳ ଖାଦ୍ୟରେ ବିତୁଛି ଜୀବନ
କେନ୍ଦୁଝର,୧୧ା୯(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ବାଂଶପାଳ ବ୍ଲକ୍ ଅନ୍ତର୍ଗତ କୋଡ଼ିପଶା ପଞ୍ଚାୟତର ପାହାଡ଼ ତଳ କୁଣ୍ଢେଇ ଗ୍ରାମର ଦିବ୍ୟାଙ୍ଗ ବୁଦ୍ଧିଆ ଜୁଆଙ୍ଗ(୨୪) ତରଳ ଖାଦ୍ୟ ଖାଇ ବହୁ କଷ୍ଟରେ ବଞ୍ଚତ୍ଛନ୍ତି। ତାଙ୍କର ପାଟି ଜନ୍ମରୁ ଖୋଲୁ ନ ଥିବାରୁ ଖାଦ୍ୟ…
ଇଣ୍ଡିଆ ବୁକ୍ ରେକର୍ଡରେ ସତ୍ୟଙ୍କ କ୍ଷୁଦ୍ରତମ ଭାରତ ମାନଚିତ୍ର
ବ୍ରହ୍ମପୁର,୧୧ା୯(ସ୍ମୃତି ରଞ୍ଜନ ମହାଲିକ): ବ୍ରହ୍ମପୁରର ବାଲୁକା ଶିଳ୍ପୀ ସତ୍ୟ ନାରାୟଣ ମହାରଣା ପେନ୍ସିଲ ମୁନରେ କରିଥିବା କ୍ଷୁଦ୍ରତମ ଭାରତ ମାନଚିତ୍ର ଇଣ୍ଡିଆ ବୁକ ଅଫ ରେକର୍ଡରେ ସ୍ଥାନ ପାଇଛି। ସତ୍ୟ ଗତ ସ୍ବାଧୀନତା ଦିବସ ଅବସରରେ ୨ ମିଲିମିଟର ଉଚ୍ଚତା ଓ…
ପୂର୍ବ ଶତ୍ରୁତାରୁ ହତ୍ୟାକାଣ୍ଡ: ସିନ୍ ରିକ୍ରିଏସନ୍ କଲା ପୋଲିସ
ବଲାଙ୍ଗୀର, ୧୦ା୯ (ବୀରେନ୍ଦ୍ର କୁମାର ଝାଙ୍କର): ବଲାଙ୍ଗୀର ସଦର ଥାନା ପୋଲିସ ସିଦ୍ଧାନ୍ତ ବଗର୍ତ୍ତୀ ହତ୍ୟାକାଣ୍ଡର ରବିବାର ପର୍ଦ୍ଦାଫାଶ କରିଛି। ହତ୍ୟାକାଣ୍ଡରେ ସମ୍ପୃକ୍ତ ୫ ଜଣଙ୍କୁ ପୋଲିସ ଗିରଫ କରି ସିନ୍ ରିକ୍ରିଏସନ୍ କରାଇଛି। ଗିରଫ ଅଭିଯୁକ୍ତମାନେ ହେଲେ ସାଲେପାଲି ଗ୍ରାମର…
ଗୋଟିଏ ପରିବାରର ୩ଜଣ ପିଇଦେଲେ କୀଟନାଶକ
ସୋହେଲା,୧୦ା୯(ଅଶ୍ବିନୀ ପାତ୍ର): ବରଗଡ଼ ଜିଲା ସୋହେଲା ଥାନା ଅଧୀନ ମାଷ୍ଟରପଡ଼ାରେ ରବିବାର ଏକ ଅଭାବନୀୟ ଘଟଣା ଘଟିଛି। ଗୋଟିଏ ପରିବାରର ୩ଜଣ ବିଷପାନ କରିବା ଅଞ୍ଚଳରେ ଆଲୋଡନ ଖେଳାଇ ଦେଇଛି। ସେମାନେ ହେଲେ କୁମୁଦିନୀ ସାହୁ(୫୦), ପୁଅ ବଂଶୀଧର(୨୫) ଏବଂ ଝିଅ…
ବନବାସୀ ସେବା ସମିତି ମହିଳା ହକି ଟିମ୍ ରାଜ୍ୟସ୍ତରକୁ ମନୋନୀତ
ବାଲିଗୁଡ଼ା,୧୦।୯(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜଲା ବାଲିଗୁଡ଼ା ଅଞ୍ଚଳର ଅଗ୍ରଣୀ ସ୍ବେଚ୍ଛାସେବୀ ଅନୁଷ୍ଠାନ ବନବାସୀ ସେବା ସମିତିର ମହିଳା ହକି ଟିମ୍ ରାଜ୍ୟସ୍ତରକୁ ମନୋନୀତ ହୋଇଛି। ଅନୁଷ୍ଠାନର କ୍ରୀଡ଼ା ଶିକ୍ଷକ ହେମନ୍ତ କୁମାର ପାତ୍ର ଓ ମହିଳା କ୍ରୀଡ଼ା ପ୍ରଶିକ୍ଷକ ସାରାଣୀ…
ଡିଭାଇଡ଼ରରେ ପିଟିହୋଇ ଚାଲିଗଲା ଜୀବନ
କୋକସରା,୧୦।୯(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା ଆମପାଣି-ଧର୍ମଗଡ଼ ବିଜୁ ଏକ୍ସପ୍ରେସ ୱେର ବଡ଼କେନ୍ଦୁଗୁଡା ଛକ ନିକଟରେ ରବିବାର ସାରେ ଏକ ଦୁର୍ଘଟଣା ଘଟିଛି। ରାସ୍ତା ଡିଭାଇଡ଼ରରେ ପିଟିହୋଇ ଜଣେ ବାଇକ୍ ଚାଳକଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଛି। ମୃତକ ହେଲେ ଡୁଡୁକାଠେଙ୍ଗା ପଞ୍ଚାୟତ…
ନାଳ ଖୋଳି ୩ ଶହ ଏକର ଜମିକୁ ଜଳସେଚନ
କୋକସରା,୧୦।୯(ଦୁଷ୍ମନ୍ତ କୁମାର ପାଟ୍ଟଯୋଶୀ): କଳାହାଣ୍ଡି ଜିଲା କୋକସରା ବ୍ଲକର ୨୨ ପଞ୍ଚାୟତରେ ଅନାବୃଷ୍ଟି ଯୋଗୁ ଚଳିତ ବର୍ଷ ସମ୍ଭାବ୍ୟ ମରୁଡି ପରିସ୍ଥିତି ଉପୁଜିଥିବାରୁ ଚାଷୀମାନେ ଚିନ୍ତାରେ ପଡିଛନ୍ତି। ବ୍ଲକକୁ ମରୁଡ଼ି ଘୋଷଣା ସହ ଚାଷ କ୍ଷୟକ୍ଷତି ଆକଳନ କରି ଇନ୍ପୁଟ ସବସିଡ଼ି,…
ସ୍ବଳ୍ପ ବୃଷ୍ଟିପାତ ଯୋଗୁ ମରୁଡ଼ି ପରିସ୍ଥିତି: ଗ୍ରାମବାସୀଙ୍କ ପୂଜାର୍ଚ୍ଚନା
କୋକସରା,୧୦।୯(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): ସ୍ବଳ୍ପ ବୃଷ୍ଟିପାତ ଯୋଗୁ ଚଳିତ ବର୍ଷ କଳାହାଣ୍ଡି ଜିଲା କୋକସରା ବ୍ଲକର ୨୨ଟି ପଞ୍ଚାୟତରେ ସମ୍ଭାବ୍ୟ ମରୁଡ଼ି ପରିସ୍ଥିତି ଉପୁଜିଛି। ଏନେଇ ଚାଷୀ ନିରାଶ ହୋଇପଡ଼ିଛନ୍ତି। ଏଭଳିସ୍ଥିତିରେ ଗମ୍ଭାରୀଗୁଡ଼ା ପଞ୍ଚାୟତ ବଙ୍ଗୋମୁଣ୍ଡା ଗାଁର ଚାଷୀମାନେ ବର୍ଷା ପାଇଁ…
ଦୁଇ ବାଇକ ମୁହାଁ ମୁହିଁ ଧକ୍କା, ୫ ଗୁରୁତର
ଜି.ଉଦୟଗିରି,୧୦ା୯(ଶିଶିର ପଟ୍ଟନାୟକ)-ଜି.ଉଦୟଗିରି ନିକଟସ୍ଥ ଗୁଡ୍ରିପଡ଼ିଠାରେ ରବିବାର ଦୁଇ ବାଇକ ମୁହାଁମୁହିଁ ଧକ୍କା ହେବାରୁ ଛୋଟ ଛୁଆକୁ ମିଶାଇ ୫ ଜଣ ଗୁରୁତର ଆହତ ହୋଇଛନ୍ତି। ବୁଲେଟ ଚାଳକ ସୁବ୍ରତ ପ୍ରଧାନ, ରଜନୀକାନ୍ତ ପ୍ରଧାନ, ବାଇକ ଚାଳକ ଲାଲୁ ନାୟକ, ରୁଚିମା ପ୍ରଧାନ,…
ଟ୍ରକ୍-ଅଟୋ ମୁହାଁମୁହିଁ ଧକ୍କା: ଚାଲିଗଲା ଅଟୋ ଚାଳକଙ୍କ ଜୀବନ
ତିହିଡ଼ି,୧୦ା୯(ସଞ୍ଜିତ ବଳ): ଭଦ୍ରକ-ଚାନ୍ଦବାଲି ରାସ୍ତାର ଫତେପୁର ଛକରେ ରବିବାର ମଧ୍ୟାହ୍ନରେ ଏକ ଟ୍ରକ୍ ସହ ମାଲବାହୀ ଅଟୋ ମୁହାଁମୁହିଁ ଧକ୍କା ହୋଇଛି। ଦୁର୍ଘଟଣାରେ ଅଟୋ ଚାଳକଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ଭଦ୍ରକ ବ୍ଲକ ସାବରଙ୍ଗ ଥାନା ଅଧୀନ କେଦାରପୁର ଗ୍ରାମର…

