ଭୁଶୁଡ଼ିଲା ଶ୍ରେଣୀଗୃହ
ବାଲିଗୁଡ଼ା,୧୩ା୯(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ବାଲିଗୁଡ଼ା ବ୍ଲକ ଅନ୍ତର୍ଗତ ସିନ୍ଦ୍ରିଗାଁ ପଞ୍ଚାୟତର କିଲୁପଡ଼ାରେ ଥିବା ସରକାରୀ ପ୍ରାଥମିକ ବିଦ୍ୟାଳୟର ଶ୍ରେଣୀ ଗୃହ ଭୁଶୁଡ଼ି ପଡ଼ିଛି। ମାତ୍ର ଅଳ୍ପକେ ମୃତ୍ୟୁ ମୁଖରୁ ବର୍ତ୍ତି ଯାଇଛନ୍ତି ୨୮ରୁ ଊର୍ଦ୍ଧ୍ୱ ଛାତ୍ରୀଛାତ୍ର। ବୁଧବାର ପୂର୍ବାହ୍ନରେ…
ରାଇସ୍ ମିଲ୍ ବନ୍ଦ ଦାବିରେ ରାସ୍ତାରୋକୋ
ଡୁଙ୍ଗୁରିପାଲି,୧୩ା୯(ଦୀନବନ୍ଧୁ ସୁନା): ସୁବର୍ଣ୍ଣପୁର ଜିଲା ଡୁଙ୍ଗୁରିପାଲି -ରାମପୁର ରାସ୍ତାର ଲଙ୍ଗଳକଣ୍ଟା ଛକରେ ରାଇସ ମିଲ୍ ନିର୍ମାଣ ବନ୍ଦ ଦାବି ନେଇ ଲଙ୍ଗଳକଣ୍ଟାର ଶତାଧିକ ଗ୍ରାମବାସୀ ବୁଧବାର ଲଙ୍ଗଳକଣ୍ଟା ଛକ ରାସ୍ତା ଉପରେ ଧାରଣା ଦେଇଥିଲେ। ସୂଚନାନୁସାରେ, ଡୁଙ୍ଗୁରିପାଲି ବ୍ଲକ ଲଙ୍ଗଳକଣ୍ଟା ଗ୍ରାମ…
ଏକାସାଙ୍ଗରେ ଆକ୍ରମଣ କଲେ ୩ ଭାଲୁ, ଚାଲିଗଲା ଚାଷୀଙ୍କ ଜୀବନ
କଣ୍ଟିପାଳ,୧୩ା୯(ସୁଶାନ୍ତ କୁମାର ସାହୁ): ଆନନ୍ଦପୁର ବ୍ଲକ ମନୋହରପୁର ପଞ୍ଚାୟତର ସାନ ପୁରୁଣାପାଣି ଅଞ୍ଚଳରେ ଭାଲୁ ଆକ୍ରମଣରେ ଜଣେ ଚାଷୀଙ୍କର ମୃତ୍ୟୁ ହୋଇଛି। ମୃତକ ଜଣକ ସାନପୁରୁଣାପାଣିର ଘନଶ୍ୟାମ ହେମ୍ବ୍ରମ (୪୫)। ସେ ବୁଧବାର ସକାଳେ ଘରଠାରୁ ମାତ୍ର ୫୦୦ ଦୂରରେ ଥିବା…
ଟ୍ୟୁବ୍ ସାହାଯ୍ୟରେ ରୋଗୀଙ୍କୁ ନଦୀ ପାର୍
ବାଲିଗୁଡ଼ା,୧୩ା୯(ସଞ୍ଜୟ କୁମାର ପାଣିଗ୍ରାହୀ): ଗାଁରେ ପହଞ୍ଚି ପାରିଲାନି ଆମ୍ବୁଲାନ୍ସ ଭରା ନଈରେ ରୋଗୀଙ୍କୁ ଟ୍ୟୁବ୍ରେ ବସେଇ ଖଡ଼ଗ ନଦୀରେ ପାର୍ କରି ଆଣିଲେ ରୋଗୀଙ୍କ ପରିବାର ଲୋକେ। ବାଲିଗୁଡାଠାରୁ ସାଇନପଡ଼ା ଦେଇ ଖଡ଼ଗ ନଦୀରେ ଏକ ସେତୁ ହେବାକୁ ଥିବା ବେଳେ…
ରାୟଗଡ଼ାରୁ ଚୋରି ବୋଲେରୋ ବାଲିଗୁଡ଼ାରେ ଠାବ: ଜଣେ ଅଟକ, ଦୁଇ ଚମ୍ପଟ
ବାଲିଗୁଡ଼ା,୧୩ା୯(ସଞ୍ଜୟ କୁମାର ପାଣିଗ୍ରାହୀ): ରାୟଗଡ଼ା ଜିଲା ତେଲେଙ୍ଗାପଦରରୁ ଚୋରି ବୋଲେରୋ ବାଲିଗୁଡ଼ା ବାଇପାସ ରାସ୍ତାରୁ ଠାବ ହୋଇଛି। ମଙ୍ଗଳବାର ରାତିରେ ମୁନିଗୁଡ଼ା ଥାନା ଅନ୍ତର୍ଗତ ତେଲାଙ୍ଗାପଦର ଗାଁର ଲକ୍ଷ୍ମୀନାରାୟଣ ପାତ୍ରଙ୍କ ବୋଲେରୋକୁ ତିନିଜଣ ଦୁର୍ବୃତ୍ତ ଚୋରି କରି ନେଇଥିଲେ। ବାଲିଗୁଡ଼ା ଥାନା…
ପୁନଃ ନିଯୁକ୍ତ ପାଇଁ ଜିଲାପାଳଙ୍କୁ ପତ୍ର
କୋରାପୁଟ,୧୩ା୯(ଅମିତାଭ ବେହେରା): ଓଡ଼ିଶାର ଉଚ୍ଚ ନ୍ୟାୟାଳୟଙ୍କ ଆଦେଶ ଅନୁସାରେ ପୁନଃ ନିଯୁକ୍ତି ପାଇଁ ବୁଧବାର କୋରାପୁଟ ଜିଲାପାଳଙ୍କଠାରେ ଦାବି ରଖିଛନ୍ତି ୬ ଛଟେଇ ଜଳସେଚନ ବିଭାଗ କର୍ମଚାରୀ। ଅପର କୋଲାବ ପ୍ରକଳ୍ପରୁ ଛଟେଇ ହୋଇଥିବା ଏହି କର୍ମଚାରୀ କହିଛନ୍ତି, ମାନ୍ୟବର ହାଇକୋର୍ଟ…
ଯଯାତି କେଶରୀଙ୍କ ନାମରେ ନାମିତ ହେବ ଯାଜପୁର ମେଡିକାଲ କଲେଜ ଆଣ୍ଡ୍ ହସ୍ପିଟାଲ
ଭୁବନେଶ୍ୱର,୧୩ା୯(ଅସମାପିକା ସାହୁ): ଯାଜପୁର ମେଡିକାଲ କଲେଜ ଆଣ୍ଡ୍ ହସ୍ପିଟାଲକୁ ଯଯାତି କେଶରୀଙ୍କ ନାମରେ ନାମିତ କରାଯିବ। ଏହି ପ୍ରସ୍ତାବକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବୁଧବାର ଅନୁମୋଦନ କରିଛନ୍ତି। ନିକଟରେ ମୁଖ୍ୟମନ୍ତ୍ରୀଙ୍କ ୫-ଟି ସଚିବ ଭି.କେ. ପାଣ୍ଡିଆନଙ୍କ ଗସ୍ତ ସମୟରେ ଯାଜପୁରବାସୀ ମେଡିକାଲ…
୨୪୧ ଶିକ୍ଷକଙ୍କ ସାମୁହିକ ଛୁଟି
କର୍ଲାମୁଣ୍ଡା,୧୩ା୯(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ପ୍ରାଥମିକ ସଂଘ ପକ୍ଷରୁ ବିଭିନ୍ନ ଦାବି ପୂରଣ ନ ହେବା ପର୍ଯ୍ୟନ୍ତ ଶିକ୍ଷୟିତ୍ରୀ/ଶିକ୍ଷକ ସାମୁହିକ ଛୁଟି ନେବା ଦ୍ୱାରା ବ୍ଲକର ସମସ୍ତ ପ୍ରାଥମିକ ବିଦ୍ୟାଳୟ ବନ୍ଦ ରହିଛି। ଫଳରେ ବୁଧବାର ଛାତ୍ରୀଛାତ୍ର…
ପଞ୍ଚାୟତିରାଜ ବ୍ୟବସ୍ଥାରେ ସରପଞ୍ଚଙ୍କୁ ଅଣଦେଖା
ଛତ୍ରପୁର,୧୩ା୯(ସନ୍ତୋଷ ପାଢ଼ୀ): ଗଞ୍ଜାମ ଜିଲା ସରପଞ୍ଚ ମହାସଂଘର ଡାକରାରେ ଛତ୍ରପୁର ବ୍ଲକ ସରପଞ୍ଚ ସଂଘର କର୍ମକର୍ତ୍ତା ଚୟନ ହୋଇଛି। ଏନେଇ ଏକ ବୈଠକ ବୁଧବାର ଅନୁଷ୍ଠିତ ହୋଇଥିଲା। ତ୍ରିସ୍ତରୀୟ ପଞ୍ଚାୟତିରାଜ ବ୍ୟବସ୍ଥାକୁ ଅଣଦେଖା କରି ପଞ୍ଚାୟତିରାଜ ବ୍ୟବସ୍ଥାକୁ ଅସାମ୍ବିଧାନିକ ଭାବେ କ୍ଷୁଣ୍ଣ…
ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ପ୍ରାଥମିକ ଶିକ୍ଷକଙ୍କ ଗଣଧାରଣା
କେସିଙ୍ଗା,୧୩ା୯(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ପ୍ରାଥମିକ ଶିକ୍ଷକ ସଂଘର ସଭାପତି ସୁରେନ୍ଦ୍ର ଦୋରା, ସମ୍ପାଦକ ସୁରେନ୍ଦ୍ର ପ୍ରଧାନଙ୍କ ନେତୃତ୍ୱରେ କେସିଙ୍ଗା ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବୁଧବାର ଗଣଧାରଣା ଦିଆଯାଇଛି। ଏଥିରେ ଏନ୍ପିଏସ୍ ସଂଘ ସଭାପତି ଉଗ୍ରସେନ ସାହୁ…
ବଳାତ୍କାରୀଙ୍କୁ ୨୦ ବର୍ଷ ଜେଲ୍ଦଣ୍ଡ
ବ୍ରହ୍ମପୁର,୧୩ା୯(ସୁବାସ ଚନ୍ଦ୍ର ପାଢ଼ୀ): ବ୍ରହ୍ମପୁର ସ୍ବତନ୍ତ୍ର ପୋକ୍ସୋ କୋର୍ଟ ବିଚାରପତି ପ୍ରଭାତ କୁମାର ରାଜଗୁରୁ ବୁଧବାର ଏକ ନାବାଳିକା ବଳାତ୍କାର ମାମଲାର ଚୂଡ଼ାନ୍ତ ରାୟ ଘଟଣାର ୬ବର୍ଷ ପରେ ପ୍ରକାଶ କରିଛନ୍ତି। ଉପଯୁକ୍ତ ପ୍ରମାଣ ମିଳିଥିବାରୁ ସେ ଅଭିଯୁକ୍ତଙ୍କୁ ଦୋଷୀ ସାବ୍ୟସ୍ତ…
କଳାବ୍ୟାଜ୍ ପରିଧାନ କଲେ ଉପକାରାଗାର କର୍ମଚାରୀ
ଛତ୍ରପୁର,୧୩ା୯(ସନ୍ତୋଷ ପାଢ଼ୀ): ଛତ୍ରପୁର ଉପକାରାଗାର କର୍ମଚାରୀ ବୁଧବାରଠାରୁ କଳାବ୍ୟାଜ୍ ପରିଧାନ କରି କାର୍ଯ୍ୟ ଆରମ୍ଭ କରିଛନ୍ତି। ଏହା ୨୪ ତାରିଖ ପର୍ଯ୍ୟନ୍ତ ଚାଲିବ। ଏହାସତ୍ତ୍ୱେ ମଧ୍ୟ ଦାବି ପୂରଣ କରା ନ ଗଲେ ୨୫ ତାରିଖରୁ ସମସ୍ତ କର୍ମଚାରୀ କଳାବ୍ୟାଜ୍ ପରିଧାନ…

