ଆମ ଜିଲା ଖବର

ବୁଡ଼ିଯାଉଥିବା ସାଙ୍ଗଙ୍କୁ ଉଦ୍ଧାର କରିବାକୁ ଯାଇ ନିଜେ ବୁଡ଼ିଗଲେ

ଡେରାବିଶ, ୧୮ା୧୧(ବେବର୍ତ୍ତା ଅଜୟ ଦାସ): କେନ୍ଦ୍ରାପଡ଼ା ସଦର ଥାନା ଅଧୀନ ଡେରାବିଶ ବ୍ଲକ କୁଶିଆପାଳ ପଞ୍ଚାୟତ ୨ନଂ. ୱାର୍ଡ଼ ବାବୁରାମପାଟଣା ଗାଁର ଦୁଇଜଣ ନାବାଳିକା ସାଙ୍ଗହୋଇ ଗାଁ ଦେଇ ଯାଇଥିବା ଗୋବରୀ ନଦୀକୁ ଗାଧୋଇବାକୁ ଯାଇଥିବା ବେଳେ ଗୋଡ଼ ଖସିଯିବାରୁ ଜଣେ…

ବସ୍‌ ପୋଡ଼ିରେ ମହିଳା ମୃତ ଘଟଣା: ୮ ଦିନ ହେଲାଣି ମୃତଦେହ ଫେରିନାହିଁ

ମାର୍ଶାଘାଇ,୧୮ା୧୧ (ଶୁଭେନ୍ଦୁ ପ୍ରସାଦ ଚୌଧୁରୀ): କୋଲ୍‌କାତାରୁ ପାରାଦୀପ ଆସୁଥିବା ଏକ ଘରୋଇ ଯାତ୍ରୀବାହୀ ବସ୍‌ରେ ଗତ ୧୦ ତାରିଖ ରାତିରେ ନିଆଁ ଲାଗି କେନ୍ଦ୍ରାପଡ଼ା ଜିଲା ମାର୍ଶାଘାଇ ଥାନା ଅଞ୍ଚଳର ଜନୈକା ବିବାହିତା ମହିଳାଙ୍କ ମୃତ୍ୟୁ ଘଟିଥିଲା। ମାର୍ଶାଘାଇ ଥାନା ଅଙ୍ଗୁଳାଇ…

ବିଶ୍ୱସ୍ତରୀୟ ହେବ ନନ୍ଦନକାନନ: ଜଙ୍ଗଲ ମନ୍ତ୍ରୀ

ବାରଙ୍ଗ,୧୮।୧୧(ଲିଙ୍ଗରାଜ ରାଉତ): ନନ୍ଦନକାନନ ପ୍ରାଣୀଉଦ୍ୟାନ ଓ ରାଜ୍ୟ ଉଦ୍ଭିଦ ଉଦ୍ୟାନକୁ ସଂଯୋଗ କରୁଥିବା ବହୁ ପ୍ରତୀକ୍ଷିତ ‘ରୋପ୍‌ୱେ’ ପୁଣିଥରେ ଆରମ୍ଭ ହୋଇଛି। ଶୁକ୍ରବାର ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ପ୍ରଦୀପ କୁମାର ଅମାତ ଏହାକୁ ଉଦ୍‌ଘାଟନ କରିଛନ୍ତି। ୧୩ବର୍ଷ…

ଝିଅକୁ ବଳାତ୍କାର କରିଥିବା ବାପା ଗିରଫ

ମାଲକାନଗିରି,୧୭ା୧୧(ଦୁର୍ଯ୍ୟୋଧନ ପାତ୍ର)-ମାଲକାନଗିରି ଜିଲା ବାଲିମେଳା ବିଜ୍ଞାପିତ ଅଞ୍ଚଳ ସଦର ମହକୁମାରେ ନିଜ ଝିଅକୁ ବଳାତ୍କାର ଥିତ୍ବା ଅଭିଯୋଗକୁ ଭିତ୍ତି କରି ଓର୍କେଲ ପୋଲିସ ସମ୍ପୃକ୍ତ ବାପାଙ୍କୁ ଶୁକ୍ରବାର ଗିରଫ କରିଛି। ଏନେଇ ବାଲିମେଳା ଡ୍ରଗ୍‌ ଲାଇନର ଜଣେ ବ୍ୟକ୍ତି ଥାନାରେ ଅଭିଯୋଗ…

ଛତିଶଗଡ ନିର୍ବାଚନ ସାରି ଫେରିବା ବେଳେ ଆଇଇଡି ବିସ୍ଫୋରଣ, ଯବାନ ଶହୀଦ

ମାଲକାନଗିରି, ୧୭ା୧୧(ଦୁର୍ଯୋଧନ ପାତ୍ର): ମାଲକାନଗିରି ଜିଲା ସୀମାନ୍ତ ଛତିଶଗଡରେ ପୁଣି ମାଓବାଦୀ ହିଂସା ଦେଖିବାକୁ ମିଳିଛି। ଦ୍ୱିତୀୟ ପର୍ଯ୍ୟାୟ ଭୋଟ ଗ୍ରହଣରେ ପୋଲିଂ କାର୍ଯ୍ୟ ସାରି ଫେରୁଥିବା ବେଳେ ରାସ୍ତାରେ ମାଓବାଦୀଙ୍କ ଦ୍ୱାରା ଖଞ୍ଜାଯାଇଥିବା ଆଇଇଡି ବିସ୍ଫେରଣ ହୋଇଛି। ଏଥିରେ ଭାରତୀୟ…

ଯୁବକଙ୍କୁ ଆକ୍ରମଣ: ଅଭିଯୁକ୍ତ କୋର୍ଟଚାଲାଣ

ବେଲଗୁଣ୍ଠା,୧୭ା୧୧(କୃଷ୍ଣଚନ୍ଦ୍ର ପଟ୍ଟନାୟକ): ଜଣେ ଯୁବକଙ୍କୁ ଛୁରିରେ ଆକ୍ରମଣ ଅଭିଯୋଗରେ ଶୁକ୍ରବାର ଗାଙ୍ଗପୁର ପୋଲିସ୍‌ ଅଭିଯୁକ୍ତଙ୍କୁ କୋର୍ଟଚାଲାଣ କରିଛି। ଝରପାରି ଗ୍ରାମର ତୋଫାନ ଗୌଡ଼ ନାମକ ଜଣେ ଯୁବକ ଏହି ଥାନା ଅନ୍ତର୍ଗତ କେଶପୁର ଶାସନ ଗ୍ରାମକୁ ବାରମ୍ବାର ଯିବା ଆସିବା କରୁଥିଲେ।…

 କାଉନ୍‌ସିଲର ଉପ ନିର୍ବାଚନ: ୪ ପ୍ରାର୍ଥୀଙ୍କ ମଧ୍ୟରେ ହେବ ଲଢ଼େଇ

ଯୋଡ଼ା,୧୭ା୧୧(ମାନସ ମହାନ୍ତି): କେନ୍ଦୁଝର ଜିଲା ଯୋଡ଼ା ପୌରପଳିକାର ୮ ନଂ. ୱାର୍ଡରେ ନଭେମ୍ବର ୨୯ରେ ହେବାକୁ ଥିବା ଉପ ନିର୍ବାଚନ ପାଇଁ ଚୂଡ଼ାନ୍ତ ପ୍ରାର୍ଥୀ ତାଲିକା ଘୋଷଣା କରାଯାଇଛି। ପୌର ପାଳିକା ନିର୍ବାଚନ ପରିଚାଳନା ଅଧିକାରୀଙ୍କ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ,…

ବାଣ ଚୋରି ଘଟଣାରେ ଦୁଇ ଯୁବକଙ୍କୁ କୋର୍ଟ ଚାଲାଣ

ଗୋପାଳପୁର,୧୭।୧୧(ନବୀନ ରାଜ ଆଚାରୀ) ବାଣ ଚୋରି କରିବା ଅଭିଯୋଗରେ ଶୁକ୍ରବାର ଗୋଳନ୍ଥରା ଥାନା ପୋଲିସ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ଗିରଫ ଅଭିଯୁକ୍ତମାନେ ହେଲେ ବି ନୂଆଗାଁ ଗ୍ରାମର ଭିକାରି ଦାସ(୨୦), ପ୍ରଦୀପ ଦାସ (୨୧)ବୋଲି…

୨୨ରୁ କଳାବ୍ୟାଜ଼ ପିନ୍ଧିବେ ଅଗ୍ନିଶମ କର୍ମଚାରୀ

ବ୍ରହ୍ମପୁର,୧୭ା୧୧(ସୁବାସ ଚନ୍ଦ୍ର ପାଢ଼ୀ): ଦକ୍ଷିଣାଞ୍ଚଳ ଅଗ୍ନିଶମ ସେବା ସଂସ୍ଥାରେ କାର୍ଯ୍ୟରତ ପ୍ରାୟ ୨୫୦୦ କର୍ମଚାରୀ ୨ ଦଫା ଦାବି ପୂରଣ ପାଇଁ ଆସନ୍ତା ୨୨ ତାରିଖରୁ କଳାବ୍ୟାଜ଼ ପରିଧାନ କରିବେ। ଦୀର୍ଘବର୍ଷ ହେଲା ଆଗ୍ନିକ, ମୁଖ୍ୟ ଆଗ୍ନିକ ଓ ଆଗ୍ନିକ ଗାଡ଼ି…

ମହାସରସ୍ବତୀ ବେଶରେ ଦର୍ଶନ ଦେଲେ ମା’ ଭଦ୍ରକାଳୀ

ଭଦ୍ରକ,୧୭ା୧୧(ରବିନାରାୟଣ ଖିଲାର/ସନାତନ ରାଉତ): ସପ୍ତମାତୃକା ବେଶର ଷଷ୍ଠ ଦିନରେ ଶୁକ୍ରବାର ମା’ ଭଦ୍ରକାଳୀ ମହାସରସ୍ବତୀ ବେଶରେ ଭକ୍ତଙ୍କୁ ଦର୍ଶନ ଦେଇଛନ୍ତି। ମହାସରସ୍ବତୀ ବେଶରେ ମା’ଙ୍କ ମୁଖମଣ୍ଡଳ ଶ୍ୱେତବର୍ଣ୍ଣ ଥିବା ବେଳେ ହଂସ ଥିଲା ମା’ଙ୍କ ବାହନ। ଶ୍ୱେତବସ୍ତ୍ର ପରିଧାନ କରି ମା’…

ତ୍ରିପୁରାରେ ଓଡ଼ିଆ ଯବାନଙ୍କ ମୃତ୍ୟୁ

କର୍ଲାମୁଣ୍ଡା/ତୁଣ୍ଡଲା(ପ୍ରଦୀପ କୁମାର ସାହୁ/ଫିରୋଜ କୁମାର ଦାସ): କଳାହାଣ୍ଡି ଜିଲା କେସିଙ୍ଗା ଥାନା ଅଧୀନ ବେଲଖଣ୍ଡି ଗାଁର ବିଏସ୍‌ଏଫ୍‌ ଯବାନ ଈଶ୍ୱର ଚନ୍ଦ୍ର ଦୋରାଙ୍କ ମୃତ୍ୟୁ ଘଟିଛି। ଈଶ୍ୱର ୨୦୦୯ରେ ବିଏସ୍‌ଏଫ୍‌ ଯବାନ ଭାବେ ନିଯୁକ୍ତି ପାଇଥିଲେ। ସେ ତ୍ରିପୁରାରେ ଡ୍ୟୁଟିରେ ଥିବାବେଳେ…

ସିରିଜ୍‌ ଦୁର୍ଘଟଣା ଘଟାଇଲା ଅବକାରୀ ବିଭାଗ ଗାଡ଼ି, ଡ୍ରାଇଭର ଅଟକ

ଛତ୍ରପୁର,୧୭ା୧୧(ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଛତ୍ରପୁରର ଅବକାରୀ ବିଭାଗ ଗାଡ଼ି ଶୁକ୍ରବାର ସକାଳେ ସିରିଜ୍‌ ଦୁର୍ଘଟଣା ଘଟାଇଛି। ସୂଚନାରୁ ପ୍ରକାଶ ଯେ, ଓଡି ୦୭ ଏଏଚ ୯୨୫୬ ନମ୍ବର ବିଶିଷ୍ଟ ଏକ ବୋଲେରୋ ଯେଉଁଥିରେ ଅବକାରୀ ବିଭାଗ ଲେଖା ହୋଇଛି। ଉକ୍ତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?