ଆମ ଜିଲା ଖବର

୨୪ ଘଣ୍ଟା ପରେ ୩ ମତ୍ସ୍ୟଜୀବୀଙ୍କ ମିଳିନି ସନ୍ଧାନ

ପାରାଦୀପ, ୨୧ା୯(ଶରତ ରାଉତ)ପାରାଦୀପ ମାଛଧରା ବନ୍ଦର ପାଖ ମହାନଦୀ ମୁହାଣରେ ମଙ୍ଗଳବାର ବୋଟ୍‌ ବୁଡ଼ି ଘଟଣାରେ ନିଖୋଜ ଥିବା ୩ ମତ୍ସ୍ୟଜୀବୀଙ୍କ ସନ୍ଧାନ ବୁଧବାର ସା ସୁଦ୍ଧା ମିଳିନାହିଁ। ସେହି ନିଖୋଜଙ୍କୁ ଖୋଜିବା ପାଇଁ ବୁଧବାର ସମୁଦ୍ରରେ କୋଷ୍ଟଗାର୍ଡ ପକ୍ଷରୁ ହେଲିକପ୍ଟର…

ବନ୍ଦେ ଭାରତ ଏକ୍ସପ୍ରେସ୍‌ର ଟ୍ରାଏଲ ରନ୍‌

ରାଉରକେଲା,୨୧ା୯(ଦିନେଶ ମିଶ୍ର): ପୁରୀ-ରାଉରକେଲା ମଧ୍ୟରେ ବନ୍ଦେ ଭାରତ ଏକ୍ସପ୍ରେସ୍‌ ଟ୍ରେନ୍‌ର ଟ୍ରାଏଲ୍‌ ରନ୍‌ ବୁଧବାର ସଫଳତା ସହ ସମ୍ପନ୍ନ ହୋଇଛି। ଏହା ସକାଳ ୫ଟାରେ ପୁରୀ ଷ୍ଟେସନ ଛାଡି ମଧ୍ୟାହ୍ନ ୧୨ଟା ୪୫ରେ ରାଉରକେଲା ରେଳ ଷ୍ଟେଶନରେ ପହଞ୍ଚତ୍ବାର ଥିଲା। ମାତ୍ର…

ଜିଲାରେ ଚକ୍ରାକାର ଧଳାମାଛି ଆତଙ୍କ

କେନ୍ଦ୍ରାପଡ଼ା, ୨୧ା୯(ଜଗନ୍ନାଥ ଧଳ)କେନ୍ଦ୍ରାପଡ଼ା ଜିଲାରେ ଧଳା ମାଛି ଓ ଗଛରେ ଧଳା ଫିମ୍ପି ଚାଷୀଙ୍କ ପାଇଁ ଆଶଙ୍କାର କାରଣ ସାଜିଛି। ପ୍ରଥମେ ନଡ଼ିଆ ଗଛ ପତ୍ରରେ ଧଳା ଫିମ୍ପି ଦେଖାଦେଉଥିଲା। ଏବେ କଦଳୀ ଗଛଠାରୁ ଆରମ୍ଭକରି ପନିପରିବା ଗଛରେ ଏହି ରୋଗ…

ଗାଁ ଦାଣ୍ଡରେ ନୂଆଁଖାଇଲେ ୧୬୩ ପରିବାର

ସୁନ୍ଦରଗଡ,୨୧ା୯(ଜୟ ନାରାୟଣ ମେଣ୍ଡୁଳି): ଖରା, ବର୍ଷା, ଶୀତ, କାକରରେ ହାଡ଼ଭଙ୍ଗା ପରିଶ୍ରମ କରି ମାଟି ମା’ରୁ ଉତ୍ପାଦିତ ପ୍ରଥମ ଶସ୍ୟକୁ ସମ୍ମାନ ଦେବାର ପର୍ବ ହେଉଛି ନୂଆଁଖାଇ। ପ୍ରତିବର୍ଷ ପରି ଚଳିତ ବର୍ଷ ମଧ୍ୟ ହସ ଉଲ୍ଲାସରେ ଏହି ଗଣପର୍ବକୁ ପାଳନ…

ବିଲୁପ୍ତର ଦ୍ୱାରଦେଶରେ ଭାଗବତ ମୁଣ୍ଡିଆ

ଖଣ୍ଡପଡ଼ା,୨୧ା୯(ଅଜୟ କୁମାର ମହାରଣା): ବିଲୁପ୍ତର ଦ୍ୱାରଦେଶରେ ପହଞ୍ଚିଥିବା ଭାଗବତ ମୁଣ୍ଡିଆର ସୁରକ୍ଷା ଦିଗରେ ପ୍ରଶାସନ ଦୃଷ୍ଟି ଦେବାକୁ ସ୍ଥାନୀୟ ଅଞ୍ଚଳର ବିଶିଷ୍ଟ ପରିବେଶବିତ୍‌ ତଥା ଗଛସାର ଭାବେ ପରିଚିତ ଅନ୍ତର୍ଯ୍ୟାମୀ ସାହୁ ନୟାଗଡ ଜିଲାପାଳଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି। ଏ ସଂକ୍ରାନ୍ତରେ…

ଜଙ୍ଘାବଡ଼ଦେଓଙ୍କ ପୀଠରେ ସ୍ବତନ୍ତ୍ର ତିଥିରେ ଲାଗିହୁଏ ନବାନ୍ନ

ଜନଜାତି ପରମ୍ପରାର ସମୃଦ୍ଧ ଜିଲା ସୁନ୍ଦରଗଡ଼। ଜିଲାର ସାମାଜିକ ଓ ସାଂସ୍କୃତିକ ଭାବଧାରାରେ ଜନଜାତି ଗୋଷ୍ଠୀଙ୍କ ପରମ୍ପରା,ଐତିହ୍ୟ, ଧର୍ମୀୟ ଭାବନା ଏହି ଅଞ୍ଚଳର ସ୍ବତନ୍ତ୍ର ସଂସ୍କୃତି ଭାବେ ପ୍ରସିଦ୍ଧି ଲାଭ କରିଛି। ପ୍ରକୃତି ଓ ପରମ୍ପରାର ପାର୍ବଣ ନୂଆଁଖାଇରେ ନିଜର ଇଷ୍ଟଦେବଦେବୀଙ୍କୁ…

ସେମିଳିଗୁଡ଼ାରେ ଚନ୍ଦ୍ରୟାନ-୩ ମେଢ଼କୁ ନେଇ ଚର୍ଚ୍ଚା

କୋରାପୁଟ,୨୧ା୯(ଅମିତାଭ ବେହେରା: କୋରାପୁଟ ଜ଼ିଲା ସେମିଳିଗୁଡା ସହରରେ ବିଶ୍ୱକର୍ମା ପୂଜା ଅବସରରେ ନନ୍ଦପୁର ରୋଡରେ ଥିବା ମହାରଣା ଗ୍ଲାସ ହାଉସଠାରେ ଚଳିତ ବର୍ଷ ହୋଇଥିବା ବିଶ୍ୱକର୍ମା ପୂଜା ମଣ୍ଡପ ଚର୍ଚ୍ଚାକୁ ଆସିଛି। ଏହି ମଣ୍ଡପ ଚନ୍ଦ୍ରୟାନ-୩ ଆକାରରେ ନିର୍ମିତ ହୋଇଛି। ଗ୍ଲାସ…

ବାହ୍ୟ ଜଗତରୁ ବିଚ୍ଛିନ୍ନ ଗୁଞ୍ଜରାମପଞ୍ଜରା ଗାଁ, ୩ ଜିଲାକୁ ଯାତାୟତ ବନ୍ଦ

ରାୟଗଡ଼ା, ୨୧।୯(ଆଶିଷ ରଞ୍ଜନ ପଣ୍ଡା): ପ୍ରଶାସନ ଶୁଣିଲାନି କି କୌଣସି ପଦକ୍ଷେପ ନେଲା ନାହିଁ। ଶେଷରେ ନିଜ ପାଖରେ ଥିବା ଟଙ୍କା ଓ ସ୍ତ୍ରୀଙ୍କ ସୁନାଗହଣା ବିକ୍ରି କରି ଜଣେ ଯୁବକ ନାଳ ଉପରେ ଗତବର୍ଷ କାଠ ପୋଲ ନିର୍ମାଣ କରିଥିଲେ।…

ଅଙ୍ଗନୱାଡି କେନ୍ଦ୍ରକୁ ବିପଜ୍ଜନକ ରାସ୍ତା

ସୁନାବେଡା,୨୧ା୯(କୃତ୍ତିବାସପ୍ରଧାନ): ସୁନାବେଡା ପୌର ପରିଷଦ ଅନ୍ତର୍ଗତ ସୁନାବେଡା ଶିଶୁ ସମନ୍ବିତ ଅଧିକାରୀଙ୍କ ଅଧୀନରେ ୮୫ଟି ଅଙ୍ଗନୱାଡି କେନ୍ଦ୍ର ରହିଛି। ସେଥିରୁ ସେମିଳିଗୁଡାର ଗୋପବନ୍ଧୁ ନଗରରେ ଥିବା ୩ ନଂ. ଅଙ୍ଗନୱାଡି କେନ୍ଦ୍ର ଅନ୍ୟତମ। ଏହି କେନ୍ଦ୍ରକୁ ଯିବାକୁ ଥିବା ରାସ୍ତା ବିପଜ୍ଜନକ…

‘ସାମାଜିକ ଗଣମାଧ୍ୟମରେ ମୋତେ ବଦନାମ କରାଯାଉଛି’

ମଙ୍ଗୁଳି-ଜଗତପୁର/ ଖୁଣ୍ଟୁଣୀ,୨୧।୯(ମାନସ ସାମଲ/ ସଚ୍ଚିଦାନନ୍ଦ ପଣ୍ଡା)ବିଜେବି କଲେଜ ଛାତ୍ରୀ ରୁଚିକାଙ୍କ ମୃତ୍ୟୁ ଘଟଣାରେ ସାମାଜିକ ଗଣମାଧ୍ୟମରେ ବଦନାମ କରାଯାଉଛି ବୋଲି ମା’ ବିଦ୍ୟୁତ୍‌ଲତା ମହାନ୍ତି ବୁଧବାର ଅଭିଯୋଗ କରିଛନ୍ତି। ଟାଙ୍ଗୀ-ଚୌଦ୍ୱାର ବ୍ଲକ ଅଧୀନ କଖଡି ଗ୍ରାମ ମଙ୍ଗଳା ସାହିସ୍ଥିତ ବାସଭବନରେ ସେ…

କୋରାପୁଟ ଜିଲାରେ ୩, ୭୯୦ ହେକ୍ଟର ଜମିରେ ଆଳୁଚାଷ

କୋରାପୁଟ, ୨୧ା୯(ଅମିତାଭ ବେହେରା): କୋରାପୁଟ ଜିଲାରେ ଚଳିତ ବର୍ଷା ଋତୁରେ ଜିଲା କୃଷି ବିଭାଗ ପକ୍ଷରୁ ୪ ହଜାର ହେକ୍ଟର ଜମିରେ ଆଳୁ ଚାଷ ପାଇଁ ଲକ୍ଷ୍ୟ ରଖାଯାଇଥିବାବେଳେ ବର୍ତ୍ତମାନ ସୁଦ୍ଧା ଜିଲାରେ ୩ ହଜାର ୭୯୦ ହେକ୍ଟର ଜମିରେ ଆଳୁଚାଷ…

ତିଆରି ଚାଲିଛି ଦକ୍ଷିଣ ଓଡ଼ିଶାର ପ୍ରଥମ ଅତ୍ୟାଧୁନିକ ରେଳକୋଚ୍‌ ରେଷ୍ଟୁରାଣ୍ଟ, ଦେଖିବାକୁ ମିଳିବ ଡଙ୍ଗରିଆଙ୍କ କଳାକୃତି

ରାୟଗଡ଼ା,୨୧।୯ (ଭାଗ୍ୟଶ୍ରୀ ମିଶ୍ର): ରାୟଗଡ଼ାରେ ନୂତନ ରେଳ ଡିଭିଜନ କାର୍ଯ୍ୟ ଆରମ୍ଭ ହେବା ପରଠୁ ରାୟଗଡ଼ା ରେଳ ଷ୍ଟେଶନ ଉନ୍ନତୀକରଣ କାର୍ଯ୍ୟ ହାତକୁ ନିଆଯାଇଛି। କିଛି ମାସ ହେବ ୩୨୬ ନମ୍ବର ଜାତୀୟ ରାଜପଥ ପାର୍ଶ୍ୱରେ ରେଳ ବିଭାଗ ପକ୍ଷରୁ ଏକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?